• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "33" result for "ମୁସଲମାନ" in https://otvkhabar.in

sahrukh
ମୁଁ ମୁସଲମାନ ଓ ମୋ ପତ୍ନୀ ହିନ୍ଦୁ, ମୋ ପିଲାମାନେ ହିନ୍ଦୁସ୍ତାନୀ: ଶାହରୁଖ୍

ମୁମ୍ବାଇ: ଆମେରିକା ଏୟାରପୋର୍ଟରେ ବାରମ୍ବାର ଚେକିଂର ସାମ୍ନା କରୁଥିବା ଶାହରୁଖ ଖାନ୍‌ କହିଲେ, “ମୁଁ ମୁସଲମାନ, ମୋ ପତ୍ନୀ ହିନ୍ଦୁ ମୋ ପିଲାମାନେ ହିନ୍ଦୁସ୍ତାନୀ”। ତେବେ କାହିଁକି ଏମିତି କହିବାକୁ ପଡ଼ିଲା ଶାହରୁଖଙ୍କୁ। ତାଙ୍କ ଉପରେ କୌଣସି ସାମ୍ପ୍ରଦାୟିକ ଚାପ ପଡ଼ିଲା କି? କେବଳ ଆମେରିକାରେ ନୁହେଁ ନିଜ ଦେଶରେ ମଧ୍ୟ ବିବାଦୀୟ ବୟାନ ଦେଇ ଅନେକ ଥର ସମାଲୋଚନାର ଶିକାର ହୋଇଛନ୍ତି ଶାହରୁଖ। ପରେ ନିଜ ବୟାନକୁ ବଦଳାଇବା ସହିତ କ୍ଷମା ମଧ୍ୟ ମାଗିଥିବା ନଜିର […]

r-5
ମୁସଲମାନ ଭୋଟର୍‌ଙ୍କୁ ନେଇ ଯାଉଥବା ବସ୍‌ ଉପରେ ଗୁଳି ଓ ପଥରମାଡ଼

କଲମ୍ବୋ: ଭୋଟ୍‌ ଦେବାକୁ ମୁସଲମାନଙ୍କୁ ନେଇଯାଉଥିବା ବସ୍‌ ଉପରେ ଅତର୍କିତ ପଥର ଓ ଗୁଳିମାଡ଼ ହୋଇଛି। ଏଥିରେ ବସ୍‌ଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଲେ ହତାହତକୁ ନେଇ କୌଣସି ଖବର ଜଣାପଡ଼ିନାହିଁ। ଆଜି ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଛି ଶ୍ରୀଲଙ୍କାରେ। ଆଜି ଶ୍ରୀଲଙ୍କାରେ ପରବର୍ତ୍ତୀ ରାଷ୍ଟ୍ରପତି ଚୟନ ପାଇଁ ଭୋଟ ଗ୍ରହଣ ହେଉଛି। ଏଥିପାଇଁ କେତେଗୁଡିଏ ବସ୍‌ ସଂଖ୍ୟାଲଘୁ ମୁସଲିମ ଭୋଟରମାନଙ୍କୁ ନେଇ ଯାଉଥିବା ଦୁର୍ବୃତ୍ତମାନେ ଗୁଳି ଓ ପଥର ମାଡ଼ କରିଛନ୍ତି। ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ […]

hindu
ଭାଇଚାରାର ନିଦର୍ଶନ: ହିନ୍ଦୁଙ୍କ ସହ ମା’ ଦୁର୍ଗାଙ୍କ ଆରାଧାନା କରୁଛନ୍ତି ମୁସଲମାନ ସଂପ୍ରଦାୟ

ଶାରଦୀୟ ଦୁର୍ଗା ପୂଜାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର। ମାଙ୍କ ଆରାଧନା ପାଇଁ ବିଭିନ୍ନ ପୂଜା ମଣ୍ଡପକୁ ଛୁଟି ଆସୁଛି ଭକ୍ତଙ୍କ ସୂଅ। କିବା ହିନ୍ତୁ ଅବା ମୁସଲ୍‌ମାନ ମାଙ୍କ ନିକଟରେ ସବୁ ମଣିଷ ସମାନ, ସମସ୍ତେ ମାଙ୍କ ସନ୍ତାନ। ଏମିତି ଏକ ମହତ୍ ବାର୍ତ୍ତା ପ୍ରଚାର କରୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍‌ର ପଳସୁଦା ଗ୍ରାମବାସୀ। ଯେଉଁଠି ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମିଶି ମା ଦୁର୍ଗାଙ୍କ ପୂଜାର୍ଚ୍ଚନା କରୁଛନ୍ତି। ଘଣ୍ଟ, […]

help1
ଗରିବଙ୍କ ଆଶାବାଡ଼ି ସାଜିଲେ ଏହି ମୁସଲମାନ ପରିବାର

ଭୁବନେଶ୍ୱର: ଆଜିବି ବଞ୍ଚିରହିଛି ମଣିଷପଣିଆ। କୁହାଯାଏ ମାନବ ସେବା ହିଁ ମାଧବ ସେବା। ସେବା ଜାତି ଓ ଧର୍ମ ଠାରୁ ବହୁ ଉର୍ଦ୍ଧ୍ୱରେ। ଏପରି ଜଣେ ପରିବାର ଯିଏ ଆଜିର ସଂକଟ ସମୟରେ ଗରିବ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ଲକ୍ ଡାଉନ୍ ପାଇଁ ଗରିବ ଲୋକେ ରୋଜଗାର ହରାଇ ଆବଶ୍ୟକ ସାମଗ୍ରୀ କିଣିନପାରି ହଇରାଣ ହେଉଥିବାବେଳେ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି ଜଣେ ମୁସଲମାନ ପରିବାର। ନବରଙ୍ଗପୁର ସହରର ଭାଟିଶାଳାଗୁଡା ସାହିରେ ରହୁଥିବା ମହମ୍ମଦ ରଫି ଓ […]

hindu-muslim-solidarity
ଲକ୍‌ଡାଉନ୍‌ରେ ଭାଇଚାରା: ଅନ୍ତିମ ସଂସ୍କାରରେ ଏକାଠି ହେଲେ ହିନ୍ଦୁ ଓ ମୁସଲମାନ

ଲକ୍ଷ୍ନୌ: ନୋଭେଲ କରୋନା ଭୂତାଣୁ ଆତଙ୍କ ଆପଣାରମାନଙ୍କୁ ଦୂରେଇ ଦେଉଥିବାବେଳେ ଉତ୍ତରପ୍ରଦେଶର ବୁଲନ୍ଦଶେହର ଜିଲ୍ଲାରେ କିନ୍ତୁ ଦୁଇ ସମ୍ପ୍ରଦାୟକୁ ଏକାଠି କରିଛି। ସାରା ଦେଶ ଲକ୍‌ଡାଉନ୍ ଥିବା ବେଳେ ହିନ୍ଦୁ-ମୁସଲମାନ ଭାଇଚାରା ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ ଜଣେ ହିନ୍ଦୁ ଭାଇଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ଥାନୀୟ ମୁସଲମାନ ଭାଇମାନେ ଲକ୍‌ଡାଉନ୍ ପରିସ୍ଥିତିରେ ମଧ୍ୟ ଅନ୍ତିମ ସଂସ୍କାର କାର୍ଯ୍ୟ ଶେଷ କରିଛନ୍ତି। ଏଭଳି ଭାଇଚାରାର ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଘଟଣାଟି ଆନନ୍ଦବିହାର ଅଞ୍ଚଳର। ଏଠାରେ […]

merut
ଭାଇଚାରାର ଅନନ୍ୟ ଉଦାହରଣ : ମୁସଲମାନ ଭାଇଙ୍କ କାନ୍ଧରେ ମଶାଣୀ ଗଲା ହିନ୍ଦୁ ଭଉଣୀ

ମିରଟ : ସାରା ଦେଶରେ ଚାଲିଛି ମୃତ୍ୟୁର ନୃତ୍ୟ । ଚାରିଆଡ଼େ ଅବ୍ୟକ୍ତ ନୀରବତା, ସାହାଯ୍ୟ ଖୋଜୁଥାଏ ଅସହାୟ ଆଖି । ଆଖିର ଲୁହ ଆଖିରେ ଶୁଖି ଯାଇଥାଏ ହେଲେ କେହି ପାଖକୁ ଆସୁ ନଥାନ୍ତି । ସଙ୍କଟ ସମୟରେ ପର କରିଦେଲେ ନିଜ ଲୋକ । ଆଉ ଏପରି ସମୟରେ ଭାଇଚାରାର ଅନନ୍ୟ ଉଦାହରଣ ଦେଲେ ମୁସଲିମ ସମାଜର ଲୋକେ । ମିରଟ ସହରରେ ଦେଖିବାକୁ ମିଳିଛି ଏପରି ଘଟଣା । ସଂକ୍ରମଣ ସନ୍ଦେହରେ ଛୁଇଁଲେନି […]

india
ପାକିସ୍ତାନ,ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ଅଣ ମୁସଲମାନଙ୍କୁ ମିଳିବ ଭାରତର ନାଗରିକତ୍ୱ

ନୂଆଦିଲ୍ଲୀ : ଅଣ ମୁସଲମାନ୍ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରାଯିବ । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ଥାନର ଅଣ ମୁସଲମାନ ଶରଣାର୍ଥୀଙ୍କ ଠାରୁ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ ମାଗିଛନ୍ତି । ଏଥିସହ ଗୁଜୁରାଟ,…