ମ୍ୟାଚକୁ ଆଉ ମାତ୍ର କିଛି ଘଣ୍ଟା ଥିବାବେଳେ ନ୍ୟୁଜିଲାଣ୍ଡକୁ ଘାରିଛି ପରାଜୟ ଭୟ ? ଖୋଦ୍ ନ୍ୟୁଜିଲାଣ୍ଡ କ୍ୟାପଟେନ୍ ମିଚେଲ ସାଣ୍ଟନର କହିଛନ୍ତି କେଉଁ ଭାରତୀୟ ଖେଳାଳିଙ୍କ ପାଇଁ ଅଧିକ ଚିନ୍ତାରେ ରହିଛି ଦଳ ।
ସେମିଫାଇନାଲ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଯେଉଁ ଟିମ୍ ସହ ଭାରତ ଓହ୍ଲାଇଥିଲା, ଆଜି ମଧ୍ୟ ସେହି ଟିମ୍ ସହ ଫାଇନାଲ ମ୍ୟାଚ୍ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା ।
୨୫ ବର୍ଷ ପରେ ପ୍ରତିଶୋଧର ସୁଯୋଗ । ଅଢେଇ ଦଶନ୍ଧି ପରେ ବଦଲା ନେବ ଟିମ୍ ଇଣ୍ଡିଆ । ମିନି ୱାର୍ଲ୍ଡ କପ୍ କୁହାଯାଉଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ଟକ୍କର ।
ସୁପରସଣ୍ଡେରେ ସୁପର ସୋ | ପୁଣି ଏକ ରବିବାର ହାଇଭୋଲଟେଜ୍ ମ୍ୟାଚ | ଏଥର କିନ୍ତୁ ଫାଇନାଲ୍ ଫାଇଟ୍ ପାଇଁ ଲାଗିଛି ବାଜି । ଟାଇଟଲ ହାସଲ ଲାଗି ଜି ଜାନ୍ ଲଗାଇ ଲଢ଼େଇ କରିବେ ଟିମ୍ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ |
ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ମାର୍ଚ୍ଚ ୯ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଫାଇନାଲ୍ ମୁକାବିଲା । ଫାଇନାଲ୍ରେ ନ୍ୟୁଜିଲାଣ୍ଡକୁ ହରାଇପାରିବ କି ରୋହିତ ସେନା? ଟୁର୍ଣ୍ଣାମେଣ୍ଟରେ ରେକର୍ଡ ତୃତୀୟ ମୁକୁଟ ଜିତିପାରିବ କି ଟିମ୍ ଇଣ୍ଡିଆ?
ରବିବାର ଦୁବାଇରେ ଏହି ଦୁଇ ଦଳ ଟାଇଟଲ୍ ମୁକାବିଲାରେ ମୁହାଁମୁହିଁ ହେବେ । ତେବେ ଦୀର୍ଘ ୨୫ ବର୍ଷ ପରେ ଦୁଇ ଦଳ ଆଇସିସି ଟ୍ରଫି ମୁକାବିଲାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ।
ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ଶ୍ରେୟସ ଆୟର ଚମତ୍କାର ବ୍ୟାଟିଂ କରିବା ସହିତ ଅର୍ଦ୍ଧଶତକ ହାସଲ କରିଥିଲେ। ଆୟର ୭୯ ରନ କରିଥିବା ବେଳେ ଭାରତ ୯ ଉଇକେଟ ହରାଇ ୨୪୯ କରିଛି। ଭାରତ ଏହି ମ୍ୟାଚରେ ୪ ସ୍ପିନରଙ୍କ ସହ ଓହ୍ଲାଇଥିଲା। ହର୍ଷିତ ରାଣାଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ଖେଳାଇଥିଲା।
ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଏକ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆୟୋଜକ ଦଳ ପାକିସ୍ତାନ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛି। ସୋମବାର ନ୍ୟୁଜିଲାଣ୍ଡ ୫ ଉଇକଟରେ ବାଂଲାଦେଶକୁ ହରାଇଥିଲା। ଫଳରେ ଭାରତ ଓ ନ୍ୟୁଜିଲାଣ୍ଡ ସେମି ଫାଇନାଲରେ ପ୍ରବେଶ କରିଛନ୍ତି।
ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ନୂଆବର୍ଷକୁ ସ୍ୱାଗତ । ୨୦୨୪କୁ ବିଦାୟ ଦେଇ ୨୦୨୫କୁ ସ୍ୱାଗତ କଲା ଅକଲାଣ୍ଡ ।
ସଫଳ ବୋଲର ମହମ୍ମଦ ସାମିଙ୍କୁ ୭ ୱିକେଟ ସଫଳତା ମିଳିଛି । ୫୭ ରନ୍ ବିନିମୟରେ ୭ ୱିକେଟ ନେଇ ବଡ଼ ସଫଳତା ହାସଲ କରିଛନ୍ତି ମହମ୍ମଦ ସାମି । ସେପଟେ ୩୨୭ ରନ୍ କରି ଅଲଆଉଟ ହୋଇଛି ନ୍ୟୁଜିଲାଣ୍ଡ ।
ସେମି ସଂଘର୍ଷ... ଆଜି ମୁମ୍ବାଇ ୱାଙ୍ଖଡ଼େରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍, ପଡ଼ିଆରେ ପହଞ୍ଚି ଦୁଇ ଟିମ୍ ର ଅଭ୍ୟାସ... ଟସ୍ ଉପରେ ଉଭୟ କ୍ୟାପଟେନଙ୍କ ନଜର...
ଏହି ବିଜୟ ସହ ପୁଣି ସେମିଫାଇନାଲ ରେସ୍କୁ ଫେରିଛି ପାକିସ୍ତାନ । ଉଭୟ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ୪ଟି ବିଜୟ ଓ ୪ଟି ପରାଜୟ ସହିତ ସମାନ ପଏଣ୍ଟ ପାଇଛନ୍ତି। ଭଲ ରନ୍ ରେଟ୍ ଯୋଗୁଁ ନ୍ୟୁଜିଲାଣ୍ଡ ଚତୁର୍ଥ ଓ ପାକିସ୍ତାନ ପଞ୍ଚମ ସ୍ଥାନରେ ଅଛି ।
ଏହି ବିଜୟ ସହ ଶେଷ ହେଲା ୨୦ ବର୍ଷର ଅପେକ୍ଷା। ୨୦୦୩ ମସିହା ପରେ ପ୍ରଥମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ। ଏହି ବିଜୟ ସହ ବିଶ୍ୱକପ୍ ପଏଣ୍ଟ ଟେବୁଲେର ପ୍ରଥମ ସ୍ଥାନରେ ମଧ୍ୟ ପହଞ୍ଚିଛି ଟିମ୍ ଇଣ୍ଡିଆ।
ଭାରତ ପକ୍ଷରୁ ଚଳିତ ବିଶ୍ୱକପରେ ପ୍ରଥମ ମ୍ୟାଚ୍ ଖେଳୁଥିବା ମହମ୍ମଦ ସାମି ୫ଟି ୱିକେଟ ନେଇଥିବାବେଳେ କୁଲଦୀପ ଯାଦବ ୨ଟି ୱିକେଟ ଅକ୍ତିଆର କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଡିରେଲ ମିଚେଲ ୧୩୦ ରନ୍ କରିଥିବାବେଳେ ରଚିନ୍ ରବିନ୍ଦ୍ର ୭୫ ରନ୍ କରିଥିଲେ।
ଆଜି ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ। ପ୍ରଥମ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୨୮୨ ରନ୍ କରିଥିଲା। ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ୭୭ ରନ୍ କରିଥିବାବେଳେ ଅଧିନାୟକ ଜୋଶ୍ ବଟଲର ୪୩ ରନ୍ କରିଥିଲେ।
ବିଦେଶରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍ କି ବାତ’ଙ୍କ ଶୁଣିବା ପାଇଁ ଉତ୍ସାହ ଦେଖିବାକୁ ମିଳିଛି। ଏହିକ୍ରମରେ ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ମୋଦିଙ୍କ ‘ମନ୍ କି ବାତ୍ ’ ଶୁଣିବା ପାଇଁ ରାମ ବେନ ନାମକ ଜଣେ ୧୦୦ ବର୍ଷୀୟା ଜଣେ ବୃଦ୍ଧା ପହଞ୍ଚିଥିଲେ।
ସମୁଦ୍ର ଭିତରେ ଭୂକମ୍ପ ହୋଇଥବାରୁ ଏବେ ଏହାକୁ ନେଇ ସୁନାମୀ ଆଲର୍ଟ ଜାରି ହୋଇଛି ।
ନ୍ୟୁଜିଲାଣ୍ଡ ପକ୍ଷରୁ ପ୍ରଥମ ଗୋଲ କରିଥିଲେ ଲେନ୍ ସାମ୍।
ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ସେ ୭୮ ବଲରୁ ଧୂଆଁଧାର ୧୪୦ରନ୍ କରିଥିଲେ। ତେବେ ତାହା ଦଳକୁ ବିଜୟୀ କରିପାରିନଥିଲା।
ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିଶତକ ଲଗାଇଲେ ଗିଲ୍
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଦଳ । ବର୍ଷା ଯୋଗୁଁ ବାତିଲ ହୋଇଥିଲା ପ୍ରଥମ ମ୍ୟାଚ୍ ।
କରୋନା ପାଇଁ ନିଜ ବିବାହ ରଦ୍ଦ କରିଦେଲେ ନ୍ୟୁଜଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ୍ ।
ନ୍ୟୁଜିଲାଣ୍ଡକୁ ୫୪୦ ରନ୍ର ଟାର୍ଗେଟ୍ ଦେଇଥିଲା ଭାରତ। ଆଉ ନ୍ୟୁଜିଲାଣ୍ଡ ୫୪୦ ରନ୍ର ବିଜୟ ଟାର୍ଗେଟକୁ ପିଛା କରି ଦ୍ୱିତୀୟ ଇନିଂସ୍ରେ ୧୬୭ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା।
ଆଜିଠୁ ଆରମ୍ଭ ହେଉଛି ନ୍ୟୁଜିଲାଣ୍ଡ-ଭାରତ ତିନି ଟିକିଆ ବିଶିଷ୍ଟ ଟି-୨୦ ସିରିଜ୍.. ନୂଆ କୋଚ୍ ରାହୁଲ ଦ୍ରାବିଡ଼, ନୂଆ କ୍ୟାପଟେନ୍ ରୋହିତ ଶର୍ମାଙ୍କ ସହ ଟିମ୍ ପ୍ରଥମ ଥର ପାଇଁ ପଡ଼ିଆକୁ ଓହ୍ଲାଇବ..
ଅଷ୍ଟ୍ରେଲିଆର ମାଥ୍ୟୁ ୱିଡେ୍ ୧୯ ଓଭର୍ରେ ଲଗାତର ୩ଟି ଛକ୍କା ମାରି ଦଳକୁ ଜିତାଇଛନ୍ତି। ଆଜିର ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୨୪ ବଲ୍ରେ ୫୦ ରନ୍ର ଆବଶ୍ୟକତା ଥିଲା। ମ୍ୟାଚ୍ ପାକିସ୍ତାନ ପଟକୁ ଯାଉଥିବାର ଦେଖିବାକୁ ମିଳିଥିଲା।