ନୂଆଦିଲ୍ଲୀ : ଦୀର୍ଘ ଅପେକ୍ଷାର ହେବ ଅନ୍ତ । କାରଣ ୫୫ ବର୍ଷ ପରେ ପୁଣି ଥରେ ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଚାଲିବ ରେଳ ସେବା । ମିଳିଥିବା ସୂଚନା ଅନୁସାରେ, ୧୭ ଡିସେମ୍ବର ପଶ୍ଚିମ ବଙ୍ଗର ସୀମା ଓ ପଡୋଶୀ ବାଙ୍ଗାଲାଦେଶ ମଧ୍ୟରେ ରେଳ ମାର୍ଗର ଉଦଘାଟନ କରିବେ ମୋଦି । ତେବେ ଏନେଇ ସୂଚନା ଦେଇଛନ୍ତି ଉତ୍ତର-ପୂର୍ବ ରେଳ ଅଧିକାରୀ । 1965 ମସିହାରେ ଭାରତ ଏବଂ ତା’ପରେ ପୂର୍ବ ପାକିସ୍ଥାନ ମଧ୍ୟରେ […]
ସୁରତ: ସୁରତରୁ ଏବେ ଆସିବନି ଟ୍ରେନ୍। ସୁରତରୁ ଆସନ୍ତାକାଲି ଆସିବାକୁ ଥିବା ୩ଟି ଟ୍ରେନ୍କୁ ବାତିଲ କରାଯାଇଛି। ସୁରତରୁ ଆସନ୍ତାକାଲି ବାହାରିବାକୁ ଥିବା ୩ଟି ଯାକ ଟ୍ରେନ୍କୁ ବାତିଲ କରିଛନ୍ତି ଓଡ଼ିଶା ସରକାର। ଆଜି ଏନେଇ ସୂଚନା ଦେଇଛନ୍ତି ସୁରତ ଜିଲ୍ଲାପାଳ ଧବଳ କୁମାର ପଟେଲ। ଟ୍ରେନ୍ର ଆସିବାକୁ ଥିବା ଯାତ୍ରୀଙ୍କୁ ଏନେଇ ଅବଗତ କରାଯାଇଛି ବୋଲି ସେ କହିଛନ୍ତି। ଆଜି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଟ୍ରେନ୍ ବାତିଲ କରିଛନ୍ତି। ତେବେ ପ୍ରବାସ ଫେରନ୍ତାଙ୍କ […]
ରାଉଲକେଲା: ରାଉରକେଲା ଷ୍ଟେସନରେ ଶ୍ରମିକଙ୍କୁ ନେଇ ଫେରୁଥିବା ସ୍ୱତନ୍ତ୍ର ଟ୍ରେନ୍ ନ ଅଟକିବାରୁ ଟ୍ରେନ୍ରୁ ଡେଇଁଲେ ଯୁବକ। ରାଉରକେଲା ଷ୍ଟେସନଠାରୁ ୭ କିଲୋମିଟର ଦୂର ବନ୍ଧମୁଣ୍ଡା ଷ୍ଟେସନ ନିକଟରେ ଯୁବକ ଜଣକ ଟ୍ରେନ୍ରୁ ଡେଇଁପଡ଼ିଛନ୍ତି। ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ଆହତ ଯୁବକଙ୍କ ନାଁ ଶୁକ୍ରୁ ଗୌଡ଼। ତାଙ୍କ ଘର ରାଉରକେଲା ରାଜଗାଙ୍ଗପୁରରେ। ସେ ଜଣେ କାର୍ ଡ୍ରାଇଭର। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ତାଙ୍କ ମାଲିକଙ୍କୁ ମାର୍ଚ୍ଚ ୨୩ ତାରିଖରେ ରାଜସ୍ଥାନ ନେଇ ଯାଇଥିଲେ। […]
ନୂଆଦିଲ୍ଲୀ: ପ୍ରବାସୀମାନେ ନିଜ ନିଜ ଅଞ୍ଚଳକୁ ଯିବା ଲାଗି ସୁବିଧା କଲେ କେନ୍ଦ୍ର ସରକାର। ଯେକୌଣସି ରାଜ୍ୟରେ ଫସିଥିବା ଲୋକେ ଆଜି ଠାରୁ ଟ୍ରେନ୍ ଜରିଆରେ ଫେରିପାରିବେ ବୋଲି ଯୁଗ୍ମ ସଚିବ ସଲୀଳା ଶ୍ରୀବାସ୍ତବ ସୂଚନା ଦେଇଛନ୍ତି। ଯେଉଁ ଯେଉଁ ରାଜ୍ୟରେ ଲକଡାଉନ୍ ପରେ ଶ୍ରମିକ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ତୀର୍ଥଯାତ୍ରୀ ଫସି ରହିଛନ୍ତି ସେମାନଙ୍କୁ ନିଜ ରାଜ୍ୟକୁ ନେବା ପାଇଁ ଚାଲିବ ସ୍ବତନ୍ତ୍ର ଟ୍ରେନ୍। କରୋନା ଅପଡେଟ ନେଇ ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ପୁଣ୍ୟ […]
ଝାଡ଼ଖଣ୍ଡରେ ହଟିଆ-ରାଉରକେଲା ପାସେଞ୍ଜର ଟ୍ରେନ ଦୁର୍ଘଟଣାଗ୍ରସ୍ତ ଟ୍ରେନର ସ୍ପିଡ କମ ଥିବାରୁ ଟ୍ରେନର ୭ଟି ବଗିରୁ କୌଣସି ଗୋଟିଏ ବଗି ଟ୍ରାକରୁ ବାହାରକୁ ବାହାରି ନଥିଲା ଦୁର୍ଘଟଣା ସମୟରେ ଟ୍ରେନରେ ୮୪ ଜଣ ଯାତ୍ରୀ ଥିଲେ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଆଉ ଏକ ଇଞ୍ଜିନ ଲଗାଯାଇଥିଲା ରାଞ୍ଚି: ଝାଡ଼ଖଣ୍ଡରେ ହଟିଆ-ରାଉରକେଲା ପାସେଞ୍ଜର ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବୁଧବାର ରାତି ୮ଟା ୨୦ରେ କନାରାଓଁ ରେଲୱେ ଷ୍ଟେସନ ନିକଟରେ ପାସେଞ୍ଜର ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କେବଳ ଇଞ୍ଜିନ […]
ବିସ୍ଫୋରଣ କରି ଟ୍ରେନ୍ ଲାଇନ୍ ଉଡ଼ାଇଲେ ମାଓବାଦୀ ବିସ୍ଫୋରଣରେ ୨ ମିଟର ପର୍ଯ୍ୟନ୍ତ ଟ୍ରେନ୍ ଲାଇନ୍ ବିସ୍ଫୋରଣରେ ନଷ୍ଟ ହୋଇଯାଇଛି ବିସ୍ଫୋରଣ ଯୋଗୁ ମୁମ୍ବାଇ-ହାୱଡା ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ଘଟଣା ପରେ ଆରପିଏଫ, ଝାଡ଼ଖଣ୍ଡ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ ରାଉରକେଲା: ବିସ୍ଫୋରଣ କରି ଟ୍ରେନ୍ ଲାଇନ୍ ଉଡ଼ାଇଲେ ମାଓବାଦୀ। ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ଝାଡ଼ଖଣ୍ଡ ସୀମା ଚକ୍ରଧରପୁର ଲୋଟା ପାହାଡ଼ ନିକଟରେ ବିସ୍ଫୋରଣ ଘଟାଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ୨ ମିଟର ପର୍ଯ୍ୟନ୍ତ […]
ଖଲ୍ଲିକୋଟ: ସ୍ତ୍ରୀ ଓ ପୁଅ ସହ ଟ୍ରେନ୍ରେ ସୁରତରୁ ଗାଁକୁ ଫେରୁଥିଲେ। ହେଲେ ଜାଣିନଥିଲେ ସେ ଆଉ ଘରେ ପହଞ୍ଚି ପାରିବେ ନାହିଁ ଓ ଅଧା ବାଟରେ ଚାଲିଯିବ ଜୀବନ। କିଛିଦିନ ତଳେ ସୁରତରୁ ଗାଁକୁ ଫେରିବା ବାଟରେ ଟ୍ରେନ୍ରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ଏମିତି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଓଖା-ପୁରୀ ଟ୍ରେନ ଭିତରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବେଗୁନିଆପଡ଼ା ବ୍ଲକ୍ […]
ବ୍ରହ୍ମପୁର: ସୁରତରୁ ଗାଁକୁ ଫେରିବା ରାସ୍ତାରେ ଟ୍ରେନ୍ରେ ଉଡିଗଲା ପ୍ରାଣବାୟୁ। ପୁରୀ-ଅହମଦାବାଦ ଟ୍ରେନ୍ରେ ଏଭଳି ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଖଣ୍ଡଦେଉଳି ଗାଁର ବିଶ୍ୱନାଥ ଜେନା। ଗତକାଲି ବିଶ୍ୱନାଥ ସୁରତରୁ ସମ୍ପର୍କୀୟଙ୍କ ସହ ପୁରୀ-ଅହମଦାବାଦ ଟ୍ରେନ୍ରେ ଖଲ୍ଲିକୋଟ ଷ୍ଟେସନ ଫେରୁଥିଲେ। ରାତି ୧୧ଟା ସମୟରେ ଟ୍ରେନରେ ହିଁ ବିଶ୍ୱନାଥଙ୍କ ମୃତ୍ୟୁ ହୋଇଥିଲା। ପରେ ଗାଡି ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ଶବକୁ ବାହାର କରାଯାଇଥିଲା। ଏନେଇ ଜିଆର୍ପି ପାଖରେ ଖବର […]
ନୂଆଦିଲ୍ଲୀ: କୋଭିଡ୍ ରୋଗୀଙ୍କ ଦେଖାଶୁଣା ପାଇଁ ୪୦୦୨ଟି ରେଲ୍ୱେ କୋଚ୍କୁ ରେଳ ବିଭାଗ ସମ୍ପୂର୍ଣ୍ଣ ଭାବରେ କୋଭିଡ୍ କେୟାର କୋଚ୍ ଭାବେ ପରିବର୍ତ୍ତନ କରିଥିବା ବେଳେ କରୋନା ଲଢ଼େଇରେ ଭାରତୀୟ ରେଲ୍ୱେର ପୁଣି ଏକ ଯୋଗଦାନ। ବିଭିନ୍ନ ସ୍ଥାନରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍ ଅଭାବ ଦେଖାଦେଉଥିବା ବେଳେ, ଏହି ସମସ୍ୟାର ସମାଧାନ ପାଇଁ ‘ଅକ୍ସିଜେନ୍ ଏକ୍ସପ୍ରେସ୍’ ଟ୍ରେନ୍ ଚଳାଚଳ କରିବା ପାଇଁ ରେଳ ବିଭାଗ ପ୍ରସ୍ତୁତ ହୋଇଛି। ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଟ୍ୱିଟ୍ […]
ଟ୍ରେନ୍ ସମ୍ମୁଖକୁ ଡେଇଁ ଓଡ଼ିଆ ସେନା ଅଧିକାରୀଙ୍କ ଆତ୍ମହତ୍ୟା ପୂର୍ବରୁ ମଧ୍ୟ ଆଉ ଏକ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା ପାଇଁ ପ୍ରୟାସ କରିଥିଲେ ଅଫିସ୍ ଗାଡ଼ିରେ ରେଲ୍ୱେ ଷ୍ଟେସନରେ ପହଞ୍ଚିଥିଲେ ଓ ୟୁନିଫର୍ମରେ ଥିଲେ ମୁମ୍ବାଇ(ସୁରେଶ ଦାଶ): ମହାରାଷ୍ଟ୍ରର ପୁଣେ ରେଲ୍ୱେ ଷ୍ଟେସନରେ ଜଣେ ଓଡ଼ିଆ ସେନା ଅଧିକାରୀ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି। ମୃତ ସେନା ଅଧିକାରୀ ଭୁବନେଶ୍ୱରର ବ୍ରିଗେଡିୟର ଅନନ୍ତ […]
ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ କରୋନା ସ୍ଥିତି। ହୁ ହୁ ହୋଇ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ଅନେକ ସହରରେ ନାଇଟ୍ କର୍ଫ୍ୟୁ ଘୋଷଣା ହୋଇଛି। ଏହାସହ ସମସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ମଧ୍ୟ ଜାରି ହୋଇଛି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ଅଧିକ ଚିହ୍ନଟ ହେଉଛନ୍ତି। କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବା ଲାଗି ଆଜିଠାରୁ ସାରା ମହାରାଷ୍ଟ୍ରରେ ଲାଗିବ ୧୪୪ ଧାରା। ମୁମ୍ବାଇରୁ ପ୍ରବାସୀ ଶ୍ରମିକଙ୍କ ସେମାନଙ୍କ ରାଜ୍ୟକୁ ପଳାଉଥିବା ଦେଖିବାକୁ […]
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୫୨ ହଜାର ୮୭୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ଅନେକ ସହରରେ ନାଇଟ୍ କର୍ଫ୍ୟୁ ଘୋଷଣା ହୋଇଛି। ଏହାସହ ସମସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ମଧ୍ୟ ଜାରି ହୋଇଛି। ମହାରାଷ୍ଟ୍ରରେ କରୋନା କେସ୍ ଅଧିକ ରେକର୍ଡ କରାଯାଉଛି। ଏସବୁ ଭିତରେ ଏକ ଖବର ସୋସିଆଲ୍ ମିଡିଆରେ […]
ଭୁବନେଶ୍ୱର: ଛତିଶଗଡ଼କୁ ଟ୍ରେନ୍ ବନ୍ଦ ପାଇଁ ପ୍ରସ୍ତାବ ଦିଆଯାଇଛି। ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରେଳ ଯାତ୍ରୀଙ୍କ ପାଇଁ କଟକଣା ଲାଗିପାରେ। ଆସନ୍ତାକାଲିଠୁ ଛତିଶଗଡ଼ରୁ ବା ଛତିଶଗଡ଼ ଦେଇ ଆସୁଥିବା ସମସ୍ତ ପ୍ରକାର ଟ୍ରେନ୍ ସେବା ବନ୍ଦ ରଖିବା ନେଇ ରେଲ୍ୱେ ବୋର୍ଡ ଅଧ୍ୟକ୍ଷଙ୍କୁ ମୁଖ୍ୟ ସଚିବ ଚିଠି ଲେଖିଛନ୍ତି। ସେହିପରି ଏପ୍ରିଲ ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼କୁ ସମସ୍ତ ପ୍ରକାର ପବ୍ଲିକ ଟ୍ରାନ୍ସପୋର୍ଟ ବନ୍ଦ ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। […]
ଭୁବନେଶ୍ୱର: କୋଭିଡ୍ କଟକଣା ମଧ୍ୟରେ ମାର୍ଚ୍ଚ ୩୦ରୁ ଗଡ଼ିବ ପାସେଞ୍ଜର ଟ୍ରେନ୍। ଯାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ଓ ପୁରୀ-ଅନୁଗୁଳ-ପୁରୀ ମଧ୍ୟରେ MEMU ଟ୍ରେନ୍ ଚଳାଚଳ କରିବ। ଏଥିସହ ପୁରୀ-ହାଟିଆ, ପୁରୀ-ସମ୍ବଲପୁର ଓ ପୁରୀ-ପାରାଦୀପ ମଧ୍ୟରେ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍। ଭୁବନେଶ୍ୱର-କେନ୍ଦୁଝରଗଡ଼ MEMU ଟ୍ରେନ୍ ମାର୍ଚ୍ଚ ୩୦ରୁ ଅପରାହ୍ଣ ୪ଟା ୩୫ରେ ଭୁବନେଶ୍ୱରରୁ ଛାଡ଼ି ରାତି ୯ଟା ୩୫ରେ କେନ୍ଦୁଝରଗଡ଼ରେ ପହଞ୍ଚିବ। କେନ୍ଦୁଝରଗଡ଼-ଭୁବନେଶ୍ୱର MEMU ଟ୍ରେନ୍ ସକାଳ ୬ଟା ୩୦ରେ କେନ୍ଦୁଝରଗଡ଼ରୁ ବାହାରି ଦିନ ୧୧ଟା […]
ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ବର୍ତ୍ତମାନ ଯେଉଁ ଷ୍ଟ୍ରେନ୍ ଆସିଛି, ତାହା ଅଧତ୍କ ବେଗରେ ସଂକ୍ରମଣ କରୁଛି ରାଜ୍ୟରେ ୨୮ ଲକ୍ଷ ୬୬ ହଜାର ୨୫୨ ଜଣ ଟିକା ନେଇ ସାରିଲେଣି ଏବେ ଯେତିକି ଟିକା ଅଛି ଆଉ ୪ ଦିନ ଟିକାକରଣ କରିହେବ ଟିକା ନେବା ପରେ କେତେ ଜଣ ସଂକ୍ରମିତ ହୋଇଛନ୍ତି, ସେନେଇ ସର୍ଭେ ହେବ ରାଜ୍ୟରେ ଲୋକଙ୍କ ଭିତରେ ଆଣ୍ଟିବଡି ଡେଭଲପ୍ ହୋଇଛି ଭୁବନେଶ୍ୱର: ବର୍ତ୍ତମାନ […]
ଟନକପୁର: ୩୫ କି.ମି. ପର୍ଯ୍ୟନ୍ତ ପଛୁଆ ଗଡ଼ିଲା ଟ୍ରେନ୍। ଶେଷରେ ଟ୍ରେନ୍କୁ ଅଟକା ଯାଇଥିଲା। ଉତ୍ତରାଖଣ୍ଡର ଟନକପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ଦିଲ୍ଲୀରୁ ଟନକପୁର ଅଭିମୁଖେ ଯାତ୍ରା କରୁଥିବା ପୂର୍ଣ୍ଣାଗିରି ଜନ ଶତାବ୍ଦୀ ଏକ୍ସପ୍ରେସ୍ ବୁଧବାର ପାଖାପାଖି ୩୫ କି.ମି. ପର୍ଯ୍ୟନ୍ତ ପଛୁଆ ଗଡ଼ୁଥିବା ଦେଖିବାକୁ ମିଳିଥିଲା। ଶେଷରେ ଟ୍ରେନ୍କୁ ଉଧମ ନଗରର ଖତିମା ଷ୍ଟେସନରେ ଅଟକା ଯାଇଥିଲା। ଫଳରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ମିଳିଥିବା ସୂଚନା ଅନୁସାରେ, […]
ନୂଆଦିଲ୍ଲୀ : ଯାତ୍ରୀଙ୍କ ହିତ ଦୃଷ୍ଟିରୁ ଭାରତୀୟ ରେଳବାଇର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ୱେଷ୍ଟର୍ଣ୍ଣ ଜୋନର ଟ୍ରନରେ ଯାତ୍ରା କରୁଥିବା ଯାତ୍ରୀମାନେ ରାତିରେ ଚାର୍ଜିଂ ପଏଣ୍ଟର ସୁବିଧା ପାଇବେ ନାହିଁ । ଦିନକୁ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରୁଥିବା ବେଳେ ଭାରତୀୟ ରେଳବାଇର ଏହି ନିଷ୍ପତ୍ତି ଜୋରଦାର ଝଟକା ଦେଇପାରେ । ରାତି ୧୧ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଚାର୍ଜିଂ ପଏଣ୍ଟକୁ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ। ଏଭଳି ପରିସ୍ଥିତିରେ ଯାତ୍ରୀମାନେ ରାତିରେ […]
୨୦୧୪ରେ ହୋଇଥିବା ସର୍ଭେ ଅନୁଯାୟୀ ମେଟ୍ରୋ ପାଇଁ ନାହିଁ ଫିଜିବିଲିଟି, ବିଧାନସଭାରେ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା , ଆଉ ଥରେ ସର୍ଭେ କରିବାକୁ ଦାବି କଲେ ସୁର ...
ଟ୍ରେନ ଧକ୍କାରେ ଆଉ ଜୀବନ ହାରିବେନି ହାତୀ ତିଆରି ହେଲା ସ୍ୱତନ୍ତ୍ର ଡିଭାଇସ ଦୁର୍ଘଟଣା ପୂର୍ବରୁ ରେଳ ବିଭାଗକୁ ଦେବ ସୂଚନା ହାତୀ ଘଉଡାଇବାକୁ ରହିଛି ବଜର୍ ବ୍ୟବସ୍ଥା ୩ ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି ଡିଭାଇସ୍ ଡିଭାଇସକୁ କେନ୍ଦ୍ର ସରକାରଙ୍କ ପେଟେଣ୍ଟ ମାନ୍ୟତା ଖୋର୍ଦ୍ଧା(ବଳରାମ ଲେଙ୍କା): ଟ୍ରେନ ଧକ୍କାରୁ ହାତୀଙ୍କୁ ରକ୍ଷା କରିବ ସ୍ୱତନ୍ତ୍ର ଡିଭାଇସ । ରେଳ ଧାରଣାରେ ଦୁର୍ଘଟଣା ପୂର୍ବରୁ ହାତୀଙ୍କ ବାବଦରେ ସୂଚନା ଦେବା ସହ ହାତୀଙ୍କୁ ଘଉଡାଇବାକୁ ଡିଭାଇସରେ […]
କଟନୀ: ଟ୍ରେନରେ ବିବାହିତା ମହିଳାଙ୍କୁ ଅସଦାଚରଣ । ଉନ୍ମତ୍ତ ଯୁବକଙ୍କୁ ଦେଖି ଭୟରେ ଦେଖଣାହାରୀ ସାଜିଲେ ଯାତ୍ରୀ।ସଂଘମିତ୍ରା ଏକ୍ସପ୍ରେସରେ ଜଣେ ବିବାହିତା ମହିଳାଙ୍କୁ ବିହାରର କିଛି ଯୁବକ ଅସଦାଚରଣ କରିଥିବା ଜଣାପଡ଼ିଛି। ପୂରା ଯାତ୍ରା ସମୟରେ ମହିଳା ଜଣକ ଭୟରେ ଚୁପଚାପ ବସି ରହିଥିଲେ । ଯୁବକମାନେ ତାଙ୍କ ମୁହଁରେ ସିଗାରେଟ୍ ଧୂଆଁ ମଧ୍ୟ ଉଡ଼ାଇଛନ୍ତି। ତେବେ ଅସହ୍ୟ ହେବାରୁ ପରିବାର ଲୋକଙ୍କୁ ଏନେଇ ସୂଚନା ଦେଇଥିଲେ ସଂପୃକ୍ତ ମହିଳା ଜଣକ । ଫଳରେ କଟନୀ ଷ୍ଟେସନରେ […]
ଭୁବନେଶ୍ୱର: ଓଡ଼ିଶା ସ୍ଥିତି ଠିକ୍ ଅଛି। ରାଜ୍ୟରେ ୩ ୟୁକେ ଷ୍ଟ୍ରେନ୍ ଚିହ୍ନଟ ନେଇ ILS ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଡିସେମ୍ବରରେ ୩ ୟୁକେ ଫେରନ୍ତାଙ୍କ ଠାରେ ଏହି ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ୩ ୟୁକେ ଷ୍ଟ୍ରେନ ଆକ୍ରାନ୍ତ ଭାଇରସକୁ ମାତ ଦେଇ ସୁସ୍ଥ ହୋଇ ସାରିଛନ୍ତି । ସେମାନେ ଆରୋଗ୍ୟ ହେବାସହ କାହାକୁ ସଂକ୍ରମିତ କରି ନଥିବା ସୂଚନା ମିଳିଛି। ”#ଓଡ଼ିଶାର_ସ୍ଥିତି_ଠିକ୍_ଅଛି’ ରାଜ୍ୟରେ ୩ ୟୁକେ ଷ୍ଟ୍ରେନ୍ […]