• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1026" result for "ଟ୍ରେନ" in https://otvkhabar.in

main
ରାଜ୍ୟ ଭିତରେ ଗଡ଼ିବ ୫ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର: ରାଜ୍ୟ ଭିତରେ ଚାଲିବ ୫ ସ୍ପେଶାଲ ଟ୍ରେନ। ରାଜ୍ୟ ଭିତରେ ୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ପୂର୍ବତଟ ରେଲୱେ ପକ୍ଷରୁ ଘୋଷଣା କରାଯାଇଛି। ଭୁବନେଶ୍ୱରରୁ ବଲାଙ୍ଗିର, ଭୁବନେଶ୍ୱରରୁ ଭଦ୍ରକ,  ଭୁବନେଶ୍ୱରରୁ ବ୍ରହ୍ମପୁର, ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଏବଂ  ଭୁବନେଶ୍ୱରରୁ କୋରାପୁଟ ମଧ୍ୟରେ ଚାଲିବ। ଭୁବେନଶ୍ୱର- କୋରାପୁଟ ସ୍ପେଶାଲ ଟ୍ରେନ୍ ଅନୁଗୁଳ, ସମ୍ବଲପୁର ଓ ରାୟଗଡ଼ା ଦେଇ ଯିବ। ଏହି ଟ୍ରେନ ସପ୍ତାହକକୁ ୩ ଦିନ ଚଳାଚଳ କରିବ। ୫ଟି ଯାକ ସ୍ପେଶାଲ୍ ଟ୍ରେନ୍ ଜୁନ୍ […]

migrants
ଚେନ୍ ପୁଲ୍ କରି ଟ୍ରେନରୁ ଛୁ ମାରିଲେ ପ୍ରବାସୀ ଓଡ଼ିଆ

ବ୍ରହ୍ମପୁର: ଚେନ୍ ପୁଲ୍ କରି ଛୁ ମାରିଲେ ପ୍ରବାସୀ ଓଡ଼ିଆ। ଗଂଜାମ ଛତ୍ରପୁର ନିକଟରେ ଟ୍ରେନର ଚେନ୍ ଭିଡି ଓହ୍ଲାଇ ପଡିଥିଲେ ଶତାଧିକ ପ୍ରବାସୀ ଓଡ଼ିଆ। ସେମାନେ ଚାଲି ଚାଲି ଯାଉଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକେ ଏହାପରେ ପୋଲିସ ଓ ଆରପିଏଫ ଟିମ ପହଞ୍ଚି ୬୦ରୁ ଅଧିକ ପ୍ରବାସୀ ଓଡ଼ିଆଙ୍କୁ ଉଦ୍ଧାର କରି ଛତ୍ରପୁରର ଏକ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖିଛି।ଆଉ କିଛି ଲୋକ ଫେରାର ହୋଇଯାଇଥିବା ଜଣାପଡିଛି। ସେହିଭଳି ଟ୍ରେନକୁ ସିଗନାଲ ନମିଳିବାରୁ […]

trainn
ଟ୍ରେନ୍ ଯାତ୍ରା ସମୟରେ କଣ କରିବା ବାଧ୍ୟତାମୂଳକ?

ଭୁବନେଶ୍ୱର: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ସ ଜାରି କରିଛି ରେଳ ମନ୍ତ୍ରଣାଳୟ। ଯାତ୍ରା କରିବା ବେଳେ ମାସ୍କ, ଆରୋଗ୍ୟ ସେତୁ ଆପ୍ ବାଧ୍ୟତାମୂଳକ ରହିବ। କରୋନା ଲକ୍ଷଣ ନଥିବା ଯାତ୍ରୀଙ୍କୁ ହିଁ କେବଳ ଷ୍ଟେସନରେ ଆସିବାକୁ ଅନୁମତି ରହିବ। ଟ୍ରେନ୍ ଛାଡ଼ିବାର ୯୦ ମିନିଟ୍ ପୂର୍ବରୁ ଯାତ୍ରୀ ଷ୍ଟେସନରେ ପହଞ୍ଚିବେ। ଏହି ସ୍ୱତନ୍ତ୍ର ଟ୍ରେନରେ ୪ଟି ଦିବ୍ୟାଙ୍ଗ ଓ ୧୧ଟି ରୋଗୀଙ୍କ ପାଇଁ ବର୍ଗରେ ରିହାତି ମିଳିବ। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ […]

a
ଦିନକୁ ୧୨ ଘଣ୍ଟା ଟ୍ରେନିଂ କରନ୍ତି ଟାଇଗର୍

ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର୍ ସ୍ରଫ୍‌ଙ୍କ ଫ୍ୟାନ୍-ଫଲୋର୍ସଙ୍କ ସଂଖ୍ୟା ନ କହିଲେ ଭଲ। ଏହି ଅଭିନେତା ଫିଟ୍‌ନେସ୍ ପ୍ରିୟ ହୋଇଥିବା ବେଳେ ଯୁବପିଢିଙ୍କ ଭିତରେ ସେ ତାଙ୍କ ଫିଟ୍‌ନେସ୍ ନେ‍ଇ ବେଶ ଲୋକପ୍ରିୟ। ସେ ମା‍ଇକେଲ୍ ଜ୍ୟାକ୍ସନଙ୍କ କଠିନ ଷ୍ଟେପ୍ ହେଉ କି କୌଣସି ସିନେମା ପାଇଁ ଅସଲି ଷ୍ଟଣ୍ଟ, ଅନ୍‌ସ୍କ୍ରିନ୍ ରୋମାନ୍ସ ହେଉ ବା ନିଜର ଦିଲଦାର୍ ଛବି ଦ୍ୱାରା ଲୋକଙ୍କ ମନ ଜିଣିବା ହେଉ। ଟାଇଗର ସବୁ କ୍ଷେତ୍ରରେ ସେ ତାଙ୍କ ପ୍ରଶଂସକଙ୍କ ଇଛା […]

train
ଜୁନ୍ ୧ରୁ ସାରା ଦେଶରେ ଗଡ଼ିବ ଟ୍ରେନ

ଭୁବନେଶ୍ୱର: ଆସନ୍ତା ଜୁନ୍ ପହିଲାରୁ ସାରା ଦେଶରେ ଆରମ୍ଭ ହେବ ଟ୍ରେନ ସେବା। ୨ ଶହ ନନ୍ ଏସି ଟ୍ରେନ୍ ଚାଲିବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ପିୟୂଷ ଗୋୟଲ। ସାଧାରଣ ଯାତ୍ରୀଙ୍କ ପାଇଁ ପ୍ରତିଦିନ ୨ଶହ ଟ୍ରେନ୍ ଚାଲିବ। ଏହି ସବୁ ଟ୍ରେନ୍ ପାଇଁ ଅନଲାଇନ୍ ବୁକିଂ ଖୁବ୍ ଶୀଘ୍ର ଆରମ୍ଭ ହେବ। ଏହି ସବୁ ଟ୍ରେନ୍ ପାଇଁ ଜୁନ୍ ପହିଲାରୁ ଟାଇମ୍ ଟେବୁଲ୍ ପ୍ରସ୍ତୁତ ହେବ। ଏହି ଅନୁସାରେ ଟ୍ରେନ୍ ଚଳାଚଳ କରିବ। ଏସମ୍ପର୍କରେ […]

nirgundi
ଦିଲ୍ଲୀରୁ ସ୍ୱତନ୍ତ୍ର ଟ୍ରେନରେ ଆସୁଛନ୍ତି ପ୍ରବାସୀ, ନିର୍ଗୁଣ୍ଡି ଷ୍ଟେସନରେ ୧୪୪ ଧାରା

ଭୁବନେଶ୍ୱର: ବିଭିନ୍ନ ସ୍ଥାନରେ ରହିଯାଇଥିବା ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଜାରି ରହିଥିବା ଟ୍ରେନ୍ ସେବା କ୍ରମରେ ଦିଲ୍ଲୀରୁ ବାହାରିଥିବା ସ୍ୱତନ୍ତ୍ର ଟ୍ରେନ୍ ଆଜି ଭୁବନେଶ୍ୱରରେ ପହଞ୍ଚୁଛି। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ-ଭୁବନେଶ୍ୱର ମଧ୍ୟରେ ଏହି ଟ୍ରେନ ସେବା ଆରମ୍ଭ ହୋଇଛି। ସେପଟେ ହାଇଦ୍ରାବାଦରୁ ପ୍ରବାସୀ ଶ୍ରମିକଙ୍କୁ ଧରି ଓଡ଼ିଶା ଆସୁଛି ଆଉ ଏକ ଶ୍ରମିକ ସ୍ପେଶାଲ୍ ଟ୍ରେନ। ୬ ଘଣ୍ଟା ବିଳମ୍ବରେ ଆସୁଥିବା ଏହି ଟ୍ରେନରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଗଂଜାମ ଆଦି ୪ଟି ଜିଲ୍ଲାର […]

ticjket
ଘଣ୍ଟାଏ ଭିତରେ ସରିଗଲା ଭୁବନେଶ୍ୱର-ଦିଲ୍ଲୀ ଟ୍ରେନ ଟିକେଟ

ଭୁବନେଶ୍ୱର: ଭୁବନେଶ୍ୱର-ଦିଲ୍ଲୀ ଟ୍ରେନ ଟିକେଟ ଘଣ୍ଟାଏ ଭିତରେ ଶେଷ। ୧୩ ତାରିଖରେ ଦିଲ୍ଲୀ ଯିବାକୁ ଥିବା ଟ୍ରେନ ଟିକେଟ ବୁକିଂ ସରିଯାଇଛି। ଘଣ୍ଟାଏରୁ କମ ସମୟରେ ଟିକେଟ ସରିଯାଇଥିବା ନେଇ ରେଲେୱେ ପକ୍ଷରୁ ସୂଚନା ଦିଆଯାଇଛି। ୧୪ ତାରିଖ ପାଇଁ ମଧ୍ୟ ୯୦% ଟିକେଟ ବିକ୍ରି ସରିଥିବା ସୂଚନା ମିଳିଛି। କେବଳ ଏସି ବଗିରେ ୫୬ଟି ଟିକେଟ ବାକି ଥିବା ରେଲେଓ୍ୱ ସୂଚନା ଦେଇଛି। ୧୭ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ ଏସି ଟିକେଟ ଆଉ ନଥିବା ପୂର୍ବତଟ […]

cm-pack
ଦେଶରେ ଲକଡାଉନ୍‌ ଅବଧି ବଢାଇବାକୁ ଦାବି, ଟ୍ରେନ୍‌ ଓ ବିମାନ ଚଳାଚଳକୁ ବିରୋଧ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ।  ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଏହି ଆଲୋଚନା ହୋଇଥିଲା। ତେବେ ଟ୍ରେନ୍, ବିମାନ ଚଳାଚଳକୁ ନେଇ କିଛି ରାଜ୍ୟ ବିରୋଧ କରିଥିବାବେଳେ ଲକ୍‌ଡାଉନ ବଢାଇବା ନେଇ ଦାବି କରାଯାଇଛି। ଆଜିର ବୈଠକରେ ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଳି ପଡିଥିଲା। କରୋନା ସଂକଟକୁ ନେଇ କେନ୍ଦ୍ର ରାଜନୀତି କରୁଥିବା ଓ ରାଜ୍ୟଙ୍କ ଭିତରେ ବାଛବିଚାର କରୁଥିବା ମମତା ଅଭିଯୋଗ କରିଥିବା […]

rajadhani
ଧ୍ୟାନ ଦିଅନ୍ତୁ ରାଜଧାନୀ ଏକ୍ସପ୍ରେସ ଯାତ୍ରୀ: ଏଣିକି ସପ୍ତାହକୁ ମାତ୍ର ଏତିକି ଦିନ ଚାଲିବ ଏହି ଟ୍ରେନ୍‌

ଟ୍ରେନ୍‌ ଚଳାଚଳ ଉପରେ ପ୍ରଭାବ ପକାଇଲା କରୋନା। ଏଣିକି ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ସପ୍ତାହକୁ ୨ ଦିନ ଚାଲିବ। ଯାତ୍ରୀ ହେଉନଥିବା ତଥା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଏମିତି ପଦକ୍ଷେପ ନେଇଛି ରେଳବାଇ।

covaxxin
ଆଶ୍ୱସ୍ତି ଦେଲା କୋଭାକ୍ସିନ୍: ୟୁକେ ଓ ବ୍ରାଜିଲ୍ ଷ୍ଟ୍ରେନକୁ ଚେକ୍‌ ଦେଉଛି ସ୍ୱଦେଶୀ ଟିକା‌

ଦେଶର କରୋନା ଲଢ଼େଇରେ ବଡ଼ ଆଶ୍ୱସ୍ତି  ମିଳିଛି। ଦେଶରେ ତ୍ୱରିତ ବେଗରେ ଟିକାକରଣ ଆଗେଇ ଚାଲିଥିବା ବେଳେ ସୂଚନା ମିଳିଛି, ଘାତକ ଭୂତାଣୁର ୟୁକେ ଓ ବ୍ରାଜିଲ୍ ସହ ଡବଲ୍ ମ୍ୟୁଟାଣ୍ଟ୍‌ ଷ୍ଟ୍ରେନକୁ ମଧ୍ୟ ରୋକିବାରେ ସଫଳ ହେଉଛି ସ୍ୱଦେଶୀ ଟିକା କୋଭାକ୍ସିନ୍

corona
କରୋନା ସ୍ଥିତି ସଙ୍ଗୀନ: ବର୍ତ୍ତମାନ ଷ୍ଟ୍ରେନ୍ ପୂର୍ବ ଅପେକ୍ଷା ଅଧିକ କ୍ଷତିକାରକ

ଭୟ ବଢ଼ାଇଲା ଏପ୍ରିଲ ମାସ। ଦୈନିକ ସଂକ୍ରମଣର ଭୟଙ୍କର ଟ୍ରେଣ୍ଡ ଦେଖିବାକୁ ମିଳିଛି। ମାର୍ଚ୍ଚ ୩୧ ରେ ୩ ଶହ ତଳେ ଥିବା ଦୈନିକ ସଂକ୍ରମଣ ଏପ୍ରିଲ୍ ୧ ରେ ଚାରିଶହ ମୁହାଁ ହୋଇ ଆଜି ଦିନରେ ୯ ଶହ ଛୁଇଁବାକୁ ବସିଲାଣି। ଗଲା ତିନିଦନର କରୋନା ଗ୍ରାଫ୍ ତ ଡରାଇଲା ଭଳି ରହିଛି।

train
ଆସନ୍ତା ମାସଠୁ ଚାଲିବ ସବୁ ଟ୍ରେନ !

ଆସନ୍ତାମାସରୁ ଚାଲିପାରେ ସବୁ ଟ୍ରେନ। ଏପ୍ରିଲ ସୁଦ୍ଧା ଚାଲିପାରେ ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ୍। ECR ମୁଖ୍ୟ ଜନ ସମ୍ପର୍କ ଅଧିକାରୀ କୈଶଳେନ୍ଦ୍ର କେ. ଖାଡଙ୍ଗା  ଏନେଇ ସୂଚନା ଦେଇଛନ୍ତି

corona Covaxin
କରୋନାର ନୂଆ ଷ୍ଟ୍ରେନ୍‌ ପାଇଁ କୋଭାକ୍ସିନ୍‌ ଅଧିକ ପ୍ରଭାବଶାଳୀ?

ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିବା କୋଭିଡର ନୂଆ ଷ୍ଟ୍ରେନ୍ ପାଇଁ କୋଭାକ୍ସିନ ଟିକା ପ୍ରଭାବୀ ହୋଇପାରେ। ପ୍ରାଥମିକ ଗବେଷଣାରୁ ଏହା ଜଣାପଡ଼ିଥିବା ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଟ୍ଟର ବିଶେଷଜ୍ଞ କହିଛନ୍ତି।

train
ଖୁବଶୀଘ୍ର ଟ୍ରାକରେ ଦୌଡିବ ଲୋକାଲ ଟ୍ରେନ?

: ଚଳିତ ସପ୍ତାହରୁ ଦେଶରେ ଆରମ୍ଭ ହୋଇଯିବ ଲୋକାଲ ଟ୍ରେନ ସେବା। ପୁଣି ଥରେ ଭରପୁର ଲାଗିବ ରେଲୱେ ଷ୍ଟେସନ। ଦେଖିବାକୁ ମିଳିବ ଲୋକଙ୍କ ଗହଳି ଚହଳି। କରୋନା କଟକଣା ମଧ୍ୟରେ ଏଣିକି ଲୋକାଲ ଟ୍ରେନରେ ଯାତ୍ରା କରିପାରିବେ ଯାତ୍ରୀ।

corona
ଭାରତରେ ଆଉ ୫ ଜଣଙ୍କଠାରେ କରୋନାର ବ୍ରିଟେନ ଷ୍ଟ୍ରେନ ଚିହ୍ନଟ

ଟେନସନ ଦେଉଛି କରୋନାର ନୂଆ ଷ୍ଟ୍ରେନ। ପୁଣି ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ମିଳିଛି ସୂଚନା। ତେବେ ପୁଣି ୫ ଜଣ ଆକ୍ରାନ୍ତ ହେବା ପରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି।

Corona
ଦେଶର ଚିନ୍ତା ବଢାଉଛି କରୋନାର ନୂଆ ଷ୍ଟ୍ରେନ୍

ପୁଣି ବ୍ୟାପିବାରେ ଲାଗିଲାଣି କରୋନା ମହାମାରୀ। ଧୀରେ ଧୀରେ କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହେଉଛନ୍ତି ଅଧିକରୁ ଅଧିକ ଲୋକ। ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୦ରୁ ଅଧିକ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେଲେଣି। ପ୍ରଥମେ ଦେଶର ବିଭିନ୍ନ ସ୍ଥାନରୁ ୬ ଜଣ ବ୍ରିଟେନ ଫେରନ୍ତାଙ୍କୁ ଠାବ କରାଯାଇଥିଲା ଯେଉଁମାନଙ୍କ ପାଖରେ କରୋନାର ନୂଆ ଷ୍ଟ୍ରେନ ମିଳିଥିଲା ।

Modi
ଚାଳକବିହୀନ ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଚାଳକ ବିହୀନ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଦିଲ୍ଲୀ ମେଟ୍ରୋର ମଜେଣ୍ଟା ଲାଇନ୍‌ରେ ଦେଶର ପ୍ରଥମ ତଥା ସମ୍ପୂର୍ଣ୍ଣ-ସ୍ୱୟଂଚାଳିତ ଚାଳକବିହୀନ ରେଳ ସେବାର ଶୁଭାରମ୍ଭ କରିଛନ୍ତି ମୋଦି

train
ହାତୀକୁ ଧକ୍କା ଦେଇ ଲାଇନଚ୍ୟୁତ ହେଲା ଏକ୍ସପ୍ରେସ ଟ୍ରେନ୍

ହାତୀକୁ ଧକ୍କା ଦେବା ଫଳରେ ପୁରୀରୁ ସୁରତ ଯାଉଥିବା 02827 ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନର ଇଂଜିନ୍ ଲାଇନଚ୍ୟୁତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ସମ୍ବଲପୁର ଡିଭିଜନର ହାତୀବାରି ଓ ମାନେଶ୍ୱର ରେଳ ଷ୍ଟେସନ ମଧ୍ୟରେ ଭବାନୀପାଲି ନିକଟରେ ଟ୍ରେନଟି ଏକ ହାତୀକୁ ଧକ୍କା ଦେଇଥିଲା।

train-fack
ଟ୍ରେନ ଅଟକାଇ ଖସିଗଲେ ପ୍ରବାସୀ ! ୭ ଜଣଙ୍କୁ ଧରି କ୍ୱାରେଣ୍ଟାଇନ ନେଲା ପ୍ରଶାସନ

ଅନୁଗୁଳ: ଅହମ୍ମଦବାଦରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ଟ୍ରେନ୍‌ରେ ଅଭାବନୀୟ ଘଟଣା। ଟ୍ରେନ୍‌କୁ ଅଟକାଇ ପ୍ରବାସୀଙ୍କ ଖସିଯିବାକୁ ଉଦ୍ୟମ। ଏଭଳି ଘଟଣା ଘଟିଛି ଅନୁଗୁଳ ମଝିକା ନିକଟରେ। ଚେନ ପୁଲିଂ କରି ଖସି ଯିବାକୁ ଟ୍ରେନ ଅଟକାଇଥିବା ଅଭିଯୋଗ ହୋଇଛି। ତେବେ ୭ ଜଣଙ୍କୁ ଅଟକ ରଖି କ୍ୱାରେଣ୍ଟାଇନ କେନ୍ଦ୍ରକୁ ନେଲା ପ୍ରଶାସନ। ଏମାନେ ଅହମ୍ମଦାବାଦରୁ  ଓଡ଼ିଶା ଆସୁଥିଲେ। ଅନୁଗୁଳ ମଝିକା ନିକଟରେ ୭ ଜଣଙ୍କୁ ଧରାଯାଇଛି। ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଟ୍ରେନ୍ ଯୋଗେ ଘରମୁହାଁ ହୋଇଛନ୍ତି […]