• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1026" result for "ଟ୍ରେନ" in https://otvkhabar.in

train
ମାଡ଼ିଗଲା ଟ୍ରେନ୍‌, ୧୫ ଶ୍ରମିକ ମୃତ

ମୁମ୍ବାଇ: ମାଲ୍‌ବାହୀ ଟ୍ରେନ୍‌ ଧକ୍କାରେ ୧୫ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଶିଶୁ ଅଛନ୍ତି ବୋଲି ସୂଚନା ମିଳିଛି। ଆଜି ସକାଳ ୫ଟା ୧୫ରେ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଔରଙ୍ଗାବାଦ-ନାନ୍ଦେଡ୍ ରୁଟ୍‌ର କର୍ମଦ ନିକଟରେ ଏହି ଦୁର୍ଘଟଣା ଘଟିଛି। ଶ୍ରମିକମାନେ ରେଳ ଧାରଣାରେ ଚାଲି ଚାଲି ଯାଉଥିବାବେଳେ ସେମାନଙ୍କ ଉପରେ ଏକ ମାଲ୍‌ବାହୀ ଟ୍ରେନ୍‌ ମାଡ଼ି ଯାଇଥିଲା। ଫଳରେ ୧୫ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଆର୍‌ପିଏଫ୍‌ […]

puri
ପୁରୀକୁ ସବୁ ରାସ୍ତା ସିଲ୍‌, ଟ୍ରେନ, ବସ୍‌ ଚଳାଚଳ ବନ୍ଦ

ପୁରୀ:କଟକଣା ଭିତରେ ପୁରୀ ରଥଯାତ୍ରା ପାଇଁ ସୁପ୍ରିମ୍‌କୋର୍ଟ ଅନୁମତି ଦେବା ପରେ ଚଳଚଞ୍ଚଳ ହୋଇଉଠିଛି ମନ୍ଦିର। ଫୁଲରେ ସଜେଇ ହୋଇ ହସୁଛି ଶ୍ରୀମନ୍ଦିର। ସକାଳୁ ସକାଳୁ ତିନି ଠାକୁରଙ୍କ ନୀତିକାନ୍ତି ସମାପନ ସରିବା ପରେ ତିନି ଠାକୁରଙ୍କ ପହଣ୍ଡି ପାଇଁ ଅପେକ୍ଷା କରାଯାଇଛି। ଆଜି ଘୋଷଯାତ୍ରା। ହେଲେ ଭକ୍ତଙ୍କ କୋଳାହଳରେ ଫାଟିପଡୁନି ବଡଦାଣ୍ଡ। ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ବିନା ଭକ୍ତରେ ଚାଲିଛି ରଥଯାତ୍ରା। ୪୧ ଘଣ୍ଟା ପାଇଁ ପୁରୀକୁ ସଟ୍‌ଡାଉନ ଘୋଷଣା କରାଯାଇଛି। ଗତକାଲି ରାତିରୁ ଭୁବନେଶ୍ୱରରୁ […]

mumbai train
ଏଇ ମହାନଗରରେ ଆଜିଠୁ ଗଡ଼ିଲା ଲୋକାଲ୍ ଟ୍ରେନ୍

ମୁମ୍ବାଇ: କରୋନା କଟକଣା ଭିତରେ ଆଜିଠୁ ମୁମ୍ବାଇରେ ଗଡ଼ିଲା ଲୋକାଲ୍ ଟ୍ରେନ୍ । ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ବ୍ୟକ୍ତିଙ୍କ ପାଇଁ କେତେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ୱେଷ୍ଟର୍ଣ୍ଣ ରେଲଓ୍ୱ । ତେବେ ଟ୍ରେନ୍‌ରେ ସାଧାରଣ ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ନାହିଁ । କେବଳ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀ ହିଁ  ଟ୍ରେନ୍‌ରେ ଯାଇପାରିବେ।  ସେଥିଲାଗି ଯାତ୍ରୀମାନେ ଅଯଥାରେ ଷ୍ଟେସନରେ ଭିଡ଼ ନ […]

train
ପୁରୀକୁ ବନ୍ଦ ହେଲା ଟ୍ରେନ

ପୁରୀ:ଆସୁଛି ପୁରୀରଥ ଯାତ୍ରା। ତା’ ପୂର୍ବରୁ ସ୍ନାନଯାତ୍ରା। ଏହି ସମୟରେ ସାଧାରଣତଃ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟେ। ହେଲେ ଏଥର ପରିସ୍ଥିତି ଭିନ୍ନ। କରୋନାକୁ ସଂକ୍ରମଣକୁ ନେଇ ସାରା ଦେଶରେ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିଛି। ୫ମ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା କରାଯିବାର ସମ୍ଭାବନା ମଧ୍ୟ ରହିଛି। କିଛି ଦିନ ଟ୍ରେନ, ବସ୍ ଚଳାଚଳ ବନ୍ଦ ରହିବା ପରେ ଏବେ ସ୍ୱାଭାବିକ ରହିଛି। ତେଣୁ ପୁରୀରେ ପର୍ଯ୍ୟଟକଙ୍କ ଭିଡ ଜମିବାର ସମ୍ଭାବନା ରହିଛି। ଏପରି ପରିପ୍ରେକ୍ଷୀରେ […]

train
୨୦୨୨ ସୁଦ୍ଧା ହେବ ୧୦୦ ନୂଆ ଏୟାରପୋର୍ଟ, ଗଡ଼ିବ ବୁଲେଟ୍‌ ଟ୍ରେନ୍‌

ନୂଆଦିଲ୍ଲୀ: ସଂସଦରେ ଆଜି ୨୦୨୦-୨୧ ବର୍ଷ ପାଇଁ  ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂସଦରେ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ‘୨୦୨୪ ସୁଦ୍ଧା ଉଡ଼ାନ ଯୋଜନାରେ ଆଉ ୧୦୦ ଏୟାରପୋର୍ଟ ନିର୍ମାଣ କରାଯିବ।  ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ୱେ ଓ ଆଉ ୨ଟି ପ୍ରୋଜେକ୍ଟସ୍‌ ୨୦୨୩ ସୁଦ୍ଧା ଶେଷ ହେବ। ଏହାସହ ଆଗାମୀ ଆର୍ଥିକ ବର୍ଷରେ ଟ୍ରାନ୍ସପୋର୍ଟ ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ପାଇଁ ୧.୭ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ପ୍ରମୁଖ […]

migranr
ରାୟଗଡାରେ ପହଞ୍ଚିଲା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍; ଫେରିଲେ ପୁଣି ୨୦୦ ପ୍ରବାସୀ

ରାୟଗଡା: ରାୟଗଡାରେ ପହଞ୍ଚିଲା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ । ପ୍ରବାସୀ ଶ୍ରମିକଙ୍କୁ ନେଇ ତାମିଲନାଡୁ ତିରିପୁରରୁ ଆସିଥିବା ଏହି ଟ୍ରେନ୍‌ରେ ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ପ୍ରାୟ ୨ଶହରୁ ଅଧିକ ଶ୍ରମିକ ଅଛନ୍ତି । ରେଳ ଷ୍ଟେସନରେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଶ୍ରମିକ ମାନଙ୍କ ସୁରକ୍ଷା ସହ ସଂକ୍ରମଣ ରୋକିବା ପାଇଁ ଆଜି ସଂଧ୍ୟା ୭ଟା ପର୍ଯ୍ୟନ୍ତ ଷ୍ଟେସନ ଆଖପାଖ ଅଞ୍ଚଳରେ ୧୪୪ଧାରା ଜାରି କରାଯାଇଛି । ଏହି ସମୟରେ ପିତାମହଲଠାରୁ ଜେକେପୁର […]

railway
ମେ‘ ୧୫ରୁ ସ୍ପେଶାଲ ଟ୍ରେନ ପାଇଁ ଜାରି ହେବ ୱେଟିଂ ଟିକେଟ୍‌

ନୂଆଦିଲ୍ଲୀ: ସ୍ପେଶାଲ ଏସି ଟ୍ରେନ୍‌ ପାଇଁ ରେଲୱେ ପକ୍ଷରୁ  ଶୁକ୍ରବାରଠାରୁ ୱେଟିଂ ଟିକେଟ ବୁକିଂ ହେବ । ସେତିକି ନୁହେଁ, ରେଳ ଯାତ୍ରୀଙ୍କ ସୁବିଧା ପାଇଁ ବିଭାଗ ଆହୁରି ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଯୋଜନା କରୁଛି, ଯେଉଁଥିରେ ସ୍ଲିପର କୋଚ ମଧ୍ୟ ରହିବ। ବର୍ତ୍ତମାନ ଦିଲ୍ଲୀରୁ ଅଲଗା ଅଲଗା ସହରକୁ ୧୫ ସ୍ୱତନ୍ତ୍ର ଟ୍ରେନ ଚାଲୁଛି ଯେଉଁଥିରେ ସ୍ଲିପର କୋଚ ନାହିଁ। ମେ’ ୧୫ ତାରିଖ ଅର୍ଥାତ୍‌ ଶୁକ୍ରବାରଠାରୁ ଆପଣ IRCTC ୱେବସାଇଟ୍‌ କିମ୍ବା […]

00000000001
ଟ୍ରେନଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଜାରି କରିବେ ସ୍ୱତନ୍ତ୍ର ଗାଇଡଲାଇନ

ଭୁବନେଶ୍ୱର: ଲକ୍‌ଡାଉନ୍‌ କଟକଣା ଭିତରେ ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ  ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି ‌। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀରୁ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରକୁ ୧୫ ଯୋଡ଼ା ଟ୍ରେନ୍ ଚାଲିବ ବୋଲି କୁହାଯାଇଛି। ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବାବେଳେ ପ୍ରବାସୀ ଓଡ଼ିଆ ରାଜ୍ୟ ସରକାରଙ୍କର ଚିନ୍ତା ବଢାଇ ଦେଇଛନ୍ତି। ରାଜ୍ୟରେ ଏବେ ହୁ-ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପରି ପରିସ୍ଥିତିରେ ଟ୍ରେନ ଚଳାଚଳ ଆରମ୍ଭ ହୋଇ […]

ticket
ଆରମ୍ଭରୁ ସମସ୍ୟା, ୨ ଘଣ୍ଟା ବିଳମ୍ବରେ ହେବ ଟ୍ରେନ ଟିକେଟ୍‌ ବୁକିଂ

ନୂଆଦିଲ୍ଲୀ: ଲକଡାଉନରେ ସରକାର ଲୋକଙ୍କ ସୁବିଧା ପାଇଁ ସୀମିତ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଅନୁମତି ଦେଇଛନ୍ତି। ମେ’ ୧୨ରୁ ୧୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ।  ଆଇଆରସିଟିସି ୱେବସାଇଟ୍‌ରେ ଆଜି ଅପରାହ୍ନ ୪ଟାରେ ଟ୍ରେନ ଟିକେଟ ବୁକିଂ ଅନ୍‌ଲାଇନରେ ହେବ ବୋଲି କୁହାଯାଇଥିଲା । ହେଲେ କେତେକ ସମସ୍ୟା ଯୋଗୁ ୪ଟାରୁ ବୁକିଂ ହୋଇ ପାରୁନାହିଁ। ଏହାକୁ ଆହୁରି ୨ ଘଣ୍ଟା ବଢାଇ ଦିଆଯାଇଛି। ଅର୍ଥାତ୍‌ ସନ୍ଧ୍ୟା ୬ଟାରୁ ବୁକିଂ ଆରମ୍ଭ ହେବ ବୋଲି ବିଭାଗ […]

migrant
ରେଲୱେର ଗାଇଡଲାଇନ୍‌: ଟ୍ରେନ୍‌ରେ ଆସିବେ ଅଧିକ ପ୍ରବାସୀ, ହେବ ୩ଟି ଷ୍ଟପେଜ

ନୂଆଦିଲ୍ଲୀ: ରାଜ୍ୟ ବାହାରେ ରହି କାମ କରୁଥିବା ହଜାର ହଜାର ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ ରେଲୱେ ପକ୍ଷରୁ ସ୍ୱତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଲୁଛି। ଏ ନେଇ ରେଲୱେର ସଂଶୋଧିତ ଗାଇଡ୍ ଲାଇନ୍ ଜାରି କରାଯାଇଛି। ନୂଆ ନିୟମ ଅନୁସାରେ ସ୍ଲିପର ବର୍ଥର ସଂଖ୍ୟା ଅନୁସାରେ ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ମିଳିବ। ପୂର୍ବରୁ ୭୨ଟି ସିଟ୍‌ରେ ୫୪ ଯାତ୍ରୀଙ୍କୁ ଅନୁମତି ଦିଆଯାଉଥିଲା । ପୂର୍ବରୁ ୧୨୦୦ ପ୍ରବାସୀଙ୍କୁ ଯାତ୍ରା ଅନୁମତି ମିଳୁଥିଲା । […]

train-..............
ଆଜିଠୁ ଟ୍ରେନ୍‌ ବୁକିଂ: ଯାତ୍ରା ପୂର୍ବରୁ ସାଙ୍ଗରେ କ’ଣ ନେବେ, ଜାଣନ୍ତୁ

ନୂଆଦିଲ୍ଲୀ: ଲକଡାଉନରେ ସରକାର ଲୋକଙ୍କ ସୁବିଧା ପାଇଁ ସୀମିତ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଅନୁମତି ଦେଇଛନ୍ତି। ମେ’ ୧୨ରୁ ୧୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ।  ଆଇଆରସିଟିସି ୱେବସାଇଟ୍‌ରେ ଆଜି ଅପରାହ୍ନ ୪ଟାରେ ଟ୍ରେନ ଟିକେଟ ବୁକିଂ ଆରମ୍ଭ ହେବ। ଅନ୍‌ଲାଇନରେ ବୁକିଂ ହେବ ଏହି ଟିକେଟ। ଏ ନେଇ ରେଳ ବିଭାଗ ପକ୍ଷରୁ କେତେକ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ଜାରି କରାଯାଇଛି। ଯାତ୍ରୀ ଏହି ଗାଇଡଲାଇନ ମାନିବାକୁ ବାଧ୍ୟ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ୧-ସମସ୍ତ […]

000--train-
ଟ୍ରେନ୍‌ ବଗିରେ ହେଲା କୋଭିଡ୍‌ ହସ୍ପିଟାଲ

ଭୁବନେଶ୍ୱର: କରୋନାର ମୁକାବିଲା ପାଇଁ ସରକାରଙ୍କୁ ସହଯୋଗର ହାତ ବଢାଇଛି ରେଳ ବିଭାଗ । ୫ହଜାର ରେଲୱେ କୋଚକୁ କୋଭିଡ୍ କେୟାର ସେଣ୍ଟରରେ ପରିବର୍ତ୍ତନ କରାଯାଇଛି । ଓଡିଶାର ଭୁବନେଶ୍ୱର ଓ ଖୋର୍ଦ୍ଧାରେ କୋଭିଡ୍ କେୟାର କୋଚ୍ ପାଇଁ ରେଳ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀ ଯୋଗାଇ ଦିଆଯାଇଛି । ସମ୍ବଲପୁର, ଟିଟଲାଗଡ, କଣ୍ଟାବାଞ୍ଚି, ରାୟଗଡା, କୋରାପୁଟ, ଝାରସୁଗୁଡା ଓ ରାଉରକେଲାରେ କୋଚ୍ ପ୍ରସ୍ତୁତ ପାଇଁ ଯୋଜନା ରହିଛି । ଏଥିପାଇଁ ନୋଡାଲ ଅଫିସର ନିଯୁକ୍ତି ଲାଗି ମୁଖ୍ୟ […]