ନୂଆଦିଲ୍ଲୀ:ଦିଲ୍ଲୀର ଶାଲିମାରବାଗ୍ରେ ୪୪ବର୍ଷୀୟ ଜଣେ ବ୍ୟକ୍ତି ନିଜ ପୁଅ ଓ ଝିଅକୁ ହତ୍ୟା କରିବା ପରେ ନିଜେ ମେଟ୍ରୋ ଟ୍ରେନ୍ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମଧୂର ମଲାନୀ ନାମକ ଏହି ବ୍ୟକ୍ତି ଜଣକ ଗଭୀର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିଲେ। ଏ ନେଇ ସେ ବହୁତ୍ ଡିପ୍ରେସନ୍ରେ ଥିଲେ। ସଂଯୋଗ ବଶତଃ ତାଙ୍କର ପତ୍ନୀ ଘରେ ନ ଥିବାରୁ ବର୍ତ୍ତି ଯାଇଛନ୍ତି। ହେଲେ କିଛି ସମୟ ପରେ ଘରକୁ ଫେରି ନିଜର ଉଜୁଡ଼ା ସଂସାରକୁ […]
ରାୟଗଡ଼ା: ଗୁଣୁପୁର ଷ୍ଟେସନ ନିକଟରେ ଟ୍ରେନ ଦୁର୍ଘଟଣା। ଗତକାଲି ରାତି ୯ଟାରେ ଘଟିଛି ଏହି ଦୁର୍ଘଟଣ। ଇଞ୍ଜିନ୍ ବଦଳାଇବାକୁ ଯାଉଥିବାବେଳେ ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନର ଇଞ୍ଜିନ ଡେଡ୍ ଲାଇନକୁ ଧକ୍କା ଦେଇଥିଲା। ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନ ଗତକାଲି ପୁରୀରୁ ଗୁଣପୁର ଆସୁଥିଲାବେଳେ ଗୁଣପୁର ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି। ଷ୍ଟେଶନରେ ସମସ୍ତ ଯାତ୍ରୀ ଓହ୍ଲାଇବା ପରେ ଟ୍ରେନ୍ଟି ଇଞ୍ଜିନ୍ ବଦଳାଇବା ନିମନ୍ତେ ଡେଡ୍ ଲାଇନ୍ ନିକଟକୁ ଯାଇଥିଲା। ମାତ୍ର ସେଠାରେ ତାହା ଡେଡ୍ଲାଇନ୍କୁ ଧକ୍କା ଦେଇଥିଲା। ଫଳରେ […]
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ପୂର୍ବ, ଉତ୍ତର-ପୂର୍ବ ଭାରତରେ ଆନ୍ଦୋଳନ ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଛି । ଗୁଆହାଟୀ, ହାଓଡ଼ା ଓ ଚେନ୍ନାଇ ରୁଟ୍ରେ ବହୁ ଟ୍ରେନ୍ ବାତିଲ ହୋଇଛି। ଆଜିର ୫ଟି ଟ୍ରେନ୍ ସଂପୂର୍ଣ୍ଣ ବାତିଲ ହୋଇଥିବା ବେଳେ ୧୨ଟି ଟ୍ରେନ୍ ଆଂଶିକ ଭାବେ ବାତିଲ ହୋଇଛି। ଆଜି ପାଇଁ ବାତିଲ ହୋଇଥିବା ଟ୍ରେନ୍ ଗୁଡ଼ିକ ହେଲା-ସିଆଲାଦରୁ ବାହାରୁଥିବା ସିଆଲାଦ-ପୁରୀ ଏକ୍ସପ୍ରେସ୍, ହାଓ୍ୱଡ଼ାରୁ ବାହାରୁଥିବା ହାଓ୍ୱଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍, ହାଓ୍ୱଡ଼ା-ୟଶଓ୍ୱନ୍ତପୁର ଏକ୍ସପ୍ରେସ୍, ହାଓ୍ୱଡ଼ା-ଚେନ୍ନାଇ […]
ଲଣ୍ଡନ: ବ୍ରିଟେନରେ ହୋଇଥିବା ସାଧାରଣ ନିର୍ବାଚନରେ ଶାସକ କନଜରଭେଟିଭ ଦଳକୁ ପୁଣିଥରେ ଜନାଦେଶ ମିଳିଛି। ବହୁମତ ମିଳିଥିବାରୁ କନଜରଭେଟିଭ ଦଳ ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି। ପ୍ରଥମ ଥର ପାଇଁ ବୋରିସ ଜନସନଙ୍କ ନେତୃତ୍ୱରେ କନଜରଭେଟିଭ ଦଳ ଏହି ବହୁମତ ପାଇଛି। ପୂର୍ବ ସାଧାରଣ ନିର୍ବାଚନରେ ଥେରେସା ମେ’ଙ୍କ ନେତୃତ୍ୱରେ କନଜେରଭେଟିଭ ଦଳ ନିର୍ବାଚନ ଜିତିଥିଲା। ହେଲେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ଇସ୍ତଫା ଦେଇଥିଲେ। ଫଳରେ ଥେରେସାଙ୍କ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା […]
ଢାକା: ଏକ ବଡ ଧରଣର ଟ୍ରେନ୍ ଦୁର୍ଘଟଣା। ଟ୍ରାକ ବଦଳ କରୁଥିବାବେଳେ ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରେନ। ଚାଲିଗଲା ୧୨ ଜୀବନ। ଘଟଣା ଘଟିଛି ବାଂଲାଦେଶରେ। ଟ୍ରେନ ଦୁର୍ଘଟଣା ଘଟି ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ବାଂଲାଦେଶର ରାଜଧାନୀ ଢାକାର ପୂର୍ବରେ ଥିବା ବ୍ରାହ୍ମନବରିଆ ଜିଲ୍ଲାର ମୋନଡୋଭାଗ ରେଲଓ୍ୱେ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଭୋର ୩ଟାରୁ ୪ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ […]
ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନରେ ଜଣେ ଯାତ୍ରୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଭୁବନେଶ୍ୱର-ଭଦ୍ରକ ମେମୁ ପାସେଞ୍ଜର ଟ୍ରେନ୍ ପ୍ଲାଟଫର୍ମ ଛାଡ଼ୁ ଥିବା ବେଳେ ଯାତ୍ରୀ ଜଣଙ୍କ ସେଥିରୁ ଡେଇଁ ପଡ଼ିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ଟ୍ରେନ୍ ଓ ପ୍ଲାଟଫର୍ମ ମଝିରେ ଯାତ୍ରୀ ଜଣକ ପଡ଼ି ଯାଇଥିଲେ। ଏହି ସମୟରେ ଉପସ୍ଥିତ ଆର୍ପିଏଫ୍ କନଷ୍ଟେବଳ ସଙ୍ଗେସଙ୍ଗେ ଦୌଡ଼ି ଯାଇ ତାଙ୍କୁ ରକ୍ଷା କରିଥିଲେ। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ଏହି ଯାତ୍ରୀଙ୍କ […]
ନୂଆଦିଲ୍ଲୀ: ପଶ୍ଚିମ ରେଲଓ୍ୱେ ଦ୍ୱାରା ଟ୍ରେନ୍ରେ ଆରମ୍ଭ ହେବାକୁ ଥିବା ମସାଜ ସେବା ଶେଷରେ ବନ୍ଦ ହୋଇଛି। ଗତକାଲି ପଶ୍ଚିମ ରେଲଓ୍ୱେ ମୁଖପାତ୍ର ରବୀନ୍ଦ୍ର ଭାସ୍କର ଏହି ସୂଚନା ଦେଇଛନ୍ତି। ରତଲାମ ଡିଭିଜନ ପ୍ରଥମେ ଏହି ମସାଜ ସେବା ପାଇଁ ପ୍ରସ୍ତାବ ଦେଇଥିଲା। ବିଭିନ୍ନ ମହଲରେ ଏହି ସେବାକୁ ନେଇ ସମାଲୋଚନା ହେବାପରେ ରେଳ କର୍ତ୍ତୃପକ୍ଷ ଏହି ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ମୁଖପାତ୍ର କହିଛନ୍ତି। ଗତକାଲି ଏହି ସେବାକୁ ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା […]
ନୂଆଦିଲ୍ଲୀ: ମୋଦିଙ୍କ ଦ୍ୱିତୀୟ ସରକାର ଟ୍ରେନ୍ ଯାତ୍ରୀଙ୍କ ଯାତ୍ରାକୁ ଆହୁରି ଆରାମଦାୟକ କରିବାକୁ ଯାଉଛନ୍ତି। ପ୍ରଥମଥର ପାଇଁ ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ଟ୍ରେନରେ ମସାଜ ସେବା ଦେବାକୁ ବ୍ୟବସ୍ଥା କରୁଛନ୍ତି। ଯାତ୍ରୀ ଉଭୟ ପାଦ ଓ ମୁଣ୍ଡର ମସାଜ୍ ସେବା ପାଇବେ। ଏଥିପାଇଁ ୧୦୦ ଟଙ୍କାର ଟିକେଟ୍ ବ୍ୟତୀତ ଅତିରିକ୍ତ ଦେୟ ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି। କିନ୍ତୁ ଏହି ସେବା ବୋର୍ଡିଂ ଟିକେଟ୍ ଧାରୀଙ୍କ ପାଇଁ କେବଳ ଉପଲବ୍ଧ ହେବ। ପ୍ରାଥମିକ ଭାବରେ ୩୯ଟି […]
ସ୍ପେନ୍: ମୋବାଇଲ ଫୋନ ଯେମିତି ଆଜିକାଲି ଜୀବନର ଏକ ଅନିବାର୍ଯ୍ୟ ଆବଶ୍ୟକତା ପାଲଟି ଯାଇଛି। ଗାଡ଼ି ଚଲାଇବାବେଳେ, ଗାଡ଼ିକୁ ଅପେକ୍ଷା କରିବାବେଳେ, ଖାଇଲା ବେଳେ, ବସିଲା ବେଳେ ଏପରିକି ଚାଲିଲାବେଳେ ମଧ୍ୟ ହାତରେ ଫୋନ୍ । ଏହି ମୋବାଇଲ୍ ପ୍ରେମୀଙ୍କ ପାଇଁ ଖବରଟିଏ। ସବୁବେଳେ ହାତରେ ମୋବାଇଲ କିପରି ଜୀବନଘାତକ ହୋଇପାରେ ଜାଣନ୍ତୁ। ସ୍ପେନ୍ର ମାଡ୍ରିଡ୍ ଅଞ୍ଚଳର ଘଟଣା। ରେଳ ଷ୍ଟେଶନରେ ଜଣେ ମହିଳା ଫୋନ ଦେଖି ଦେଖି ଯାଉଥିଲେ। ଅନ୍ୟମନସ୍କତା ଯୋଗୁ ଧାରଣା ଉପରେ ପଡ଼ିଗଲେ। […]
ଇସଲାମାବାଦ: ପାକିସ୍ତାନର କରାଚିରୁ ରାୱଲପିଣ୍ଡିକୁ ଯାଉଥିବା ତେଜଗମ ଏକ୍ସପ୍ରେସରେ ଆଜି ସକାଳେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬୫ ଛୁଇଁଛି। ରହିମ ୟାର ଖାନ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। Fire erupted in taiz gaam Express train heading to Rawalpindi from karachi caused several deaths pic.twitter.com/revxTPot5h — yasir hakeem (@mughal207) October 31, 2019 ଟ୍ରେନରେ […]
ଇସଲାମାବାଦ: ଟ୍ରେନରେ ନିଆଁ ଲାଗିଯିବାରୁ ୧୬ ଜଣଙ୍କର ମୃତ୍ୟୁ ଘଟିଛି ୧୦ରୁ ଅଧିକ ଆହତ ହୋଇଛନ୍ତି। ଆଜି ସକାଳେ ତେଜଗମ ଏକ୍ସପ୍ରେସ ପାକିସ୍ତାନର କରାଚିରୁ ରାୱଲପିଣ୍ଡିକୁ ଯାଉଥିବା ବେଳେ ରହିମ ୟାର ଖାନ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। #UPDATE Death toll rises to 16, in incident where fire broke out in Karachi-Rawalpindi Tezgam express train today. https://t.co/Aol4tibo7n — ANI (@ANI) October 31, 2019 ଟ୍ରେନରେ […]
ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାବିରା ରେଲୱେ ଷ୍ଟେସନ୍ରେ ଟ୍ରେନ୍ ଆଗକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଆଜି ସକାଳେ ସବିରା ଷ୍ଟେସନ୍ରେ ଯୁବତୀ ଜଣଙ୍କ ଗୁରୁଦେବ […]
ପୁରୀ: ବାତ୍ୟା ‘ଫୋନି’ର ଦଶ ଦିନ ପରେ ଆଜି ପୁରୀରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି। ନିର୍ଦ୍ଧାରିତ ସମୟରେ ସମସ୍ତ ପାସେଞ୍ଜର ଏବଂ ଦ୍ରୁତଗାମୀ ଟ୍ରେନ୍ ଆଜିଠାରୁ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଛନ୍ତି। କୌଣସି ଟ୍ରେନ୍ର ସମୟ ପରିବର୍ତ୍ତନ କିମ୍ବା ଗତିପଥ ବଦଳାଯାଇ ନଥିବା ପୂର୍ବତଟ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୁରୀ ରେଳ ଷ୍ଟେସନର ପୁନଃ ନିର୍ମାଣ କାର୍ଯ୍ୟକୁ ତ୍ୱରାନିତ୍ୱ କରାଯାଇଛି। ପୁରୀ ସହରରେ ବିଜୁଳି ନ ଥିଲେ […]
ଭୁବନେଶ୍ୱର: ଆସନ୍ତା ୨୩ରେ ହେବାକୁ ଥିବା ସାଧାରଣ ନିର୍ବାଚନର ଭୋଟ୍ ଗଣତିକୁ ନେଇ ଭୁବନେଶ୍ୱରରେ ରିଟଣ୍ଣିଂ ଅଫିସରଙ୍କ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ନିର୍ବାଚନ କମିଶନଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଚାଲିବ। ଜୟଦେବ ଭବନରେ ଆୟୋଜିତ ସ୍ୱତନ୍ତ୍ର ମଡେଲ୍ ଭୋଟ୍ ଗଣତି କେନ୍ଦ୍ରରେ ଆଜି ୧୪ଟି ଜିଲ୍ଲାର ୧୧୨ ରୁ ୧୧୫ ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳମାନେ ମଧ୍ୟ ଉପସ୍ଥିତ ରହିଛନ୍ତି। କେମିିତି […]
ତାମିଲନାଡ଼ୁ: ଜୀବନରେ ବେଳେବେଳେ ଏମିତି ଅବିଶ୍ୱସନୀୟ ଘଟଣା ଘଟେ ଯେଉଁଥିପାଇଁ ଭଗବାନଙ୍କ ସ୍ଥିତିକୁ ନେଇ ଆମେ ଦୃଢନିଶ୍ଚୟ ହୋଇଯାଉ। ନିଶ୍ଚିତ ମୃତ୍ୟୁ ମୁହଁରୁ ମଣିଷ ଏମିତ ବର୍ତ୍ତିଯାଏ ଯାହାକୁ ଦେଖିଲେ ଲାଗେ ଯେମିତି ଭଗବାନ ନିଜେ ଆସି ହାତ ଧରି ଉଦ୍ଧାର କରିଦେଲେ। ଏମିତି ଏକ ଘଟଣା ଘଟିଛି ତାମିଲନାଡୁରେ। ଚଳନ୍ତା ଟ୍ରେନ୍ରେ ଚଢୁ ଚଢୁ ଖସି ପଡୁଥିଲେ ଜଣେ ବ୍ୟକ୍ତି। ରେଳ ଧାରଣାରେ ପଡ଼ିବାକୁ ଆଉ କେଇ ମୁହୂର୍ତ୍ତ ମାତ୍ର। ହେଲେ କେଉଁଠୁ ଥିଲେ ସେଇ […]
ଭୁବନେଶ୍ୱର: ଗତକାଲିଠାରୁ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ବର୍ଷା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷାକୁ ଦେଖି ଇଷ୍ଟ କୋଷ୍ଟ ରେଲୱେର ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି । ଆଜି ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ଟ୍ରେନ ଉଭୟ ପଟୁ ବାତିଲ ହୋଇଛି । ଆସନ୍ତାକାଲି ବ୍ରହ୍ମପୁରରୁ ଛାଡ଼ିବାକୁ ଥିବା ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର ମଧ୍ୟ ବାତିଲ କରାଯାଇଛି । ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ଉଭୟ ପଟୁ ବାତିଲ ହୋଇଛି । ଆସନ୍ତାକାଲି ଭୁବନେଶ୍ୱର ଛାଡ଼ିବାକୁ […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ଦ୍ୱାରା ପୁରୀ-ଭୁବନେଶ୍ୱର ରେଳପଥ କ୍ଷତିଗ୍ରସ୍ତ ହୋଇଛି। ମୁଖ୍ୟତଃ ଖୋର୍ଦ୍ଧା ରୋଡ୍ରୁ ପୁରୀକୁ ଟ୍ରେନ୍ ଚଳାଚଳ ରାସ୍ତାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସିଗ୍ନାଲିଂ ସିଷ୍ଟମ, ଅନେକ ଷ୍ଟେସନ ବିଲ୍ଡିଂ, ଲେବଲ କ୍ରସିଙ୍ଗ ଗେଟ୍ ସବୁ ଭାଙ୍ଗିଯାଇଛି। ପୁରୀରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବା ଲାଗି ସପ୍ତାହେ ଲାଗିପାରେ ବୋଲି ପୂର୍ବତଟ ରେଳବାଇ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଜ୍ୟୋତି ପ୍ରକାଶ ମିଶ୍ର କହିଛନ୍ତି। ପ୍ଲାଟଫର୍ମ ସେଡ୍ର ୬୦ ପ୍ରତିଶତ ଛାତ ସମେତ ଫୁଟ୍ ଓଭର ବ୍ରିଜ୍ କଭର ସିଟ୍ […]
ପୁରୀ: ଏକ୍ସଟ୍ରିମ୍ଲି ସିଭିୟର (ଅତ୍ୟନ୍ତ ଭୟଙ୍କର) ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ସାମୁଦ୍ରିକ ଝଡ଼ ‘ଫୋନି’ ବର୍ତ୍ତମାନ ପୁରୀର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୫୧୦ କି.ମି. ଏବଂ ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୬୦ କିଲୋମିଟର ଦୂରରେ ରହିଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ଛାଡ଼ିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକଙ୍କ ପାଇଁ ୫ ଗୋଟି OSRTC ବସ୍ର ବ୍ୟବସ୍ଥା ହୋଇଛି। ଏଥିରେ ୬୫୦ ଟଙ୍କାରେ ଟିକେଟ୍ କରି ପର୍ଯ୍ୟଟକ କୋଲକାତା ଯାଇପାରିବେ। […]