• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1013" result for "ଭାରତୀୟ" in https://otvkhabar.in

imd
ଓଡ଼ିଆ ପାଣିପାଗ ବିଜ୍ଞାନୀ ହେଲେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ-ଆଇଏମ୍‌ଡିର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ଓଡ଼ିଆ ଅଧିକାରୀ ମୃତ୍ୟୁଞ୍ଜୟ ମହାପାତ୍ର। ବର୍ତ୍ତମାନ ସେ ଆାଇଏମ୍‌ଡିର ଏଡିଜି ସହ ସାଇକ୍ଲୋନ ଓ୍ୱାର୍ଣ୍ଣିଂ ବିଭାଗର ମୁଖ୍ୟ ଅଛନ୍ତି। ସେ ଅଗଷ୍ଟ ପହିଲାରୁ ନୂଆ ଦାୟିତ୍ୱ ଗ୍ରହଣ କରିବେ। ୫ ବର୍ଷ ପାଇଁ ସେ ମହାନିର୍ଦ୍ଦେଶକ ପଦବୀରେ ରହିବେ ମୃତ୍ୟୁଞ୍ଜୟ ମହାପାତ୍ର । ଗତ ଫୋନି ବାତ୍ୟା ସମୟରେ ମୃତ୍ୟୁଞ୍ଜୟଙ୍କ ସଠିକ୍ ଆକଳନ ଯୋଗୁଁ ବହୁ ଧନଜୀବନ ରକ୍ଷା ହୋଇପାରିଲା। ଏଥିପାଇଁ ତାଙ୍କୁ ସବୁ […]

sunita-lakra-m
ଓଡ଼ିଆ ଝିଅ ହେଲେ ଭାରତୀୟ ହକି ଦଳର ଅଧିନାୟିକା: ଟିମ୍‌ରେ ୫ ଓଡ଼ିଆ ଖେଳାଳି ସାମିଲ

ଭୁବନେଶ୍ୱର: ଭାରତୀୟ ମହିଳା ହକି ଦଳର ଅଧିନାୟିକା ହେଲେ ଓଡ଼ିଆ ଖେଳାଳି ସୁନୀତା ଲାକ୍ରା। ଆସନ୍ତା ୧୩ ତାରିଖରୁ କୋରିଆର ଡୋଙ୍ଗ୍‌ହେ ସିଟିରେ ହେବାକୁ ଥିବା ଏସିଆନ୍ ଚାମ୍ପିୟନ୍‌ସ ଟ୍ରଫିରେ ସେ ଭାରତର ନେତୃତ୍ୱ ନେବେ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ସୁନୀତା ଲାକ୍ରାଙ୍କ ସମେତ ୫ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପ୍‌ଗ୍ରେସ ଏକ୍କା, ନମିତା ଟପ୍ପୋ, ଲିଳିମା ମିଞ୍ଜ ଓ ଅନୁପା […]

bjp
ଭାରତୀୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି ଟିମ୍

ଦିଲ୍ଲୀ( ଶିବାନନ୍ଦ) :  ଭାରତୀୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି ଟିମ୍। ପାଟକୁରା ନିର୍ବାଚନ ଓ କେନ୍ଦ୍ରାପଡ଼ାର ନୂତନ ଜିଲ୍ଲାପାଳଙ୍କ ବିଷୟରେ ନିର୍ବାଚନ କମିଶନଙ୍କୁ ଅବଗତ କରିଛି ବିଜେପି ପ୍ରତିନିଧି ଦଳ। ଦଳର ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ଓ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ପ୍ରମୁଖ ଭେଟି ଏହି ପ୍ରସଙ୍ଗ ଉପରେ ଜଣାଇଛନ୍ତି। ଯେହେତୁ ୨ ମାସ ପରେ ବର୍ଷା ଆସିଥିବ, ତା ପୂର୍ବରୁ ପାଟକୁରା ନିର୍ବାଚନ କରିବାକୁ କମିଶନଙ୍କୁ ଜଣାଯାଇଥିବା ସୂଚନା ଦେଇଛନ୍ତି […]

rain9
ଫୋନିକୁ ନେଇ ସତର୍କ ସୂଚନା ଜାରି କଲା ଭାରତୀୟ ପାଣିପାଣ ବିଭାଗ

ଭୁବନେଶ୍ୱର : ବାତ୍ୟା ଫୋନିକୁ ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଣ ବିଭାଗ। ଫୋନିକୁ ନେଇ ପ୍ରଭାବିତ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ, ୟଲୋ ଏବଂ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ଓ ଆସନ୍ତାକାଲି ମଧ୍ୟରେ ୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା ଏବଂ କନ୍ଧମାଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।  ଆସନ୍ତାକାଲି ଓ ୪ ତାରିଖ ପର୍ଯ୍ୟନ୍ତ ୧୭ ଜିଲ୍ଲା ପାଇଁ […]

FARMER
ଏବର୍ଷ ସ୍ୱାଭାବିକ ରହିବ ବର୍ଷା : ଭାରତୀୟ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ

ଭୁବନେଶ୍ୱର : ଚାଷୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା। ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର(IMD)।  ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଏଥର ବର୍ଷା ପରିମାଣ ପ୍ରାୟ ୯୭ ପ୍ରତିଶତ ରହିବା ସମ୍ଭାବନା ରହିଛି। କ୍ରମାଗତ ତୃତୀୟ ବର୍ଷ ପାଇଁ ଏହା ସ୍ୱାଭାବିକ ରହିବ। ବର୍ଷାର ପରିମାଣ ଲଙ୍ଗ୍‌ ପିରିୟଡ୍ ଆଭରେଜ୍ ବା LPAର ୯୭ ପ୍ରତିଶତ ରହିବ। ତେବେ ବର୍ଷା ପରିମାଣ ଆକଳନ ଠାରୁ ୫ […]

sushil
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚମକିଲେ ଭାରତୀୟ ରେସଲର

 ଗୋଲ୍ଡ କୋଷ୍ଟ  : ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଷ୍ଟମ ଦିନରେ ଚମକିଲେ ଭାରତୀୟ ରେସଲର୍। ଆଜି ଭାରତ ପାଇଁ ୨ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତୀୟ କୁସ୍ତିଯୋଦ୍ଧା। ଷ୍ଟାର୍ ରେସଲର୍ ସୁଶିଲ କୁମାର ୭୪ କିଲୋଗ୍ରାମ ବର୍ଗରେ ଦକ୍ଷିଣ ଆଫ୍ରିକା ପ୍ରତିଦ୍ୱନ୍ଦ୍ୱୀଙ୍କୁ ୮୦ ସେକେଣ୍ଡରେ ପରାସ୍ତ କରି ସ୍ୱର୍ଣ୍ଣ ଜିତିଛନ୍ତି। ଏହା ସୁଶିଲଙ୍କ ତୃତୀୟ ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣପଦକ। ସେହିପରି କୁସ୍ତିରେ ଆଜି ସ୍ୱର୍ଣ୍ଣ ଆଣିଛନ୍ତି ଯୁବ କୁସ୍ତିଯୋଦ୍ଧା ରାହୁଲ […]

Lav Agrawal
ଟିକା ନେବା ପରେ ବି ଡେଲଟା ଭାରିଆଣ୍ଟ ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ

ଅନ୍ୟ ଭାରିଆଣ୍ଟ ଅପେକ୍ଷା ଡେଲଟା ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ । ICMR ପକ୍ଷରୁ କରାଯାଇଥିବା ସର୍ଭେରେ ଡେଲଟା ଅଧିକ ପ୍ରଭାବୀ ବୋଲି ସ୍ପଷ୍ଟ ହୋଇଛି ।

monsson
ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ : ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ : ଚଳିତ ବର୍ଷ ଦେଶରେ ମୌସୁମୀ ପ୍ରବାହ ପ୍ରାୟତଃ ସ୍ୱାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ସ୍ୱାଭାବିକ ଠାରୁ ସାମାନ୍ୟ କମ୍ ରହିବ ବୋଲି ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍. ରାଜୀବନ ନାୟର କହିଛନ୍ତି। ଚଳିତ ବର୍ଷ ବୃଷ୍ଟିପାତ ହାର ୯୬ ପ୍ରତିଶତ ରହିବ। ଏଣୁ ୯୬ ପ୍ରତିଶତ ବୃଷ୍ଟିପାତକୁ ସ୍ୱାଭାବିକ ଠାରୁ କମ୍ ବୃଷ୍ଟିପାତ ବୋଲି ଧରାଯାଇଥାଏ। ଏହାସହ ଆଇଏମ୍‌ଡି ଆହୁରି କହିଛି ଯେ, ଦେଶର […]

radar image
ରାଡାର ଇମେଜ୍ ଉପସ୍ଥାପନ କରି ପ୍ରମାଣ ଦେଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ :  ବାଲାକୋଟ୍ କାର୍ଯ୍ୟାନୁଷ୍ଠାନର ପରବର୍ତ୍ତୀ ଛକାପଞ୍ଝା ବେଳେ ପାକିସ୍ତାନର F-16କୁ ଖସାଇଥିଲେ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ। ରାଡାର ଇମେଜ୍ ଉପସ୍ଥାପନ କରି ଆଜି ଏହାର ପ୍ରମାଣ ଦେଇଛି ଭାରତୀୟ ବାୟୁସେନା। ଏଲଓସିରେ ନିୟୋଜିତ ଆଓ୍ୱାକ୍ସ ରାଡାର ଦ୍ୱାରା ଉତ୍ତୋଳିତ ଚିତ୍ରରୁ ଏହାର  ସ୍ପଷ୍ଟ ପ୍ରମାଣ ମିଳିଥିବା ଏୟାର ଭାଇସ ମାର୍ଶାଲ RGK କପୁର କହିଛନ୍ତି। ଗତ ଫେବ୍ରୁଆରୀ ୨୭ ତାରିଖରେ ଏଲଓସିରେ ପାକ୍ ବାୟୁସେନାର ଏକ F-16 ବିମାନକୁ ଭାରତୀୟ ବାୟୁସେନା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ […]

indian
ଇରାକ ମୋସୁଲରୁ ଆସିଲା ଭାରତୀୟଙ୍କ ଦେହାବଶେଷ

ଅମୃତସର : ଅପେକ୍ଷାର ଅନ୍ତ ଘଟିଛି। ପ୍ରାୟ ୪ବର୍ଷ ପରେ ଇରାକରେ ଗଣହତ୍ୟାର ଶିକାର ହୋଇଥିବା ଭାରତୀୟଙ୍କ ମୃତଦେହ ଫେରିଛି। ଏହାକୁ ନେଇ ବିମାନବନ୍ଦରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପ୍ରିୟଜନଙ୍କ ବୁକୁଫଟା କାନ୍ଦରେ ଫାଟି ପଡିଥିଲା ପରିବେଶ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ପଂଜାବର ଅମୃତସର ବିମାନ ବନ୍ଦରରରେ। ଗତକାଲି ବାଗ୍‌ଦାଦ ଯାଇଥିବା ବୈଦେଶିକ ବ୍ୟାପର ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ ଫେରିଛନ୍ତି ଭାରତ। ବାୟୁ ସେନାର ସ୍ୱତନ୍ତ୍ର ବିମାନ C-17 ଜରିଆରେ ଅଣାଯାଇଛି ସମସ୍ତ ଭାରତୀୟ […]

cricket
ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ : ଗେଲ୍‌ଙ୍କୁ ପଛରେ ପକାଇଲେ ରିଦ୍ଧିମାନ ଶାହ

କୋଲକାତା : ଭାରତୀୟ କ୍ରିକେଟ୍‌ରଙ୍କ ବ୍ୟାଟିଂ ଯାଦୁ ଏବେ ସାରା ବିଶ୍ୱକୁ ପାଗଳ କରିଛି। ବିରାଟ ହୁଅନ୍ତୁ କିମ୍ବା ରୋହିତ , କିଏ କେତେବେଳେ କେଉଁ ରେକର୍ଡ ଭାଙ୍ଗୁଛି କିଛି କହି ହେଉନି। ନିକଟରେ ଦିନେଶ କାର୍ତ୍ତିକଙ୍କର ଜବରଦସ୍ତ ବ୍ୟାଟିଂର ଚର୍ଚ୍ଚା ଥମିନଥିବା ବେଳେ, ଏବେ ଆଉ ଜଣେ ବ୍ୟାଟ୍ସ ମ୍ୟାନ୍‌ଙ୍କର ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ସେ ହେଉଛନ୍ତି ଭାରତର ୱିକେଟ୍‌ କିପର-ବ୍ୟାଟ୍ସ ମ୍ୟାନ୍ ରିଦ୍ଧିମାନ ଶାହ। ବିସ୍ଫୋରକ ବ୍ୟାଟିଂ କରି ସେ କ୍ରିସ୍‌ ଗେଲ୍‌ଙ୍କୁ ପଛରେ […]

ICGS Sucheta Kriplani
ଭାରତୀୟ ତଟରକ୍ଷା ବାହିନୀର ଜାହାଜ ସୁଚେତା କ୍ରିପାଲିନୀକୁ ସେବାରୁ ବିରତି

ପାରାଦୀପ: ଭାରତୀୟ ତଟରକ୍ଷା ବାହିନୀର ଜାହାଜ ସୁଚେତା କ୍ରିପାଲିନୀକୁ ସେବାରୁ ବିରତି ଦିଆଯାଇଛି।  ଦୀର୍ଘ ୨୦ ବର୍ଷ ଧରି ବଙ୍ଗୋପସାଗର ସୀମାରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଥିଲା ICGS ସୁଚେତା କ୍ରିପାଲିନୀ। ନିରବଚ୍ଛିନ୍ନ ଭାବେ ଭାରତୀୟ ତଟରକ୍ଷୀ ବାହିନୀରେ ସେବା ଯୋଗାଇ ଆସୁଥିବା ଏହି ଜାହାଜ କାର୍ଯ୍ୟରୁ ବିରତି ନେବା ଅବସରରେ ପାରାଦୀପରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଏକ ଉତ୍ସବ ଆୟୋଜିତ ହୋଇଥିଲା। ୧୯୯୮ ମସିହା ମାର୍ଚ୍ଚ ୧୬ ତାରିଖରେ ସାମିଲ ହୋଇଥିବା ଏହି ଜାହାଜ […]

pakistan
୩୬୦ ଭାରତୀୟ ବନ୍ଦୀଙ୍କୁ ଛାଡିବ ପାକିସ୍ତାନ

ଇସ୍‌ଲାମାବାଦ୍‌ : ପାକିସ୍ତାନ ସରକାରଙ୍କ ବଡ ଘୋଷଣା। ପାକିସ୍ତାନରେ ବନ୍ଦୀ ଥିବା ୩୬୦ ଭାରତୀୟଙ୍କୁ ଛାଡିବାକୁ ଘୋଷଣା କରିଛନ୍ତି ପାକିସ୍ତାନ ସରକାର। ଆସନ୍ତା ମଙ୍ଗଳବାର ଠାରୁ ପର୍ଯ୍ୟାୟ କ୍ରମେ ଭାରତୀୟ ବନ୍ଦୀଙ୍କୁ ଛଡାଯିବ। ପାକିସ୍ତାନ ବୈଦେଶିକ ପ୍ରବକ୍ତା ମୋହମ୍ମଦ ଫେସଲ କହିଛନ୍ତି ୫୩୭ ଜଣ ଭାରତୀୟ ପାକିସ୍ତାନର ଅନେକ ଜେଲରେ ବନ୍ଦୀ ଭାବେ ଅଛନ୍ତି। ଯେଉଁଥିରେ କି ୪୮୩ ଜଣ ମତ୍ସ୍ୟଜୀବୀ ଥିବା ସେ କହିଛନ୍ତି। ଆସନ୍ତା ମଙ୍ଗବାର ଦିନ ପ୍ରଥମେ ୧୦୦ ଜଣ ଏବଂ ଏପ୍ରିଲ […]

isis
୩୯ଜଣ ଭାରତୀୟଙ୍କ ଶବ ବାହାରିଲା କବର ଭିତରୁ

ନୂଆଦିଲ୍ଲୀ : ପ୍ରାୟ ୪ ବର୍ଷ ତଳେ ଇରାକ୍‌ରେ ମୋସୁଲ ସହରରୁ ଅପହୃତ ସମସ୍ତ ୩୯ ଭାରତୀୟଙ୍କୁ ହତ୍ୟା କରିଛି ଆଇଏସଆଇଏସ୍। ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ୍ ରାଜ୍ୟସଭାରେ ଶ୍ରମିକଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି। ଭାରତୀୟମାନଙ୍କୁ ବନ୍ଦୀ କରି ରଖାଯାଇଥିବା ଗତବର୍ଷ ସୁଷମା ପାର୍ଲାମେଣ୍ଟକୁ ଜଣାଇଥିଲେ। ସେପଟେ ଏହି ପ୍ରସଙ୍ଗରେ ସରକାର ଦେଶବାସୀଙ୍କୁ ଭ୍ରମିତ କରିବା ସହ ଅନ୍ଧାରରେ ରଖିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ବର୍ବରତାରେ ଉଜୁଡି ଯାଇଛି ୩୯ ଭାରତୀୟ ଶ୍ରମିକଙ୍କ ପରିବାର। […]

sushma swaraj
ଇରାକରେ ୩୯ ଜଣ ଭାରତୀୟ ମୃତ

ନୂଆଦିଲ୍ଲୀ: ଇରାକରେ ୩୯ ଜଣ ଭାରତୀୟ ମୃତ। ଏହି ଭାରତୀୟଙ୍କୁ ସେଠାରେ ଅପହରଣ କରି ନିଆଯାଇଥିଲା। କୁହାଯାଉଥିଲା ସେମାନେ ନିଖୋଜ ଅଛନ୍ତି।ତେବେ ସମସ୍ତ ୩୯ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟସଭାରେ ଏ ସଂପର୍କରେ ସୂଚନା ଦେଇଛନ୍ତି  ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ।  ଆଇଏସ୍ ଆତଙ୍କବାଦୀ ସେମାନଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ମୋସୁଲ ନିକଟରେ ମିଳିଥିଲା ମୃତଦେହ। ସେଗୁଡ଼ିକୁ ବାଗଦାଦ୍ ଅଣାଯାଇଛି। ଖୁବ ଶୀଘ୍ର ଭାରତ ଅଣାଯିବ ବୋଲି […]

india post
ଭାରତୀୟ ଡାକ ବିଭାଗରେ ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର: ଖାଲି ପଡ଼ିଥିବା ୧୦୦୦ରୁ ଅଧିକ ଗ୍ରାମୀଣ ଡାକ ସେବକ ପଦବୀ ପୂରଣ ଲାଗି ଭାରତୀୟ ଡାକ ବିଭାଗ ଦରଖାସ୍ତ ଆହ୍ୱାନ କରୁଛି। ଆଗ୍ରହୀ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ। ବୟସ ସୀମା: ମାର୍ଚ୍ଚ ୯, ୨୦୧୮ ଅନୁଯାୟୀ, ଆବେଦନକାରୀଙ୍କ ବୟସ ସୀମା ୧୮ ରୁ ୪୦ ବର୍ଷ ହୋଇଥିବା ଆବଶ୍ୟକ। ଏସି ଓ ଏସଟି ଆବେଦନକାରୀଙ୍କ ବୟସ ସୀମା ୫ ବର୍ଷ, ପିଏଚ୍ ଆବେଦନକାରୀଙ୍କ ବୟସ ସୀମା ୧୦ ବର୍ଷ ଓ ଓବିସି […]

hockey player
ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ମହିଳା ହକି ଦଳ ଘୋଷିତ : ୪ଜଣ ଓଡ଼ିଆ ଖେଳାଳି ସାମିଲ୍‌

ନୂଆ ଦିଲ୍ଲୀ/ ଭୁବନେଶ୍ୱର : ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ମହିଳା ହକି ଦଳ ଘୋଷଣା ହୋଇଛି।  ଭାରତୀୟ ମହିଳା ଦଳରେ ସ୍ଥାନ ପାଇଛନ୍ତି ଓଡ଼ିଶାର ୪ ଜଣ ଖେଳାଳି। ସେମାନେ ହେଲେ ଦୀପ ଗ୍ରେସ୍ ଏକ୍କା, ଲିଳିମା ମିଞ୍ଜ୍, ନମିତା ଟପ୍ପୋ ଓ ସୁନିତା ଲାକ୍ରା। ବାଂଲାଦେଶ ଓ କୋରିଆ ଗସ୍ତରେ ଚମତ୍କାର ପ୍ରଦର୍ଶନ କରି ସେମାନେ ଭାରତୀୟ ମହିଳା ହକି ଦଳରେ ସାମିଲ ହୋଇଛନ୍ତି।ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଏପ୍ରିଲ ୪ରୁ ଆରମ୍ଭ ହେବ ୨୧ତମ […]

exam
ଭାରତୀୟ ଡାକ ବିଭାଗରେ ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଷ୍ଟାଫ୍ କାର୍ ଡ୍ରାଇଭର ପଦବୀ ଲାଗି ଭାରତୀୟ ଡାକ ବିଭାଗ ଦରଖାସ୍ତ ଆହ୍ୱାନ କରୁଛି। ଆଶାୟୀ ପ୍ରାର୍ଥୀ ମେ ୧୨ ସୁଦ୍ଧା ଆବେଦନ କରିପାରିବେ। ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୭ ମଧ୍ୟରେ ହୋଇଥିବ। ଏସି ଓ ଏସଟି ଆବେଦନକାରୀଙ୍କ ପାଇଁ ବୟସ ସୀମା ୫ ବର୍ଷ କୋହଳ କରାଯାଇଥିବା ବେଳେ ଓବିସି ଆବେଦନକାରୀଙ୍କ ପାଇଁ ୩ବର୍ଷ କୋହଳ ରହିଛି। ଦରମା: ମାସିକ ୧୯, ୯୦୦ ଟଙ୍କା। ନିଯୁକ୍ତି ସ୍ଥାନ: ନାଗପୁର ଶିକ୍ଷାଗତ […]

seria
ସାହାଯ୍ୟ ପାଇଁ ସିରିଆରେ ପହଞ୍ଚିଲେ ଭାରତୀୟ ଶିଖ୍‌

ଗତ କିଛିଦିନ ଧରି ସୋସିଆଲ୍ ମିଡ଼ିଆରେ ସିରିଆ ସଙ୍କଟର ଖୁବ୍ ଚର୍ଚ୍ଚା। ଭାରତ ସହ ବିଶ୍ୱର ସବୁ ଦେଶର ଲୋକେ ସୋସିଆଲ୍ ମିଡ଼ିଆରେ ସିରିଆ ସହ ସଂପୃକ୍ତ ଫଟୋ ଓ ଭିଡ଼ିଓ ଶେୟାର କରି ସେଠାର ଲୋକଙ୍କ ପ୍ରତି ସମବେଦନା ଜଣାଉଛନ୍ତି। ଏମିତି କିଛି ଫଟୋ ଏବେ ଭାଇରାଲ୍ ହେଉଛି। ଯେଉଁଥିରେ ଶିଖ୍ ସଂପ୍ରଦାୟର କିଛି ଲୋକ ସିରିଆର ନାଗରିକଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି। ବାସ୍ତବିକ୍‌ ଏହି ସବୁ ଭଲାଣ୍ଟିୟର୍ସ ‘ଖାଲସା ଏଡ୍’ ସଂସ୍ଥା ସହ […]

hockey
ଅଜନାଲ୍ ଶାହା କପ୍ ପାଇଁ ଭାରତୀୟ ଦଳରେ ୪ଜଣ ଓଡ଼ିଆ

ଭୁବନେଶ୍ୱର/ ନୂଆଦିଲ୍ଲୀ : ଓଡ଼ିଶାର ୪ଜଣ ହକି ଖେଳାଳି -ଦିପସାନ୍ ତିର୍କୀ , ଅମିତ୍ ରୋହିଦାସ୍ , ନିଲମ୍ ସଂଜୀପ୍ ଜେସ୍ ଓ ଶିଲାନନ୍ଦ ଲାର୍କାଙ୍କୁ ଆସନ୍ତା ୨୭ତମ ଜନାଲ୍ ଶାହା କପ୍ ପାଇଁ ଚୟନ କରାଯାଇଛି ।  ଏହି କପ୍ ମାର୍ଚ୍ଚ ୩ରୁ  ମାଲେସିଆରେ ଆରମ୍ଭ ହେବାକୁ ଯାଉଛି । ବିରେନ୍ଦ୍ର ଲାର୍କା ଏକ ମାତ୍ର ଖେଳାଳି ଭାବେ ,ଗତ ମାସରେ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ହୋଇଥିବା ଫୋର୍ ନେସନ୍ସ ଇନଭିଟେସନାଲ୍ ଟୁର୍ଣ୍ଣାମେଣ୍ଟ  ପାଇଁ ଚୟନ ହୋଇଥିଲେ […]

nobel prise
୧୧୬ ବର୍ଷର ନୋବେଲ ଇତିହାସ: ଜାଣନ୍ତୁ ଏବେ ସୁଦ୍ଧା କେତେ ଜଣ ଓ କେଉଁ ଭାରତୀୟ ପାଇଛନ୍ତି ଏ ପୁରସ୍କାର

ନୋବେଲ ପୁରସ୍କାର ହେଉଛି ବିଶ୍ୱର ସବୁଠୁ ସମ୍ମାନଜନକ ପୁରସ୍କାର। ଆଲଫ୍ରେଡ୍ ନୋବେଲ୍‌ଙ୍କ ନାମ ଅନୁସାରେ ଏହାର ନାମକରଣ କରାଯାଇଛି। ଏହି ପୁରସ୍କାର ୬ଟି କ୍ଷେତ୍ର-ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ମେଡିସିନ୍, ସାହିତ୍ୟ, ଶାନ୍ତି ଓ ଅର୍ଥଶାସ୍ତ୍ରରେ ବିଶେଷ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ। ୧୧୬ ବର୍ଷ ପୂର୍ବେ ୧୯୦୧ ମସିହାରେ ହେନେରୀ ଡୁନାଣ୍ଟ ପାଇଥିଲେ ପ୍ରଥମ ପୁରସ୍କାର। ୱିକିପିଡିଆରୁ ନିଆଯାଇଥିବା ତଥ୍ୟ ଅନୁଯାୟୀ ଗତବର୍ଷକୁ ହିସାବ କଲେ ୫୮୪ ଥର ୯୨୩ ଜଣଙ୍କୁ ଏହି ପୁରସ୍କାର ଦିଆଯାଇଛି। […]

download
ଅଧିକାଂଶ ଭାରତୀୟ ମହିଳାଙ୍କ ପସନ୍ଦ ଛୋଟ ପରିବାର

ନୂଆଦିଲ୍ଲୀ/ଭୁବନେଶ୍ୱର: ସମୟ ସହ ତାଳ ଦେଇ ଆମ ସମାଜରେ ପରିବର୍ତ୍ତନ ଘଟୁଛି। ଦିନ ଥିଲା ଲୋକେ ଯୌଥ ପରିବାରରେ ରହିବାକୁ ପସନ୍ଦ କରୁଥିଲେ। ବଡ଼ ପରିବାରକୁ ସମାଜରେ ବିଶେଷ ସମ୍ମାନ ମିଳୁଥିଲା। ଲୋକେ ମଧ୍ୟ ଅଧିକ ପିଲା ଜନ୍ମ କରିବାକୁ ପସନ୍ଦ କରୁଥିଲେ। ଶିକ୍ଷାର ପ୍ରସାର, କର୍ମନିଯୁକ୍ତି ଧାରାରେ ପରିବର୍ତ୍ତନ ଯୋଗୁଁ ଏହି ଭାବନାରେ ପରିବର୍ତ୍ତନ ଆସିଛି।ଏବେ ବଡ଼ ପରିବାର ନୁହେଁ, “ଛୋଟ ପରିବାର, ସୁଖୀ ପରିବାରର”ର କଥା ଉଠୁଛି। ବର୍ତ୍ତମାନ ସ୍ଥିତିରେ ଭାରତର ୭୫ ପ୍ରତିଶତ […]

e
ଭାରତୀୟ ବାୟୁସେନା ପାଇଲଟଙ୍କ ସୁରକ୍ଷା ଦାବି କଲା ଭାରତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ନିଖୋଜ ହୋଇଯାଇଛନ୍ତି। ସେ ଆଜି ମିଗ୍-୨୧ ବିମାନରୁ ଉଡ଼ାଣ ଭରିଥିଲେ ହେଁ ଏଯାଏ ଏୟାରବେସ୍‌କୁ ଫେରି ନାହାନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଗିରଫ କରିଥିବା ଦାବି କରିଛି। ଏଥିସହ ଏକ ଭିଡିଓ ମଧ୍ୟ ଜାରି କରିଛି। ଯେଉଁଥିରେ ଅଭିନନ୍ଦନ ରହିଥିବା ପାକ୍‌ ସେନା ଦାବି କରିଛି। ପାକିସ୍ତାନ ଦ୍ୱାରା ଗିରଫ ପାଇଲଟଙ୍କର ଯେପରି କିଛି କ୍ଷତି ନହୁଏ ତାହା ସୁନିଶ୍ଚିତ କରିବାକୁ ନୂଆଦିଲ୍ଲୀରେ ଅବସ୍ଥାପିତ […]