ନୂଆଦିଲ୍ଲୀ: ଆଜି ବିଜୟ ଦିବସ। ଏହି ଦିନ ପାକିସ୍ତାନ ଉପରେ ବିଜୟ ହାସଲ କରିଥିଲା ଭାରତ। ଭାରତୀୟ ସେନାର ଅଦମ୍ୟ ସାହସ, ପରାକ୍ରମ ସହ ଅପୂର୍ବ ବୀରତ୍ୱର ପ୍ରଦର୍ଶନ ଦେଖି ପାକିସ୍ତାନ ପରାଜୟ ସ୍ୱୀକାର କରିଥିଲା। ୧୯୭୧ ମସିହାରେ ହୋଇଥିବା ଏଇ ଭାରତ-ପାକ ଯୁଦ୍ଧରେ ପାକିସ୍ତାନ ସେନାମୁଖ୍ୟଙ୍କ ସହ ୯୩ ହଜାର ସୈନ୍ୟ ଆତ୍ମସମର୍ପଣ କରିଥିଲେ। ଏଥିସହ ନୂତନ ରାଷ୍ଟ୍ରଭାବେ ବାଂଲାଦେଶ ସୃଷ୍ଟି ହୋଇଥିଲା। ୧୯୭୧ ଯୁଦ୍ଧର ସ୍ମାରକୀ ଭାବେ ଚଳିତବର୍ଷକୁ ସ୍ୱର୍ଣ୍ଣିମ ବିଜୟ ବର୍ଷ ଭାବେ […]
ନୂଆଦିଲ୍ଲୀ:ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା (LAC) ରେ ପ୍ରାୟ ୮ ମାସ ହେଲା ମୁହାଁମୁହିଁ ହୋଇ ଅଛନ୍ତି ଭାରତ-ଚୀନ ସେନା। ଚୀନ ଭାରତ ସୀମାରେ ତା’ର କାୟା ବିସ୍ତାର କରବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ ହେଁ ଭାରତୀୟ ସେନା ସେମାନଙ୍କ ଉଦ୍ଦେଶ୍ୟକୁ ସଫଳ ହେବାକୁ ଦେଉ ନାହାନ୍ତି। ଏବେ ଚୀନ ନିଜ ସେନାକୁ ଶକ୍ତିଶାଳୀ କରିବା ପାଇଁ ଟେକ୍ନିକ୍କୁ ଆପଣେଇଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମଧ୍ୟ ନିଜକୁ ପ୍ରସ୍ତୁତ କରୁଛି। ଭାରତ […]
ନୂଆଦିଲ୍ଲୀ: ପାଖେଇ ଆସୁଛି ଡିସେମ୍ବର ୧୬ ତାରିଖ । ସହିଦ ଦିବସ। ଏହି ଦିନ ଯେତିକି ପାଖେଇ ଆସୁଛି ସେତିକି ଜୀବନ୍ତ ହଇଉଠୁଛି ଆମ ବୀର ଯବାନଙ୍କ ଅମର କୀର୍ତ୍ତି। ୧୯୭୧ରେ ପାକିସ୍ତାନ ସହ ଯୁଦ୍ଧରେ ନିଜର ବୀରତ୍ୱ, ଶୌର୍ଯ୍ୟକୁ ଅମର କରି ଦେଇ ଯାଇଛନ୍ତି ବୀର ଯୋଦ୍ଧା। ଏହି ଯୁଦ୍ଧରେ ଭାରତୀୟ ଯବାନମାନେ ଖାଲି ପାକିସ୍ତାନକୁ ହରାଇ ନ ଥିଲେ ବରଂ ସେମାନେ ପାକିସ୍ତାନର କିଛି ଅଂଶ ନିଜ କବ୍ଜାକୁ ନେଇ ଆସିବା ପାଇଁ ଆଗେଇ […]
ନୂଆଦିଲ୍ଲୀ: ନେଟ୍ଫ୍ଲିକ୍ସରେ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି “AK vs AK”। ଟ୍ୱିଟରରେ ଏହାର ଟିଜର ଶେୟାର କରିଛନ୍ତି ବଲିଉଡ ଆକ୍ଟର ଅନିଲ କାପୁର। ଏହି ଟିଜରକୁ ନେଇ ଇଣ୍ଡିଆନ ଏୟାର ଫୋର୍ସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଫିଲ୍ମର କିଛି ଅଂଶକୁ ବାଦ ଦେବାକୁ ଏୟାର ଫୋର୍ସ ବୁଧବାର ଦାବି କରିଛି। ଆଇଏଏଫ (IAF) ପକ୍ଷରୁ ଏକ ଟ୍ୱିଟ୍ରେ କୁହାଯାଇଛି, ରିଲିଜ ହୋଇଥିବା ଏହି ଭିଡିଓରେ ଆଇଏଏଫର ୟୁନିଫର୍ମ ଏବଂ ଭାଷାକୁ ଠିକ୍ ଭାବେ […]
ନୂଆଦିଲ୍ଲୀ: ବ୍ରିଟେନ୍ରେ କରୋନା ଟିକା ଫାଇଜର ଲୋକଙ୍କୁ ଦେବା ପାଇଁ ଅନୁମତି ମିଳିବ। ୟୁରୋପର ପ୍ରଥମ ଦେଶ ବ୍ରିଟେନ ଯିଏ କରୋନା ବିରୋଧରେ ଏହି ଯୁଦ୍ଧ ଲଢିବାକୁ ଯାଉଛି। ତେବେ ବ୍ରିଟେନରେ ଫାଇଜର ଟିକା ପ୍ରଥମେ କାହାକୁ ଦିଆଯିବ ଜାଣନ୍ତି ? ପ୍ରଥମ ଟିକେ ନେବେ ଜଣେ ଭାରତୀୟ ବଂଶୋଦ୍ଭବ। ଭାରତୀୟ ମୂଳ ତଥା ବ୍ରିଟେନ ବାସିନ୍ଦା ହରି ଶୁକ୍ଳା ନେବେ ପ୍ରଥମ କରୋନା ଟିକା । ହରି ଶୁକ୍ଳା ବ୍ରିଟେନ୍ର ଟେନରେ ରୁହନ୍ତି। ଲଣ୍ଡନର ଏକ […]
ନୂଆଦିଲ୍ଲୀ: ଛୋଟ ଛୋଟ ଦୁଇ ଭଉଣୀ। ବୁଲୁ ବୁଲୁ ଭୁଲ୍ରେ ସୀମା ପାର ହୋଇ ଚାଲି ଅସିଥିଲେ ଭାରତକୁ। ସେମାନଙ୍କୁ ଧରି ନେଇ ଯାଇଥିଲେ ଭାରତୀୟ ଯବାନ। ନିଜ ଭୁଲ ବୁଝି ପାରିଲେ ପିଲା ଦୁଇଟି। ଭାବି ନେଇଥିଲେ ବୋଧହୁଏ ଆଉ ପାକିସ୍ତାନ ଫେରି ଯାଇ ପାରିବେନି। କିନ୍ତୁ ସେମାନେ ହସିହସି ଫେରିଥିଲେ ପାକିସ୍ତାନ । ଖାଲି ହାତରେ ନୁହେଁ, ମିଠା ପ୍ୟାକେଟ ଆଉ ଉପହାର ନେଇ ଯାଇଥିଲେ। ଏମିତି ସହୃଦୟତା ଦେଖାଇଥିଲେ ଆମ ଭାରତୀୟ ଯବାନମାନେ। […]
ଭୁବନେଶ୍ୱର: ଆସନ୍ତା ୫ ବର୍ଷ ମଧ୍ୟରେ ବଦଳିଯିବ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି)ର ଆକଳନର ଚିତ୍ର। ଆସନ୍ତା ୫ ବର୍ଷରେ ପାଣିପାଗର ଆକଳନ ଆହୁରି ନିର୍ଦ୍ଦିଷ୍ଟ ହେବ। ଏବେ ସାମଗ୍ରିକ ଭାବେ ଜିଲ୍ଲା ସ୍ତରରେ ପାଣିପାଗ ପୂର୍ବାନୁମାନ କରାଯାଉଥିବା ବେଳେ, ଆଗକୁ କେଉଁ ଅଞ୍ଚଳରେ କେତେ ପରିମାଣର କ୍ଷୟକ୍ଷତି ହେବ ସେନେଇ ମଧ୍ୟ ସତର୍କ କରାଯାଇପାରିବ ବୋଲି ଓଟିଭି ସହ ସ୍ୱତନ୍ତ୍ର ସାକ୍ଷାତକାରରେ ଏହା କହିଛନ୍ତି ଭାରତର ସାଇକ୍ଲୋନ୍ ମ୍ୟାନ୍ ତଥା ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ […]
ଜମ୍ମୁକାଶ୍ମୀର: ଆଜିଠୁ ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ୍ ଓ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍ଏମ୍ ନରଓ୍ୱାଣେ ମଧ୍ୟ ତାଙ୍କ ସହ ଏହି ଗସ୍ତରେ ସାମିଲ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲେହର ଷ୍ଟୁକୋ ପହଞ୍ଚି ଯାଇଛନ୍ତି | ପାରା କମାଣ୍ଡୋମାନେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମ୍ମାନ ପ୍ରଦର୍ଶନ କରିବା ପରେ ପାଙ୍ଗୋଙ୍ଗ ହ୍ରଦ ନିକଟରେ ପାରା କମାଣ୍ଡୋମାନେ ଯୁଦ୍ଧ ଅଭ୍ୟାସ […]
ନୂଆଦିଲ୍ଲୀ: ଗଲୱାନ ଭ୍ୟାଲିରେ ଚାଇନା ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଭାରତର ଜବାବୀ ଆକ୍ରମଣରେ ୪୫ ଚୀନ ସେନା ନିହତ ହୋଇଛନ୍ତି। ତେବେ ଏକାଧିକ ଭାରତୀୟ ସେନା ନିଖୋଜ ଥିବା ଜଣାପଡ଼ିଛି। ଏଥିସହିତ ୪ ଜଣ ଭାରତୀୟ ଯବାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସେନା ସୂତ୍ରରୁ ଜଣାପଡ଼ିଛି। ସୋମବାର ରାତିରେ ଘଟିଥିବା ସଂଘର୍ଷ ବେଳେ କିଛି ଭାରତୀୟ ଯବାନ ନିକଟସ୍ଥ ନଦୀକୁ ଖସି ପଡ଼ିଥିବା ଆଶଙ୍କା କରାଯାଉଛି। କେବଳ ଭାରତର ନୁହେଁ […]
ନୂଆଦିଲ୍ଲୀ: ଧୋକାବାଜ ଚୀନ ସୋମବାର ରାତିରେ ନିରସ୍ତ୍ର ଭାରତୀୟ ସୈନ୍ୟଙ୍କ ଉପରକୁ ଗଲୱାନ ଘାଟିରେ ଆକ୍ରମଣ କରବା ପାଇଁ ପୂରା ଯୋଜନା ପ୍ରସ୍ତୁତ କରି ଆସିଥିଲା। ଲୁହା ରଡ୍ ଏବଂ ଲାଠି ଧରି ରକ୍ତମୁଖା ଚୀନସେନା ୧୬ ବିହାର ରେଜିମେଣ୍ଟର ଜବାନଙ୍କୁ ପ୍ରହାର କରିବା ଆରମ୍ଭ କରି ଦେଇଥିଲେ। ଏହି ସଂଘର୍ଷରେ କର୍ନଲ ସନ୍ତୋଷ ବାବୁଙ୍କ ସମେତ ୨୦ ଯବନା ସହିଦ ହୋଇଥିଲେ। ଅନ୍ୟପକ୍ଷେ ଚୀନର ୪୦ ସେନା ନିହତ ଡୋଇଥିବା ଖବର ମିଳିଛି। ଚୀନର ଜଣେ […]
ନୂଆଦିଲ୍ଲୀ: ଭାରତୀୟ ଦୂତାବାସର ୨ ଜଣ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ଗତକାଲି ପାକିସ୍ତାନରୁ ନିଖୋଜ ହୋଇଯାଇଥିଲେ। ପରେ ଇସ୍ଲାମବାଦ ପୋଲିସ ପକ୍ଷରୁ କୁହାଯାଇଥିଲା, ଏକ ରାସ୍ତା ଦୁର୍ଘଟଣା ମାମଲାରେ ପାକିସ୍ତାନ ପୋଲିସ ୨ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅଟକ ରଖିଥିଲା। କିନ୍ତୁ ଏ ନେଇ ଭାରତୀୟ ଦୂତାବାସକୁ କୌଣସି ସୂଚନା ଦିଆଯାଇନଥିଲା। ପରେ ଉଭୟଙ୍କୁ ମୁକ୍ତି କରି ଦେଇଥିଲା ପାକିସ୍ତାନ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ପାକ୍ ପୋଲିସ ଷ୍ଟେସନରେ ଏତଲା ଦେବାର ୭ ଘଣ୍ଟା ପରେ ୨ […]
ନୂଆଦିଲ୍ଲୀ: ଇସଲାମାବାଦରେ ଥିବା ଭାରତୀୟ ଦୂତାବାସର ୨ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି। CISFର ୨ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ନିଖୋଜ ହୋଇଯାଇଛନ୍ତି । ୨ ଘଣ୍ଟାରୁ ଅଧିକ ହେଲାଣି, ସେମାନଙ୍କର କୌଣସି ପତ୍ତା ମିଳୁନାହିଁ। ସକାଳୁ ଉଭୟ ନିଜ ଡ୍ୟୁଟିରେ ଯୋଗ ଦେଇଥିଲେ। ହେଲେ ଆସିବାର ପ୍ରାୟ ୨ ଘଣ୍ଟା ପରେ ସେମାନଙ୍କର ପତ୍ତା ମିଳୁନାହିଁ । ଘଟଣା ପରେ ଭାରତ ପକ୍ଷରୁ ପାକିସ୍ତାନ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ନିଖୋଜ ଦୁଇ କର୍ମଚାରୀ ହାଇକମିଶନରରେ […]
ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ କାରବାର ବନ୍ଦ। ବେପାର ବଣିଜ ମାନ୍ଦା। ଦେଶ ଅର୍ଥନୀତିରେ ଏକପ୍ରକାର ମାନ୍ଦାବସ୍ତା ଆସି ଯାଇଛି। ଭାରତୀୟ ଅର୍ଥନୀତି ପାଇଁ ଖୁସି ଖବର ରହିଛି । ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୫ ଜୁନ୍ ସୁଦ୍ଧା ପାଞ୍ଚ ଶହ ବିଲିଅନ ବା ଅଧ ଟ୍ରିଲିଅନ ଡଲାର ପାର୍ କରିଛି । ଜୁନ୍ ୫ରେ ସମାପ୍ତ ହୋଇଥିବା ଗୋଟିଏ ସପ୍ତାହ ମଧ୍ୟରେ ୮.୨୨ ବିଲିୟନ ଡଲାରର ବୃଦ୍ଧି ଘଟିଛି। ଏଥିସହ ଦେଶର ବିଦେଶୀ ମୁଦ୍ରାଭଣ୍ଡାର […]
ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କ ବଡ଼ ସଫଳତା । ଆମେରିକାରେ ପ୍ରଥମ ଥର ଫୁସଫୁସ୍ ପ୍ରତିରୋପଣ କରି ବିଦେଶରେ ଭାରତର ଗୌରବ ବଢାଇଛନ୍ତି ଡା. ଅଙ୍କିତ ଭାରତ। ଆମେରିକାରେ କରୋନା ସଂକ୍ରମଣରେ ଜଣେ ୨୦ ବର୍ଷିୟ ଯୁବତୀଙ୍କ ଫୁସଫୁସ୍ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ତାଙ୍କର ଜୀବନ ବଞ୍ଚାଇବା ଡାକ୍ତରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ।ଭେଣ୍ଟିଲେଟର ସାହାଯ୍ୟରେ କିଛି ଦିନ ରହିବା ପରେ ଫୁସଫୁସ୍ ଟ୍ରାନ୍ସପ୍ଲାଣ୍ଟ କରିବା ନେଇ ନିଷ୍ପତ୍ତି ହୋଇଥିଲା। ଆମେରିକାର […]
ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତଜେନା ଲାଗି ରହିଛି । ଏମିତି ଏକ ସମୟରେ ଚୀନ ଭାରତୀୟ ସେନାର ଯେପରି ତାରିଫ କରିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କ’ଣ ଅଛି ଏହା ପଛର ଉଦ୍ଦେଶ୍ୟ ? ଏବେ ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ । ଚୀନ ମିଲିଟାରୀ ଏକ୍ସପର୍ଟମାନେ କହିଛନ୍ତି, ଭାରତ ପାଖରେ ଦୁନିଆର ସବୁଠାରୁ ବଡ ଏବଂ ସବୁଠାରୁ ଅନୁଭୂତି ସମ୍ପନ୍ନ ସେନା ଅଛନ୍ତି ଯେଉଁମାନେ କି ମାଳଭୂମି ଏବଂ […]
ନୂଆଦିଲ୍ଲୀ:ଲଦାଖରେ ଚୀନ-ଭାରତ ଉତ୍ତେଜନା ଦିନକୁ ଦିନ ବଢିବାରେ ଲାଗିଛି । ଭାରତୀୟ ସେନାର କିଛି ଯବାନ କରୋନା ସଂକ୍ରମିତ ହେବା ପରେ ନିୟନ୍ତ୍ରଣ ରେଖା ପାଖରେ ମାର୍ଚ୍ଚରେ ଆରମ୍ଭ ହେବାକୁ ଥିବା ଅଭ୍ୟାସକୁ କିଛି ସମୟ ପାଇ ଘୁଞ୍ଚାଇ ଦେଇଥିଲା ଭାରତ। ଏହାର ଫାଇଦା ନେଇ ଚୀନ ସେନା ଭାରତୀୟ ସେନାର ପାଟ୍ରୋଲିଂ କରୁଥିବା ଇଲାକାକୁ ମାଡି ଆସି ସେଠାରେ ନିଜ ସ୍ଥିତି ସୁଦୃଢ କରି ନେଇଛି। ଏହା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଆହୁରି […]
ନୂଆଦିଲ୍ଲୀ: ସ୍ୱଦେଶ ଛୁଇଁଲେ ପ୍ରବାସୀ ଭାରତୀୟ। ଆଜି ବିଦେଶ ଫେରନ୍ତାଙ୍କୁ ନେଇ ଆସିଥିବା ଏୟାର ଇଣ୍ଡିଆର ପ୍ରଥମ ବିମାନ ଭାରତରେ ପହଞ୍ଚିଛି। ୪ ଜଣ ଶିଶୁଙ୍କ ସମେତ ୧୭୭ ଯାତ୍ରୀଙ୍କୁ ଧରି ଏହି ବିମାନ କେରଳର କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଗତକାଲି ରାତି ସାଢେ ଦଶଟାରେ ପହଞ୍ଚିଛି। ଏୟାର୍ ଇଣ୍ଡିଆର ଏହି ସ୍ୱତନ୍ତ୍ର ବିମାନ କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଜଣେ ଯାତ୍ରୀ ଅସୁସ୍ଥ ହୋଇଥିଲେ । ତାଙ୍କର କରୋନା ଲକ୍ଷଣ ଦେଖାଦେବାରୁ […]
ଅନୁଗୁଳ(ବିରଜା ପ୍ରସାଦ ଦାଶ): କୋଇଲା ଉଦ୍ୟୋଗରେ ବିଦେଶୀ ପୁଞ୍ଜି ନିବେଶ ନିମନ୍ତେ ଅଗଷ୍ଟ ୨୮ ତାରିଖରେ କେନ୍ଦ୍ର ସରକାର କରିଥିବା ଘୋଷଣାକୁ ଭାରତୀୟ ମଜଦୁର ସଂଘ ବିରୋଧ କରିଛି। ଏହାଦ୍ୱାରା ବିଦେଶୀ କମ୍ପାନୀ ଲାଭବାନ ହେବା ସହ ଶ୍ରମିକ ଅବହେଳିତ ହେବେ ବୋଲି ସଂଘ କହିଛି। ଏହାର ପ୍ରତିବାଦରେ ଭାରତୀୟ ମଜଦୁର ସଂଘ ଆଜିଠୁ ୫ ଦିନିଆ ଧର୍ମଘଟ ଡାକରା ଦେଇଛି। ଏହି ପରିପ୍ରେକ୍ଷୀରେ ତାଳଚେରର ସବୁ କୋଇଲା ଖଣି ସମ୍ମୁଖରେ ସଂଘ ପକ୍ଷରୁ ଧାରଣା ଦିଆଯାଇଛି। […]