• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1015" result for "ଭାରତୀୟ" in https://otvkhabar.in

odia-engineer
ଜାପାନରେ ଫସିଥିଲେ, ସ୍ୱଦେଶ ଫେରିଲେ ଓଡ଼ିଆ ଇଞ୍ଜିନିୟରଙ୍କ ସମେତ ୧୧୯ ଜଣ ଭାରତୀୟ

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ଆକ୍ରାନ୍ତ ସନ୍ଦେହରେ ଜାପାନର ୟୋକୋହମା ବନ୍ଦରରେ ଫସି ରହିଥିବା ୧୧୯ ଜଣ ଭାରତୀୟ ଆଜି ସ୍ୱଦେଶ ଫେରିଛନ୍ତି। ସେମାନଙ୍କୁ ଏୟାର ଇଣ୍ଡିଆ ବିମାନରେ ଜାପାନାର ଟୋକିଓରୁ ଦିଲ୍ଲୀକୁ ଅଣାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଆ ଇଞ୍ଜିନିୟର ଶିବାଶିଷ ନାୟକ ଅଛନ୍ତି। ତେବେ ଭାରତୀୟ ଯାତ୍ରୀଙ୍କ ସହ ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଓ ପେରୁର ୫ଜଣ ଯାତ୍ରୀ ଏହି ବିମାନରେ ଫେରିଛନ୍ତି। କରୋନା ଆକ୍ରାନ୍ତ ସନ୍ଦେହରେ ଏହି ଯାତ୍ରୀମାନଙ୍କୁ ୟୋକୋହମା ବନ୍ଦରର ଡାଇମଣ୍ଡ ପ୍ରିନସେସ୍ ଜାହାଜରେ […]

tourist
ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ମହଙ୍ଗା ହେବ ଭୁଟାନ ଯାତ୍ରା

ନୂଆଦିଲ୍ଲୀ: ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ମହଙ୍ଗା ହେବ ଭୁଟାନ ଯାତ୍ରା। ଏଣିକି ଭୁଟାନ ଗଲେ ଭାରତୀୟ ପର୍ଯ୍ୟଟକଙ୍କୁ ପ୍ରତିଦିନ ୧୨୦୦ ଟଙ୍କା ଦେବାକୁ ପଡ଼ିବ। ଏନେଇ ଭୁଟାନର ନିମ୍ନ ସଦନରେ ଏକ ବିଧେୟକ ପାରିତ ହୋଇଛି। ଚଳିତ ବର୍ଷ ଜୁଲାଇରୁ ଏହି ନିୟମ ଲାଗୁ ହେବାକୁ ଯାଉଛି। ଭାରତ ବ୍ୟତୀତ ବାଂଲାଦେଶ ଏବଂ ମାଳଦ୍ୱୀପ ପର୍ଯ୍ୟଟକ ମଧ୍ୟ ପ୍ରତିଦିନ ୧୨୦୦ ଟଙ୍କା ଦେବେ। ଭାରତୀୟ ପର୍ଯ୍ୟଟକ ଭୁଟାନ ଭ୍ରମଣ ପ୍ରତି ଅଧିକ ଆକୃଷ୍ଟ ହେଉଥିବା ଦେଖି ଏପରି […]

astronauts
ମହାକାଶରେ ଏହିସବୁ ଦେଶୀ ଖାଦ୍ୟ ଖାଇବେ ଭାରତୀୟ ମହାକାଶଚାରୀ

ନୂଆଦିଲ୍ଲୀ: ମହାକାଶରେ ଦେଶୀ ଖାଦ୍ୟ ଖାଇବେ ଭାରତୀୟ ମହାକାଶଚାରୀ। କଥାଟା ଶୁଣିକି ଅଜବ ଲାଗୁଥିଲେ ମଧ୍ୟ ସତ। ଇସ୍ରୋ ପକ୍ଷରୁ ଗଗନଯାନ ମିଶନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ, ଏବେ ସୂଚନା ମିଳିଛି ମହାକାଶଚାରୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଏଗ୍ ରୋଲ୍, ଭେଜ୍ ରୋଲ୍ ଆଦି ସହିତ ଇଡ୍‌ଲି, ସମ୍ବର, ମୁଗ ଡାଲି ହାଲ୍‌ଓ୍ୱା, ନିରାମିଷ ପଲଉ ଆଦି ପ୍ରସ୍ତୁତ ହୋଇଛି। ମହିଶୂର ସ୍ଥିତ ଡିଫେନ୍ସ ଫୁଡ୍ ରିସର୍ଚ୍ଚ ଲାବୋରେଟରି ପକ୍ଷରୁ ଏସବୁ ପ୍ରସ୍ତୁତ କରାଯାଇଛି। […]

debit card
ଲକ୍ଷାଧିକ ଭାରତୀୟଙ୍କ ଡେବିଟ୍, କ୍ରେଡିଟ୍ କାର୍ଡ ତଥ୍ୟ ଚୋରି

ବେଙ୍ଗାଲୁରୁ: ଦିନକୁ ଦିନ ଆମେ ଯେତିକି ଡିଜିଟାଲ୍‌ ହେଉଛେ ସେତିକି ବିପଦ ଆଡ଼କୁ ଠେଲି ହୋଇ ଯାଉଛେ। କାରଣ ଟଙ୍କା ଉଠାଇବା, କ୍ୟାସଲେସ ମୁଡରେ କିଛି କିଣିବା ପାଇଁ ଆପଣଙ୍କ ପକେଟରେ ରହୁଥିବା ଡେବିଟ୍ କିମ୍ୱା ଏଟିଏମ କାର୍ଡର ତଥ୍ୟ ଚୋରି ହୋଇଯାଇଛି। ପାଖାପାଖି ୧.୩ ମିଲିୟନ(୧୩ ଲକ୍ଷ) ଲୋକଙ୍କ ଡେବିଟ୍ ଓ କ୍ରେଡିଟ୍‌ କାର୍ଡର ଡାଟା (ତଥ୍ୟ) ଚୋରି ହୋଇଥିବା ଜଣାପଡ଼ିଛି। ଯେଉଁଥିରୁ ୯୮ ପ୍ରତିଶତ ଡେବିଟ୍ କାର୍ଡ ଭାରତୀୟଙ୍କର ରହିଛି।  ଏବେ ଏହି ଡାଟା […]

isro chief
‘୨୦୨୧ରେ ଭାରତୀୟ ମହାକାଶଚାରୀ ମହାକାଶ ଯିବେ’

ଭୁବନେଶ୍ୱର: ୨୦୨୦ ଡିସେମ୍ବରରେ ପ୍ରଥମ ଅନ୍‌ମ୍ୟାନ୍‌ଡ୍‌ ମିଶନ ଏବଂ ୨୦୨୧ ଡିସେମ୍ବରରେ ପ୍ରଥମ ମ୍ୟାନ୍‌ଡ୍‌ ମିଶନ କରି ଇତିହାସ ରଚିବ ଭାରତ। ଆଇଆଇଟି ଭୁବନେଶ୍ୱରର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍‌ ଏକଥା କହିଛନ୍ତି। ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ ବେଳେ ମିଶନ ଗଗନାୟନ ସମ୍ପର୍କରେ ସୂଚନା ଦେବା ଅବସରରେ ୨୦୨୧ ଡିସେମ୍ବରରେ  ଭାରତୀୟ ମହାକାଶଚାରୀ ମହାକାଶ ଯିବେ ବୋଲି କହିଛନ୍ତି କେ. ଶିବନ୍‌। ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି କରିବାକୁ ଯାଇ ସେ […]

dog
ସନ୍ଧାନୀ କୁକୁର ‘ଡଚ୍‌’କୁ ଭାରତୀୟ ସେନାର ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଦେଶ ପ୍ରେମ କେବଳ ଯେ ମଣିଷଙ୍କ ପାଖରେ ଥାଏ ତା’କୁ ଭୁଲ୍‌ ବୋଲି ପ୍ରମାଣିତ କରିଛି ସନ୍ଧାନୀ କୁକର ‘ଡଚ୍‌’। ଏହି ‘ରିଅଲ ହିରୋ’ର ବିୟୋଗରେ ସେନାବାହିନୀର ଶ୍ରଦ୍ଧାଞ୍ଜଳି ଏବେ ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ପାଲଟିଛି। ବୁଧବାର ଡଚ୍‌ର ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାକୁ ୯ ବର୍ଷ ବୟସ ହୋଇଥିଲା। ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡରେ ନିଯୁକ୍ତ ହୋଇଥଥିବା ଡଚ୍‌ ବିଭିନ୍ନ ଆତଙ୍କବାଦୀ ବିରୋଧୀ ମିଶନ୍‌ରେ ବିସ୍ଫୋରକ ସାମଗ୍ରୀ ଚିହ୍ନଟ କରିବାରେ ଉତ୍କର୍ଷତା ହାସଲ କରିଥିଲା। ଡଚ୍‌ର  […]

Hasan Ali
ଭାରତୀୟ ଯୁବତୀଙ୍କୁ ବିବାହ କଲେ ପାକିସ୍ତାନୀ କ୍ରିକେଟର

ଇସଲାମାବାଦ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ତେବେ ଏହି ସମୟରେ ପାକିସ୍ତାନର ଜଣେ କ୍ରିକେଟର ଭାରତୀୟ ଯୁବତୀଙ୍କୁ ବିବାହ କରି ସମସ୍ତଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ପାକିସ୍ତାନର ଫାଷ୍ଟ୍‌ ବୋଲର୍‌ ହସନ୍ ଅଲୀ ଭାରତୀୟ ନାଗରିକ ଶାମିଆ ଅର୍‌ଜୁଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମଙ୍ଗଳବାର ଦିନ ଦୁବାଇରେ ଏମାନେ ବିବାହ କରିଛନ୍ତି। ୨୫ ବର୍ଷୀୟ ହସନ ତାଙ୍କ ବିବାହ ଫଟୋ ଓ ମେହେନ୍ଦି […]

crab-curry
ଜାଣନ୍ତୁ କେମିତି ତିଆରି ହୁଏ ଦକ୍ଷିଣ ଭାରତୀୟ କଙ୍କଡ଼ା ତରକାରୀ

ଆବଶ୍ୟକ ସାମଗ୍ରୀ: କଙ୍କଡ଼ା, ତେଲ, ଗୋଲମରିଚ, ଜିରା, ପାନମଧୁରୀ, ପିଆଜ, ଲୁଣ, କଞ୍ଚା ଲଙ୍କା, ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପାଉଡ଼ର୍‌, ଟମାଟୋ, ନଡ଼ିଆ କୋରା,, ଗୁଜୁରାତି, ଲବଙ୍ଗ, ସୋରିଷ ଏବଂ ଭୃଷଙ୍ଗ ପତ୍ର। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ।  ସେଥିରେ ତେଲ, ଗୋଲମରିଚ, ଜିରା, ପାନମଧୁରୀ ପକାଇ ଅଳ୍ପ ଭାଜନ୍ତୁ। ଏହା ପରେ ସେଥିରେ କଟା ପିଆଜ, ଅଳ୍ପ ଲୁଣ, କଞ୍ଚା ଲଙ୍କା, […]

cricket-.
ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ କ୍ରିକେଟ ଟିମ୍ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ବିଶ୍ୱକପ କ୍ରିକେଟ ୨୦୧୯ ପାଇଁ ଘୋଷଣା ହୋଇଛି ଭାରତୀୟ କ୍ରିକେଟ ଟିମ୍। ଦଳରେ ବିରାଟ କୋହଲି ଅଧିନାୟକ ଏବଂ ରୋହିତ ଶର୍ମାଙ୍କୁ ଉପଅଧିନାୟକ ଭାବେ ଚୟନ କରାଯାଇଛି। ଏମାନଙ୍କ ବ୍ୟତୀତ ଦଳରେ ଅନ୍ୟ ଖେଳାଳି ଶିଖର ଧାୱନ, କେଏଲ୍ ରାହୁଲ, ବିଜୟ ଶଙ୍କର, ମହେନ୍ଦ୍ର ସିଂ ଧୋନି, କେଦାର ଯାଦବ ଓ ଦୀନେଶ କାର୍ତ୍ତିକ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଜସ୍‌ପ୍ରୀତ ବୁମରା, ୟୁଜ୍‌ବେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା ଓ ମହମ୍ମଦ […]

india
ନ୍ୟୁଜିଲାଣ୍ଡରେ ୯ ପ୍ରବାସୀ ଭାରତୀୟ ନିଖୋଜ

ୱେଲିଙ୍ଗଟନ୍‌: ଶୁକ୍ରବାର ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ନ୍ୟୁଜିଲାଣ୍ଡ ନରସଂହାର ଘଟଣାରେ ୯ ଜଣ ପ୍ରବାସୀ ଭାରତୀୟ ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି। ନ୍ୟୁଜିଲ୍ୟାଣ୍ଡରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୀବ କୋହଲି ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ସଞ୍ଜୀବ କହିଛନ୍ତି ବିଭନ୍ନ ସୂତ୍ରରୁ ସେ ଏହି ଖବର ପାଇଛନ୍ତି କିନ୍ତୁ ସରକାରୀ ସୂତ୍ରରୁ ଏବେଯାଏ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ୍ ଓୱେସି ସୂଚନା ଦେଇ କହିଛନ୍ତି, ମସଜିଦ ମଧ୍ୟରେ ଅହମ୍ମଦ […]

national
ଇଥିଓପିଆ ବିମାନ ଦୁର୍ଘଟଣା: ମୃତକଙ୍କ ମଧ୍ୟରେ ୪ ଭାରତୀୟ

ଇଥିଓପିଆ: ଇଥିଓପିଆ ବିମାନ ଦୁର୍ଘଟଣାରେ ମୃତ ୧୫୭ ଜଣଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଭାରତୀୟ। ଭରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ୟୁଏନ୍‌ଡିପିରେ ଅବସ୍ଥାପିତ ଭାରତ କନସଲ୍‌ଟାଣ୍ଟ ଶିଖା ଗାର୍ଗ।  ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ୍‌ କରି ମୃତକଙ୍କ ପରିବାର ପ୍ରତି ସମବେଦନ ଜଣାଇଛନ୍ତି। ସେହିପରି ମୃତକଙ୍କୁ କିପରି ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ସେନେଇ ଇଥିଓପିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମସ୍ତ ପ୍ରକାର ସହାୟତା […]

pak drone
ପାକିସ୍ତାନୀ ଡ୍ରୋନ୍‌କୁ ଖସାଇ ଦେଲା ଭାରତୀୟ ସେନା

ଅହମଦାବାଦ: ଗୁଜରାଟର କଚ୍ଛ ଅଞ୍ଚଳରେ ଉଡ଼ୁଥିବା ଏକ ପାକିସ୍ତାନୀ ଡ୍ରୋନ୍‌କୁ ଭାରତୀୟ ସେନା ଖସାଇ ଦେଇଛନ୍ତି। ଗତକାଲି ରାତିରେ ଏହି ଡ୍ରୋନ୍‌କୁ ଅମ୍ବାସା ଗାଁରେ ଖସାଇ ଦିଆଯାଇଥିବା ସୂଚନା ମିଳିଛି। ଆଜି ଭୋର ୩ଟା ୩୦ରେ ଭାରତୀୟ ବାୟୁସେନାର ମିରାଜ୍‌ ଫାଇଟର ଜେଟ୍‌ସ୍‌ ପାକ୍‌ ଅଧିକୃତ କଶ୍ମୀର (ପିଓକେ)ର  ବାଲାକୋଟରେ ଅପରେଟ କରୁଥିବା ଜୈଶ-ଏ- ମହମ୍ମଦର କ୍ୟାମ୍ପ୍‌ ଉପରକୁ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଜୈଶ-ଏ-ମହମ୍ମଦର ବହୁ ସଂଖ୍ୟକ ଆତଙ୍କବାଦୀଙ୍କ ସମେତ ଟ୍ରେନର, ସିନିଅର୍‌ କମାଣ୍ଡର ଓ […]

indian strike
ପୁଲ୍‌ୱାମା ପ୍ରତିଶୋଧ ପରେ ଭାରତୀୟ ବାୟୁସେନାକୁ ଛୁଟୁଛି ପ୍ରଶାଂସାର ସୁଅ

ନୂଆଦିଲ୍ଲୀ: ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଆତଙ୍କବାଦୀ ଶିବିର ଉପରେ ବାୟୁସେନାର ଅପରେସନକୁ ସାରା ଦେଶରେ ପ୍ରଶଂସା କରାଯାଇଛି। ଦଳମତ ନିର୍ବିଶେଷରେ ସବୁ ଦଳର ନେତା ଓ ସାଧାରଣ ଜନତା ଏହାକୁ ସ୍ୱାଗତ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଭାରତୀୟ ବାୟୁ ସେନାର କାର୍ଯ୍ୟକୁ ସାଲ୍ୟୁଟ୍‌ କରିଛନ୍ତି। ?? I salute the pilots of the IAF. ?? — Rahul Gandhi (@RahulGandhi) 26 February 2019 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ […]

Aadhar-Card
ଭାରତ ପହଞ୍ଚିବାମାତ୍ରେ ଆଧାର କାର୍ଡ ନେଇପାରିବେ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ଆଉ ୬ ମାସ ନୁହେଁ, ଏଣିକି ପ୍ରବାସୀ ଭାରତୀୟ ନାଗରିକଙ୍କୁ ଭାରତ ପହଞ୍ଚିବା ମାତ୍ରେ ଆଧାର କାର୍ଡ ମିଳିବ। ଆଜି ସଂସଦରେ ବଜେଟ ଉପସ୍ଥାପନ କରିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି। ପୂର୍ବରୁ ୧୮୦ ଦିନ ଅପେକ୍ଷା କରିବା ପରେ ଯାଇ ପ୍ରବାସୀ ନାଗରିକଙ୍କୁ ଆଧାର କାର୍ଡ ମିଳୁଥିଲା।’ ଆଧାର ଆକ୍ଟ ୨୦୧୬ ଅନୁଯାୟୀ ଜଣେ ପ୍ରବାସୀ ଭାରତୀୟ ୬ ମାସରୁ ଅଧିକ ସମୟ ପାଇଁ ଆସିଥିଲେ ୧୮୨ ଦିନ ପରେ […]