• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1013" result for "ଭାରତୀୟ" in https://otvkhabar.in

bipin-rawat
କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବ ଭାରତୀୟ ସେନା, ୩ରେ ଦେଶବ୍ୟାପୀ ବିରାଟ ଆୟୋଜନ

ନୂଆଦିଲ୍ଲୀ: ଦେଶର  କରୋନା ଯୋଦ୍ଧାଙ୍କୁ ନୈତିକ ସମର୍ଥନ ଲାଗି ସମ୍ମାନ ପ୍ରଦର୍ଶନ କରିବାକୁ ତିନି ସେନା ବାହିନୀ ପକ୍ଷରୁ କରାଯିବ ଭବ୍ୟ ଆୟୋଜନ। ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଆଜି ଏହି ସୂଚନା ଦେଇଛନ୍ତି। ଆସନ୍ତା ୩ ତାରିଖରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ବିଭିନ୍ନ ପ୍ରକାରର ପ୍ରଦର୍ଶନ କରାଯିବ। ଉତ୍ତରରେ ଶ୍ରୀନଗରରୁ ଦକ୍ଷିଣର ତିରୁଅନନ୍ତପୁରମ, ପୂର୍ବରେ ଦିବ୍ରୁଗଡରୁ ପଶ୍ଚିମରେ ଗୁଜରାଟର କଚ୍ଚ ଯାଏଁ ଭାରତୀୟ ବାୟୁ ସେନା ପକ୍ଷରୁ ଆକାଶ ମାର୍ଗରେ ଏକ […]

fighter plane crash
ଭାରତୀୟ ବାୟୁ ସେନାର ଫାଇଟର ବିମାନ ଦୁର୍ଘଟଣାଗ୍ରସ୍ତ, କ୍ଷେତରୁ ମିଳିଲା ପାଇଲଟଙ୍କ ମୃତଦେହ

ଚଣ୍ଡୀଗଡ଼: ଭାରତୀୟ ବାୟୁ ସେନାର ମିଗ(MiG) 21 ଫାଇଟର ବିମାନ ପଞ୍ଜାବର ମୋଗା ଜିଲ୍ଲା ସ୍ଥିତ ଲଙ୍ଗିୟାନା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟ ଅଭିନବ ଚୌଧୁରୀଙ୍କ ମୃତ୍ୟୁ ଘଟିଛି। ବିମାନଟି ରାଜସ୍ଥାନର ସୁରତଗଡ଼ ଏୟାରବେସରୁ ଉଡାଣ ଭରି ଥିଲା। ହେଲେ ପଞ୍ଜାବର ଲଙ୍ଗିୟାନା ନିକଟରେ କ୍ରାଶ ହୋଇଯାଇଥିଲା। ବିମାନଟି କ୍ରାଶ ହୋଇ ଆବାସିକ ଅଞ୍ଚଳରୁ କିଛି ମିଟର ଦୂରରେ ଏକ କ୍ଷେତରେ ଯାଇ ପଡ଼ିଥିଲା। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଏନେଇ ବାୟୁ […]

india
କରୋନା ମୁକାବିଲାରେ ଭାରତୀୟଙ୍କ ବିଜୟ ପାଇଁ ସ୍ୱିଜରଲ୍ୟାଣ୍ଡର ପାହାଡ଼ରେ ଝଲସିଲା ଜାତୀୟ ପତାକା

ସ୍ୱିଜରଲ୍ୟାଣ୍ଡ: ତ୍ରିରଙ୍ଗାରେ ଝଲସିଲା ସ୍ୱିଜରଲ୍ୟାଣ୍ଡର ଆଲପସ୍ ପର୍ବତଶ୍ରେଣୀରେ ଥିବା ମ୍ୟାଟର୍ହର୍ଣ୍ଣ୍ ପର୍ବତ। ସାରା ବିଶ୍ୱ ଏବେ କରୋନା ବିଭୀଷିକା କବଳରେ ଥିବାବେଳେ, ଏଠାରେ ପ୍ରତି ରାତିରେ ବିଭିନ୍ନ ଦେଶର ପତାକାକୁ ଏହି ୪ ହଜାର ୪୭୮ ମିଟର ବରଫାବୃତ ପର୍ବତ ଉପରେ ପ୍ରତିଫଳିତ କରାଯାଇଥାଏ। କରୋନା ସଂକଟ ବେଳେ ଭାରତୀୟଙ୍କୁ ମନରେ ଆଶା ଓ ଦୃଢ଼ତା ବଜାୟ ରଖିବାକୁ ବାର୍ତ୍ତା ଦେଇ ଏଠାରେ ଜାତୀୟ ପତାକା ପ୍ରତିଫଳନ କରାଯାଇଥିଲା। ଏହାକୁ ରିଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]

sena
ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼ରେ ଟଳିପଡ଼ିଲେ ୩ ଭାରତୀୟ ଯବାନ

ଜମ୍ମୁ: ଆତଙ୍କବାଦୀ ଆକ୍ରମଣରେ ୩ ଯବାନ ସହିଦ ଜମ୍ମୁ ଓ କାଶ୍ମୀରର ବାରମୁଳା ଜିଲ୍ଲା ସାପୁରରେ ସିଆରପିଏଫ୍ ଓ ପୋଲିସ ତନଖି କରୁଥିବା ବେଳେ ଜଣେ ଆତଙ୍କବାଦୀ ଗୁଳିଚାଳନା କରିଥିଲା। ଚେକିଂ ପୋଷ୍ଟ ପାଖରେ ପହଞ୍ଚିବା ପରେ ଆତଙ୍କବାଦୀ ଜଣକ ଯବାନଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲା। ଏଥିରେ ୩ ଜଣ ସିଆର୍‌ପିଏଫ୍ ଯବାନ ସହିଦ ହୋଇଛନ୍ତି। ଏଥି ସହ ୨ ଜଣ ଗୁରୁତର ଅଛନ୍ତି।  ଆହତ ଯବାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସହିଦ ଯବାନ […]

narendra modi
ଭାରତୀୟ ଅଲମ୍ପିଆନ୍‌ଙ୍କ ସହ କଥା ହେଲେ ମୋଦି, ଦୂତିଙ୍କ ପରିବାରକୁ ବି ପ୍ରଶଂସା କଲେ

ଟୋକିଓ ଯିବାକୁ ଥିବା ଭାରତୀୟ ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଖେଳାଳିଙ୍କୁ ଶୁଭାଶିଷ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିସିରେ ଖେଳାଳିଙ୍କ ସହ ଉପସ୍ଥିତ ପରିଜନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲେ ।

flight
ଭାରତୀୟଙ୍କୁ ଆମେରିକା ମନା : ବିମାନ ଯାତ୍ରା ଉପରେ କଟକଣା

  ଆମେରିକାକୁ ଭାରତରୁ ବିମାନ ଯାତ୍ରା କଟକଣା ଆସନ୍ତା ୪ରୁ ଆମେରିକାକୁ ବିମାନ ଯାତ୍ରା କଟକଣା ପାସେଞ୍ଜର ବିମାନ ଯାତ୍ରା ଉପରେ କଟକଣା ହ୍ୱାଇଟ ହାଉସ ପକ୍ଷରୁ ବୟାନ ଜାରି କରୋନାର ଦ୍ରୁତ ସଂକମଣ ଦୃଷ୍ଟିରୁ ଆମେରିକାର କଟକଣା ପୂର୍ବରୁ ଥାଇଲାଣ୍ଡ ଜାରି କରିଛି କଟକଣା ନୂଆଦିଲ୍ଲୀ : ଆସନ୍ତା ୪ରୁ ଭାରତରୁ ଆମେରିକାକୁ ବିମାନ ଯାତ୍ରା ଉପରେ କଟକଣା । ହ୍ୱାଇଟ ହାଉସ ତରଫରୁ ବୟାନ ଜାରି କରି ବିମାନ ଯାତ୍ରା ବନ୍ଦ କରିବା ନେଇ […]

flight
ବେକାବୁ କରୋନା ସଂକ୍ରମଣ ଭିତରେ ଦେଶ ଛାଡ଼ୁଛନ୍ତି ଭାରତୀୟ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର କହର ଭିତରେ ଦେଶ ଛାଡ଼ି ପଳାୟନ କରୁଛନ୍ତି ଭାରତୀୟ । ଜୀବନ ବିକଳରେ ୧୦ ଗୁଣା ଅଧିକ ଭଡ଼ା ଦେଇ ଦୁବାଇ ଚାଲିଯାଉଛି । ଫଳରେ ୟୁଏଇର ଟିକେଟ ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି । କେବଳ ଏତିକି ନୁହେଁ ପ୍ରାଇଭେଟ ଜେଟର ଚାହିଦା ମଧ୍ୟ ବର୍ତ୍ତମାନ ସମୟରେ ବଢ଼ିଯାଇଛି । ୟୁଏଇର ଫ୍ଲାଇଟ୍ ବନ୍ଦ ହେବା ପୂର୍ବରୁ ଅନେକ ସଂଖ୍ୟାରେ ଲୋକେ ଦେଶଛାଡ଼ି ବିଦେଶକୁ ପଳାୟନ କରୁଛନ୍ତି […]

bank
ଆଜିଠୁ ୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ : ୧୫ ଓ ୧୬ ତାରିଖ ୨ ଦିନ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ

୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ ଆଜି ସେକେଣ୍ଡ ସଟର ଡେ, ଆସନ୍ତାକାଲି ରବିବାର ଛୁଟି ୧୫ ଓ ୧୬ ତାରିଖ ୨ ଦିନ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ। ଆଜି ସେକେଣ୍ଡ ସଟର ଡେ ଛୁଟି ହୋଇଥିବା ବେଳେ ଆସନ୍ତାକାଲି ରବିବାର ଆଉ ତାପରଦିନ ଅର୍ଥାତ ମାର୍ଚ୍ଚ ୧୫ ଓ ୧୬ ତାରିଖ ୨ଦିନ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ । ଫଳରେ ମାର୍ଚ୍ଚ ୧୩ ରୁ […]

post office
ଭାରତୀୟ ଡାକସେବା ବିଭାଗ ନିଯୁକ୍ତି ୨୦୨୧: ୨୫୦୦ରୁ ଅଧିକ ପଦବୀ ଖାଲି, ଆବେଦନ କରନ୍ତୁ

ଭାରତୀୟ ଡାକ ସେବା କେରଳ ଛତିଶଗଡ ସର୍କଲରେ ଗ୍ରାମିନ ଡାକ ସେବକର ଅନେକ ପଦବୀ ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଯୋଗ୍ୟତା ଥିବା ଇଚ୍ଛୁକ ବ୍ୟକ୍ତିମାନେ ଏପ୍ରିଲ୍ ୭, ୨୦୨୧ ରେ କିମ୍ବା ଏହା ପୂର୍ବରୁ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଭାରତୀୟ ଡାକ ସେବା ନିଯୁକ୍ତି ୨୦୨୧ ଚାକିରି ପ୍ରୋଫାଇଲ୍: ଶାଖା ପୋଷ୍ଟମାଷ୍ଟର (ବିପିଏମ୍): ଶାଖା ପୋଷ୍ଟ ମାଷ୍ଟରଙ୍କ ଚାକିରି ପ୍ରୋଫାଇଲରେ ଶାଖା ପୋଷ୍ଟ ଅଫିସ୍, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ […]

mars
ଇତିହାସ ରଚିଲା ନାସା; କମାଲ୍ ଦେଖାଇଲେ ଭାରତୀୟ ବୈଜ୍ଞାନିକ

ୱାଶିଂଟନ: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା NASA(National Aeronautics and Space Administration) ଇତିହାସ ରଚିଛି। ନାସାର ଯାନ ‘ପର୍ସିଭିରନ୍ସ ରୋଭର’ ମଙ୍ଗଳ ଗ୍ରହରେ ସଫଳତାର ସହ ଅବତରଣ କରିଛି। ୭ ମାସ ପରେ ଏହି ରୋଭର ମଙ୍ଗଳ ଗ୍ରହରେ ଅବତରଣ କରିଛି। ଭାରତୀୟ ସମୟ ଅନୁସାରେ, ଗୁରୁବାର ରାତି ୨ଟା ୨୫ ମିନିଟରେ ଏହି ରୋଭର ଅବତରଣ କରିଥିଲା। ମଙ୍ଗଳ ଗ୍ରହରେ ରୋଭର ସଫଳତାର ସହ ଲ୍ୟାଣ୍ଡ୍‌ କରିବା ମାତ୍ରେ କାଲିଫର୍ଣ୍ଣିଆ ସ୍ଥିତ ଜେଟ୍ ପ୍ରପଲସନ୍ […]

waste food
ପ୍ରତି ଭାରତୀୟ ବାର୍ଷିକ ମୁଣ୍ଡପିଛା ୫୦ କେଜି ଖାଦ୍ୟ ନଷ୍ଟ କରୁଛନ୍ତି : UNEPରେ ଆସିଲା ଉଦବେଗଜନକ ତଥ୍ୟ

ନୂଆଦିଲ୍ଲୀ : ଖାଇବା ଗଣ୍ଡାକ ପାଇଁ କିଏ ଡହକ ବିକଳ ହେଉଥିବା ବେଳେ ଖାଦ୍ୟ ନଷ୍ଟ କରୁଛନ୍ତି ଭାରତୀୟ। ପ୍ରତିବର୍ଷ ମୁଣ୍ଡପିଛା ଭାରତରେ ୫୦ କେଜି ଲେଖାଏଁ ଖାଦ୍ୟ ନଷ୍ଟ କରାଯାଉଛି। ୟୁନାଇଟେଡ୍‌ ନେସନସ ଏନଭାଇରନମେଣ୍ଟ୍‌ ପ୍ରୋଗ୍ରାମ୍‌’(ୟୁଏନ୍‌ଇପି) ଦ୍ୱାରା ପ୍ରକାଶିତ ‘ଫୁଡ୍‌ ୱେଷ୍ଟ ଇଣ୍ଡେକ୍ସ ରିପୋର୍ଟ ୨୦୨୧ରୁ ଏପରି ସାଂଘାତିକ ସୂଚନା  ମିଳିଛି। ରିପୋର୍ଟ ଅନୁସାରେ ଘର, ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ଖାଦ୍ୟ ମିଳୁଥିବା ସ୍ଥାନରେ ଏହି ଖାଦ୍ୟ ନଷ୍ଟ ହୋଇଛି। ସାରା ବିଶ୍ୱରେ […]

twitter
ଟ୍ୱିଟରକୁ କେନ୍ଦ୍ର ସରକାରଙ୍କ ତାଗିଦ୍‌-ଭାରତୀୟ ଆଇନ୍‌କାନୁନ୍‌କୁ ପାଳନ କରିବାକୁ ପଡ଼ିବ

ନୂଆଦିଲ୍ଲୀ: ଭାରତୀୟ ଆଇନ୍‌କାନୁନ୍‌କୁ ପାଳନ କରିବାକୁ ଭାରତ ସରକାର ଟ୍ୱିଟରକୁ ତାଗିଦ୍‌ କରିଛନ୍ତି। ଚାଷୀ ଆନ୍ଦୋଳନ ବେଳେ ହିଂସା ପାଇଁ ଉସୁକାଇଥିବା ହଜାରରୁ ଅଧିକ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଟ୍ୱିଟରକୁ ନୋଟିସ୍‌ କରିଥିଲେ। କିନ୍ତୁ ଏହାକୁ ଟ୍ୱିଟର ପକ୍ଷରୁ ପାଳନ କରାଯାଇ ନଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଭାରତୀୟ ଆଇନ୍‌କାନୁନ୍‌କୁ ମାନିବାକୁ ପଡ଼ିବ ଓ ଏହାକୁ ତତକ୍ଷଣାତ୍ ସମସ୍ତେ ପାଳନ କରିବା ଦରକାର। ଯଦି ଏହା ବିଳମ୍ବରେ କାର୍ଯ୍ୟକାରୀ ହୁଏ […]

nasa
ନାସାର ମଙ୍ଗଳ ମିଶନରେ ଭାରତୀୟ ବୈଜ୍ଞାନିକଙ୍କ ଭୂମିକା : ସ୍ୱାତୀ ମୋହନଙ୍କ ପରେ ଚର୍ଚ୍ଚାରେ ବବ୍ ବଳରାମ

ନାସାର ମଙ୍ଗଳ ମିଶନରେ ଆଉ ଜଣେ ଭାରତୀୟ  ମଙ୍ଗଳ ଗ୍ରହକୁ ଗୋଟିଏ ହେଲିକପ୍ଟର ମଧ୍ୟ ଛାଡିଛି ନାସା ହେଲିକପ୍ଟରକୁ ତିଆରି କରିଛନ୍ତି ନାସାରେ କାର୍ଯ୍ୟରତ ବବ୍ ବଳରାମ ନୂଆଦିଲ୍ଲୀ: ନାସାର ମଙ୍ଗଳ ମିଶନ୍ ପଛରେ ଭାରତୀୟ ବୈଜ୍ଞାନିକଙ୍କ ପ୍ରମୁଖ ଭୂମିକା ସ୍ୱାତୀ ମୋହନଙ୍କ ପରେ ଏବେ ଆଉ ଜଣେ ଭାରତୀୟଙ୍କ ନାଁକୁ ନେଇ ଏବେ ଚର୍ଚ୍ଚା। ସେ ହେଲେ ବବ୍ ବଳରାମ। ପର୍ସେଭରାନ୍ସ ରୋଭର୍ ସହ ମଙ୍ଗଳ ଗ୍ରହକୁ ଗୋଟିଏ ହେଲିକପ୍ଟର ମଧ୍ୟ ଛାଡିଛି ନାସା, ଆଉ […]

narendra-modi
ଅଧିକ ଶକ୍ତିଶାଳୀ ହେଲା ସେନା: ଭାରତୀୟ ସେନାକୁ ଯୁଦ୍ଧ କମାଣ ‘ଅର୍ଜୁନ’ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ

ଚେନ୍ନାଇ: ଆହୁରି ଭାରତୀୟ ସେନାବାହିନୀକୁ ‘ଅର୍ଜୁନ ମେନ୍‌ ବ୍ୟାଟଲ୍‌ ଟ୍ୟାଙ୍କ୍‌’ ହସ୍ତାନ୍ତର। ତାମିଲନାଡୁ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେନ୍ନାଇର ସେନା ମୁଖ୍ୟ ଏମ ନରୱାଣେଙ୍କୁ ଅର୍ଜୁନ ଯୁଦ୍ଧ କମାଣ ଟ୍ୟାଙ୍କ (MK-1A) ପ୍ରଦାନ କରିଛନ୍ତି। ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ପୂର୍ବରୁ ମେଗା ଶୋରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ। ଆଉ ଏଠାରେ ଏକାଧିକ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ଚେନ୍ନାଇରେ ପ୍ରଧାନମନ୍ତ୍ରୀ ଅର୍ଜୁନ୍ ଯୁଦ୍ଧ ଟ୍ୟାଙ୍କ MK-1Aକୁ ଭାରତୀୟ ସେନାକୁ ଅର୍ପଣ କରାଯାଇଛି। ଆଜି ବିଧିବଦ୍ଧ ଭାବେ […]

india
ନିଜ ଦେଶରେ ରହିବାକୁ ମନନାହିଁ . . . ବିଦେଶ ପ୍ରେମରେ ବିତ୍ତଶାଳୀ ଧନୀ ଭାରତୀୟ

ନୂଆଦିଲ୍ଲୀ: ଦେଶ ଛାଡି ପଳାଉଛନ୍ତି ଧନୀ ଭାରତୀୟ। ନିଜ ଦେଶରେ ଆଉ ରହିବାକୁ ମନ ନାହିଁ।  ତେବେ ସପିଂ କି କିଛି ଦିନ ପାଇଁ ନୁହେଁ ବରଂ ସ୍ଥାୟୀ ଭାବେ ବିଦେଶରେ ରହିବାକୁ ଚାହୁଁଛନ୍ତି ଅଧିକରୁ ଅଧିକ ଧନୀ ବ୍ୟକ୍ତି। ୨୦୧୯ ତୁଳନାରେ ୨୦୨୦ରେ ୬୩ ପ୍ରତିଶତ ଅଧିକ ଲୋକ ଦେଶ ଛାଡ଼ି ପଳାଇଛନ୍ତି। କୋଭିଡ୍ ଯୋଗୁଁ ବିଦେଶ ଯାତ୍ରା ଉପରେ କଟକଣା ରହିଛି। ତଥାପି ଦେଶ ଛାଡ଼ି ଚାଲିଯାଉଛନ୍ତି ଭାରତୀୟ ବ୍ୟକ୍ତି।  ୨୦୧୯ରେ ଯେତିକି ଧନୀ […]

couple-skiing
ବରଫ ଉପରେ ଦୁଃସାହସିକ କ୍ରୀଡ଼ା : ଧୋତି ଆଉ ଶାଢ଼ି ପିନ୍ଧି ବରଫ ଉପରେ ସ୍କିଂ କଲେ ଭାରତୀୟ ଦମ୍ପତି

ବରଫ ଉପରେ ଦୁଃସାହାସିକ କ୍ରୀଡା। ଧୋତି ଓ ଶାଢ଼ି ପିନ୍ଧି ବରଫ ଉପରେ ସ୍କିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷ ସ୍କିଂ କରିଛନ୍ତି ଭାରତୀୟ ଦମ୍ପତି।ଆମେରିକାରେ ରହୁଥିବା ଭାରତୀୟ ଦମ୍ପତି ଦିବ୍ୟା ଓ ମଧୁଙ୍କର ଏହି ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି, ଯାହାକୁ ବେଶ୍ ପସନ୍ଦ କରୁଛନ୍ତି ୟୁଜର। ସଫେଦ ବରଫ ଉପରେ ଦୁଃସାହସିକ କ୍ରୀଡ଼ା, ତା ପୁଣି ଭାରତୀୟ ପାରମ୍ପରିକ ପରିପାଟୀରେ। ଯୁଗ ବଦଳିବା ସହ ଲୋକମାନଙ୍କ ପିନ୍ଧିବା ଶୈଳୀ ବଦଳିଯାଉଛି। […]

anand-mahindra
ଯୁବ କ୍ରିକେଟରଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ଶାନଦାର ଭେଟି, ୬ ଭାରତୀୟ ଖେଳାଳିଙ୍କୁ ଏସୟୁଭି କାର ଉପହାର ଦେବାକୁ ଘୋଷଣା

ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ଶାନଦାର ଉପହାର ୬ ଭାରତୀୟ କ୍ରିକେଟରଙ୍କୁ ଏସୟୁଭି କାର ଭେଟି ଦେବେ ଆନନ୍ଦ ମହିନ୍ଦ୍ରା ଟିମ ଇଣ୍ଡିଆର ଐତିହାସିକ ବିଜୟ ପରେ ହିରୋଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ଉପହାର। ୬ ଯୁବ ଖେଳାଳିଙ୍କୁ ମହିନ୍ଦ୍ରା ଥର ଏସୟୁଭି (Mahindra Thar SUV) କାର ଉପହାର ଦେବାକୁ ଘୋଷଣା କରିଛନ୍ତି ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ।  ଖେଳାଳିଙ୍କ ଶାନଦାର ପ୍ରଦର୍ଶନ ପରେ ଖୁସିରେ ଗଦଗଦ ହୋଇ କ୍ରିକେଟରେ ବିଶେଷ ରୁଚି ରଖୁଥିବା ଆନନ୍ଦ ମହିନ୍ଦ୍ରା ସେମାନଙ୍କ ଲାଗି […]

vaccination
ରାଜ୍ୟରେ ଟିକାକରଣ ଅଭିଯାନ ସଫଳ, ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ତୃତୀୟ

ଭୁବନେଶ୍ୱର : ରାଜ୍ୟରେ ଟିକାକରଣ ଅଭିଯାନ ସଫଳ ହୋଇଛି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୩୦ ହଜାର ୭ ଜଣଙ୍କୁ କରୋନା ଟିକା ଦିଆଗଲାଣି । ସର୍ବଭାରତୀୟ ସ୍ତରରେ ଟିକାକରଣରେ ଓଡ଼ିଶା ତୃତୀୟ ସ୍ଥାନରେ ଅଛି । ରାଜ୍ୟରେ ଟିକାକରଣ ସଫଳ ଚାଲିଥିବା କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ  । ସେ କହିଛନ୍ତି, ସମସ୍ତଙ୍କର ଟିକାକରଣ କରିବାକୁ ଚେଷ୍ଟା  କରାଯି ।  ଗତକାଲି ଲକ୍ଷ୍ୟ ଧାର୍ଯ୍ୟ ଠାରୁ ଅଧିକ […]

pangong_lake-sixteen_nine
ଶତ୍ରୁ ଦେଶକୁ ପାନେ ଦେବାକୁ ୧୨ଟି ଉଚ୍ଚକ୍ଷମତା ସମ୍ପନ୍ନ ଡଙ୍ଗା କିଣିବ ଭାରତୀୟ ସେନା

ଲଦାଖ :  ଶତ୍ରୁ ଦେଶ ଉପରେ ରହିବ ଭାରତର କଡ଼ା ନଜର । ପାଙ୍ଗଙ୍ଗ ହ୍ରଦରେ ଚୀନର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବ ଭାରତୀୟ ସେନା । ଡ୍ରାଗନ୍ ସେନାକୁ ପାନେ ଦେବାକୁ ତଥା ପାଟ୍ରୋଲିଂ ପାଇଁ ୧୨ଟି ଉଚ୍ଚକ୍ଷମତା ସମ୍ପନ୍ନ ଡଙ୍ଗା କିଣାଯିବ । ଏହି ଉଚ୍ଚକ୍ଷମତା ସମ୍ପନ୍ନ ଡଙ୍ଗା ଗୁଡ଼ିକ ଲଦାଖର ପାଙ୍ଗଙ୍ଗ ହଦ୍ରରେ ମୁତୟନ କରିବ ଭାରତୀୟ ସେନା ।ଦୀର୍ଘ ଆଠ ମାସ ହେବ ପୂର୍ବ ଲଦାଖରେ ଚୀନ୍‌ ସହ ସାମରିକ […]

mig-aircraft
ଭାରତୀୟ ବାୟୁ ସେନାର MiG‌ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା‌(IAF)ର ଏକ ମିଗ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଗ୍ରୁପ୍‌ କ୍ୟାପ୍ଟେନଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସେଣ୍ଟ୍ରାଲ୍‌ ଇଣ୍ଡିଆଏୟାର୍‌ବେସ୍‌ରେ ଆଜି ସକାଳେ IAFର ଏକ MiG-21 Bison ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। combat ଟ୍ରେନିଂ ମିଶନ ପାଇଁ ବିମାନଟି ଉଡ଼ାଣ ଭରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଗ୍ରୁପ୍‌ କ୍ୟାପ୍ଟେନ ଏ ଗୁପ୍ତାଙ୍କ ମୃତ୍ୟୁ ଘଟିଛି। କେଉଁ କାରଣ ପାଇଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା, ସେନେଇ କୋର୍ଟ […]

111
ଭାରତୀୟ ଡାକ ବିଭାଗରେ ଖାଲି ପଡ଼ିଥିବା ଏହିସବୁ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ  ପକ୍ଷରୁ ଖାଲି ପଡିଥିବା ପଦବୀ ପାଇଁ ଆବେଦନପତ୍ର ଆହ୍ୱାନ କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ୨୦୨୧ ଏପ୍ରିଲ ୪ ତାରିଖ ପୂର୍ବରୁ ଆବେଦନ କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଡାକ ବିଭାଗରେ ଖାଲି ଥିବା ଡେସପାଚ୍‌ ରାଇଡର ((General Central Service Gr.C, Non- Gazetted, Non-MinisteriaI) ) ପଦବୀ ପାଇଁ ଯୋଗ୍ୟ ଭାରତୀୟ ନାଗରିକଙ୍କଠାରୁ ଆବେଦନପତ୍ର ଆହ୍ୱାନ କରାଯାଇଛି। ଖାଲି ପଡ଼ିଥିବା ୬ଟି ପଦବୀ ପାଇଁ […]

Shaid-Jaban
ଗୁଳି ସରିଗଲା, କେବଳ ଛୁରୀ ସାହାଯ୍ୟରେ ଚୀନ ସେନାକୁ ଏମିତି ଶିକ୍ଷା ଦେଇଥିଲେ ଭାରତୀୟ ସେନା

ନୂଆଦିଲ୍ଲୀ: ନାଥୁଲା ପାସ୍‌ (Nathula Pass)ରେ ଚୀନ ସହ ହୋଇଥିବା ଯୁଦ୍ଧରେ ଭାରତ ଐତିହାସିକ ବିଜୟ ହାସଲ କରିଥିଲା। ଏହି ଯୁଦ୍ଧରେ ଚୀନକୁ ଏମିତି ଏକ ଶିକ୍ଷା ମିଳିଥିଲା, ଯାହା ପରଠାରୁ ଚୀନ ଦୀର୍ଘ ୫୨ ବର୍ଷ ମଧ୍ୟରେ କେବେ ବି ଗୁଳି ଚଳାଇବାକୁ ସାହସ ଯୋଗାଡ଼ କରିପାରିନି। ଗୁଳି ସରିଯିବା ପରେ ବି ଭାରତୀୟ ଯବାନମାନେ ଚୀନ ସେନାଙ୍କୁ ଆରପାର କରି ଦେଇଥିଲେ। ଆର୍ମି ଏହି ବିଜୟ ସଫଳତାକୁ କେବେ ବି ଭୁଲି ପାରିବ ନାହିଁ। […]

east
ଦିନେ ଭାରତକୁ ଶାସନ କରୁଥିଲା, ଆଜି ଭାରତୀୟଙ୍କ ହାତରେ ଇଷ୍ଟ ଇଣ୍ଡିଆ କମ୍ପାନୀ...

ନୂଆଦିଲ୍ଲୀ: ଡିସେମ୍ବର ୩୧ ସେଇ ତାରିଖ,  ୪୨୦ ବର୍ଷ ତଳେ ଠିକ୍‌ ଏଇ ଦିନରେ ଗଠିତ ହୋଇଥିଲା ଐତିହାସିକ ଇଷ୍ଟ ଇଣ୍ଡିଆ କମ୍ପାନୀ। ଏହି କମ୍ପାନୀ ଭାରତ ପାଇଁ ଏଥିପାଇଁ ସ୍ମରଣୀୟ ଯେ, ଏହା ଦୀର୍ଘ ୨୦୦ ବର୍ଷ ଧରି ଭାରତକୁ ଶାସନ କଲା। ହେଲେ ଏବେ ବଦଳି ଯାଇଛି ସମୟ।  ଏବେ ଏହି କମ୍ପାନୀ ଶାସନ ଦାୟିତ୍ୱ ଜଣେ ଭାରତୀୟଙ୍କ ହାତରେ। ଏହା ଏକ ଐତିହାସିକ ଘଟଣା ବୋଲି ଏଥିପାଇଁ କୁହାଯାଉଛି ଯେ ଯେଉଁ କମ୍ପାନୀ […]