• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Odisha Elections Updates

Smriti Irani
‘ଓଡ଼ିଶାକୁ ରିମୋଟ୍‌ କଣ୍ଟ୍ରୋଲରେ ତାମିଲବାବୁ ଲୁଟୁଛନ୍ତି ’

ଆଜି ସ୍ମୃତି ଈରାନୀଙ୍କ ମାରାଥନ୍ ପ୍ରଚାର । ପାରାଦୀପ କୁଜଙ୍ଗ ସଭାରେ ବିଜେଡ଼ି ଉପରେ ସିଧା ହମଲା କଲେ ସ୍ମୃତି ଈରାନୀ । ଓଡ଼ିଶାକୁ ରିମୋଟ କଣ୍ଟ୍ରୋଲ ତାମିଲବାବୁ ଲୁଟୁଥିବା କହିଲେ ଈରାନୀ ।

Polling Agent Death
ଡ୍ୟୁଟି ବେଳେ ଚାଲିଗଲା ପୋଲିଂ ଏଜେଣ୍ଟଙ୍କ ଜୀବନ

ଢେଙ୍କାନାଳ ହିନ୍ଦୋଳ ବାହାଲୁଣ୍ଡା ବୁଥ୍ ନମ୍ବର ୧୩୬ରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଛି । ହିନ୍ଦୋଳ ମେଡିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର ।

Voilence at polling Booth
ଆଠଗଡ଼ରେ ମନ୍ତ୍ରୀଙ୍କ ସାମ୍ନାରେ ପିଟାପିଟି, ୪ ଆହତ

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ପାଖରେ ପିଟାପିଟି ହୋଇଥିଲା । ମାଡ଼ପିଟ୍‌ରେ ଉଭୟ ଗୋଷ୍ଠୀର ୪ ଜଣ ଆହତ ହୋଇଛନ୍ତି ।

Mobile Ban In Polling Booth
ମତଦାନ କେନ୍ଦ୍ର ଭିତରକୁ ମୋବାଇଲ୍‌ ଫୋନ୍‌ ମନା

ମୋବାଇଲ ନ ନେବାକୁ ନିୟମ ଲାଗୁ ହୋଇଥିବା ବେଳେ ଅନେକ ଲୋକ ଏକଥା ଜାଣି ନାହାନ୍ତି । ଏପଟେ ମତଦାନ କେନ୍ଦ୍ରରେ ବି ମୋବାଇଲ ରଖିବାକୁ କୌଣସି ବ୍ୟବସ୍ଥା ହୋଇନଥିବାରୁ ଭୋଟର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ECM Is Not Working
ଧାଡ଼ିରେ ଠିଆ ହୋଇଛନ୍ତି ଭୋଟର୍‌; କାମ ଦେଉନି EVM

ରାଜଧାନୀ ଭୁବନେଶ୍ବର ନୟାପଲ୍ଲୀର ୧୨୨ ନଂ ବୁଥ୍‌ରେ EVM ଅଚଳ ହୋଇଥିବା ବେଳେ ନୀଳାଦ୍ରି ବିହାର ବୁଥ୍ ନଂ ୭୩, ପାତ୍ରପଡ଼ାର ବୁଥ୍ ନଂ ୧୫୯ରେ ଇଭିଏମ୍ ଅଚଳ ହୋଇଯାଇଛି।

Smriti irani
ଆଜି ଓଡ଼ିଶା ଆସୁଛନ୍ତି ସ୍ମୃତି ଇରାନୀ; ୩ଟି ସ୍ଥାନରେ କରିବେ ନିର୍ବାଚନୀ ସଭା

ବିଜେପିର ୯୦ ପ୍ରତିଶତ ପ୍ରାର୍ଥୀ ବିଜୟୀ ହେବାର ଆକଳନ କରାଯାଉଛି ବୋଲି ଦଳ ପକ୍ଷରୁ କୁହାଯାଇଛି । ସ୍ମୃତିଙ୍କ ଗସ୍ତ ଦ୍ୱାରା ରାଜ୍ୟ ବିଜେପି ଅଧିକ ସଶକ୍ତ ହେବ ବୋଲି ଗୋଲକ ମହାପାତ୍ର କହିଛନ୍ତି।

Odisha Election 2024
Odisha Election 2024 Phase 3 Voting Live Updates: ତୃତୀୟ ପର୍ଯ୍ୟାୟ ମତଦାନ, ମଇଦାନରେ ବହୁ ରଥୀ ମହାରଥୀ..

ଓଡ଼ିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ବାଜିରେ ଲାଗିଛି

General Election 2024
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା ଆସନରେ ପଡ଼ିବ ଭୋଟ୍‌

୬ ସଂସଦୀୟ କ୍ଷେତ୍ର ପାଇଁ ରଣାଙ୍ଗନରେ ଅଛନ୍ତି ୬୪ ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୫୫ ଜଣ ପୁରୁଷ ଓ ୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେହିପରି ୪୨ ବିଧାନସଭା ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୩୮୩ ପ୍ରାର୍ଥୀ ।

CM Naveen Patnaik
'ପାଣ୍ଡିଆନଙ୍କ ବନ୍ଧନରେ ନବୀନ'

ନବୀନଙ୍କୁ ବନ୍ଧନମୁକ୍ତ କରିବାକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଓଡ଼ିଶା ବିଜେପି ଚିଠି ଲେଖିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭି.କେ. ପାଣ୍ଡିଆନ ବନ୍ଧନ କରି ରଖିଥିବା ଲେଖିଛନ୍ତି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି

Electricity Bill
ମାଗଣା ବିଜୁଳି Vs ଲାଇନ୍ କଟା

ନିର୍ବାଚନ ଜିତିଲେ ରାଜ୍ୟର ପ୍ରାୟ ୯୦ ପ୍ରତିଶତ ପରିବାର ମାଗଣାରେ ବିଜୁଳି ପାଇବେ । ଭୋଟ୍ ଋତୁରେ ଭୋଟରଙ୍କ ପାଇଁ ଫ୍ରି ବିଜୁଳି ଘୋଷଣା କରିଛି ବିଜେଡି । ତେବେ ବିଜେଡିର ଏଇ ବିଜୁଳି ଥୋପ ଆଉ ଗ୍ରାଉଣ୍ଡରେ ବାସ୍ତବତା ଭିତରେ ଆକାଶ ପାତାଳ ଫରକ । ଦିନ ହେଉ କି ରାତି, ହାତପଙ୍ଖାକୁ ଆଉ ବିଶ୍ରାମ ନାହିଁ ।

Odisha Election
ରାତି ପାହିଲେ ନିର୍ବାଚନ, ୬୪ ସାଂସଦ ପ୍ରାର୍ଥୀ ଓ ୩୮୩ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ଶେଷ । ଆସନ୍ତାକାଲି ସକାଳ ୭ରୁ ପଡିବ ଭୋଟ୍ । ସ୍ୱଚ୍ଛ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି କରାଯାଇଛି । ସେହିପରି ୱେବ୍ କାଷ୍ଟିଂ ଜରିଆରେ ସମ୍ବେଦନଶୀଳ ବୁଥଗୁଡ଼ିକ ଉପରେ ରହିଛି ନିର୍ବାଚନ କମିଶନଙ୍କ ନଜର । ଏହି ପର୍ଯ୍ୟାୟରେ ଅଧିକାଂଶ ହାଇପ୍ରୋଫାଇଲ୍ ଲଢେଇ ଦେଖିବାକୁ ମିଳିବ ।

General Elections 2024
ଅନ୍ଧାରି ବିଜେରେ ବିଡ଼ା ବିଡ଼ା !

ରାତି ପାହିଲେ ତୃତୀୟ ପାଳି ଭୋଟ୍ । ତାଆଗରୁ ଘୁରି ବୁଲୁଛି ମାଳ ମାଳ ନୋଟ୍...

CM Naveen Patnaik
ନିର୍ବାଚନ ସମୟରେ ନବୀନ ବନ୍ଦୀ !! ଉଦ୍ଧାର ପାଇଁ DGPଙ୍କୁ ଚିଠି ଲେଖିଲା ବିଜେପି

ଓଡ଼ିଶା ମାଟିରେ ବିଜେପିର ହାଇଭୋଲଟେଜ୍ କ୍ୟାଂପେନ୍ ବେଳେ ଜଣକ ପରେ ଜଣେ କେନ୍ଦ୍ରୀୟ ନେତାଙ୍କ ମୁହଁରେ ନବୀନଙ୍କୁ ଏଭଳି ଟାର୍ଗେଟ୍ ପରେ ଆଜି-ନବୀନଙ୍କୁ ବନ୍ଧନ ମୁକ୍ତ କରିବାକୁ ସିଧା ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଓଡ଼ିଶା ବିଜେପିର ଚିଠି। ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଲେଖିଛନ୍ତି- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧନ କରି ରଖିଛନ୍ତି ଭି.କେ.ପାଣ୍ଡିଆନ।

Electricity Bill
ଭେଳିକି ପାଲଟିବ କି ମାଗଣା ବିଜୁଳି, ଭୋଟ୍ ପଶାପାଲିରେ ମାଗଣା ବିଜୁଳି ଥୋପ

ନିର୍ବାଚନ ଜିତିଲେ ରାଜ୍ୟର ପ୍ରାୟ ୯୦ ପ୍ରତିଶତ ପରିବାର ମାଗଣାରେ ବିଜୁଳି ପାଇବେ । ଭୋଟ୍ ଋତୁରେ ଭୋଟରଙ୍କ ପାଇଁ ଫ୍ରି ବିଜୁଳି ଘୋଷଣା କରିଛି ବିଜେଡି ।

General Elections 2024
ହାରିବା ଭୟରେ ଟଙ୍କା ବାଣ୍ଟୁଛି କି ବିଜେଡି ! ସ୍ଵଚ୍ଛ ଶାସନରେ ନୋଟ୍‌ ଦେବାକୁ ନିର୍ଦ୍ଦେଶ ଦେଲା କିଏ ?

ରାତି ପାହିଲେ ତୃତୀୟ ପାଳି ଭୋଟ୍। ତା ଆଗରୁ କିନ୍ତୁ ଘୁରିବୁଲୁଛି ମାଳ ମାଳ ନୋଟ୍। କେଉଁଠି ଘରେ ପଶି ଦସ୍ତଖତ ପରେ ବଣ୍ଟାଯାଉଛି ତ ଆଉ କେଉଁଠି ମନ୍ଦିରରେ ରାଣ ନିୟମ କରାଇ SHGଙ୍କୁ ଟଙ୍କା ଦିଆଯାଉଛି।

Odisha Election
ରାତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ, ବୁଥ୍ ରେ ପ୍ରସ୍ତୁତ ଇଭିଏମ୍; ବାଜିରେ ହେଭିୱେଟଙ୍କ ଭାଗ୍ୟ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ଶେଷ । ଆସନ୍ତାକାଲି ସକାଳ ୭ରୁ ପଡିବ ଭୋଟ୍ । ସ୍ୱଚ୍ଛ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି କରାଯାଇଛି ।

Weather
ଆସୁଛି ବାତ୍ୟା, ଭିଜିବ ଓଡ଼ିଶା; ଭୋଟ୍ ବିଗାଡ଼ିପାରେ ପ୍ରବଳ ବର୍ଷା

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା । ଏନେଇ ସୂଚନା ଦେଲେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

Odisha Election
କାଲି ଆସିବେ ସ୍ମୃତି ଇରାନୀ, ୩ଟି ସ୍ଥାନରେ କରିବେ ନିର୍ବାଚନୀ ସଭା

ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ ।

Odisha Election
DGP ଙ୍କୁ ବିଜେପିର ଚିଠି; ‘ପାଣ୍ତିଆନଙ୍କ କବଳରୁ ନବୀନଙ୍କୁ ମୁକ୍ତ କରନ୍ତୁ’

ମୁଖ୍ୟମନ୍ତ୍ରୀ ଘେରାବନ୍ଦୀ କି ? ମୁଖ୍ୟମନ୍ତ୍ରୀ ସୁସ୍ଥ ତ ? ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧକ ରଖିଛନ୍ତି କି ତାଙ୍କର ପୂର୍ବତନ ସଚିବ ଭି.କେ. ପାଣ୍ତିଆନ ?

Aparajita Sarangi
ସନ୍ଦେହରେ ପୋଲିସ ଅଫିସରଙ୍କ ଭୂମିକା ! ରିଗିଂ ଆଶଙ୍କାରେ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର କିଛି ବୁଥରେ ରିଗିଂ ଆଶଙ୍କା କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ଏଥିପାଇଁ ୨ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ଭୂମିକାକୁ ସନ୍ଦେହ କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି । ଏହି ଦୁଇ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କୁ ବିଜେଡି ଏଭଳି କାର୍ଯ୍ୟରେ ଲଗାଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

BJD MLA Pratap Jena
ବିଧାୟକଙ୍କ ଏ କି ବ୍ୟବହାର! ମହିଳାଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ, ଭିଡିଓ ଭାଇରାଲ୍

ମହିଳା ୱାର୍ଡମେମ୍ବର ପ୍ରତି ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ଅଶାଳୀନ ଶବ୍ଦ ପ୍ରୟୋଗ ଅଭିଯୋଗ । ଯାହାର ଏକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଅଶାଳୀନ ଶବ୍ଦ ବ୍ୟବହାର କରୁଥିବା ବ୍ୟକ୍ତି ପ୍ରତାପ ଜେନା ବୋଲି କୁହାଯାଉଛି ।

group-clash-in-Khandapada
ସାଇଲେଣ୍ଟ ଆୱାର ପରେ ଗୁଣ୍ଡାଗର୍ଦ୍ଦି; ଖଣ୍ଡା ଓ ମାରଣାସ୍ତ୍ର ଧରି ଆତଙ୍କରାଜ, ଏକାଧିକ ଆହତ

ଭାପୁର ବ୍ଲକ ଭଗବାନପୁର ଓ ଖଣ୍ଡପଡା ବ୍ଲକର ବିରିଡି ଗାଁରେ ଏହି ଘଟଣା ଘଟିଛି। ଖଣ୍ଡା ଓ ଠେଙ୍ଗା ଧରି ଆତଙ୍କରାଜ ଖେଳାଇଥିଲେ ଦୁର୍ବୃତ୍ତ। ଘର ବାହାରେ ରହି ଲୋକଙ୍କୁ ଧମକଚମକ ଦିଆଯାଉଛି। ବିଜେଡିକୁ ଭୋଟ୍ ନଦେଲେ ସଂଘବଦ୍ଧ ହତ୍ୟା ପାଇଁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି।

No vote
ପୂରଣ ହେଲାନି ପ୍ରତିଶ୍ରୁତି, ଭୋଟ୍‌ ଦେଲେନି ଗ୍ରାମବାସୀ

ବସୁଧା ଯୋଜନା କାହାପାଇଁ ? ଡ୍ରିଙ୍କ ଫ୍ରମ୍‌ ଟ୍ୟପ୍‌ କାହାପାଇଁ ? ସରକାରଙ୍କ ମାଳମାଳ ଯୋଜନା କହାପାଇଁ ? ଗାଁକୁ ପାଣି ଟୋପାଏ ନମିଳିବାରୁ ଭୋଟ୍‌ ଦେଲେନି ଗ୍ରାମବାସୀ ।

 LS candidate Pitambar Naik
ସରପଞ୍ଚରୁ ସାଂସଦ ପ୍ରାର୍ଥୀ

ଦିନେ ଥିଲେ ଗାଁର ସରପଞ୍ଚ । ଏବେ ସାଂସଦ ପ୍ରାର୍ଥୀ ହୋଇ ଲଢ଼ୁଛନ୍ତି ନିର୍ବାଚନ । ସରପଞ୍ଚ ହେବା ପୂର୍ବରୁ ଯେମିତି ଥିଲେ, ସରପଞ୍ଚ ହେବା ପରେ ବି ଠିକ୍‌ ସେଇଆ । ଦେଖୁ ନାହାନ୍ତି କେମତି କାନ୍ଧରେ କଦାଳ ଧରି ବାହାରିଛନ୍ତି କ୍ଷେତକୁ ।

Anganwadi Worker
ଭୋଟ୍ ପାଇଁ ନୋଟ୍: ଟଙ୍କା ବାଣ୍ଟିବାକୁ ନେଇ ଅଡୁଆରେ ଅଙ୍ଗନବାଡ଼ି କର୍ମୀ

ଟଙ୍କା ବାଣ୍ଟିବାକୁ ଯାଇ ଅଡୁଆରେ ଅଙ୍ଗନବାଡ଼ି ଦିଦି। ପୋଲିସ ସଂପୃକ୍ତ ଅଙ୍ଗନବାଡ଼ି ଦିଦି ଓ ତାଙ୍କ ସ୍ବାମୀଙ୍କୁ ଧରି ଥାନାରେ ଅଟକ ରଖିଛି।