ଓଡ଼ିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ବାଜିରେ ଲାଗିଛି ବହୁ ହେଭିୱେଟଙ୍କ ଭାଗ୍ୟ। କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଭଳି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ। ଏହି ପର୍ଯ୍ୟାୟରେ ପ୍ରାୟ ସବୁ ସିଟରେ ଦେଖିବାକୁ ମିଳିବ ବିଗ୍ ଫାଇଟ୍ । କଟକରେ ବିଜେପିର ଭର୍ତ୍ତୃହରି ମହତାବଙ୍କ ସହ ବିଜେଡିର ସଂତୃପ୍ତ ମିଶ୍ର ଏବଂ କଂଗ୍ରେସର ସୁରେଶ ମହାପାତ୍ରଙ୍କ ମଧ୍ୟରେ ଲଢ଼େଇ ହେବ, ପୁରୀରେ ସମ୍ବିତ ପାତ୍ର VS ଅରୁପ ପଟ୍ଟନାୟକଙ୍କୁ କଡ଼ା ଟକ୍କର ଦେବେ ଜୟନାରାୟଣ ପଟ୍ଟନାୟକ । ସେହିପରି ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀଙ୍କୁ ଟକ୍କର ଦେବେ ମନ୍ମଥ ରାଉତରାୟ। ସମ୍ବଲପୁରରେ ମଧ୍ୟ ରୋଚକ ଲଢ଼େଇ ଦେଖିବାକୁ ମିଳିବ। ଏଠି ଦୁଇ ହେଭିୱେଟ ଧର୍ମେନ୍ଦ୍ର ପ୍ରଧାନ ଓ ବବି ଦାସଙ୍କ ଭାଗ୍ୟ ବାଜିରେ ଲାଗିଛି। ଏ ସଂକ୍ରାନ୍ତ ଟିକିନିଖି ଖବର ଜାଣିବାକୁ ଲଗ୍ ଇନ୍ କରନ୍ତୁ otvkhabar.in
19:37 PM(8 months ago )
#ବ୍ରହ୍ମଗିରି:
— ଓଟିଭି (@otvkhabar) May 25, 2024
-ଇଭିଏମ୍ ଟାମ୍ପରିଂ ଅଭିଯୋଗ କଲେ ବିଜେପି ଏଜେଣ୍ଟ
-କୁସୁବେଣ୍ଟି ସୁଆସବଙ୍ଗଳା ଗାଁର ୧୨୧ ନଂ ବୁଥରେ ଟାମ୍ପରିଂ ଅଭିଯୋଗ
-ଟାମ୍ପରିଂ ଅଭିଯୋଗ କରି ଦସ୍ତଖତ କରୁ ନଥିବାରୁ ସିଲ୍ ହୋଇପାରୁନି ଇଭିଏମ୍#GeneralElection2024 #Vote #Election2024 #Voter #OTV pic.twitter.com/iTkkzBZ0OS
19:36 PM(8 months ago )
-ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ
— ଓଟିଭି (@otvkhabar) May 25, 2024
-ସଂଧ୍ୟା ୬ଟା ସୁଦ୍ଧା ୫୯.୭୨% ମତଦାନ
-ଭୁବନେଶ୍ବରରେ ୫୩.୫୪ ପ୍ରତିଶତ ଭୋଟଗ୍ରହଣ
-କଟକ ୫୪.୩୬%, ଢେଙ୍କାନାଳ ୬୦.୮୮%, କେନ୍ଦୁଝର ୬୨.୪୩%
-ପୁରୀ ୬୧.୧୭% ଏବଂ ସମ୍ବଲପୁରରେ ୬୬.୬୭% ମତଦାନ
-ଟୋକନ ଧରି ଲୋକ ଧାଡ଼ିରେ ଥିବାରୁ ସଂଖ୍ୟା ବଢ଼ିବା ସମ୍ଭାବନା#GeneralElection2024 #Vote #Election2024 pic.twitter.com/7PWai9GScI
19:36 PM(8 months ago )
#ଉତ୍ସାହିତ_ଭୋଟର
— ଓଟିଭି (@otvkhabar) May 25, 2024
ଟ୍ୱିନ୍ ସିଟିରେ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ..ସନ୍ଧ୍ୟା ହେଲାଣି ତଥାପି ଭୋଟରଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି..ଖରା କମିବା ପରେ ଅପରାହ୍ଣରେ ଅଧିକରୁ ଅଧିକ ଭୋଟର ମତଦାନ କେନ୍ଦ୍ରକୁ ଆସି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି..#Election2024 #TwinCity #Bhubaneshwar #Cuttack #Vote #OTV pic.twitter.com/4Lpa6rywpv
18:50 PM(8 months ago )
ଭୋଟ୍ ଦେଉଛି ଓଡ଼ିଶା, ଭୋଟ୍ ଦେଉଛି ଭାରତ। ଓଡ଼ିଶାର ୬ ଲୋକସଭା କ୍ଷେତ୍ର ଓ ଏହା ଅର୍ନ୍ତଗତ ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି। କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଭୋଟିଂ ହେଉଛି। ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ଭୋଟ୍ ପଡିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଅଧିକ ପଢ଼ନ୍ତୁ..
17:54 PM(8 months ago )
17:36 PM(8 months ago )
17:35 PM(8 months ago )
17:34 PM(8 months ago )
17:33 PM(8 months ago )
17:18 PM(8 months ago )
17:18 PM(8 months ago )
17:17 PM(8 months ago )
17:16 PM(8 months ago )
17:16 PM(8 months ago )
17:06 PM(8 months ago )
17:06 PM(8 months ago )
15:17 PM(8 months ago )
15:06 PM(8 months ago )
14:53 PM(8 months ago )
14:51 PM(8 months ago )
#୨_ଜଣଙ୍କୁ_ଫାୟାରିଂ
— ଓଟିଭି (@otvkhabar) May 25, 2024
- ପୋଲସରା: କାଜୁ ତୋଳିବା ବେଳେ ୨ ଜଣଙ୍କୁ ଗୁଳିମାଡ଼
- ୨ ଜଣଙ୍କ ଗୋଡ଼ରେ ବାଜିଛି ଗୁଳି, ମେଡିକାଲ୍ରେ ଭର୍ତ୍ତି
- ୨ ଆହତ ବୁଗୁଡ଼ା ଥାନା କରସିଙ୍ଗି ପଞ୍ଚାୟତ ପୋକସୁଙ୍ଗା ଗାଁର
- ଗାଁ ପାଖ ଜଙ୍ଗଲରେ ଦୁର୍ବୃତ୍ତଙ୍କ ଗୁଳିମାଡ଼, କାରଣ ଅସ୍ପଷ୍ଟ#Polsara #Odisha #OTV pic.twitter.com/feKXNT3zct
14:51 PM(8 months ago )
#ଦିନ_୧ଟା_ସୁଦ୍ଧା_୩୩.୫୫%
— ଓଟିଭି (@otvkhabar) May 25, 2024
-ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି
-ଦିନ ୧ଟା ସୁଦ୍ଧା ୩୩.୫୫% ମତଦାନ ସୂଚନା#GeneralElection2024 #Voting #OTV pic.twitter.com/0I4tq06fAD
14:27 PM(8 months ago )
14:18 PM(8 months ago )
14:08 PM(8 months ago )
14:03 PM(8 months ago )
13:59 PM(8 months ago )
13:50 PM(8 months ago )
13:48 PM(8 months ago )
ଭୋଟ୍ ଦେଉଛି ଓଡ଼ିଶା । ୬ ଲୋକସଭା କ୍ଷେତ୍ରରେ ଭୋଟିଂ । କଟକରୁ ହେଉଛି ସବୁ ବୁଥର ମନିଟରିଂ । #Cuttack #GeneralElection2024 #Voting #OTV pic.twitter.com/YN2J0voDCZ
— ଓଟିଭି (@otvkhabar) May 25, 2024
13:47 PM(8 months ago )
13:39 PM(8 months ago )
13:39 PM(8 months ago )
ଭୋଟିଂ ବେଳେ ଉତ୍ତେଜନା । ପୁରୀ ତଳଜଙ୍ଗ ବୁଥରେ ଉତ୍ତେଜନା । ଘଟଣା ସ୍ଥଳରେ ପହଞ୍ଚିଲା ପୋଲିସ । ଦୁଇ ଗୋଷ୍ଠି ମଧ୍ୟରେ ହାତାହାତି । #Puri #GeneralElection2024 #Voting #OTV pic.twitter.com/KlVnhK7rVh
— ଓଟିଭି (@otvkhabar) May 25, 2024
13:38 PM(8 months ago )
ଭୋଟ୍ ଦେଉଛି ଓଡ଼ିଶା । ୬ ଲୋକସଭା କ୍ଷେତ୍ରରେ ଭୋଟିଂ । କଟକରୁ ହେଉଛି ସବୁ ବୁଥର ମନିଟରିଂ । #Cuttack #GeneralElection2024 #Voting #OTV pic.twitter.com/YN2J0voDCZ
— ଓଟିଭି (@otvkhabar) May 25, 2024
13:29 PM(8 months ago )
13:22 PM(8 months ago )
13:21 PM(8 months ago )
#ବାଙ୍କୀରେ_EVM_ଅଚଳ
— ଓଟିଭି (@otvkhabar) May 25, 2024
-ବାଙ୍କୀ: ବ୍ରାହ୍ମଣୀଗାଁର ୨୧୮ ନଂ ବୁଥ୍ରେ EVM ଅଚଳ
-ପ୍ରାୟ ଦେଢ଼ ଘଣ୍ଟା ହେଲା EVM ଅଚଳ ଯୋଗୁଁ ଭୋଟର ନିରାଶ
-ବୁଥ୍ରେ ପହଞ୍ଚିଲେ ବିଡିଓ, ଧାଡ଼ିରେ ଅପେକ୍ଷା କରିଛନ୍ତି ଭୋଟର#EVM #Banki #OTV pic.twitter.com/lyQKHL8M0U
13:14 PM(8 months ago )
ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ । ଢେଙ୍କାନାଳ ହିନ୍ଦୋଳ ବାହାଲୁଣ୍ଡା ବୁଥ୍ ନମ୍ବର ୧୩୬ରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଛି । ହିନ୍ଦୋଳ ମେଡିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର । କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନି । ଅଧିକ ପଢ଼ନ୍ତୁ ...
13:13 PM(8 months ago )
#କୃଷ୍ଣପ୍ରସାଦରେ_EVM_ଅଚଳ
— ଓଟିଭି (@otvkhabar) May 25, 2024
-ପୁରୀ କୃଷ୍ଣପ୍ରସାଦ ବ୍ଲକ୍ ରସଦି ଗାଁରେ ଅଧାରୁ EVM ଅଚଳ
-ଭୋଟ ଦେଇ ନ ପାରି ଧାଡ଼ିରେ ଅପେକ୍ଷା କରିଛନ୍ତି ଭୋଟର
-ପ୍ରାୟ ୪୦ ମିନିଟ୍ ହେଲା EVM ଅଚଳ ହେବାରୁ ଭୋଟର ଅସନ୍ତୁଷ୍ଟ#Puri #EVM #OTV pic.twitter.com/zfsDVGjH1p
13:12 PM(8 months ago )
13:07 PM(8 months ago )
13:06 PM(8 months ago )
13:05 PM(8 months ago )
13:02 PM(8 months ago )
ଭୋଟ ଦେଉଛି ଓଡ଼ିଶା । ଭୋଟ୍ ଦେଲେ ପୋଲିସ ମହା ନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ।#Bhubaneswar #GeneralElection2024 #Voting #OTV pic.twitter.com/MWutfMwPyR
— ଓଟିଭି (@otvkhabar) May 25, 2024
12:54 PM(8 months ago )
12:38 PM(8 months ago )
ବୁଥ୍କୁ ଭୋଟ୍ ଦେବାକୁ ଆସିଥିବା ବୃଦ୍ଧାଙ୍କ ମୃତ୍ୟୁ । ଭାପୁର ବ୍ଲକ ବାଘୁଆପଲ୍ଲୀ ବଳଦିଆନୂଆଗାଁ ବୁଥ୍କୁ ଆସିଥିଲେ । ମେଡିକାଲ୍ରେ ବୃଦ୍ଧାଙ୍କୁ ମୃତ ଘୋଷଣା କଲେ ଡାକ୍ତର#Nayagarh #GeneralElection2024 #Voting #OTV pic.twitter.com/cImjmgqhqx
— ଓଟିଭି (@otvkhabar) May 25, 2024
12:38 PM(8 months ago )
#ଭୋଟ_ଦେଲେ_ଗଜପତି
— ଓଟିଭି (@otvkhabar) May 25, 2024
ପୁରୀ: ଭୋଟ ଦେଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ପତ୍ନୀ ମହାରାଣୀ ଲୀଳାବତି ପାଟମହାଦେଈଙ୍କ ସହ ଆସି ଭୋଟ୍ ଦେଲେ । ଦୋଳମଣ୍ଡପସାହି ପ୍ରକଳ୍ପ ୟୁପି ସ୍କୁଲ୍ ୧୧୪ନଂ ବୁଥ୍ରେ ଭୋଟ୍ ଦେଲେ । #Puri #GeneralElection2024 #Voting #OTV pic.twitter.com/f8Yit4jUWx
12:31 PM(8 months ago )
ଭୋଟ ଦେଉଛି ଓଡ଼ିଶା । ଭୋଟ୍ ଦେଲେ ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ।#Cuttack #GeneralElection2024 #Voting #OTV pic.twitter.com/YQF8H6ZabC
— ଓଟିଭି (@otvkhabar) May 25, 2024
12:30 PM(8 months ago )
ଭୋଟ୍ ଦେଲେ ବିଜେପି ପ୍ରାର୍ଥୀ ଅରିନ୍ଦମ୍ । ଲୋକଙ୍କୁ ଭୋଟ ଦେବାକୁ ଅପିଲ କଲେ ଅରିନ୍ଦମ୍ ।#GeneralElection2024 #Cuttack #OTV pic.twitter.com/vbFoQRgDH1
— ଓଟିଭି (@otvkhabar) May 25, 2024
12:13 PM(8 months ago )
ଆଠଗଡ଼: ବୁଥ୍ରେ ୨ ଗୋଷ୍ଠୀ ମଧ୍ୟରେ ମାରପିଟ, ୨ ଆହତ । ରାଧାଗୋବିନ୍ଦପୁର ୧୧୫ ନଂ ବୁଥ୍ରେ ୨ ଗୋଷ୍ଠୀ ହାତାହାତି । ଘଟଣାସ୍ଥଳରେ ଲୋକଙ୍କୁ ବୁଝାସୁଝା ପାଇଁ ପୋଲିସର ପ୍ରୟାସ#Athagarh #GeneralElection2024 #Voting #OTV pic.twitter.com/X92M3Enlgj
— ଓଟିଭି (@otvkhabar) May 25, 2024
12:09 PM(8 months ago )
#ଯିଏ_ଆମ_ଦେଶ_ଓ_ରାଜ୍ୟର_ବିକାଶ_କରିବ_ତାଙ୍କୁ_ଆମେ_ଭୋଟ୍_ଦେବୁ
— ଓଟିଭି (@otvkhabar) May 25, 2024
ଆଜି ରାଜ୍ୟରେ ୩ୟ ପର୍ଯ୍ୟାୟ ମତଦାନ, କଡ଼ା ସୁରକ୍ଷା ବ୍ୟବସ୍ଥା । ଭୋଟ୍ ଦେଲେ ପୁରୀରେ ସେବାୟତ ପରିବାର । #Puri #GeneralElection2024 #Voting #OTV pic.twitter.com/io6vZDIhOn
12:03 PM(8 months ago )
11:57 AM(8 months ago )
ସାରା ରାଜ୍ୟରେ ଆଜି ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ । ଭୋଟିଂ ଜାରି ରହିଥିବାବେଳେ ଆଠଗଡ଼ରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଆଠଗଡ଼ ନିର୍ବାଚନ ମଣ୍ଡଳୀ ରାଧାଗୋବିନ୍ଦପୁର ୧୧୫ ନଂ ବୁଥ୍ରେ ୨ ଗୋଷ୍ଠୀ ମଧ୍ୟରେ ହାତାହାତି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ପାଖରେ ପିଟାପିଟି ହୋଇଥିଲା । ମାଡ଼ପିଟ୍ରେ ଉଭୟ ଗୋଷ୍ଠୀର ୪ ଜଣ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ...
11:53 AM(8 months ago )
ଆଜି ରାଜ୍ୟରେ ୩ୟ ପର୍ଯ୍ୟାୟ ମତଦାନ ଚାଲିଛି । ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ବିଜେପିର ବିଧାୟକ ପ୍ରାର୍ଥୀ ନାଉରୀ ନାୟକ । #Rengali #GeneralElection2024 #Voting #OTV pic.twitter.com/URdz4ikuq1
— ଓଟିଭି (@otvkhabar) May 25, 2024
11:32 AM(8 months ago )
11:26 AM(8 months ago )
ନୟାଗଡ଼ରେ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଭୋଟ୍ ଦେଲେ ପ୍ରତ୍ୟୁଷା ରାଜେଶ୍ବରୀ ସିଂ ଓ ପରିବାର । #Nayagarh #GeneralElection2024 #Voting #OTV pic.twitter.com/tECtLQqswP
— ଓଟିଭି (@otvkhabar) May 25, 2024
11:24 AM(8 months ago )
11:23 AM(8 months ago )
11:17 AM(8 months ago )
ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କୁ ଭୋଟ ଦେବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ।#GeneralElection2024 #NaveenPatnaik #OTV pic.twitter.com/QQBkKz6APH
— ଓଟିଭି (@otvkhabar) May 25, 2024
11:16 AM(8 months ago )
-ଆଠଗଡ଼: ବୁଥ୍ରେ ୨ ଗୋଷ୍ଠୀ ମଧ୍ୟରେ ମାରପିଟ, ୨ ଆହତ
— ଓଟିଭି (@otvkhabar) May 25, 2024
-ରାଧାଗୋବିନ୍ଦପୁର ୧୧୫ ନଂ ବୁଥ୍ରେ ୨ ଗୋଷ୍ଠୀ ହାତାହାତି
-ଘଟଣାସ୍ଥଳରେ ଲୋକଙ୍କୁ ବୁଝାସୁଝା ପାଇଁ ପୋଲିସର ପ୍ରୟାସ#Athagarh #GeneralElection2024 #Voting #OTV pic.twitter.com/YgNS3JMJlJ
11:16 AM(8 months ago )
#ବୁଥ୍କୁ_ମୋବାଇଲ_ମନା
— ଓଟିଭି (@otvkhabar) May 25, 2024
ମତଦାନ କେନ୍ଦ୍ର ଭିତରକୁ ମୋବାଇଲ୍ ଫୋନ୍ ମନା । ଭୋଟରଙ୍କୁ ମୋବାଇଲ ନେବାକୁ ବାରଣ । ମତଦାନ କେନ୍ଦ୍ର ଭିତରକୁ ମୋବାଇଲ୍ ଫୋନ୍ ମନାକୁ ନେଇ ଅସନ୍ତୁଷ୍ଟ ଭୋଟର । #Bhubaneswar #GeneralElection2024 #Voting #OTV#GeneralElection2024 #PollingBooth #Mobile #OTV pic.twitter.com/PdEDyeho86
11:08 AM(8 months ago )
ମତଦାନ କେନ୍ଦ୍ରକୁ ମୋବାଇଲ ମନାକୁ ନେଇ ଅସନ୍ତୁଷ୍ଟ ଭୋଟର । ଦୀର୍ଘ ସମୟ ଅପେକ୍ଷା ପରେ ବି ଭୋଟ ନ ଦେଇ ଫେରୁଛନ୍ତି । ମୋବାଇଲ ନ ନେବାକୁ ନିୟମ ଲାଗୁ ହୋଇଥିବା ବେଳେ ଅନେକ ଲୋକ ଏକଥା ଜାଣି ନାହାନ୍ତି । ଏପଟେ ମତଦାନ କେନ୍ଦ୍ରରେ ବି ମୋବାଇଲ ରଖିବାକୁ କୌଣସି ବ୍ୟବସ୍ଥା ହୋଇନଥିବାରୁ ଭୋଟର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବାଧ୍ୟ ହୋଇ ଖରାରେ ଭୋଟ ନ ଦେଇ ଫେରୁଥିବା କହିଛନ୍ତି ଭୋଟର । ଅଧିକ ପଢ଼ନ୍ତୁ...
11:07 AM(8 months ago )
#ଆପଣଙ୍କ_ଗୋଟିଏ_ଭୋଟ୍_ବହୁତ_ମୂଲ୍ୟବାନ: ସୋଫିଆ ଫିର୍ଦ୍ଦୋଷ
— ଓଟିଭି (@otvkhabar) May 25, 2024
ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ କଟକ କଂଗ୍ରେସ ବିଧାନସଭା ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋଷ । #Bhubaneswar #AparajitaSarangi #GeneralElection2024 #OTV pic.twitter.com/9v2J7Qkka5
11:03 AM(8 months ago )
-ବୁଥ୍କୁ ଭୋଟ୍ ଦେବାକୁ ଆସିଥିବା ବୃଦ୍ଧାଙ୍କ ମୃତ୍ୟୁ
— ଓଟିଭି (@otvkhabar) May 25, 2024
-ଭାପୁର ବ୍ଲକ ବାଘୁଆପଲ୍ଲୀ ବଳଦିଆନୂଆଗାଁ ବୁଥ୍କୁ ଆସିଥିଲେ
-ଭୋଟ୍ ଦେବା ବେଳେ ବୃଦ୍ଧା ଜଣଙ୍କ ଅସୁସ୍ଥ ଅନୁଭବ କରିଥିଲେ
-ମେଡିକାଲ୍ରେ ବୃଦ୍ଧାଙ୍କୁ ମୃତ ଘୋଷଣା କଲେ ଡାକ୍ତର#Nayagarh #GeneralElection2024 #Voting #OTV pic.twitter.com/lFo0KKESXV
11:02 AM(8 months ago )
#ଭୋଟ୍_ଦେଲେ_ଉପାସନା
— ଓଟିଭି (@otvkhabar) May 25, 2024
ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍ । ଭୋଟ୍ ଦେଲେ ଉପାସନା ମାହାପାତ୍ର ।#Brahmagiri #GeneralElection2024 #BJD #OTV pic.twitter.com/rdruV56uSM
11:01 AM(8 months ago )
-ବ୍ରହ୍ମଗିରି ଗଡ଼ରୋଡଙ୍ଗ ସ୍ଥିତ ୧୨୭ ନଂ ବୁଥ୍ରେ ଉତ୍ତେଜନା
— ଓଟିଭି (@otvkhabar) May 25, 2024
-EVM ଅଚଳକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ
-ପ୍ରିଜାଇଡିଂ ଅଫିସର ଦୁର୍ବ୍ୟବହାର କରିବା ଅଭିଯୋଗ
-ଅଭିଯୋଗ କଲେ ବ୍ରହ୍ମଗିରି ପ୍ରାର୍ଥିନୀ ଉପାସନା ମହାପାତ୍ର
-ଗଣମାଧ୍ୟମ ଆଗରେ ଅଭିଯୋଗ ଆଣି ବର୍ଷିଲେ
-EVMରେ ମଧ୍ୟ ଗୁରୁତର ତ୍ରୁଟିର ଅଭିଯୋଗ କଲେ#Brahmagiri #Voting #OTV pic.twitter.com/YcFC027kuW
10:41 AM(8 months ago )
10:40 AM(8 months ago )
#ମୋର_ବୁଥ୍_ସବୁଠୁ_ମଜବୁତ୍: ପିଙ୍କି ପ୍ରଧାନ
— ଓଟିଭି (@otvkhabar) May 25, 2024
ଭୋଟ୍ ଦେଉଛି ଓଡ଼ିଶା । ଭୋଟିଂ ବୁଥ୍ରେ ପୋଲିଂ ଏଜେଣ୍ଟ ହୋଇ କାର୍ଯ୍ୟ କରୁଛନ୍ତି ପିଙ୍କି ପ୍ରଧାନ ।#Bhubaneswar #GeneralElection2024 #Voting #OTV pic.twitter.com/jFq6uYhann
10:32 AM(8 months ago )
10:31 AM(8 months ago )
ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍ । ପ୍ରଥମ ଥର ଭୋଟ ଦେଇ ଖୁସି ସାବ୍ୟସ୍ଥ କରିଛନ୍ତି ଭୋଟର । #Sambalpur #GeneralElection2024 #Voting #OTV pic.twitter.com/YG6TTJQqZ7
— ଓଟିଭି (@otvkhabar) May 25, 2024
10:26 AM(8 months ago )
#ଭୋଟ୍_ଦେଲେ_ଅପରାଜିତା
— ଓଟିଭି (@otvkhabar) May 25, 2024
ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଲମ୍ବା ଲାଇନ୍ରେ ଆସି ଭୋଟ୍ ଦେଲେ ଅପରାଜିତା ।#Bhubaneswar #AparajitaSarangi #GeneralElection2024 #OTV pic.twitter.com/c4PlpyfHLb
10:18 AM(8 months ago )
ମୁଁ ଦେଢ଼ ଘଣ୍ଟା ଲାଇନ୍ରେ ଠିଆ ହୋଇ ଭୋଟ୍ ଦେଲି । EVM ତ୍ରୁଟି ପାଇଁ ଭୋଟ ଦେବା ବିଳମ୍ବ ହେଲା ।#GeneralElection2024 #Voting #SambitPatra #OTV pic.twitter.com/2RTqK5cWwW
— ଓଟିଭି (@otvkhabar) May 25, 2024
10:10 AM(8 months ago )
ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ। ଏଥିପାଇଁ ଭୋଟରଙ୍କ ମଧ୍ୟରେ ନାହିଁ ନଥିବା ଖୁସି। ସକାଳୁ ସକାଳୁ ଖରାକୁ ଖାତିର ନକରି ଧାଡିରେ ଠିଆ ହୋଇ ମତଦାନ କରୁଛନ୍ତି। ହେଲେ ଏହାରି ଭିତରେ ବିଭିନ୍ନ ସ୍ଥାନରେ EVM ଅଚଳ ହୋଇଥିବା ଖବର ଆସିଛି। ଯାହା ଫଳରେ ମତଦାନରେ ବିଳମ୍ୱ ହେଉଥିବା ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ...
10:09 AM(8 months ago )
#ରାଜଧାନୀରେ_ବଢ଼ିପାରେ_ଭୋଟ୍_ପ୍ରତିଶତ
— ଓଟିଭି (@otvkhabar) May 25, 2024
ଆଜି ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଭୋଟିଂ । ଚଳିତ ଥର ଭୋଟ୍ ଦେବା ପାଇଁ ବେଶ୍ ଉତ୍ସାହତି ଅଛନ୍ତି ଭୁବନେଶ୍ୱରବାସୀ । #Bhubaneswar #GeneralElection2024 #Voting #OTV pic.twitter.com/BB9eSz5Qx1
10:05 AM(8 months ago )
#ଭୋଟ୍_ଦେଲେ_ରାଷ୍ଟ୍ରପତି
— ଓଟିଭି (@otvkhabar) May 25, 2024
ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । #GeneralElection2024 #PresidentOfIndia #OTV pic.twitter.com/l8FDtgBBLj
10:04 AM(8 months ago )
ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଲମ୍ବା ଲାଇନ୍ରେ ଆସି ନିଜ ମତାଧିକାର ସାବ୍ୟସ୍ତ କଲେ ବୈଜୟନ୍ତ । #GeneralElection2024 #BaijayantPanda #Voting #OTV pic.twitter.com/0K033NQtva
— ଓଟିଭି (@otvkhabar) May 25, 2024
09:53 AM(8 months ago )
EVMରେ ତ୍ରୁଟି ପାଇଁ ଲମ୍ବା ଲାଇନରେ ଠିଆ ହୋଇଛନ୍ତି ଭୋଟର। #GeneralElection2024 #Voting #OTV pic.twitter.com/6oZPSU3ya7
— ଓଟିଭି (@otvkhabar) May 25, 2024
09:36 AM(8 months ago )
#ପୁରୀରେ_କିଛି_ସ୍ଥାନରେ_EVM_ଅଚଳ
— ଓଟିଭି (@otvkhabar) May 25, 2024
ସକାଳ ୭ଟାରୁ ଭୋଟର ଲମ୍ବା ଧାଡ଼ିରେ ଠିଆ ହୋଇଛନ୍ତି । କିନ୍ତୁ EVM ମେସିନ୍ରେ ତ୍ରୁଟି ପାଇଁ ଏ ପର୍ଯ୍ୟନ୍ତ ସଠିକ୍ ଭାବେ ମତଦାନ ହୋଇପାରିନି । #GeneralElection2024 #Voting #Puri #OTV pic.twitter.com/zPnSurN9ic
09:31 AM(8 months ago )
ମୋବାଇଲ ଆମେ କାହାକୁ ଦେଇକି ଭୋଟ୍ ଦେବାକୁ ଯିବୁ । ମୋବାଇଲ ରଖିବାକୁ କିଛି ବ୍ୟବସ୍ଥା କରାଯାଇନି ।#GeneralElection2024 #Voting #OTV pic.twitter.com/UCsbCB3lZ6
— ଓଟିଭି (@otvkhabar) May 25, 2024
09:30 AM(8 months ago )
#ଭୁବନେଶ୍ବରରେ_ଲମ୍ବା_ଲାଇନ୍
— ଓଟିଭି (@otvkhabar) May 25, 2024
-ନେତା ବାଛୁଛନ୍ତି ଜନତା; ଭୁବନେଶ୍ୱରରେ ଲମ୍ବା ଲାଇନ୍
-ସହରୀ ଭୋଟରଙ୍କ ମଧ୍ୟରେ ଭୋଟ୍ ଦେବାକୁ ଆଗ୍ରହ
-ପୂର୍ବ ନିର୍ବାଚନ ତୁଳନାରେ ଭୋଟ୍ ହାର ବଢ଼ିବା ଆଶା ଉଜ୍ଜ୍ବଳ#Bhubaneswar #GeneralElection2024 #Voting #OTV pic.twitter.com/rUc9x2henB
09:26 AM(8 months ago )
#ଭୋଟ୍_ହୁଏ_ବିକାଶ_ପାଇଁ
— ଓଟିଭି (@otvkhabar) May 25, 2024
କିଏ ପଇସା ଦେଉ କି ନ ଦେଉ ଆମ ଅଧିକାର ସାବ୍ୟସ୍ତ କରିବା କଥା । ଜଣେ ନାଗରିକ ହିସାବରେ ଆମର ମୌଳିକ ଅଧିକାରୀ ଭୋଟ୍ ଦେବା । ମୁଁ ଆସିଛି ଭୋଟ୍ ଦେବାକୁ ।#GeneralElection2024 #Voting #OTV pic.twitter.com/c3Wd2xRfxg
09:20 AM(8 months ago )
#କିଛି_ସ୍ଥାନରେ_EVM_ଅଚଳ
— ଓଟିଭି (@otvkhabar) May 25, 2024
-କିଛି ସ୍ଥାନରେ EVM ଅଚଳ; ଧାଡ଼ିରେ ଥିବା ଭୋଟର ନିରାଶ
-କଟକ ବାରବାଟୀର ବୁଥ୍ ନଂ ୨୪ରେ ଇଭିଏମ୍ ଅଚଳ
-କଟକ ବିଡ଼ାନସୀ ବୁଥ୍ ନଂ ୬ରେ ଇଭିଏମ୍ କାମ କରୁନି
-ଭୁବନେଶ୍ବର ନୟାପଲ୍ଲୀର ୧୨୨ ନଂ ବୁଥ୍ରେ EVM ଅଚଳ
-ଭୁବନେଶ୍ବର ନୀଳାଦ୍ରି ବିହାର ବୁଥ୍ ନଂ ୭୩ରେ ଇଭିଏମ୍ ଅଚଳ#GeneralElection2024 #Voting #OTV pic.twitter.com/5whnMko6Dv
08:40 AM(8 months ago )
#ଭୋଟ୍_ଦେବା_ପାଇଁ_ବୁଥ୍ରେ_ପହଞ୍ଚିଲେ_ବୈଜୟନ୍ତ_ପଣ୍ଡା
— ଓଟିଭି (@otvkhabar) May 25, 2024
ଆଜି ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଭୋଟିଂ । ଭୋଟ୍ ଦେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । #GeneralElection2024 #Voting #BaijayantPanda #OTV pic.twitter.com/7vU21lFhlv
08:29 AM(8 months ago )
#ଭୋଟ୍_ଦେଲେ_ବିଜେଡି_ସାଂସଦ_ପ୍ରାର୍ଥୀ
— ଓଟିଭି (@otvkhabar) May 25, 2024
ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍ । ଭୋଟ୍ ଦେଲେ କଟକ ବିଜେଡି ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ।#Cuttack #GeneralElection2024 #BJD #OTV pic.twitter.com/PlEQOM1iSq
08:20 AM(8 months ago )
#ସମସ୍ତେ_ଆସନ୍ତୁ_ଭୋଟ୍_ଦିଅନ୍ତୁ
— ଓଟିଭି (@otvkhabar) May 25, 2024
ଭୋଟ୍ ଦେବା ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ଆର୍ଶିବାଦ ନେଲେ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ଗଣତନ୍ତ୍ରର ମହାନ ପର୍ବରେ ସମସ୍ତ ଭୋଟର ଆସି ନିଜ ମତାଧିକାରୀ ସାବ୍ୟସ୍ତ କରିବାକୁ ଅନୁରୋଧ କରିଛନ୍ତି ସମ୍ବିତ ପାତ୍ର ।#Puri #SambitPatra #BJP #OTV pic.twitter.com/FIWolOPDGN
08:12 AM(8 months ago )
#ଭୋଟ୍ରଙ୍କୁ_ଫୁଲ_ଚନ୍ଦନ_ଦେଇ_ସ୍ୱାଗତ
— ଓଟିଭି (@otvkhabar) May 25, 2024
ଆଜି ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଭୋଟ୍ । ଭୋଟରଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରୁଛନ୍ତି ଛାତ୍ରଛାତ୍ରୀ ।#Keonjhar #GeneralElection2024 #Voting #OTV pic.twitter.com/Q0fd8Vm9Ei
08:01 AM(8 months ago )
#ଭୋଟ୍_ଦେଲେ_ମୁଖ୍ୟ_ଶାସନ_ସଚିବ
— ଓଟିଭି (@otvkhabar) May 25, 2024
ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ଭୋଟ୍ । ସକାଳୁ ସକାଳୁ ବୁଥ୍ରେ ପହଞ୍ଚି ଭୋଟ୍ ଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । #Bhubaneswar #ChiefSecretary #GeneralElection2024 #OTV pic.twitter.com/Mr2U9lENvv
07:43 AM(8 months ago )
#ଭୋଟ୍_ଦେଲେ_ମୁଖ୍ୟ_ନିର୍ବାଚନ_ଅଧିକାରୀ
— ଓଟିଭି (@otvkhabar) May 25, 2024
ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍ । ସକାଳୁ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍ ଦେଉଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଓ ପୂର୍ବତନ ପୋଲିସ୍ ଡିଜି ସୁନୀଲ ବଂଶଲ ।#GeneralElection2024 #Voting #CEO #OTV pic.twitter.com/82L9KMxEND
07:37 AM(8 months ago )
#ଭୋଟ୍_ଦେଉଛି_ଓଡ଼ିଶା
— ଓଟିଭି (@otvkhabar) May 25, 2024
ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ଭୋଟ୍ । ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହେବ। ଆଜି ୬ ଲୋକସଭା ଆସନ ଓ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି। #GeneralElection2024 #Voting #OTV pic.twitter.com/lFL8eYjJMH
07:28 AM(8 months ago )
#ମତଦାନ_ପୂର୍ବରୁ_ବୁଥ୍_ଆଗରେ_ଲମ୍ବା_ଲାଇନ୍
— ଓଟିଭି (@otvkhabar) May 25, 2024
ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍ । ସକାଳ ୭ଟାରୁ ଆରମ୍ଭ ହେବ ମତଦାନ । ତେବେ ଏହା ପୂର୍ବରୁ ବୁଥ୍ ଆଗରେ ଭୋଟରଙ୍କ ଲାଗିଛି ଲମ୍ବା ଲାଇନ୍ । #Bhubaneswar #GeneralElection2024 #Voting #OTV pic.twitter.com/HVz6bBhH9K
07:17 AM(8 months ago )
#ମତଦାନ_ପୂର୍ବରୁ_ଚାଲିଛି_ମକ୍_ପୋଲ୍
— ଓଟିଭି (@otvkhabar) May 25, 2024
ଆଜି ରାଜ୍ୟର ତୃତୀୟ ପର୍ଯ୍ୟାୟ ଭୋଟ୍ । ସକାଳ ୭ଟାରୁ ମତଦାନ ପୂର୍ବରୁ ପୁରୀରେ ଜାରି ରହିଛି ମକ୍ ପୋଲ୍ । #GeneralElection2024 #Puri #Voting #OTV pic.twitter.com/bArwgE2Oos
07:01 AM(8 months ago )
#ଭୋଟ୍_ଦେଉଛି_ଓଡ଼ିଶା
— ଓଟିଭି (@otvkhabar) May 25, 2024
ଆଜି ଭୋଟ୍ ଦେଉଛି ସମ୍ବଲପୁର । ଗଣତନ୍ତ୍ରର ଏହି ମହାନ ପର୍ବରେ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ସକାଳୁ ସକାଳୁ ଲୋକମାନେ ଆସି ପହଞ୍ଚିଲେଣି । ପ୍ରବଳ ଗୁଳିଗୁଳି ସତ୍ତ୍ୱେ ବୁଥ୍ରେ ପହଞ୍ଚିଲେଣି ଭୋଟର ।#Sambalpur #GeneralElection2024 #Voting #OTV pic.twitter.com/6pJZimvcOg
06:52 AM(8 months ago )
ରାଜ୍ୟରେ ଆଜି ତୃତୀୟ ଭୋଟ୍ । ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହେବ । ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ମକ୍ ପୋଲିଂ ହୋଇଛି । ଭୋଟ୍ ଦେବା ଲାଗି ସକାଳୁ ସକାଳୁ ବୁଥମାନଙ୍କରେ ଭୋଟରମାନେ ଭିଡ଼ ଲଗାଇଛନ୍ତି । ଆଜି ୬ ଲୋକସଭା ଆସନ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ଅଧିକ ପଢ଼ନ୍ତୁ...
06:39 AM(8 months ago )
#ଭୋଟ_ଦେଉଛି_ଓଡ଼ିଶା
— ଓଟିଭି (@otvkhabar) May 25, 2024
-ଆଜି ରାଜ୍ୟରେ ୩ୟ ପର୍ଯ୍ୟାୟ ମତଦାନ, କଡ଼ା ସୁରକ୍ଷା ବ୍ୟବସ୍ଥା
-୬ ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା କ୍ଷେତ୍ରରେ ଭୋଟିଂ
-ସକାଳ ୭ରୁ ମତଦାନ ଆରମ୍ଭ ପୂର୍ବରୁ ଚାଲିଛି ମକ୍ ପୋଲ୍#GeneralElection2024 #Voting #OTV pic.twitter.com/4rkrJA7KJx