Advertisment

Odisha Election 2024 Phase 3 Voting Live Updates: ତୃତୀୟ ପର୍ଯ୍ୟାୟ ମତଦାନ, ମଇଦାନରେ ବହୁ ରଥୀ ମହାରଥୀ..

ଓଡ଼ିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ବାଜିରେ ଲାଗିଛି

author-image
Manoranjan Behera
ଅଦ୍ୟତନ ହୋଇଛି
New Update
Odisha Election 2024 Phase 3 Voting Live Updates In Odia

Odisha Election 2024

ଓଡ଼ିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ବାଜିରେ ଲାଗିଛି ବହୁ ହେଭିୱେଟଙ୍କ ଭାଗ୍ୟ। କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଭଳି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ। ଏହି ପର୍ଯ୍ୟାୟରେ ପ୍ରାୟ ସବୁ ସିଟରେ ଦେଖିବାକୁ ମିଳିବ ବିଗ୍ ଫାଇଟ୍ । କଟକରେ ବିଜେପିର ଭର୍ତ୍ତୃହରି ମହତାବଙ୍କ ସହ ବିଜେଡିର ସଂତୃପ୍ତ ମିଶ୍ର ଏବଂ କଂଗ୍ରେସର ସୁରେଶ ମହାପାତ୍ରଙ୍କ ମଧ୍ୟରେ ଲଢ଼େଇ ହେବ, ପୁରୀରେ ସମ୍ବିତ ପାତ୍ର VS ଅରୁପ ପଟ୍ଟନାୟକଙ୍କୁ କଡ଼ା ଟକ୍କର ଦେବେ ଜୟନାରାୟଣ ପଟ୍ଟନାୟକ । ସେହିପରି ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀଙ୍କୁ ଟକ୍କର ଦେବେ ମନ୍ମଥ ରାଉତରାୟ। ସମ୍ବଲପୁରରେ ମଧ୍ୟ ରୋଚକ ଲଢ଼େଇ ଦେଖିବାକୁ ମିଳିବ। ଏଠି ଦୁଇ ହେଭିୱେଟ ଧର୍ମେନ୍ଦ୍ର ପ୍ରଧାନ ଓ ବବି ଦାସଙ୍କ ଭାଗ୍ୟ ବାଜିରେ ଲାଗିଛି। ଏ ସଂକ୍ରାନ୍ତ ଟିକିନିଖି ଖବର ଜାଣିବାକୁ ଲଗ୍‌ ଇନ୍ କରନ୍ତୁ otvkhabar.in

Advertisment
  • May 25, 2024 19:37 IST

    ଇଭିଏମ୍‌ ଟାମ୍ପରିଂ ଅଭିଯୋଗ କଲେ ବିଜେପି ଏଜେଣ୍ଟ



  • May 25, 2024 19:36 IST

    ସଂଧ୍ୟା ୬ଟା ସୁଦ୍ଧା ୫୯.୭୨% ମତଦାନ



  • May 25, 2024 19:36 IST

    ସନ୍ଧ୍ୟା ହେଲାଣି ତଥାପି ଭୋଟରଙ୍କ ଲମ୍ବା ଧାଡ଼ି



  • May 25, 2024 18:50 IST

    ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ; ସଂଧ୍ୟା ୫ଟା ସୁଦ୍ଧା ୫୯.୬୦% ଭୋଟିଂ

    ଭୋଟ୍ ଦେଉଛି ଓଡ଼ିଶା, ଭୋଟ୍ ଦେଉଛି ଭାରତ। ଓଡ଼ିଶାର ୬ ଲୋକସଭା କ୍ଷେତ୍ର ଓ ଏହା ଅର୍ନ୍ତଗତ ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି। କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଭୋଟିଂ ହେଉଛି। ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ଭୋଟ୍ ପଡିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଅଧିକ ପଢ଼ନ୍ତୁ..



  • May 25, 2024 17:54 IST

    ୬ ଲୋକସଭା କ୍ଷେତ୍ରରେ ଚାଲିଛି ଭୋଟିଂ



  • May 25, 2024 17:36 IST

    ଭୋଟ୍ ଦେଉଛି ଓଡ଼ିଶା



  • May 25, 2024 17:35 IST

    BJP କର୍ମୀଙ୍କ ଉପରେ ଆକ୍ରମଣ ଅଭିଯୋଗ



  • May 25, 2024 17:34 IST

    ଲୋକତାନ୍ତ୍ରିକ ପର୍ବରେ ଭାଗ ନେଇଛି : ଅନୁଗୁଳ ଜିଲ୍ଲାପାଳ



  • May 25, 2024 17:33 IST

    'ପରିବର୍ତ୍ତନର ସ୍ୱର ସ୍ପଷ୍ଟ ବାରି ହେଉଛି'



  • May 25, 2024 17:18 IST

    'ଲୋକେ ଉତ୍ସାହର ସହ ଭୋଟ୍ ଦେଉଛନ୍ତି'



  • May 25, 2024 17:18 IST

    ଭୋଟ ଦେଉଛି ସମ୍ବଲପୁର



  • May 25, 2024 17:17 IST

    ଭୋଟ ବର୍ଜନ କଲେ ଗାଁ ଲୋକେ



  • May 25, 2024 17:16 IST

    ଭୋଟ୍ ଦେବା ପରେ ଜୟନାରାୟଣଙ୍କ ଦମ୍ଭୋକ୍ତି, ବିଜୟ ସୁନିଶ୍ଚିତ



  • May 25, 2024 17:16 IST

    'ନିଜେ ନିଜକୁ ଭୋଟ୍ ଦେବା ସବୁଠୁ ବଡ଼ ଖୁସି'



  • May 25, 2024 17:06 IST

    'ମୁଁ ଯାହାକୁ ଭୋଟ୍ ଦେବି ସେ ଜିତିବେ'



  • May 25, 2024 17:06 IST

    ଭୋଟ ଦେବାକୁ ମୁଁ ବମ୍ବେରୁ ଆସିଛି



  • May 25, 2024 15:17 IST

    ଭୋଟ୍ ଦେଲେ ଗଜପତି ମହାରାଜା



  • May 25, 2024 15:06 IST

    ପୋଷ୍ଟାଲ ବାଲାଟ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା ସମୀର ମହାନ୍ତି



  • May 25, 2024 14:53 IST

    ଭୋଟ୍ ଆମ ଅଧିକାର



  • May 25, 2024 14:51 IST

    ୨ ଜଣଙ୍କୁ ଫାୟାରିଂ



  • May 25, 2024 14:51 IST

    ଦିନ ୧ଟା ସୁଦ୍ଧା ୩୩.୫୫%



  • May 25, 2024 14:27 IST

    ଦେଖନ୍ତୁ, ଗୋଟିଏ ଜାଗାରୁ କେମିତି କଣ୍ଟ୍ରୋଲ୍ ହେଉଛି ନିର୍ବାଚନ



  • May 25, 2024 14:18 IST

    ଭୋଟ ଦେବାକୁ ଆସିଲେ ପରିବାରର ଯୁବ ଓ ବରିଷ୍ଠ ଭୋଟର



  • May 25, 2024 14:08 IST

    ହ୍ୱିଲ୍ ଚେୟାରରେ ଆସିଲେ ପୂର୍ବତନ ପ୍ରିଜାଇଡିଂ ଅଫିସର



  • May 25, 2024 14:03 IST

    ଭୋଟ ଦେଲା ପରେ ମନର ବ୍ୟଥା କହିଲେ ଅନୁଭଙ୍କ ମାଆ



  • May 25, 2024 13:59 IST

    ଭୋଟ୍ ଦେଇ ଖୁସି ହୋଇଗଲେ ଅପରାଜିତା ଷଡ଼ଙ୍ଗୀ



  • May 25, 2024 13:50 IST

    EVM ଖରାପ ହେଲା ବୋଲି ବୃଦ୍ଧାଙ୍କ ଜୀବନ ଗଲା!



  • May 25, 2024 13:48 IST

    ଭୋଟ୍ ଦେଉଛି ଓଡ଼ିଶା, ୬ ଲୋକସଭା କ୍ଷେତ୍ରରେ ଭୋଟିଂ



  • May 25, 2024 13:47 IST

    ଭୋଟ୍ ଦେଲେ ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ ଓ ଝିଅ



  • May 25, 2024 13:39 IST

    ମୋ ଭୋଟ୍ ଖଣ୍ଡପଡାର ବିକାଶ ପାଇଁ



  • May 25, 2024 13:39 IST

    ଭୋଟିଂ ବେଳେ ଉତ୍ତେଜନା, ପୁରୀ ତଳଜଙ୍ଗ ବୁଥରେ ଉତ୍ତେଜନା



  • May 25, 2024 13:38 IST

    କଟକରୁ ହେଉଛି ସବୁ ବୁଥର ମନିଟରିଂ



  • May 25, 2024 13:29 IST

    ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ



  • May 25, 2024 13:22 IST

    ଭୋଟ୍ ଦେଲେ ବୈଜୟନ୍ତ



  • May 25, 2024 13:21 IST

    ବାଙ୍କୀରେ EVM ଅଚଳ



  • May 25, 2024 13:14 IST

    ଡ୍ୟୁଟି ବେଳେ ଚାଲିଗଲା ପୋଲିଂ ଏଜେଣ୍ଟଙ୍କ ଜୀବନ

    ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ । ଢେଙ୍କାନାଳ ହିନ୍ଦୋଳ ବାହାଲୁଣ୍ଡା ବୁଥ୍ ନମ୍ବର ୧୩୬ରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଛି । ହିନ୍ଦୋଳ ମେଡିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର । କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନି । ଅଧିକ ପଢ଼ନ୍ତୁ ...



  • May 25, 2024 13:13 IST

    କୃଷ୍ଣପ୍ରସାଦରେ EVM ଅଚଳ



  • May 25, 2024 13:12 IST

    ବହୁତ୍ ଅପେକ୍ଷା କରିବାକୁ ପଡ଼ୁଛି



  • May 25, 2024 13:07 IST

    ମୋ ପ୍ରତି ଆଶୀର୍ବାଦ ଦେବେ



  • May 25, 2024 13:06 IST

    ନିଇତି ଆମେ ଶ୍ରୀମନ୍ଦିରରେ ସେବା କରୁଛୁ, ଆଜି ଗଣତନ୍ତ୍ର ପାଇଁ ଆସିଛୁ



  • May 25, 2024 13:05 IST

    ବୃଦ୍ଧଙ୍କ ଭୋଟକୁ ନେଇ ଦୁଇ ଗୋଷ୍ଠୀ ହାତାହାତି



  • May 25, 2024 13:02 IST

    ଭୋଟ୍ ଦେଲେ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ



  • May 25, 2024 12:54 IST

    ଧର୍ମପତ୍ନୀଙ୍କ ସହ ଆସି ଭୋଟ ଦେଲେ ଗଜପତି ମହାରାଜ



  • May 25, 2024 12:38 IST

    ବୁଥ୍‌କୁ ଭୋଟ୍‌ ଦେବାକୁ ଆସିଥିବା ବୃଦ୍ଧାଙ୍କ ମୃତ୍ୟୁ



  • May 25, 2024 12:38 IST

    ଭୋଟ ଦେଲେ ଗଜପତି



  • May 25, 2024 12:31 IST

    ଭୋଟ୍ ଦେଲେ ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ



  • May 25, 2024 12:30 IST

    ଭୋଟ୍‌ ଦେଲେ ବିଜେପି ପ୍ରାର୍ଥୀ ଅରିନ୍ଦମ୍



  • May 25, 2024 12:13 IST

    ବୁଥ୍‌ରେ ୨ ଗୋଷ୍ଠୀ ମଧ୍ୟରେ ମାରପିଟ, ୨ ଆହତ ।



  • May 25, 2024 12:09 IST

    ଯିଏ ଆମ ଦେଶ ଓ ରାଜ୍ୟର ବିକାଶ କରିବ ତାଙ୍କୁ ଆମେ ଭୋଟ୍ ଦେବୁ



  • May 25, 2024 12:03 IST

    ନେତା ବାଛୁଛନ୍ତି ରେଢ଼ାଖୋଲ ଜନତା



Odisha Election Odisha Politics General Election 2024
Advertisment
Advertisment