• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

corona free panchayat
ଆଦିବାସୀ ହେଲେ ବି ଏମାନେ ସଚେତନ; କରୋନାକୁ ମାତ୍‌ ଦେଇଛନ୍ତି, ସଂକ୍ରମଣରେ ବ୍ରେକ୍ ଲଗାଇଛନ୍ତି

ବ୍ରହ୍ମପୁର/ଭଞ୍ଜନଗର: ସାରା ଦେଶରେ କରୋନାକୁ ନେଇ ହାହାକାର । ହେଲେ କରୋନାକୁ ମାତ ଦେଇଛି ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ କଙ୍କିଆ ପଞ୍ଚାୟତ। ପ୍ରଥମ ଲହର ହେଉ କି ଦ୍ୱିତୀୟ ଲହର ଏଠି କରୋନା ମୁହଁ ମାରିନି। ପାହାଡ଼ ଜଙ୍ଗଲ ଘେରା…

ccorona mata
ମହାମାରୀ ବିପଦରୁ ରକ୍ଷା କରିବେ କରୋନା ମାତା !

ପ୍ରତାପଗଡ଼ : ସଙ୍କଟ ସମୟରେ ରକ୍ଷା କରିବେ କରୋନା ମାତା । କରୋନା ଭୟରେ ତିଆରି ହେଲା କରୋନାମାତା ମନ୍ଦିର । ମହାମାରୀ ଆତଙ୍କ ମନରୁ ଲିଭୁନି । କିଏ ଆପଣାର ଲୋକଙ୍କୁ ହରାଇଛି ତ ଆଉ କାହାର ହସଖୁସିର ପରିବାର…

  • Friday, 11 June 2021
Capture
ଏଣିକି CoWIN ପୋର୍ଟାଲରେ ସାବଧାନର ସହ କରନ୍ତୁ ସର୍ଚ୍ଚ, ନହେଲେ...

ନୂଆଦିଲ୍ଲୀ: ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସରକାର ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଟିକାକରଣ ପାଇଁ ଲୋକମାନେ ସ୍ଲଟ୍ ବୁକିଂ କରିବା ପାଇଁ CoWIN ପୋର୍ଟାଲରେ ରେଜିଷ୍ଟ୍ରେସନ୍‌ କରୁଛନ୍ତି। ଯଦି ଆପଣ CoWIN ପ୍ଲାଟ୍‌ଫର୍ମରେ କିଛି ସର୍ଚ୍ଚ କରୁଛନ୍ତି, ତା’ହେଲେ ସାବଧାନର…

  • Friday, 11 June 2021
tukru
ଡ୍ୟୁଟି ସମୟରେ ‘ଟୁକୁୁରୁ ଟୁକୁରୁ’ ଗୀତରେ ଝୁମିଲେ ଦୁଇ କନେଷ୍ଟବଳ : ଡିସିପି ପଠାଇଲେ କାରଣ ଦର୍ଶାଅ ନୋଟିସ୍

ନୂଆଦିଲ୍ଲୀ : ଟୁକୁୁରୁ ଟୁକୁରୁ ଦେଖତେ ହୋ କ୍ୟା ଚେହରା ତେରା ଚେହରା ତେରା .. . . ମୁହଁରେ ମାସ୍କ ନାହିଁ, ସାମାଜିକ ଦୂରତ୍ୱକୁ କିଏ ପଚାରେ । ଭିଡିଓ ତିଆରି କରିବାରେ ବ୍ୟସ୍ତ ଦୁଇ କନେଷ୍ଟବଳ । ହେଲେ…

  • Friday, 11 June 2021
snake
ସାପ ମୁହଁରେ ପଶିଗଲା ବ୍ୟବହୃତ କଣ୍ଡୋମ୍‌ , ଆଉ ତା’ ପରେ..

ମୁମ୍ବାଇ:ବେଳେବେଳେ ମଣିଷର ସାମାନ୍ୟ ଅନ୍ୟମନସ୍କତା ଜୀବଜନ୍ତୁ ମରଣ ମୁହଁକୁ ବି ଠେଲି ଦେଇପାରେ । ଯେମିତି ଆମେ ବ୍ୟବହୃତ ଜରି, ପଲିଥିନି ବେଖିଆଲ ଭାବେ ବାହାରେ ପକେଇ ଦେଉଛୁ। ଆମର ଏହି ସାମାନ୍ୟ ଭୁଲ୍‌ ପରିବେଶ ପାଇଁ ତ ବିପଦ ସୃଷ୍ଟି…

  • Friday, 11 June 2021
odisha
କରୋନା ଟିକା ନାଁ ଶୁଣିଲେ ଘରେ ପଡ଼ୁଛି ତାଟିକବାଟ

ରାୟଗଡ଼ା: ଶୂନ୍‌ଶାନ୍‌ ଲାଗୁଛି ଗାଁ। କେହି କେଉଁଠି ବି ଦେଖାଯାଉ ନାହାନ୍ତି। ଏମିତି ଲାଗୁଛି, ଯେମିତି ଗାଁରେ କେହି ବର୍ଷ ବର୍ଷ ହେଲା ରହୁ ନାହାନ୍ତି। ପ୍ରକୃତ କାରଣ, କରୋନା ଟିକା ନେବା କଥା ଶୁଣିଲା ପରେ ଯିଏ ଯେଉଁଆଡ଼େ ପାରିଲେ…

delta varient
୨୪ ଘଣ୍ଟାରେ ଚିହ୍ନଟ ହେଲେ ୫,୨୩୫ କରୋନା ଆକ୍ରାନ୍ତ, ଆଖି ବୁଜିଲେ ୪୩

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ହେଁ ବିପଦ ଟଳିନି। ସଂକ୍ରମିତଙ୍କ ହାର ଏବେ ବି ଚିନ୍ତାଜନକ। ଗତକାଲି ରାଜ୍ୟରୁ ୬,୦୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଗତ …

women
ଟିକା ନେବାରେ ମହିଳା ପଛୁଆ : ୧୦୦୦ ପୁରୁଷରେ ୮୫୪ ମହିଳା ନେଇଛନ୍ତି ଟିକା

ନୁଆଦିଲ୍ଲୀ : କରୋନା ଟିକା ନେବାରେ ମହିଳା ପଛୁଆ । ତୁଳନାତ୍ମକ ଭାବେ ଟିକାକରଣ କାର୍ଯ୍ୟକ୍ରମରେ କମ୍ ମହିଳା ସାମିଲ ହେଉଛନ୍ତି । କରୋନାର ଦ୍ୱିତୀୟ ଲହରୀ ଦେଶରେ ଦୁର୍ବଳ ହେଉଥିଲେ ସୁଦ୍ଧା ସମ୍ଭାବ୍ୟ ତୃତୀୟ ଲହରୀ ପାଇଁ ଏବେ ଠାରୁ…

  • Friday, 11 June 2021
Padma Shri Professor Radha Mohan
ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ

ଭୁବନେଶ୍ୱର: ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ରାଧାମୋହନଙ୍କ ପରଲୋକ ନେଇ ତାଙ୍କ ଝିଅ ସାବରମତି ସୂଚନା ଦେଇଛନ୍ତି। କୃଷି କ୍ଷେତ୍ରରେ…

  • Friday, 11 June 2021
corona 1
୪ ଜିଲ୍ଲା କରୋନା ମୁକ୍ତ : ୫୪ ଜିଲ୍ଲାରେ ସଂକ୍ରମଣ ୧୦ରୁ କମ୍‌

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ହାର ହ୍ରାସ ପାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ଅନୁସାରେ ସହର, ଗାଁ, ସାହିରେ ଟେଷ୍ଟିଂ, ଟ୍ରେସିଂ, ଟ୍ରିଟମେଣ୍ଟ୍ ଜାରି ରହିଛି । ସେହିପରି ରାଜ୍ୟରେ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି…

  • Friday, 11 June 2021
G7 ସମ୍ମିଳନୀରେ ଉଠିବ କରୋନା ଯାଞ୍ଚ ଦାବି!

ନୂଆଦିଲ୍ଲୀ : ବ୍ରିଟେନରେ ଅନୁଷ୍ଠିତ G7 ସମ୍ମିଳନୀରେ ନେତାମାନେ ଦେଶମାନଙ୍କୁ ଏକ ବିଲିୟନ ଟିକା ଦେବାକୁ ଆହ୍ୱାନ ଦେଇଛନ୍ତି। ଏହା ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସର ଉତ୍ପତ୍ତି ସମ୍ବନ୍ଧରେ ଏକ ସ୍ୱଚ୍ଛ ଅନୁସନ୍ଧାନ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି।…

  • Thursday, 10 June 2021
Sabitri
ଦୁଇ ସାବିତ୍ରୀଙ୍କ କରୁଣ କାହାଣୀ

ହସ୍ପିଟାଲ୍ ବେଡ୍‌ରେ ଜୀବନ ସହ ଜୁଝୁଛନ୍ତି ସ୍ୱାମୀ ଜୀବନର ପ୍ରଥମ ସାବିତ୍ରୀ ବ୍ରତ ରଖି ସ୍ୱାମୀଙ୍କ ମଙ୍ଗଳ କାମନା ସତ୍ୟବାନଙ୍କ ଜୀବନ ରକ୍ଷା ଲାଗି ଦୁଇ ସାବିତ୍ରୀଙ୍କ ସଂଘର୍ଷ ଗାଥା ଇକ୍‌ମୋ ଚିକିତ୍ସାରେ ଥାଇ ଜୀବନ ସହ ଜୁଝୁଛନ୍ତି ସତ୍ୟବାନ ଭୁବନେଶ୍ୱର…

  • Thursday, 10 June 2021
Untitled-1
ବ୍ରିଟେନର ଭାରତକୁ ଭରସା : ଆର୍ଥିକ ଅପରାଧୀଙ୍କୁ ଶୀଘ୍ର ପ୍ରତ୍ୟର୍ପଣ

ନୂଆଦିଲ୍ଲୀ : ପଳାତକ ବ୍ୟବସାୟୀ ନୀରବ ମୋଦୀ ଏବଂ ଅନ୍ୟାନ୍ୟ ଆର୍ଥିକ ଅପରାଧୀଙ୍କୁ ଶୀଘ୍ର ପ୍ରତ୍ୟର୍ପଣ ପାଇଁ ବ୍ରିଟେନ ଭାରତକୁ ନିଶ୍ଚିତ କରିଛି। ବ୍ରିଟେନ ସରକାର ଭାରତକୁ କହିଛନ୍ତି ଯେ ଏହି ଅପରାଧୀଙ୍କୁ ଶୀଘ୍ର ପ୍ରତ୍ୟର୍ପଣ ପାଇଁ ସମସ୍ତ ପ୍ରକାର ସହଯୋଗ…

  • Thursday, 10 June 2021
Corona-Death
ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ବଢୁଛି

ଗଲା ୨୪ ଘଣ୍ଟାରେ ଦେଶରେ ୬ ହଜାର ୧୪୮ ଜଣଙ୍କ ମୃତ୍ୟୁ ସହ ଦୈନିକ ମୃତ୍ୟୁସଂଖ୍ୟାରେ ସୃଷ୍ଟି ହୋଇଛି ଅଲୋଡ଼ା ରେକର୍ଡ। ଏଣେ ରାଜ୍ୟରେ ବି ଗଲା କିଛିଦିନ ଧରି ଯେଉଁ ୪୦ ପ୍ଲସ୍ ଟ୍ରେଣ୍ଡ୍ ଜାରି ରହିଛି। ତାହା ଆଜି ବି ଦେଖିବାକୁ ମିଳିଛି।

Child
ପିଲାଙ୍କ ପାଇଁ ମାସ୍କ ମନା : ଡିଜିଏଚ୍‌ଏସ୍

ନୂଆଦିଲ୍ଲୀ: କରୋନା ଭାଇରସକୁ ମାତ ଦେବାକୁ ମାସ୍କ ପିନ୍ଧିବା ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ସୁପାରିଶ କରାଯାଇ ନାହିଁ। ଏହା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଆସିଥିବା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ (ଡିଜିଏଚ୍ଏସ୍)। ୬ରୁ…

  • Thursday, 10 June 2021
change-lige
ମହାମାରୀ ବଦଳାଇ ଦେଲା ଜୀବନର ମୋଡ଼

କରୋନା ବଦଳାଇଦେଲା ଜୀବନର ମୋଡ଼। ସବୁ ସ୍ପପ୍ନକୁ ଭାଙ୍ଗି ଚୁରମାର କରିଦେଲା ମହାମାରୀ। ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିବାକୁ ଯିଏ ଦିନେ ଫୁଟବଲ ମୈଦାନରେ କମାଲ ଦେଖାଉଥିଲେ, ଏବେ ସେ ପାଲଟି ଯାଇଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ।

  • Thursday, 10 June 2021
puri
ଏଥର ବି ପୁରୀକୁ ଛାଡ଼ି ଆଉ କେଉଁଠି ବି ଗଡ଼ିବନାହିଁ ରଥ

କୋଭିଡ୍ ସଂକ୍ରମଣ ଥମିନଥିବାରୁ ଗତବର୍ଷ ଭଳି ଏଥର ବି କେବଳ ପୁରୀରେ ବିନା ଭକ୍ତରେ ହେବ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା।

rice
ଏମ୍ଏସ୍ପି ବୃଦ୍ଧି ନେଇ ତେଜିଲା ରାଜ୍ୟ ରାଜନୀତି

କେନ୍ଦ୍ର ସରକାର ଧାନର ଏମ୍ଏସ୍ପି ବୃଦ୍ଧି କରିବା ପରେ ଏହାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି। ତିନି ପ୍ରମୁଖ ଦଳ ମଧ୍ୟରେ ବୟାନବାଜି ଜାରି ରହିଛି। ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଧାନର ଏମ୍ଏସ୍ପି ବୃଦ୍ଧି କରିବା ସ୍ୱାଗତ ଯୋଗ୍ୟ

  • Thursday, 10 June 2021
aiims
ଏମ୍ସରେ ଲାଗିବ ୨ଟି ECMO ମେସିନ

ଭୁବନେଶ୍ୱର ଏମ୍ସରେ ଲାଗିବ ୨ଟି ECMO ମେସିନ। ଗୁରୁତର କୋଭିଡ ରୋଗୀ ଏବଂ ଅନ୍ୟାନ୍ୟ ଆଇସିୟୁ ରୋଗୀଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଲାଗିବ ECMO ମେସିନ୍। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ECMO ମେସିନ ଚଳିତମାସ ଶେଷ ସୁଦ୍ଧା ଲାଗିବ।

  • Thursday, 10 June 2021
yashwant jethwa
ଅମାନିଆ ଦେଲେଣି ୧୪ କୋଟି ଜରିମାନା

ଗତ ୨ ମାସ ମଧ୍ୟରେ ଅମାନିଆ ଦେଲେଣି ସାଢ଼େ ୧୪ କୋଟି ଜରିମାନା। କରୋନା ନିୟମ ଉଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ପାଖରୁ ଏ ଟଙ୍କା ଆଦାୟ ହୋଇଥିବା ସୂଚନା ମିଳିଛି। ଆଜି ପ୍ରେସମିଟ୍‌ କରି ଏପରି ସୂଚନା ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠଓ୍ୱା

  • Thursday, 10 June 2021
3
ଆଦିତ୍ୟ ବିଶାଲ ଏହି କଳାକାରଙ୍କ ସହ ରୋମାଣ୍ଟିକ୍ ଦୃଶ୍ୟରେ ଦେଖାଦେଲେ

ମୁମ୍ବାଇ : ଆଜିକାଲି ଦକ୍ଷିଣ ଆଫ୍ରିକାର କେପଟାଉନରେ ରିଆଲିଟି ସୋ ‘ଖତରୋ କେ ଖିଲାଡି ୧୧’ର ସୁଟିଂ ଚାଲିଛି। ସମସ୍ତ ପ୍ରତିଯୋଗୀ ଇନଷ୍ଟାଗ୍ରାମରେ ସୁଟିଂ ପରେ ସେମାନଙ୍କର ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି। ଏହି ଶୋ’ର ପ୍ରତିଯୋଗୀ ବିଶାଲ ଆଦିତ୍ୟ…

  • Thursday, 10 June 2021
cp
ରଜରେ ନିୟମ ନମାନିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଅମାନିଆଙ୍କୁ ସତର୍କ କଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। କଟକଣା ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କଲେ।

  • Thursday, 10 June 2021
Biki
ଭୋକିଲାଙ୍କ ପାଇଁ ସାହା ବିକାଶ

ବ୍ରହ୍ମପୁର: ହୃଦୟ ତ ଆମ ସମସ୍ତଙ୍କ ପାଖରେ ଅଛି, ହେଲେ ବିଶାଳ ହୃଦୟ ବାସ୍‌ ମାତ୍ର ଅଳ୍ପ ଜଣଙ୍କ ପାଖରେ ଥାଏ। ଲକଡାଉନ୍‌ ସମୟରେ ଅନେକ ଖାଦ୍ୟ ପାଉନାହାନ୍ତି। କିଏ କେତେବେଳେ ଗଣ୍ଡାଏ ଖାଇବାକଉ ଦେବ ତାହାକୁ ଅନାଇ ରହିଛନ୍ତି। ଆଉ…

  • Thursday, 10 June 2021
Ali
ବାଟବଣା ହେଉଛି କି ସରକାରଙ୍କ ମାଳ ମାଳ ଯୋଜନା?

ଅସହାୟ ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଘର ଯୋଗାଇଦେବା ପାଇଁ ସରକାରଙ୍କର ରହିଛି ବିଜୁପକ୍କା ଘର ଏବଂପ୍ରଧାନମନ୍ତ୍ରୀ ଆବାସ ଯୋଜନା।

  • Thursday, 10 June 2021
mumbai rain
ଆସୁଛି ବଡ଼ ବର୍ଷା, ମାଡ଼ି ଆସିବ ବନ୍ୟା ଜଳ ! ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ

ଭୁବନେଶ୍ୱର: ମୌସୁମୀ ରୁତୁରେ ବର୍ଷାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ଆଗୁଆ ପ୍ରସ୍ତୁତି । ଲଘୁଚାପ ଜନିତ ବର୍ଷା ଓ ମୌସୁମୀ ପ୍ରଭାବରେ ରାଜ୍ୟରେ ଅଧିକ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା…