• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

corona
କରୋନାର ତୃତୀୟ ଲହର ଶିଶୁଙ୍କ ପାଇଁ କେତେ କ୍ଷତିକାରକ?

କରୋନା ତୃତୀୟ ଲହରରୁ ଶିଶୁଙ୍କୁ ସୁରକ୍ଷା ଦେବା ପାଇଁ ସେମାନଙ୍କ ରୋଗ ନିରୂପଣ ଓ ଚିକିତ୍ସା ପଦ୍ଧତି ସଂପର୍କିତ ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର

Accident
NH ରେ ଓଲଟିଲା ମାଛ ବୋଝେଇ ଟ୍ରକ୍‌

ଜାତୀୟ ରାଜପଥରେ ଦୁର୍ଘଟଣା। ପାଣିକୋଇଲି ଥାନା ଗୋଳେପୁର ଛକ ନିକଟରେ ଅଘଟଣ, ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଲା ମାଛ ବୋଝେଇ ଟ୍ରକ

  • Friday, 11 June 2021
Arvind
ଅରବିନ୍ଦଙ୍କ ଦାବି, ଦ୍ୱିତୀୟ ଡୋଜ୍‌ ନେବା ପରେ ଶରୀର ପାଲଟିଗଲା ଚୁମ୍ବକ

ମହାରାଷ୍ଟ୍ର: କରୋନା ଭ୍ୟାକ୍ସିନ ନେବା ପରେ ଶରୀର ପାଲଟି ଯାଉଛି ଚୁମ୍ବକ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ପ୍ରକୃତରେ ଏଭଳି ଘଟଣା ଘଟିଥିବା ଜଣେ ବୃଦ୍ଧ ଦାବି କରିଛନ୍ତି । ମହାରାଷ୍ଟ୍ରର ଏହି ବୃଦ୍ଧ ଜଣକ ଦାବି କରିଛନ୍ତି ଯେ, କରୋନା…

bjp
ଟିକାଦାନ କ୍ଷେତ୍ରରେ ପକ୍ଷପାତିତା ଅଭିଯୋଗ କଲା ବିଜେପି

ଟିକାକରଣକୁ ନେଇ ଥମିବାରେ ନା ନେଉ ନାହିଁ ରାଜନୀତି। ସୂଚନା ଅନୁସାରେ, ୧୮ ରୁ ୪୪ ବର୍ଷିୟ ବ୍ୟକ୍ତିଙ୍କୁ ଟିକାଦାନ କ୍ଷେତ୍ରରେ ପକ୍ଷପାତିତା ଅଭିଯୋଗ ଆସିଛି

Mother
ଅସହାୟ ବୃଦ୍ଧା ମାଆଙ୍କୁ ନେଇ ଜଙ୍ଗଲରେ ଛାଡ଼ିଦେଲେ କଳିଯୁଗର କୁଳାଙ୍ଗାର ପୁଅ

କରୋନା କାଳର କରୁଣ ଦୃଶ୍ୟ। କାମଧନ୍ଦା ନ ମିଳିବା ସହ ଆଶ୍ରା ନମିଳିବାରୁ ଅସହାୟ ବୃଦ୍ଧା ମାଆଙ୍କୁ ନିଛାଟିଆ ସ୍ଥାନରେ ଛାଡ଼ି ପଳାଇବା ଉଦ୍ୟମ ବେଳେ ଦୁଇ ଦିବ୍ୟାଙ୍ଗ ପୁଅଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି।

  • Friday, 11 June 2021
Fisher man
କଟକଣା ଲାଗି ସମୁଦ୍ରକୁ ଯାଉନାହାନ୍ତି ମତ୍ସ୍ୟଜୀବୀ: ଚଳିବାରେ ଅସୁବିଧା ହେଉଥିବା ନେଇ କଲେ ଅଭିଯୋଗ

ସଙ୍କଟରେ ମତ୍ସ୍ୟଜୀବୀ ପରିବାର। ମାଛ ଧରା କଟକଣା ଯୋଗୁଁ ହାତ ବାନ୍ଧି ବସିଛନ୍ତି ଧିବର ପରିବାର। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି  କେନ୍ଦ୍ରାପଡ଼ା ରାଜନଗର ଡିଆପାରି ଗାଁରେ। ଯେଉଁଠି ରାତି ପାହିଲେ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥାନ୍ତି ମତ୍ସ୍ୟଜୀବୀ, ଆଜି ସେଠାରେ ସବୁ କିଛି ନିଶୁନ ଲାଗୁଛି।

  • Friday, 11 June 2021
cbk mohamty
ରାଜ୍ୟରେ କମୁଛି ସଂକ୍ରମଣ ହାର, ସ୍ଥିତି ଦେଖି ହେବ ଅନ୍‌ଲକ୍

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କମୁଛି କରୋନା ସଂକ୍ରମଣ । ଏନେଇ ସୂଚନା ଦେଇଛନ୍ତି DMET ସିବିକେ ମହାନ୍ତି । ସେ ଆଜି ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ହେବାର ଦେଖାଯାଉଛି…

patient
କରୋନା ରୋଗୀଙ୍କ ଯତ୍ନ ନେବ ରୋବୋଟ୍

ମୁମ୍ବାଇ: କରୋନା ଚିକିତ୍ସା କ୍ଷେତ୍ରରେ ନୂଆ ଆଶା। ଏଣିକି କରୋନା ରୋଗୀଙ୍କ ଚିକିତ୍ସାରେ ସହାୟକ ହେବ ରୋବୋଟ୍। ଖାଇବା ପିଇବା ଓ ମେଡିସିନ୍ ଯୋଗାଇବା ସହ ରୋଗୀଙ୍କ ଅବସାଦ ମଧ୍ୟ ଦୂର କରିବାରେ ରୋବୋଟ୍ ସହାୟକ ହେବ। ସେହିପରି ରୋଗୀଙ୍କୁ ଆମ୍ବୁଲାନ୍ସରୁ…

  • Friday, 11 June 2021
ସଫେଇ କାମ ତଦାରଖ ନେଇ ମେନ୍‌ହୋଲ୍‌ରେ ପଶିଲେ ମହିଳା ଅଧିକାରୀ

ମୁମ୍ବାଇ : ମୁମ୍ବାଇର ଥାନେ ଜିଲ୍ଲାର ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଜଣେ ମହିଳା ଅଧିକାରୀ ତାଙ୍କ କର୍ତ୍ତବ୍ୟକୁ ଗୁରୁତ୍ୱ ଦେଉଥିବା ଦେଖାଯାଏ। ଦେଖାଯାଏ ଯେ ଶାଢୀ ପିନ୍ଧିଥିବା ଜଣେ ମହିଳା ସଫେଇ ନିରୀକ୍ଷକ ଡ୍ରେନର ସ୍ୱଚ୍ଛତା ଯାଞ୍ଚକରିବା…

  • Friday, 11 June 2021
west bengal
ବଙ୍ଗରେ ବିଜେପିକୁ ଶକ୍ତ ଝଟକା : ଟିଏମସି ଫେରିବେ ମୁକୁଲ ରୟ

କୋଲକାତା : ମୁକୁଲ ରୟଙ୍କ ଘର ବାହୁଡ଼ା । ପଶ୍ଚିବମଙ୍ଗରେ ନିର୍ବାଚନ ହାରିବା ପରେ ଭାରତୀୟ ଜନତା ପାର୍ଟିକୁ ଶକ୍ତ ଝଟକା ଲାଗିବ । ରାଜ୍ୟ ରାଜନୀତିର ସମୀକରଣ ବଦଳିବ । ବିଜେପିର ବଡ଼ ନେତା ମୁକୁଲ ରୟ ପୁଅ ଶୁଭ୍ରାଂଶୁଙ୍କ…

  • Friday, 11 June 2021
marriage-1
ବାହା ହେବେ ମମତା ବାନାର୍ଜୀ

ଚେନ୍ନାଇ: ବାହା ହେଉଛନ୍ତି ମମତା ବାନାର୍ଜୀ। କାହାକୁ ବାହା ହେଉଛନ୍ତି ଜାଣନ୍ତି ? ସୋସାଲିଜିମ୍‌ ସହ। ଜୁନ୍‌ ୧୩ ତାରିଖ ଏହି ବିବାହ ସମ୍ପନ୍ନ ହେବ। ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? ତେବେ କିଛି ଭାବିବା ପୂର୍ବରୁ ସମ୍ପୂର୍ଣ୍ଣ ଖବରଟି…

  • Friday, 11 June 2021
ଖସୁଛି କରୋନା ଗ୍ରାଫ୍‌ : ୨୪ ଘଣ୍ଟାରେ ୯୧,୭୦୨ ନୂଆ ମାମଲା, ୩,୪୦୩ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଗତି ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ଇତିମଧ୍ୟରେ କରୋନାର ଦ୍ୱିତୀୟ ଲହର କମଜୋର ହୋଇଥିଲେ ମଧ୍ୟ ବିପଦ ଏବେ ବି ବଳବତ୍ତର ରହିଛି।  ସ୍ୱାସ୍ଥ୍ୟମନ୍ତ୍ରାଳୟ ମୁତାବିକ କରୋନା ଗାଇଡ୍‌ଲାଇନ୍‌କୁ ଯଦି ଠିକରେ ପାଳନ…

  • Friday, 11 June 2021
yogi adityanath
ପାଖେଇ ଆସୁଛି ଉତ୍ତରପ୍ରଦେଶ ନିର୍ବାଚନ, ମୋଦିଙ୍କୁ ଭେଟିଲେ ଯୋଗୀ

ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ତେଣୁ ଏବେଠୁ ରାଜ୍ୟରେ ଆରମ୍ଭ ହେଲାଣି ଆରୋପ ପ୍ରତ୍ୟାରୋପ । ନିର୍ବାଚନ ଯେତିକି ପାଖୋଉଛି ରାଜନୀତି ସେତିକି ସରଗରମ ହେଉଛି । ନେତାଙ୍କ କଥାରେ ଉଷ୍ମତା ବଢ଼ୁଛି । ତେବେ ଗୁରୁବାର…

nusrat jahan and nikhil jain 5
ନିଖିଲଙ୍କ ଖୁଲାସା, କହିଲେ-‘ସ୍ୱାମୀ-ସ୍ତ୍ରୀଙ୍କ ଭଳି ଏକାଠି ରହୁଥିଲୁ, ହେଲେ ବିବାହ ରେଜିଷ୍ଟର ପାଇଁ ମନା କରୁଥିଲେ ନୁସରତ୍‌’

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସରତ୍‌ ଜହାଁ ବିଜ୍‌ନେସ୍‌ ମ୍ୟାନ୍‌ ନିଖିଲ ଜୈନଙ୍କ ସହ ହୋଇଥିବା ତାଙ୍କର ବିବାହ ବୈଧ(ଭାଲିଡ୍‌) ନୁହେଁ ବୋଲି କହିବା ସହ ନିଖିଲଙ୍କ ବିରୋଧରେ ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଖୁଲାସା କରି ନୁସରତ୍‌ କହିଥିଲେ,…

  • Friday, 11 June 2021
atm
ମହଙ୍ଗା ହେଲା ଏଟିଏମରୁ ଟଙ୍କା ଉଠାଣ : ଶୁଳ୍କ ବୃଦ୍ଧି କଲା RBI

ନୂଆଦିଲ୍ଲୀ : କ୍ୟାସ୍ ଉଠାଣ ନିମୟରେ ପରିବର୍ତ୍ତନ । ଏଟିଏମରୁ କ୍ୟାସ୍ ଉଠାଣ ନିମୟରେ ପରିବର୍ତ୍ତନ କରିଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । ଏବେ ଦେବାକୁ ପଡ଼ିବ ଅଧିକ ଚାର୍ଜ । ଗତ ଗୁରୁବାର ଏଟିଏମ୍ ଟ୍ରାନଜାକ୍ସନ ସହ ଜଡ଼ିତ…

  • Friday, 11 June 2021
4
ବିବାହ ବେଳେ ମା’ଙ୍କର ୩୩ ବର୍ଷର ପୁରୁଣା ଶାଢୀ ପିନ୍ଧିଥିଲେ ୟାମି

ମୁମ୍ବାଇ : ଅତି ସରଳ ବିବାହକରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବା ୟାମି ଗୌତମଙ୍କ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଦେବଦାରୁ ଗଛ, ଗେଣ୍ଡୁ ଫୁଲ ଏବଂ କଦଳୀ ପତ୍ରରେ ସଜାଯାଇଥିବା ମଣ୍ଡପ ସହିତ ପାହାଡି ନୋଥରେ…

  • Friday, 11 June 2021
maobadi
ଏନକାଉଣ୍ଟରରେ ସିନିୟର କ୍ୟାଡର ମାଓବାଦୀ ନିହତ

ବରଗଡ଼: ବରଗଡ଼ ଜିଲ୍ଲା ପଦମପୁରରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ।  SOG ଓ ଓଡ଼ିଶା ପୋଲିସର ମିଳିତ ଅପରେସନରେ ଏହି କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ଘଟିଥିବା…

  • Friday, 11 June 2021
ji
ଜିତିନ ପ୍ରସାଦଙ୍କୁ ବଡ଼ ଉପହାର ଦେଇପାରେ ବିଜେପି : ଯୋଗୀ କ୍ୟାବିନେଟରେ ମିଳିପାରେ ମନ୍ତ୍ରୀପଦ

ଲକ୍ଷ୍ନୌ : : ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ସାମିଲ ହୋଇପାରନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ଜିତିନ ପ୍ରସାଦ । ଦୁଇ ଦିନ ପୂର୍ବରୁ କଂଗ୍ରେସ ଛାଡ଼ି ପଦ୍ମପୋଖୀରକୁ ଲମ୍ଫ ପ୍ରଦାନ କରିବା ପରେ ଜିତିନଙ୍କୁ ବଡ଼…

  • Friday, 11 June 2021
sinkhole swallows
ହଠାତ୍‌ ପାର୍କିଂ ସ୍ଥଳରେ ସୃଷ୍ଟି ହେଲା ବିରାଟକାୟ ଗର୍ତ୍ତ, ଗୋଟିଏ ପରେ ଗୋଟିଏ ଗାଡ଼ି ଗର୍ତ୍ତ ଭିତରେ ପଶିଗଲା

ଇସ୍ରାଏଲ: ପାର୍କିଂ ସ୍ଥଳରେ ରଖା ଯାଇଥିଲା କାର୍‌। ହଠାତ୍‌ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇ ଗୋଟିଏ ପରେ ଗୋଟିଏ ଗାଡ଼ି ଗର୍ତ୍ତରେ ଭିତରେ ପଶିଗଲା। କେହି କିଛି ବୁଝିବା ଆଗରୁ ମାତ୍ର କିଛି ସେକେଣ୍ଡରେ ୩ଟି ଗାଡ଼ି ଗର୍ତ୍ତରେ ଭିତରେ ପଶି…

  • Friday, 11 June 2021
Rain
ପୁଣି ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ରାଜ୍ୟରେ ଆସିବାକୁ ଯାଉଛି ବଡ଼ ବର୍ଷା। ଏହାରି ପ୍ରଭାବରେ ଆଜିଠାରୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ଆଜି ମାଲକାନଗିରି, କୋରାପୁଟ,…

hamirpur
ରାକ୍ଷୀ ପାଇଁ ମରଣ ମୁହଁରେ ସିନ୍ଦୁର : ଭିଣୋଇ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ଶଳା

ପାରିବାରିକ କଳହର କରୁଣ ପରିଣତି ସ୍ତ୍ରୀକୁ ଘରକୁ ନେବା ଜିଦରୁ ବିବାଦ ଆରମ୍ଭ ହେଲା ମାଡ଼ପିଟ ହେଲେ ଶ୍ୱଶୁର-ଜ୍ୱାଇଁ ଭିଣୋଇ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ଶଳା ହମିରପୁର : ରାକ୍ଷୀ ପାଇଁ ମରଣ ମୁହଁରେ ସିନ୍ଦୁର । ସାମାନ୍ୟ…

  • Friday, 11 June 2021