• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

z1
ତତଲା କଢ଼େଇରେ ଫୁଟୁଛି ପଶ୍ଚିମ ଓଡ଼ିଶା

ସୋନପୁର/ଝାରସୁଗୁଡ଼ା: ‘ଫୋନି’ ଛାଟର ଦାଗ ଉପକୂଳବାସୀଙ୍କ ପିଠିରୁ ଲିଭି ନଥିବା ବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହ, ଅସମ୍ଭବ ଖରା ସାଙ୍ଗକୁ ନାକେଦମ୍ କଲାଭଳି ଗୁଳୁଗୁଳି ଏବେ ସାରା ଓଡ଼ିଶାକୁ କନ୍ଦାଉଛି। ଗତ କିଛି ଦିନ ଧରି ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ପାରଦ ୪୦ଡିଗ୍ରୀ ଉପରେ ରହୁଥିବାରୁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୮ରୁ ହିଁ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ତାତିରୁ ବର୍ତ୍ତିବା ପାଇଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ରାସ୍ତାଘାଟ, ଦୋକାନ […]

  • Friday, 16 July 2021
matric
ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ପଛର ମାଷ୍ଟରମାଇଣ୍ଡ କିଏ ?

ଭୁବନେଶ୍ୱର :  ନୂଆପଡ଼ା, ଢେଙ୍କାନାଳ, କୋରାପୁଟ ଓ ଜଗତସିଂହପୁର ଜିଲ୍ଲାରେ ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ଘଟଣାକୁ ନେଇ ଜାରି ରହିଛି ତନାଘନା। ଏହି ଘଟଣାରେ ମୋଟ ୧୧ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ୮ ଜଣଙ୍କ ନାଁରେ ଏତଲା ଦାୟର ହୋଇଛି। ସେହିପରି ଭାଇରାଲ ଘଟଣାରେ ସଂପୃକ୍ତ ୪ ପରୀକ୍ଷାର୍ଥୀଙ୍କୁ ପରୀକ୍ଷାରୁ ବାଦ୍ ଦିଆଯାଇଛି। ତେବେ ଅସଲ ଭାଇରାଲକାରୀ କିଏ ? କେଉଁଭଳି ପରିସ୍ଥିତିରେ ଏଭଳି ଭାଇରାଲ୍ ହେଲା ? ସେନେଇ ସ୍ପଷ୍ଟ ହୋଇନାହିଁ। ଘଟଣାର […]

  • Friday, 16 July 2021
12
ସ୍ୱତନ୍ତ୍ର ପରମ୍ପରା ; ଏଠାରେ ଅନୁଷ୍ଠିତ ହୁଏ ଦେବୀ-ମାନବ ବିବାହ

ଆଳି : ଆଧୁନିକ ଯୁଗରେ ବି ବଞ୍ଚି ରହିଛି ଏମିତି ପରମ୍ପରା। କେନ୍ଦ୍ରପଡ଼ା ଜିଲ୍ଲା ରାଜକନିକା ବଜରପୁର ଗାଁରେ ଅନୁଷ୍ଠିତ ହୋଇଛି ଦେବୀ-ମାନବ ବିବାହ। ଗାଁର ଆରାଧ୍ୟ ଦେବୀ ମାଆ ବାସୁଳାଇଙ୍କ ସହ କୁମ୍ଭାର ରାଜା ବଳୀଙ୍କ ବିବାହ ହୋଇଛି। ଏହି ଗାଁରେ ବହୁ ପୂର୍ବରୁ ଏପରି ଏକ ପରମ୍ପରା ଚଳି ଆସୁଛି। ଯେଉଁଠି ଦେବୀ-ମାନବ ବାହାଘର ହେଉଛି। ଆଧୁନିକତାର ଏହି ସମାଜରେ ଆଜି ବି ବଜାୟ ରହିଛି ଏହି ପରମ୍ପରା। ଏହି ଦେବୀ-ମାନବ ବାହାଘର ଖୁବ୍‌ […]

  • Friday, 16 July 2021
viral---1
ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର :  ସତର୍କତା, ସଚେତନତା ଓ ସଜାଗ ସତ୍ତ୍ୱେ ଫେଲ୍ ମାରିଲା ସରକାର ଆଉ ବୋର୍ଡ କର୍ତ୍ତୃପକ୍ଷଙ୍କ ସବୁ ଉଦ୍ୟମ। ଗତବର୍ଷ ଭଳି ଏଥର ବି ପ୍ରଥମ ଦିନରୁ ଭାଇରାଲ୍ ହୋଇଛି ମାଟ୍ରିକ୍‌ ପରୀକ୍ଷାର ପ୍ରଶ୍ନପତ୍ର। କେତେବେଳେ ନୂଆପଡ଼ା ତ କେତେବେଳେ କାମାକ୍ଷାନଗର।  ଏ ମୋବାଇଲ୍‌ରୁ ସେ ମୋବାଇଲ୍ ଘୁରିବୁଲିଲା ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର। ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ଦିନରେ ହିଁ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ନୂଆପଡ଼ା ଏବଂ କାମାକ୍ଷାନଗରରେ ପରୀକ୍ଷା ଆରମ୍ଭ ହେବାର କେଇ […]

  • Friday, 16 July 2021
4
ଝିଅ ବାହାଘର କରିବା ବଦଳରେ ‘ଫୋନି’ ପାଇଁ ସହର ଛାଡ଼ୁଛନ୍ତି ପରିବାର

ଭୁବନେଶ୍ୱର: ‘ଫୋନି’ ପ୍ରଭାବରେ ଜୀବନଯାତ୍ରା ଠପ୍ ହୋଇଯାଇଥିବା ବେଳେ ବାହାଘର ଭଳି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଗୁଡ଼ିକର ଭାଗ୍ୟ ମଧ୍ୟ ଏବେ ଅନିଶ୍ଚିତତା ଭିତରେ। ଯେଉଁମାନେ ବାହାଘର ପାଇଁ ଭୁବନେଶ୍ୱର କିମ୍ବା ପୁରୀରେ ମଣ୍ଡପ ଠିକ୍ କରି ନିମନ୍ତ୍ରଣ ପତ୍ର ବାଣ୍ଟି ସାରିଥିଲେ ସେମାନଙ୍କ ଅବସ୍ଥା କଥା ଏବେ ନ କହିବା ଭଲ। ବାତ୍ୟା ମାଡ଼ରେ ଅଧିକାଂଶ କଲ୍ୟାଣ ମଣ୍ଡପର ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଫଳରେ ବାହାଘର ଘୁଞ୍ଚାଇବାକୁ ଲୋକେ ବାଧ୍ୟ ହେଉଛନ୍ତି। ଆଉ ଦୁଇଦିନ ପରେ […]

  • Friday, 16 July 2021
a2
ପ୍ରଶାସନକୁ ଅପେକ୍ଷା ନ କରି ସଜାଡ଼ିଲେ ବିଦ୍ୟୁତ୍‌ ତାର, କାଟିଲେ ଗଛ

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବରେ ଓଡ଼ିଶାର ପୁରୀ, ଖୋର୍ଦ୍ଧା ଏବଂ ଭୁବନେଶ୍ୱର ସହର ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି। ଆଉ ଯେଉଁ ସେବା ଅଧିକ କ୍ଷତିଗ୍ରସ୍ତ ହୋଇଛି, ତାହା ହେଉଛି ବିଦ୍ୟୁତ୍‌। ଏହି ସମସ୍ତ ସହରରେ ବିଦ୍ୟୁତ୍‌ ସେବା ଯୋଗାଇ ଦେବା ପାଇଁ ଯୁନ୍ଧକାଳୀନ ଭିତ୍ତିରେ କରାମତି କାମ ଚାଲିଛି। ଅନ୍ୟ ଅଞ୍ଚଳ କଥା ଛାଡ, ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସେବା ପହଞ୍ଚି ପାରିନି। ରାସ୍ତା ଉପରେ ଏବେ ବି ପଡି ରହିଛି ଉପୁଡି ଯାଇଥିବା ଗଛ। […]

  • Friday, 16 July 2021
sura baba
ଜେଲ୍ ଗଲା ପରେ ବି ସୁଧୁରିଲେନି ସୁର ବାବା

ଭୁବନେଶ୍ୱର : ପୁଣି ବାହାରିଲାଣି କି ବାବାଙ୍କ ସେହି ପୁରୁଣା ରୋଗ। ପୁଣି ମେଲିଲାଣି କି ତ୍ରାହିଅଚ୍ୟୁତ ଆଶ୍ରମରେ ବ୍ୟଭିଚାରର ସାମ୍ରାଜ୍ୟ। ଏତଲା କପିରେ ଦର୍ଶାଯାଇଛି ନିର୍ବନ୍ଧ ସରିଥିବା ଗଂଜାମ ଜିଲ୍ଲାର ଜଣେ ଯୁବତୀଙ୍କୁ ପୂଜା ବାହାନାରେ ରାତି ୩ଟାରେ ନିଜ କୋଠରୀକୁ ଡକାଇଥିଲେ ସୁରବାବା। ଆଉ ଡକରା ପାଇବା ପରେ ସୁର ବାବାଙ୍କ ପରମ ଭକ୍ତ ତଥା ଆଶ୍ରମରେ ରହୁଥିବା ସଂପୃକ୍ତ ଯୁବତୀଙ୍କ ଭାବୀ ସ୍ୱାମୀ ଆଉ ପରିବାର ଲୋକେ ନେଇଯାଇଥିଲେ ବାବାଙ୍କ ଅନ୍ଧାର କୋଠରୀକୁ। […]

  • Friday, 16 July 2021
q2
ବାତ୍ୟା ପରବର୍ତ୍ତୀ ସଚେତନତା

ଭୁବନେଶ୍ୱର: ଚାଲି ଯାଇଛି ଝଡ଼, ହେଲେ ଛାଡ଼ି ଯାଇଛି ତାର କୋପ। କେଉଁଠି ସବୁ କିଛି ହରାଇଥିବା ବିପନ୍ନ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ଖୋଜୁଛି, ତ ଆଉ କେଉଁଠି ଧ୍ୱଂସ ସ୍ତୁପ ତଳୁ ସ୍ମୃତି ସାଉଁଟୁଛି ବେସାହାରା ମଣିଷ। ଏଭଳି ସ୍ଥିତିରେ ଆପଣମାନେ କ’ଣ କରିବେ, କ’ଣ ନ କରିବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନତା ଜାରି କରାଯାଇଛି। ପାଣିରେ ବୁଡ଼ି ଯାଇଥିବା କୂଅ ଓ ନଳକୂଅର ପାଣି ପିଅନ୍ତୁ ନାହିଁ। ପାଣିକୁ ଫୁଟାଇ କିମ୍ବା […]

  • Friday, 16 July 2021
mass-2
ଭୁବନେଶ୍ୱର ରାମ ମନ୍ଦିରରେ ଗଣ ବିବାହ

ଭୁବନେଶ୍ୱର : ବାଜା, ବାଣ ଓ ରୋଷଣୀ ସାଙ୍ଗକୁ ପୁରୋହିତଙ୍କ ମନ୍ତ୍ର ପାଠ। ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ଗୋଟିଏ ସ୍ଥାନରେ ଜଣେ କି ଦୁଇଜଣ ନୁହେଁ ୨୫ ଯୋଡ଼ା ବରକନ୍ୟା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଭୁବନେଶ୍ୱର ରାମ ମନ୍ଦିର ପରିସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପ୍ରୟାସ’ ପକ୍ଷରୁ ଆୟୋଜିତ ହୋଇଛି ଏହି ଗଣ ବିବାହ। ଜନ୍ମରୁ ଦୃଷ୍ଟି ଶକ୍ତି ହରାଇଛନ୍ତି କାହ୍ନୁ ଓ ଜୟନ୍ତୀ। କିନ୍ତୁ ପ୍ରଥମ ଦେଖାରେ ହିଁ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ ଦୁହେଁ। […]

  • Friday, 16 July 2021
koraput
କୋରାପୁଟ ଜିଲ୍ଲା ଲାଗି ଗୌରବ ସ୍ୱାଗତିକା ଓ ସସ୍ମିତା

କୋରାପୁଟ :  କଥାରେ ଅଛି ଦୃଢ଼ ଇଚ୍ଛା ଶକ୍ତି ଥିଲେ ହାର୍‌ ମାନେ ସବୁ ପ୍ରତିବନ୍ଧକ। ଏହାକୁ ସତ କରି ଦେଖାଇଛନ୍ତି କୋରାପୁଟ ଜିଲ୍ଲାର ଦୁଇ ଦିବ୍ୟାଙ୍ଗ ଛାତ୍ରୀ। ଦୃଷ୍ଟି ଶକ୍ତି ହରାଇଥିବା ଏହି ଦୁଇ ଛାତ୍ରୀ ସାଧାରଣ ପିଲାଙ୍କ ଭଳି କ୍ଲାସ୍‌ ରୁମ୍‌ରେ ପାଠ ପଢୁଛନ୍ତି। ଜନ୍ମରୁ ଦିବ୍ୟାଙ୍ଗ ସ୍ୱାଗତିକା ଖୋସ୍‌ଲା। ଦୃଷ୍ଟି ଶକ୍ତି ହରାଇଥିଲେ ବି ମନରେ ପାଠ ପଢିବା ଲାଗି ରହିଛି ଢେର ଆଗ୍ରହ। ଦୃଷ୍ଟିହୀନ ହେଲେ ବି ପ୍ରଥମ କ୍ଲାସ୍‌ରୁ ପିଲାଙ୍କ […]

  • Friday, 16 July 2021
mm
ପ୍ରେମ ହେଲା ସାକାର ; ନିଆରା ଦିବ୍ୟାଙ୍ଗ ପ୍ରେମୀଙ୍କ ଆଦର୍ଶ ବାହାଘର

ବାଲୁଗାଁ : ପ୍ରେମ ଶାଶ୍ୱତ ଓ ଚିରନ୍ତନ। ପ୍ରେମର ନା ଅଛି ଭାଷା ନା ଥାଏ ସୀମା।  ଦୁଇଟି ହୃଦୟ ଯୋଡ଼ିବା ପାଇଁ ବାକ୍ୟ ବିନିମୟ ଯେ ଆବଶ୍ୟକ ତାହା ନୁହେଁ, ପ୍ରେମ ପାଇଁ ହୃଦୟର ଭାଷା ହିଁ ଯଥେଷ୍ଟ। ଏମିତି ହୃଦୟର ଭାଷାକୁ ବୁଝି ଏକାଠି ହୋଇଛନ୍ତି ୨ ଜଣ ଦିବ୍ୟାଙ୍ଗ। ଦୁଇ ଜଣଙ୍କ ପ୍ରେମ ଏବେ ନେଇଛି ବିବାହର ରୂପ। ବୈଦିକ ରୀତିନୀତିରେ ଚାଲିଛି ବିବାହ। ହୁଳହୁଳି ସହ ମନ୍ତ୍ର ଉଚ୍ଚାରଣରେ ଫାଟିପଡୁଛି ପରିବେଶ। […]

  • Friday, 16 July 2021
sahid5
ସହିଦ ଯବାନଙ୍କୁ ଲୋତକପୂର୍ଣ୍ଣ ବିଦାୟ ; ଅନ୍ତିମ ଯାତ୍ରାରେ ଶହ ଶହ ଜନତା ସାମିଲ

ଭୁବନେଶ୍ୱର : କାନ୍ଦ ବୋବାଳିରେ ଫାଟି ପଡୁଛି ସହିଦ୍‌ଙ୍କ ଘର। ଝୁରୁଛି ଜନ୍ମମାଟି, ଝୁରୁଛନ୍ତି ପରିବାର ଓ ଆତ୍ମୀୟ। ସହିଦ ଯବାନ ଅମର ରହେ ଧ୍ୱନୀରେ ପ୍ରକମ୍ବିତ ହେଉଛି ପୂରା ଅଞ୍ଚଳ। କାଶ୍ମୀରରୁ ଜୟପୁର- ବିହାରରୁ ଜଗତସିଂହପୁର, ପଞ୍ଜାବରୁ ଡେରାଡୁନ ସବୁଠି ସେଇ ଗୋଟିଏ ଚିତ୍ର। ୪୦ ବୀର ଯବାନଙ୍କ ମରଶରୀର ସେମାନଙ୍କ ପୈତୃକ ଗାଁରେ ପହଞ୍ଚିବା ପରେ ଜନସମୁଦ୍ର ପାଲଟିଛି ବିରାଟ ଶବ ଶୋଭାଯାତ୍ରା। ସହିଦଙ୍କ ଲାଗି ଲୋତକପୂର୍ଣ୍ଣ ବିଦାୟୀ ଯାତ୍ରା ଦେଇଛନ୍ତି ହଜାର ହଜାର […]

  • Friday, 16 July 2021
pulwama
ପୁଲଓ୍ୱାମା ଆକ୍ରମଣର ଛାନ୍‌ଭିନ୍‌

ଶ୍ରୀନଗର : ପୁଲଓ୍ୱାମା ଆକ୍ରମଣର ଛାନ୍‌ଭିନ୍ ଚାଲିଛି। ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି NIA ଓ NSGର ମିଳିତ ଟିମ୍। ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ଆଦିଲ୍ ଅହମଦ ଦର୍ କେଉଁଠୁ ବିସ୍ଫୋରକ ପାଇଲା, ତାକୁ ଆଉ କିଏ ସାହାଯ୍ୟ କରିଛି, କଡ଼ା ସୁରକ୍ଷା ସତ୍ତ୍ୱେ CRPF ଗାଡ଼ି ପାଖକୁ ସେ କେମିତି ଆସିଲା ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ଅନୁସନ୍ଧାନକାରୀ ଟିମ୍। ତା ସହିତ ସୁରକ୍ଷାରେ କେଉଁଠି ତ୍ରୁଟି ରହିଲା, କାହିଁକି ପକ୍କା ଗୁଇନ୍ଦା ସୂଚନା ମିଳି […]

  • Friday, 16 July 2021
sahid
ଦେଶସେବାରେ ଜୀବନ ଦେଲେ ୨ ଓଡ଼ିଆ ଯବାନ

ଭୁବନେଶ୍ୱର : ମନୋଜ ୱେଡ୍‌ସ ଇଲି। ୨ ବର୍ଷ ତଳେ ବାଜିଥିଲା ସାହାନାଇ। ଗଢ଼ି ଉଠିଥିଲା ଉଭୟଙ୍କ ସଂସାର। କୋଳକୁ ଆସିଥିଲା କୁନି ଝିଅଟିଏ। କେତେ ସ୍ୱପ୍ନ ଆଉ କଳ୍ପନା ବି ଥିଲା ମନୋଜ ଆଉ ଇଲିଙ୍କର। ହେଲେ ଟେରରିଷ୍ଟଙ୍କ ହମ୍‌ଲାରେ ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା। ଦେଢ଼ ମାସର ଛୁଟି କାଟିବା ସହ ଝିଅର ପ୍ରଥମ ଜନ୍ମଦିନ ପାଳନ କରି ଗତ ୬ ତାରିଖରେ ଡ୍ୟୁଟିକୁ ଫେରିଯାଇଥିଲେ କଟକ ଜିଲ୍ଲା ନିଆଳି ଥାନା ରତନପୁର ଗାଁର […]

  • Friday, 16 July 2021
sushanta
ନିଆରା ବାହାଘର ; ସାତ ଜନମର ସାଥୀ ହେଲେ ସୁଧାଂଶୁ-ସୁଚିତ୍ରା

ବ୍ରହ୍ମଗିରି : କୁହାଯାଏ ସ୍ୱର୍ଗରେ ସ୍ଥିର ହୋଇଥାଏ ବାହାଘର। ପୁରୀ ଜିଲ୍ଲା ବ୍ରହ୍ମଗିରିର ସେମିତି ଏକ ବାହାଘର ହୋଇଛି, ଯେଉଁଠି ଏହି ଯୋଡ଼ିଙ୍କୁ ଦେଖିଲେ ଆପଣ ବି ଭାବିବେ କଥାଟା ମିଛ ନୁହେଁ, ପୂରା ସତ। କେଉଁ ବଡ଼ ସେଲିବ୍ରିଟିଙ୍କ ବାହାଘର କଥା ଆମେ କହୁନୁ, ହେଲେ ବାହାଘର ପରେ ସେ ଯୋଡ଼ି ମଧ୍ୟ ସେଲିବ୍ରିଟିଙ୍କ ଠାରୁ କିଛି କମ୍ ନୁହଁନ୍ତି। ଡିଜେ ବାଜୁଥିଲା। ଧୁମ୍‌ଧଡ଼କା ବୋବାଲିଆ ନାଚ ହେଉଥିଲା। ଗାଁ ଦାଣ୍ଡ ଦୁଲୁକେଇ ବର ଆସୁଥିଲା, […]

  • Friday, 16 July 2021
sarkarka-mal
ବିଧାୟକଙ୍କ ହାତପାଣ୍ଠିରୁ କୋଟି କୋଟି ଖର୍ଚ୍ଚ ସତ୍ତ୍ୱେ ପ୍ରକଳ୍ପ ଅଧପନ୍ତରିଆ

ଭୁବନେଶ୍ୱର : ଖର୍ଚ୍ଚ ହୋଇପାରୁନି ବିଧାୟକଙ୍କ ହାତ ପାଣ୍ଠି। ୧୩ଟି ବ୍ଲକ୍‌ରେ ଖର୍ଚ୍ଚ ନହୋଇ ପଡିରହିଛି ୫୧ କୋଟି ଟଙ୍କା। ସେପଟେ ଯାହା ଖର୍ଚ୍ଚ ହେଉଛି ତାର ବିନିଯୋଗ ପ୍ରମାଣପତ୍ର ବି ଦାଖଲ ହେଉନି। ତା ସହିତ ଅଯଥାରେ ଅପଚୟ ହୋଇଛି ଲକ୍ଷ ଲକ୍ଷ ଟଙ୍କା। ଲୋକାଲ୍ ଫଣ୍ଡ ଅଡିଟ୍‌ ଧରିଛି ଏହି ସତ। ରାୟଗଡ଼ା କାଶୀପୁରରେ ବିଧାୟକ ଲାଲବିହାରୀ ହିମିରିକାଙ୍କ ହାତ ପାଣ୍ଠିରୁ ଆରମ୍ଭ ହୋଇଥିଲା ଏହି  ମାଉସୀମା ମନ୍ଦିର କାମ।  କିନ୍ତୁ ୪ ବର୍ଷ […]

  • Friday, 16 July 2021
ticket
ସଚିବାଳୟରେ ଲବି ପାଇଁ ଦଳୀୟ ନେତାଙ୍କ ଭିଡ଼

ଭୁବନେଶ୍ୱର : ଶେଷ ହେଲା ବିଧାନସଭା ଅଧିବେଶନ। ଏଣେ ଆରମ୍ଭ ହେଲା ବିଜେଡିରେ ଟିକେଟ୍ ଲବି। ପାଓ୍ୱାର ସେଣ୍ଟର କୁହଯାଉଥିବା ସଚିବାଳୟର ଥାର୍ଡ ଫ୍ଲୋର୍‌ରେ ବିଧାୟକ, ପୂର୍ବତନ ବିଧାୟକ ଓ ଆଶାୟୀଙ୍କ ଭିଡ଼। ଆଜି ସଚିବାଳୟରେ ମାଲକାନଗିରିର ବିଧାୟକ ମାନସ ମଡକାମୀ  ଓ ନୂଆପଡ଼ାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଦେଖିବାକୁ ମିଳିଥିଲା। ମାନସ ପୁଣି ଥରେ ଟିକେଟ୍ ପାଇବା ପାଇଁ ଆଶା ରଖିଛନ୍ତି, ହେଲେ ଏପର୍ଯ୍ୟନ୍ତ ତାଙ୍କୁ ଗ୍ରୀନ୍ ସିଗ୍‌ନାଲ୍ ମିଳିନାହିଁ। ସେପଟେ ଗତ ପଞ୍ଚାୟତ […]

  • Friday, 16 July 2021
congress
ଓଡ଼ିଶାରେ କ୍ଷମତା ହାତେଇବା ଲାଗି କଂଗ୍ରେସର ରଣନୀତି ଆରମ୍ଭ

ଭୁବନେଶ୍ୱର : ଓଡ଼ିଶାରେ ଛତିଶଗଡ଼ ଫଣ୍ଡା ଆପଣେଇବାକୁ କଂଗ୍ରେସର ଷ୍ଟ୍ରାଟେଜି। କୃଷି ଋଣ ଛାଡ଼ ସାଙ୍ଗକୁ ଧାନର MSP ୨୬ ଶହ ଟଙ୍କା। ଆଉ ସୀମାବର୍ତ୍ତି ପଶ୍ଚିମ ଓଡ଼ିଶାରୁ ଦଳ ଆରମ୍ଭ କରିଛି ଏହି ଅଭିଯାନ। ତାହା ପୁଣି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନେତୃତ୍ୱରେ। ବାଘେଲ ଆଜି ନୂଆପଡ଼ାରେ ନିର୍ବାଚନୀ ସଭା କରିବା ସହ ପଶ୍ଚିମ ଓଡ଼ିଶାର ଚାଷୀଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ କରିଛନ୍ତି। ଛତିଶଗଡ଼ରେ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ ଓ ଧାନର […]

  • Friday, 16 July 2021
music
ସଂଗୀତ ସନ୍ଧ୍ୟା କାର୍ଯ୍ୟକ୍ରମରେ ଉଡ଼ିଲା ଟଙ୍କା

ସୁରତ : ସୁରତର ବାରଡୋଲୀ ତହସିଲରେ ଲୋକେ ପ୍ରବଳ ଟଙ୍କା ଉଡ଼ାଇଛନ୍ତି। ଅଭ୍ୟୁଦୟ ଏଜୁକେଶନ ଏଣ୍ଡ ଚାରିଟେବଲ୍‌ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏକ ସଂଗୀତ ସମାରୋହ ଅବସରରେ କଣ୍ଠଶିଳ୍ପୀଙ୍କ ଗୀତରେ ଖୁସି ହୋଇ ଟଙ୍କା ବର୍ଷା କରିଛନ୍ତି ଲୋକେ। ଉପସ୍ଥିତ ଦର୍ଶକ ଓ ଶ୍ରୋତା ଲୋକ ଗାୟକ କିର୍ତ୍ତିଦାନ ଗଡବୀଙ୍କ ଭଜନ ଗାୟନରେ ପୁରା ମସ୍‌ଗୁଲ୍‌ ହୋଇଯାଇଥିଲେ। ସେଠାରେ ୧୦ ଟଙ୍କିଆ ନୋଟ୍‌ରୁ ଆରମ୍ଭ କରି ୨ ହଜାର ଟଙ୍କିଆ ନୋଟ୍ ବର୍ଷା କରିଥିଲେ ଲୋକେ। ଉଲ୍ଲେଖନୀଯ […]

  • Friday, 16 July 2021
village2
ମୌଳିକ ଅଧିକାରରୁ ବଞ୍ଚିତ ଉଦଳା ପାଟ୍ଟଶାଣିପୁର ଗାଁ

ଉଦଳା :  ଗ୍ରାମାଞ୍ଚଳର ବିକାଶ ଲାଗି ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ହେଲେ ଏହାର ପ୍ରକୃତ ଉପକାର ଲୋକେ ପାଉନଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ଉଦଳାର ପାଟଶାଣୀପୁର ଗାଁରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ। ବହୁ ଅବ୍ୟବସ୍ଥା ଘେରରେ ରହିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ପାଟଶାଣୀପୁର ଗାଁ। ଏଠାରେ ୬୦ରୁ ଅଧିକ ପରିବାର ରହୁଥିଲେ ମଧ୍ୟ ସମସ୍ତେ ମୌଳିକ ସୁବିଧାରୁ ବଞ୍ଚିତ। ନା ଗାଁକୁ ଭଲ ରାସ୍ତା ଅଛି ନା ପିଇବା ପାଣିର […]

  • Friday, 16 July 2021
biopics
ଛବି ସୁଧାରିବାକୁ ସିନେମା ସାହାରା

ଭୁବନେଶ୍ୱର  :  ଭୋଟରଙ୍କ ଆଗରେ ଛବି ସୁଧାରିବାକୁ ବାୟୋପିକ୍ ସାହାରା। ନିର୍ବାଚନୀ ବର୍ଷରେ ଚର୍ଚ୍ଚିତ ନେତାଙ୍କର ଗୋଟିଏ ପରେ ଗୋଟିଏ ବାୟୋପିକ୍ ଫିଲ୍ମକୁ ନେଇ ଏବେ ଏଭଳି ଚର୍ଚ୍ଚା। ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଦ ଆକ୍‌ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ ହଲ୍‌ରୁ ନଯାଉଣୁ ଏବେ ପରଦାକୁ ଆସିବାକୁ ତୟାର ହେଲାଣି ରାହୁଲ ଗାନ୍ଧିଙ୍କ ବାୟୋପିକ୍ ‘ମାଇଁ ନେମ୍ ଇଜ୍ ରାଗା’ । ରାଗା, ରାହୁଲ ଗାନ୍ଧି। ଶୈଶବର ନିରୀହ ଆଖିରେ […]

  • Friday, 16 July 2021
bjp
ଏଥର କଥାରେ ନୁହେଁ, ଲିଖିତ ପ୍ରତିଶ୍ରୁତିର ଫଣ୍ଡା

ଭୁବନେଶ୍ୱର :  ଆଉ ନେତାଙ୍କର ଖାଲି କଥା, କାମ ଦେଉନି। ମୁଖ ନିଶୃତ ପ୍ରତିଶ୍ରୁତି ଫେଲ୍ ମାରିବା ପରେ ଲୋକେ ଭରସାକୁ ନେବାକୁ ପ୍ରସ୍ତୁତ ନୁହଁନ୍ତି।  ତେଣୁ ଏଥର ନିର୍ବାନରେ ଆସିଛି ନୂଆ ଫଣ୍ଡା, ଲିଖିତ ପ୍ରତିଶ୍ରୁତିକୁ ନେଇ ରାହୁଲ ଗାନ୍ଧିଙ୍କ ଗ୍ୟାରେଣ୍ଟି କାର୍ଡ ବଣ୍ଟନ ପରେ ଏହାକୁ କାଉଣ୍ଟର ଲାଗି ରାଜ୍ୟ ବିଜେପି ବି ଆରମ୍ଭ କରିଛି ପ୍ରତିଶ୍ରୁତି ପତ୍ର ବଣ୍ଟନ। ୧୯ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଇଏ ରାଜ୍ୟ ବିଜେପିର ପ୍ରତିଶ୍ରୁତି। ଦଳ କ୍ଷମତାକୁ […]

  • Friday, 16 July 2021
rahul
ମୋଦି-ନବୀନ ଆପଣମାନଙ୍କୁ ଅଣଦେଖା କରିଛନ୍ତି : ରାହୁଲ୍‌ ଗାନ୍ଧି

ଭବାନୀପାଟଣା : ଭବାନୀପାଟଣା ସଭାରେ ରାହୁଲ୍‌ ଗାନ୍ଧି। ନିଜର ଅଭିଭାଷଣରେ ଆରମ୍ଭରୁ ଉଭୟ ନବୀନ ଓ ମୋଦିଙ୍କୁ ଟାର୍ଗେଟ୍‌ କଲେ ରାହୁଲ୍‌। କହିଲେ କଂଗ୍ରେସ ଆପଣଙ୍କ ଅଞ୍ଚଳକୁ ସବୁବେଳେ ସ୍ୱତନ୍ତ୍ର ଭାବେ ଦେଖିଛି। ସବୁ କଂଗ୍ରେସ ପ୍ରଧାନ ମନ୍ତ୍ରୀ ଆପଣଙ୍କୁ  ଗୁରୁତ୍ୱ ଦେଇଛନ୍ତି। ଆପଣଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ ଜରୁରୀ ବୋଲି କଂଗ୍ରେସ୍‌  ଅନୁଭବ କରିଛି। ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କ ଶାସନର ଦୋଷ ଦୃର୍ବଳତାକୁ ବଖାଣି ରାହୁଲ୍‌ କହିଲେ, ଉଭୟ ଆପଣମାନଙ୍କୁ ଅଣଦେଖା କରିଛନ୍ତି। […]

  • Friday, 16 July 2021
ups
ୟୁପିଏସ୍‌ସି ପରୀକ୍ଷାର୍ଥୀଙ୍କ ପାଇଁ ବଦଳିପାରେ ନିୟମ

ଭୁବନେଶ୍ୱର : ବଦଳିପାରେ କେନ୍ଦ୍ରୀୟ ଲୋକସେବା ଆୟୋଗ ବା ୟୁପିଏସ୍‌ସିର ନିୟମ। ସହଜ ଓ ସରଳ ହୋଇପାରେ ଆୟୋଗର ସର୍ତ୍ତାବଳୀ। ଭୁବନେଶ୍ୱରରେ ଅନୁଷ୍ଠିତ ୟୁପିଏସ୍‌ସି ଓ ବିଭିନ୍ନ ରାଜ୍ୟର ପିଏସ୍‌ପି ଅଧ୍ୟକ୍ଷଙ୍କ ଦୁଇଦିନିଆ ସମ୍ମିଳନୀରେ ଆଜି ଏଭଳି କେତେକ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ପ୍ରସ୍ତାବ ଅନୁସାରେ, ସିଭିଲ ସର୍ଭିସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେରିଟ୍ ଲିଷ୍ଟରେ ରହୁନଥିବା ପରୀକ୍ଷାର୍ଥୀମାନେ ଅନ୍ୟ ଚାକିରି ପାଇଁ ଆଉ UPSCର ପରୀକ୍ଷା ଦେବାକୁ ପଡ଼ିବନି। ଗୋଟିଏ ପରୀକ୍ଷାରୁ ସଫଳ ପ୍ରାର୍ଥୀଙ୍କ […]

  • Friday, 16 July 2021
a11
ପାଣି ପାଇଁ ଡହଳବିକଳ ଗ୍ରାମବାସୀ

ଗଞ୍ଜାମ/ରାୟଗଡ଼ା (ପ୍ରଦୀପ କୁମାର/ ମନୋଜ ପାତ୍ର): ଭଲକି ପିଇବା ପାଣି ଟୋପେ ବି ମିଳୁନି। ମାଇଲ୍ ମାଇଲ୍ ବାଟ ଚାଲି ଚାଲି ଗଲା ପରେ ବି ଯେଉଁ ଟୋପାଏ ପାଣି ମିଳୁଛି ତାହା ପ୍ରକୃତରେ ପିଇବା ଯୋଗ୍ୟ ନୁହେଁ।  ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ଅନ୍ତର୍ଗତ କନ୍ଧସାରଳା ଗ୍ରାମବାସୀ ଏଭଳି ଦୟନୀୟ ଅବସ୍ଥାରେ ପାଣି ପାଇଁ ଛଟପଟ ହେଉଛନ୍ତି। ଗାଁ ରେ ମହିଳା ମାନେ କୋଷ କୋଷ ବାଟ ଅତକ୍ରମ କରି ନଦୀ ପଠାରେ ଚୁଆ […]

  • Friday, 16 July 2021