ନୂଆଦିଲ୍ଲୀ: କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ବଲିଉଡ ସମେତ ଅନେକ ଟିଭି କଳାକାରମାନେ ବି ଏହି ଭାଇରସ ଦ୍ୱାରା ଶିକାର ହେଉଛନ୍ତି। ଏବେ ଟିଭି ଅଭିନେତ୍ରୀ ଶ୍ରେନୁ ପାରିକ୍ ମଧ୍ୟ କରୋନାରେ ପଜିଟିଭ ଥିବା ଜଣାପଡିଛି। ଶ୍ରେନୁ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏନେଇ ଶ୍ରେନୁ ନିଜ ଇନ୍ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। View this post on Instagram Even after being so careful if it can […]
ପାଟନା: ବିହାର ପୋଲିସ ଅପରାଧିମାନଙ୍କୁ ଦମନ କରିବା ପାଇଁ ଅଜବଧରଣର ଉପାୟମାନ ଅବଲମ୍ୱନ କରୁଛି। ବେଳେବେଳେ ଚୋରକୁ ଧରିବା ପାଇଁ ତାନ୍ତ୍ରିକର ସାହାଯ୍ୟ ନେଉଛନ୍ତି, ପୁଣି ନିୟମ ନମାନୁଥିବା କିଛି ଅମାନିଆକୁ ସାବାଡ୍ କରିବା ପାଇଁ ହେଲମେଟ୍ ଓ ବୀମା ମଧ୍ୟ କରାଉଛନ୍ତି। ଏଥର ମଧ୍ୟ ଅପରାଧିଙ୍କୁ ଧରିବା ପାଇଁ ପୋଲିସ ଏକ ଆଶ୍ଚର୍ଯ୍ୟ କଲାଭଳି ଉପାୟ ଆପଣେଇଛି। ପୋଲିସ ବ୍ୟାଣ୍ଡବାଜା ବାରାତ୍ ଧରି ଅପରାଧିଙ୍କ ଘରେ ପହଞ୍ଚିଛି। ଏଭଳି ଘଟଣା ଭାଗଲପୁରର ମାଡୱା ଜିଲ୍ଲାରେ ଘଟିଛି। […]
ଭୋପାଳ: ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଜିଲ୍ଲା ଏବେ ଦେଶରେ ନୂଆ ସୁନା ଉତ୍ପାଦନକାରୀ ଜିଲ୍ଲା ଭବେ ପରିଗଣିତ ହେବ। କାରଣ ସେଠାରେ ସୁନା ଭଣ୍ଡାର ଥିବା ଜଣାପଡ଼ିଛି। ଯାହାପରେ ସେହି ସ୍ଥାନର ନିଲାମ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି। ଖବର ଅନୁଯାୟୀ, ବିଦ୍ୟୁତ୍ ଓ କୋଇଲା ଉତ୍ପାଦନ ଭାବରେ ଜଣାଶୁଣା ସିଙ୍ଗ୍ରାଉଲି ଜିଲ୍ଲା ଖୁବ୍ ଶୀଘ୍ର ଚକମକ୍ ସୁନା ଉତ୍ପାଦନରେ ସାରା ଦେଶରେ ନିଜ ନାଁ କରିବାକୁ ଯାଉଛି। ସିଙ୍ଗ୍ରାଉଲି ଜିଲ୍ଲାରେ ଦୁଇଟି ସୁନା ଖଣି ସ୍ଥାପନ କରାଯାଇପାରିବ […]
ସାଙ୍ଗ ଘରୁ ଫେରୁଥିଲେ କନ୍ଷ୍ଟେବଲ ଅଶ୍ୱିନୀ। ସେ କିଛି ବୁଝିବା ଆଗରୁ ତାଙ୍କର କାର ମାଟି ତଳକୁ ପଶି ଯାଇଥିଲ।
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍ନେସ୍ମ୍ୟାନ୍ ରାଜ୍ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ୍ ଗିରଫ କରିଛି। ପର୍ଣ୍ଣୋଗ୍ରାଫିକ ଫିଲ୍ମ ମାମଲାରେ ତାଙ୍କ ସମ୍ପୃକ୍ତି ନେଇ ପୋଲିସ୍ ଗତକାଲି ତାଙ୍କୁ ଗିରଫ କରିଛି।
ଭୟଙ୍କର ସଡ଼କ ଦୁର୍ଘଟଣା । ଏକାଥରେ ଚାଲିଗଲା ୩୦ ଜଣଙ୍କ ଅମୂଲ୍ୟ ଜୀବନ । ଏହାସହ ୭୪ରୁ ଅଧିକ ଗୁରୁତର ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ପାକିସ୍ତାନର ପଞ୍ଜାବ ପ୍ରଦେଶରେ ।
ଗୁରୁଗ୍ରାମରେ କୋଠା ଭୁଶୁଡି ୩ ଜଣଙ୍କ ମୃତ୍ୟୁ । ଗୁରୁଗ୍ରାମର ଖୱାସପୁର ଗାଁରେ ଘଟିଛି ଅଘଟଣ । ଗତକାଲି ରାତିରେ କୋଠାଟି ହଠାତ୍ ଭୁଶୁଡି ପଡିଥିଲା ।
ମୌସୁମୀ ଅଧିବେଶନର ପ୍ରଥମ ଦିବସରେ ସଂସଦକୁ ସାଇକେଲରେ ଆସିଲେ ତୃଣମୂଳ କଂଗ୍ରେସର ସାଂସଦ । ପେଟ୍ରୋଲ, ଡିଜେଲ୍ ଓ ରୋଷେଇ ଗ୍ୟାସ ଦର ବୃଦ୍ଧିକୁ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ସାଂସଦ ।
କରୋନାଭାଇରସର ତୃତୀୟ ଲହର ଭୟ ମଧ୍ୟରେ ପିଲାମାନଙ୍କ ପାଇଁ ଟିକା ଉପରେ ଚାଲିଥିବା ପରୀକ୍ଷାକୁ ନେଇ ଏକ ଖୁସି ଖବର ଆସିଛି। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଆସନ୍ତା ସପ୍ତାହ ସୁଦ୍ଧା ପରୀକ୍ଷାରେ ଜଡିତ ୬ ରୁ ୧୨ ବର୍ଷର ପିଲାମାନଙ୍କୁ କୋଭାକ୍ସିନ୍ର ଦ୍ୱିତୀୟ ଡୋଜ୍ ଦିଆଯାଇପାରିବ। ଏଥି ସହିତ, ଆସନ୍ତା ସପ୍ତାହରେ, ଏହି ପରୀକ୍ଷଣରେ ଜଡିତ ୨-୬ ବର୍ଷ ବୟସର ପିଲାମାନଙ୍କୁ ଦ୍ୱିତୀୟ ଟିକା ଦିଆଯିବ।
ଦିଲ୍ଲୀରେ ପାଗ ପରିବର୍ତ୍ତନ ପରେ ବର୍ଷାରେ ବେହାଲ ରାଜଧାନୀ । ଦୀର୍ଘ ଦିନ ହେବ ଗରମ ଯୋଗୁଁ ତ୍ରାହି ତ୍ରାହି ଡାକୁଥିବା ଦିଲ୍ଲୀବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି ବର୍ଷା ।
ଅନ୍ୟ ଏକ ସଫଳତା ଭାରତୀୟ ରେଳବାଇର ଖାତାରେ ଯୋଡିହୋଇଛି। ଏହାକୁ ଭିସ୍ତାଡୋମ୍ କୋଚ୍ ଡିଜାଇନ୍ କରିଛି, ଯାହା ଟ୍ରେନରେ ଯାତ୍ରାକୁ କେବଳ ଆରାମଦାୟକ ନୁହେଁ ସ୍ମରଣୀୟ ମଧ୍ୟ କରିବ।
ଶ୍ରୀଲଙ୍କା ଦଳକୁ ପ୍ରଥମ ଦିନିକିଆରେ ୭ ୱିକେଟ୍ରେ ଭାରତଠାରୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି । ଟିମ୍ ଇଣ୍ଡିଆର ବି’ ଟିମ୍କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ସେପଟେ ଚୁକ୍ତିନାମା ବିବାଦ ହେତୁ ଶ୍ରୀଲଙ୍କାର ବଡ଼ ଖେଳାଳି ସିରିଜରୁ ଦୂରେଇ ରହିଛନ୍ତି
ସେଦିନ ଥିଲା ୧୮୫୭ ମସିହା ମାର୍ଚ୍ଚ ୨୧ ତାରିଖ । ୩୪ ତମ ପ୍ଲାଟୁନ୍ର ପ୍ୟାରେଡ୍ ବାରାକପୋରରେ ଚାଲିଥିଲା। କ୍ରୋଧରେ ଭରା ଜଣେ ସୈନିକ ତାଙ୍କ ବନ୍ଧୁକ ସହିତ ଧାଡ଼ିର ଆଗକୁ ଚାଲି ଆସିଲେ। ସେ ପ୍ରାୟ ଦେଢ ମାସ କ୍ରୋଧରେ ପରିପୂର୍ଣ୍ଣ ଥିଲେ। ସେହି ବ୍ରାହ୍ମଣ ସୈନିକ ଥିଲେ ମଙ୍ଗଳ ପାଣ୍ଡେ।
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତକୁ ପୂରିଲାଣି ମାସେ। ଜୁନ୍ ୧୪ରେ ସୁଶାନ୍ତଙ୍କ ମୃତଦେହ ନିଜ ବାନ୍ଦ୍ରା ସ୍ଥିତ ଘରେ ମିଳିଥିଲା। ଏଭଳି ପରିସ୍ଥିତିରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ତାଙ୍କୁ ମନେ ପକାଇ ଏକ ଫଟୋ ସହିତ ଭାବପ୍ରବଣ ପୋଷ୍ଟକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ତାଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ତାଙ୍କ ପରିବାର ଲୋକେ ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। View this post […]
ମୁମ୍ୱାଇ: ବଲିଉଡରେ ଅନେକ ସେଲିବ୍ରେଟ୍ ଅଛନ୍ତି ଯେଉଁମାନେ ପେଣ୍ଟିଂ କରିବାକୁ ବହୁତ ପସନ୍ଦ କରିଥାନ୍ତି। ସୁପରଷ୍ଟାର ସଲମାନ୍ ଖାନ୍ ମଧ୍ୟ ପେଣ୍ଟିଂକୁ ବହୁତ ଭଲ ପାଆନ୍ତି। ସେ ଅନେକ ପେଣ୍ଟିଂ ତିଆରି କରିଛନ୍ତି,ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରନ୍ତି। ସେହିପରି ଲକ୍ଡାଉନ୍ ସମୟରେ ଶାହରୁଖ ଖାନ୍ଙ୍କ ପତ୍ନୀ ଗୌରୀ ଖାନ୍ ଘରେ ରହି ମଧ୍ୟ ପେଣ୍ଟିଂ କରିଛନ୍ତି। ସେହି ପେଣ୍ଟିଂକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। କିଛି ୟୁଜର ପେଣ୍ଟିଂକୁ ପସନ୍ଦ କରିଥିବାବେଳେ , କିଛି ୟୁଜର […]