• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

4
ବାଜପେୟୀଙ୍କ ବିଷୟରେ କିଛି ଅଜଣା କଥା ଯାହା ଅନେକଙ୍କୁ ଅଜଣା

ଜଣେ ଜନନାୟକ ଭାବେ ବେଶ୍ ଲୋକପ୍ରିୟ ଥିଲେ ଅଟଳ ବିହାରୀ ବାଜପେୟୀ।  ଅନ୍ୟ ଦଳର ନେତା ବି ତାଙ୍କୁ ବେଶ୍ ସମ୍ମାନ କରୁଥିଲେ। ବାଜପେୟୀଙ୍କୁ ନେଇ ଏମିତି ଅନେକ କଥା ଅଛି, ଯାହାକି ଅନେକ ଲୋକ ଜାଣି ନାହାନ୍ତି। ଆସନ୍ତୁ ଜାଣିବା ତାଙ୍କ ଜୀବନର ଏମିତି କିଛି ଅଜଣା ତଥ୍ୟ- ୧ – ନୈଷ୍ଠିକ ବ୍ରାହ୍ମଣ ବାଜପେୟୀ ବହୁତ ଅାମିଷପ୍ରିୟ ଥିଲେ। ତାଙ୍କର ପ୍ରିୟ ଅାମିଷ ଖାଦ୍ୟ ଥିଲା ଚିଙ୍ଗୁଡ଼ି  ଏବଂ ଓଲ୍‌ଡ ଦିଲ୍ଲୀର କରିମ୍ ରେଷ୍ଟୁରାଣ୍ଟରେ […]

Bajapayee fake photo
ବାଜପେୟୀଙ୍କ ମୃତ୍ୟୁ ଖବର ପ୍ରସଙ୍ଗରେ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଛି ଏହି ଫେକ୍‌ ଫଟୋ

ନୂଆଦିଲ୍ଲୀ/ଭୁବନେଶ୍ୱର: ଏବେ ଏକ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଯାହାର ଶିରୋନାମାରେ କୁହାଯାଇଛି ଯେ,  AIIMS ଡାକ୍ତରମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଫଟୋରେ ଏକ ଡାକ୍ତରୀ ଦଳ ମୃତଦେହ ଚାରିପଟେ ଦଣ୍ଡାୟମାନ ଅବସ୍ଥାରେ ନତମସ୍ତକ ହୋଇ ମୃତଶରୀରକୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ସତ୍ୟ। କିନ୍ତୁ ପ୍ରକୃତରେ ମୃତଦେହ ବାଜେପୟୀଙ୍କର ନୁହେଁ କି ଡାକ୍ତରମାନେ ମଧ୍ୟ ଦିଲ୍ଲୀ ଏମ୍‌ସର ନୁହଁନ୍ତି। ଏହି ଫଟୋଟି ହେଉଛି ୨୦୧୨ ମସିହାର ଆଉ ଚୀନ୍‌ ଦେଶର। […]