• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ଭୁବନେଶ୍ୱର ନାବାଳକ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ଭୁବନେଶ୍ୱର: ଭୁବନେଶ୍ୱର ଭରତପୁର ନାବାଳକ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ନିଶାସକ୍ତ ବ୍ୟକ୍ତିଙ୍କ ନିଶାଖୋର ମନୋବୃତ୍ତିରୁ ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ନିଶାସକ୍ତ ବ୍ୟକ୍ତିମାନେ ହିଁ ତାଙ୍କୁ ଜୀବନରୁ ମାରି ଦେଇଥିବା ସୂଚନା ମିଳିଛି। ଅଭିଯୋଗ ଅନୁସାରେ, ଗତ ୨ ତାରିଖ ରାତିରେ ସମ୍ପୃକ୍ତ ନାବାଳକ ସଉଦା ଆଣିବାକୁ ଯାଇଥିଲେ। ଏହି ସମୟରେ କିଛି ନିଶାସକ୍ତ ବ୍ୟକ୍ତି ତାଙ୍କୁ ଅଟକାଇ, ତାଙ୍କ ଠାରୁ ପଇସା ଲୁଟିବାକୁ ଉଦ୍ୟମ କରିଥିଲେ। ପିଲାଟି ବିରୋଧ କରିବାରୁ […]

  • Sunday, 04 July 2021
gagarin-mishra
ସିନେମାଟୋଗ୍ରାଫର ଗାଗାରିନ୍ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର:ବିଶିଷ୍ଟ ସିନେମାଟୋଗ୍ରାଫର ଗାଗାରିନ୍ ମିଶ୍ରଙ୍କ ହୃଦଘାତରେ  ପରଲୋକ ହୋଇଯାଇଛି। ୬୭ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ସେ ଫିଲ୍ମ ଫୁଲଚନ୍ଦନ, ନଈ ସେପାରୀ କନକ ଗୋରୀରେ କାମ କରିଥିଲେ । ହିନ୍ଦୀ ଫିଲ୍ମ ବେତାବ୍, ରାମ ଅବତାର, ମେଧାବୀ, ଚାଲଵାଜ, ଓ୍ବାଜୁଦ୍ ଆଦିର କ୍ୟାମେରାମ୍ୟାନ୍ ଥିଲେ। ତାଙ୍କର ସାନ ଭାଇ ତଥା ଫିଲ୍ମ ଏଡ଼ିଟର ଦେଵେନ ମିଶ୍ରଙ୍କର ଅଗଷ୍ଟ ୧୫ ତାରିଖ ପରଲୋକ ହୋଇଯାଇଥିଲା।

  • Sunday, 04 July 2021
maoists
ଏନ୍‌କାଉଣ୍ଟରରେ ୪ ମାଓବାଦୀ ନିହତ

ଭବାନୀପାଟଣା: ପୋଲିସ୍‌ ଏନ୍‌କାଉଣ୍ଟରରେ ୪ ମାଓବାଦୀ ନିହତ ହୋଇଛନ୍ତି। କଳାହାଣ୍ଡି ଏସ୍‌ପି ଏ ନେଇ ସୂଚନା ଦେଇଛନ୍ତି। କଳାହାଣ୍ଡି-କନ୍ଧମାଳ ସୀମା ଭଣ୍ଡରଙ୍ଗି ସିର୍କି ଜଙ୍ଗଲରେ ଏହି‌ ଏନ୍‌କାଉଣ୍ଟର ହୋଇଛି।

  • Sunday, 04 July 2021
sadashiv
ନବରଙ୍ଗପୁର ବିଧାୟକ କରୋନାରେ ଆକ୍ରାନ୍ତ

ନବରଙ୍ଗପୁର: କରୋନାରେ ଆକ୍ରାନ୍ତ ହୋଇଛନ୍ତି ଆଉଜଣେ ବିଧାୟକ। ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କେବଳ ସେ ନୁହନ୍ତି, ତାଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କିଛି ଦିନ ତଳେ ସଦାଶିବଙ୍କ ନିକଟରେ କରୋନା ଲକ୍ଷଣ ଦେଖା ଯାଉଥିଲା ଏବଂ ସେ ଅସୁସ୍ଥ ଅନୁଭୂତ କରିଥିଲେ। ଏହି କାରଣରୁ ଉଭୟ ସଦାଶିବ ଏବଂ ତାଙ୍କ ପତ୍ନୀଙ୍କର ଟେଷ୍ଟ କରାଯାଇଥିଲା। ରିପୋର୍ଟ ଆସିବା ପରେ ଉଭୟଙ୍କର ପଜିଟିଭ୍ ଆସିଥିବା ଜଣା […]

  • Sunday, 04 July 2021
lighting
ଆକାଶରୁ ଖସିଲା ମୃତ୍ୟୁ, ନେଲା ୨ ଜୀବନ

ଅନୁଗୁଳ: ଆକାଶରୁ ଖସିଲା ମୃତ୍ୟୁ। ନେଇଗଲା ଦୁଇ ଯୁବକଙ୍କ ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିବି ଟାଙ୍କି ହଟିଂରେ। ବର୍ଷା ହେବାରୁ ଦୁଇ ଜଣ ଯୁବକ ଗଛ ମୂଳରେ ଛିଡ଼ା ହୋଇଥିଲେ। ହଠାତ୍ ଏହି ସମୟରେ ବଜ୍ରପାତ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବାକୁ ପଠାଇ ଦେଇଛି। ଆଜି CPP ଟାଙ୍କି ହଟିଂ ଅଞ୍ଚଳରେ ପ୍ରବଳ […]

  • Sunday, 04 July 2021
bmc
ବିଏମସିରୁ ଆଉ ୪୨୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ଆଉ ୪୨୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟିନ୍‌ରୁ ୧୯୧ ଓ ଲୋକାଲ କେସ୍‌ ୨୩୬ ଚିହ୍ନଟ ହୋଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି। Update on newly detected & cured #COVID19 cases in the last 24 hrs under the BMC area on 9th Sep 2020(till 9am). Further contact tracing is […]

  • Sunday, 04 July 2021