• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

election
ବାଲେଶ୍ୱର, ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଅଙ୍କକଷା ଆରମ୍ଭ

ଭୁବନେଶ୍ୱର: ଉପ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଅଙ୍କକଷା। ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନରେ ଉପ ନିର୍ବାଚନ ହେବାକୁ ଥିବା ବେଳେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରଣନୀତି । ତିର୍ତ୍ତୋଲ ସିଟ୍ ପାଇଁ ବିଜେପି ପକ୍ଷରୁ ନିର୍ବାଚନ ଦାୟିିତ୍ୱରେ ଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳର ବିଜୟ ନେଇ ଦୃଢୋକ୍ତି ବାଢ଼ିଛନ୍ତି । ଦିଲ୍ଲୀରେ ରହି ସେ ତିର୍ତ୍ତୋଲ ନିର୍ବାଚନ ନେଇ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି। ନିର୍ବାଚନ […]

  • Saturday, 03 July 2021
fire
ପେଟ୍ରୋଲ ଟାଙ୍କିରେ ବିସ୍ଫୋରଣ: ଗାଡ଼ି, ଘର ଛିନଛତ୍ର, ୮ ଗୁରୁତର   

ଭୁବନେଶ୍ୱର: ଅପରାହ୍ନରେ ଭୁବନେଶ୍ୱର ରାଜଭବନ ପାଖ ପେଟ୍ରୋଲ ପମ୍ପ ସିଏନ୍‌ଜି ଷ୍ଟେସନରେ ଭୟଙ୍କର ବ୍ଲାଷ୍ଟ ହୋଇ ନିଆଁ ଲାଗିବା ପରେ ହୁତୁ ହୁତୁ ହୋଇ ଜଳିଯାଇଥିଲା ପେଟ୍ରୋଲ ପମ୍ପ। ପେଟ୍ରୋଲ ପମ୍ପରୁ ନିଆଁ ଆକାଶ ଉଚ୍ଚା ଜଳିଥିବା ଦେଖାଯାଇଥିଲା। ୫ରୁ ଅଧିକ ଅଗ୍ନିଶମ ଗାଡ଼ି ଆସି ନିଆଁକୁ ଆୟତ କରିଥିଲେ। କିନ୍ତୁ ସେତେବେଳକୁ ବିସ୍ଫୋରଣ ଅନେକ କିଛି କ୍ଷତି ହୋଇଯାଇଥିଲା। ଏହି ଭୟଙ୍କର ବିସ୍ଫୋରଣ ପରେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି […]

  • Saturday, 03 July 2021
ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ମାଓ ସମର୍ଥକଙ୍କ ମେଳି
ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ମାଓ ସମର୍ଥକଙ୍କ ମେଳି

ମାଲକାନଗିରି : ମାଲକାନାଗିରି ବିଚ୍ଛିନ୍ନାଞ୍ଚଳରେ ମାଓ ସମର୍ଥକଙ୍କ ମେଳି। ୫ଟି ପଞ୍ଚାୟତର ଶତାଧିକ ମାଓ ସମର୍ଥକ ଗୁରୁପ୍ରିୟା ସେତୁକୁ ବିରୋଧ କରାଯିବା ସହ ବିଚ୍ଛିନ୍ନାଞ୍ଚଳରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର କ୍ଷତିପୂରଣ ପାଇଁ ଦାବି କରିଛନ୍ତି ମାଓ ସମର୍ଥକ। ଏହି ମେଳି ନିକଟରେ ବିଭିନ୍ନ ସ୍ଥାନରେ ନାଲି ରଙ୍ଗର ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଥିଲା।

  • Saturday, 03 July 2021
footbll
କରୋନା କଟକଣା ଭୁଲି ଫୁଟ୍‌ବଲ ମ୍ୟାଚ୍‌ ଦେଖିବାକୁ ଜମିଲା ଭିଡ଼

ଭୁବନେଶ୍ୱର: ଭୁଲି ଗଲେ ସବୁ କଟକଣା। ମାନିଲେନି କୌଣସି ନିୟମ। ଜଣେ କି ଦୁଇ ଜଣ ନୁହେଁ ଶହ ଶହ ଲୋକ ଏକଜୁଟ୍ ହୋଇ ଦେଖିଲେ ଫୁଟବଲ ମ୍ୟାଚ୍। ଏଭଳି ଘଟଣା ଘଟିଛି ସମ୍ବଲପୁର କୁଚିଣ୍ଡା ଓ ଢେଙ୍କାନାଳ କଙ୍କଡ଼ାହାଡ଼ର। ଏଠାରେ ବିନା ମାସ୍କ ବିନା ସଚେତନତାରେ ଚାଲିଥିବା ଫୁଟବଲ ମ୍ୟାଚ୍। ଯେମିତି ଏଠି କରୋନାକୁ କାହାର ଖାତିର ନାହିଁ। କରୋନା ମହାମାରୀକୁ ଏଠି ତିଳେ ହେଲେ ଲୋକେ ଭୟ କରି ନାହାନ୍ତି। ଫୁଟବଲ୍ ମ୍ୟାଚ୍‌ରେ ମତୁଆଲା […]

  • Saturday, 03 July 2021
cm-naveen
ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣା: ଆହତଙ୍କୁ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣାରେ ଆହତଙ୍କ ପାଇଁ  ମଗଣା ଚିକିତ୍ସା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘୋଷଣା ଅନୁସାରେ ଆହତ ସମସ୍ଥଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ। ଏହାର ସମସ୍ତ ଖର୍ଚ୍ଚ ସରକାର ବହନ କରିବ। ବର୍ତ୍ତମାନ ସ୍ଥିତି ଆୟତଧୀନ ରହିଥିବା ସୂଚନା ଦେବା ସହିତ ବିସ୍ଫୋରଣରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କେମିତ ଏଭଳି ଘଟଣା ଘଟିଲା ସନେଇ […]

  • Saturday, 03 July 2021
vicytim
ନାବାଳିକାଙ୍କୁ ମାଡ଼ ମାରି ଭିଡିଓ ଭାଇରାଲ୍ କରିବା ଘଟଣାରେ ୩ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଉମରକୋଟରେ ଜଣେ ନାବାଳିକାଙ୍କୁ ଅମାନବୀୟ ଭାବେ ମାଡ଼ ମାରି ଭିଡିଓ ଭାଇରାଲ କରିବା ଘଟଣାରେ ତିନି ଯୁବକ ଗିରଫ ହୋଇଛନ୍ତି। କିଛି ଦିନ ତଳେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା। ରାଇଘର ବ୍ଲକ୍ ଅନ୍ତର୍ଗତ କୁନ୍ଦେଇ ଥାନା ଅଞ୍ଚଳର ଏହି ଘଟଣାକୁ ନେଇ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା। ଏହି ଘଟଣାକୁ ଅଞ୍ଚଳବାସୀ ନାପସନ୍ଦ କରିଥିବା ବେଳେ ଜିଲ୍ଲାର ଆଇନ ଶୃଙ୍ଖଳା ଉପରେ ଅଙ୍ଗୁଳି ଉଠାଇଥିଲେ।  ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ଦାବି […]

  • Saturday, 03 July 2021
Untitled-1
ହିନ୍ଦୀ ଅଧ୍ୟାପକ ଶେଖ ସଈଦଙ୍କ ଦେହାନ୍ତ

ଆସ୍କା: ଜଣାଶୁଣା ହିନ୍ଦୀ ଓ ଓଡ଼ିଆ ଲେଖକ ଏସ୍.କେ ସଈଦଙ୍କ କରୋନାରେ ମୃତ୍ୟୁ ଘଟିଛି। ସାହିତ୍ୟ ପ୍ରତି ସଈଦଙ୍କ ଅନେକ ଅବଦାନ ରହିଛି। ତାଙ୍କ ସମ୍ପାଦନାରେ ହିନ୍ଦୀ ପତ୍ରିକା ‘ଆପ୍‌ନା ପାଇଗମ’ ପ୍ରକାଶିତ ହୋଇ ସମଗ୍ର ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଏସ୍.କେ ସଈଦ ଅନେକ ଓଡ଼ିଆ ଲେଖାକୁ ହିନ୍ଦୀରେ ଅନୁବାଦ କରି ବିଭିନ୍ନ ହିନ୍ଦୀ ପତ୍ରିକାରେ ପ୍ରକାଶିତ କରିଛନ୍ତି। ଓଡ଼ିଆରେ ମଧ୍ୟ ତାଙ୍କର ଅନେକ ଲେଖା ପ୍ରକାଶିତ ହୋଇଛି। ସେ ଆସ୍କା ବିଦ୍ୟାଳୟରେ ହିନ୍ଦୀ ପ୍ରଧ୍ୟାପକ […]

  • Saturday, 03 July 2021