• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ଗାଡ଼ି ଧୋଇବା ବେଳେ ବିଦ୍ୟୁତ୍‌ ତାର ଲାଗି ୨ ମୃତ
ଗାଡ଼ି ଧୋଇବା ବେଳେ ବିଦ୍ୟୁତ୍‌ ତାର ଲାଗି ୨ ମୃତ

କୋରାପୁଟ  : ଗାଡ଼ି ଧୋଇବା ବେଳେ ବିଦ୍ୟୁତ ତାର ଲାଗି ୨ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡାରେ। ସେମିଳିଗୁଡା ନାଲକୋ ଛକରେ ଏକ ଟିପ୍ପରର ହେଲପର୍ ସୋନୁ ଯାନୀ ଟିପ୍ପରକୁ ନିକଟସ୍ଥ ନାଳ ପାଣିରେ ଧୋଉଥିଲେ। ଏହି ସମୟରେ ଟିପ୍ପରର ପଛପଟ ଡାଲା ଉପର ଦେଇ ଯାଇଥିବା ବିଦ୍ୟୁତ୍‌ ତାର ସହ ଲାଗିଯାଇଥିଲା। ଫଳରେ ବିଦ୍ୟୁତ୍ ଅାଘାତରେ ସେ ଗୁରୁତର ହୋଇପଡିଥିଲେ। ଏହା ଦେଖି ନିକଟରେ ଗାଡିରେ ଯାଉଥିବା ରଘୁରାମ ଦିଶାରୀ […]

  • Saturday, 03 July 2021
ରାଲିକୁ ନଗଲେ ଭତ୍ତା ବନ୍ଦ ଧମକ
ରାଲିକୁ ନଗଲେ ଭତ୍ତା ବନ୍ଦ ଧମକ

ନୟାଗଡ଼ : ରାଲିକୁ ନଗଲେ ଭତ୍ତା ବନ୍ଦ ଧମକ । ବିଜେଡି ପଦଯାତ୍ରାରେ ମହିଳା ମାନଙ୍କୁ ଜୋର ଜବରଦସ୍ତ ସାମିଲ କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଅାସିଛି। ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ୍‌ରେ ବିଜେଡିର ପଦଯାତ୍ରା ବେଳେ ଏଭଳି ସଙ୍ଗୀନ ଅଭିଯୋଗ ଅାଣିଛନ୍ତି କିଛି ମହିଳା। ପଦଯାତ୍ରାରେ ସାମିଲ ନହେଲେ ଭତ୍ତା, ଇନ୍ଦିରା ଅାବାସ ଘର କାଟି ଦିଅାଯିବ ବୋଲି ବିଜେଡି ନେତାମାନେ ଧମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଅାହୁରି ମଧ୍ୟ କିଛି ସ୍ୱୟଂ ସହାୟକ […]

  • Saturday, 03 July 2021
କ୍ରାଇମବ୍ରାଞ୍ଚକୁ ତଥ୍ୟ ଦେଲା ବନ ବିଭାଗ
କ୍ରାଇମବ୍ରାଞ୍ଚକୁ ତଥ୍ୟ ଦେଲା ବନ ବିଭାଗ

ବରଗଡ଼  : ବରଗଡ଼ ଭଟଲି ରେଞ୍ଜ ଅନ୍ତର୍ଗତ ଖଜୁରିଅା ଗାଁ ନିକଟ ଦାମୋଦର ପଡ଼ା ଜଙ୍ଗଲରୁ କଲରାପତରିଅା ବାଘର ଗଳିତ ମୃତଦେହ ଉଦ୍ଧାର ଘଟଣାର ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇଛି ବନ ବିଭାଗ।  ତଥ୍ୟ ଉପରେ ସବିଶେଷ ଅନୁଧ୍ୟାନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି। ଏହି ଘଟଣାରେ ବନ ବିଭାଗ ସନ୍ଦେହରେ କିଛି ଲୋକଙ୍କୁ ଅଟକ ରଖିଥିବା ବି ସେ ସୂଚନା ଦେଇଛନ୍ତି। ଯେହେତୁ ଏହି ଅଞ୍ଚଳ ଅନ୍ୟ ରାଜ୍ୟ ସୀମାକୁ ଲାଗିଛି, ତେଣୁ […]

  • Saturday, 03 July 2021
bus
ପୋଲ ତଳକୁ ଖସି ପଡ଼ିଲା ୩୦ ଯବାନଙ୍କୁ ନେଇ ଯାଉଥିବା ବସ୍

ମାଲକାନଗିରି: ବନ୍ୟା ପାଣିରେ ପୋଲ ତଳକୁ ଖସିପଡ଼ିଲା ବସ୍। ଯେଉଁଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୩୦ ଯବାନ। ମାଲକାନଗିର ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଘଟିଛି ଏ ଦୁର୍ଘଟଣା। DRG ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ପାଣିର ସୁଅରେ ପୋଲ ତଳକୁ ଖସିପଡିଛି। ସୌଭାଗ୍ୟବଶତଃ, ଏହି ଦୁର୍ଘଟଣାରେ କାହାରିକୁ କ୍ଷତି ହୋଇନାହିଁ। ମାଓ ଅପରେସନରେ ଯାଇ ଯବାନମାନେ ଫେରୁଥିଲେ। ଏହି ସମୟରେ ବିଜାପୁର ଜିଲ୍ଲାର ଏକ ପୋଲ ଉପରେ ବନ୍ୟା ଜଳ ଚାଲି୍‌ଲିା। ପୋଲ ଉପରେ […]

  • Saturday, 03 July 2021
mother
ଶିଶୁଙ୍କୁ କରୋନାରୁ ଆରୋଗ୍ୟ କରାଇବ ମା'କ୍ଷୀର

ଭୁବନେଶ୍ୱର: ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି। ବିଶେଷକରି ବୟସ୍କ ଲୋକମାନଙ୍କ ପାଇଁ ଏହି ମହାମାରୀ ବହୁତ ମାରାତ୍ମକ ବୋଲି କୁହାଯାଉଛି। ତେବେ ଛୋଟ ପିଲାମାନଙ୍କ ପାଇଁ କରୋନା ସଂକ୍ରମଣ ମାରାତ୍ମକ କି ନୁହେଁ‍, ସେ ନେଇ ବିଶିଷ୍ଟ ଶିଶୁ ବିଶେଷଜ୍ଞ ଅରବିନ୍ଦ ମହାନ୍ତି ଭଲ ଖବର ଶୁଣାଇଛନ୍ତି। କରୋନା ଆକ୍ରାନ୍ତ ଶିଶୁଙ୍କ ଯତ୍ନ ସଂପର୍କରେ ବିଶେଷଜ୍ଞ ଅରବିନ୍ଦ ମହାନ୍ତି କହିଛନ୍ତି, ‘ଶିଶୁଙ୍କୁ କରୋନା ବେଶୀ ସଂକ୍ରମଣ ହେବନି। କାରଣ ସେମାନଙ୍କ ଶରୀରରେ […]

  • Saturday, 03 July 2021
bmc
ଆଜି ଭୁବନେଶ୍ୱରରୁ ୩୦୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଆଜି ଭୁବନେଶ୍ୱରରୁ ୩୦୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୨୩ କ୍ୱାରେଣ୍ଟିନ୍‌ରେ ଥିବା ବେଳେ ୧୮୩ ଲୋକାଲ୍‌ କେସ ରହିଛନ୍ତି। ଏହାଛଡ଼ା ଆଜି ୫୦୬ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି। Update on newly detected #COVID19 cases in the last 24 hrs under […]

  • Saturday, 03 July 2021
jamini
ଗିରଫ ହେଲା ପୋଲିସ୍ କର୍ମଚାରୀଙ୍କ ପୁଅ

ଭୁବନେଶ୍ୱର: ଯୌତୁକ ନିର୍ଯାତନା ଓ ହତ୍ୟା ଅଭିଯୋଗରେ ଗିରଫ ହୋଇଛି ପୋଲିସ ପୁଅ। ରାଜଧାନୀ ଭୁବନେଶ୍ୱର ତମାଣ୍ଡୋ ଥାନାର ଜଣେ ପୋଲିସ କର୍ମଚାରୀଙ୍କ ପୁଅକୁ ଗିରଫ କରିଛି କମିଶନରେଟ ପୋଲିସ। ଗିରଫ ଅଭିଯୁକ୍ତ ହେଉଛନ୍ତି ଯାମିନୀକାନ୍ତ ଜେନା। ଶ୍ୱଶୁର ଘର ଲୋକଙ୍କ ଏତଲା ଆଧାରରେ ପୋଲିସ୍ ତାକୁ ଗିରଫ କରିଛି। ତମାଣ୍ଡୋ ଥାନା ପୋଲିସ କର୍ମଚାରୀ ବିଜୟ କୁମାର ଗୋଛାୟତ ଓ ପୁଅ ଯାମିନୀ ଗୋଛାୟତଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଥିଲା। ବୋହୂଙ୍କୁ ବିଜୟ ଏବଂ ପୁଅ […]

  • Saturday, 03 July 2021
boys
ବନ୍ୟା ଜଳରେ ଭାସି ଯାଉଥିଲେ ଦୁଇ ଯୁବକ, ଆଉ ତା'ପରେ…

ମୟୂରଭଞ୍ଜ: ଗାଧୋଇବା ବେଳେ ବଢ଼ନ୍ତା ନଦୀରେ ଭାସିଯାଇ ପୁଣି ଜୀବନ ବଞ୍ଚାଇବାରେ ସଫଳ ହେଲେ ଦୁଇ ଯୁବକ। ମୟୂରଭଞ୍ଜ ବାଙ୍ଗିରିପୋଷି କଲେଜ ଗେଟ୍ ସାମ୍ନା ବୁଢ଼ାବଳଙ୍ଗ ନଦୀରେ ଆଜି ସକାଳେ ୨ ଜଣ ଯୁବକ ଗାଧୋଉଥିବା ବେଳେ ହଠାତ୍ ପାଣି ବଢିଯିବାରୁ ୨ ଜଣ ନଦୀ ଗର୍ଭକୁ ଭାସି ଯାଇଥିଲେ। ତେବେ ସୌଭାଗ୍ୟବସତଃ ନଦୀ ମଝିରେ ଥିବା ଏକ ଟାପକୁ ଚଢ଼ି ଯାଇଥିଲେ ଦୁଇ ଯୁବକ। ଏମାନଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ସୂଚନା […]

  • Saturday, 03 July 2021
corona
୨୪ ଘଣ୍ଟାରେ ସୁସ୍ଥ ହେଲେ ୩୭୦୪

ଭୁବନେଶ୍ୱର: ଆଜି ରାଜ୍ୟରେ ଆରୋଗ୍ୟ ହୋଇଛନ୍ତି ୩୭୦୪ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୪୯୩୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। 23 from Deogarh22 from Anugul22 from Gajapati11 from Nuapada188 from State Pool The total recovered cases of Odisha now stand at 149379 — H & FW […]

  • Saturday, 03 July 2021
rain
ଆହୁରି ୨୪ ଘଣ୍ଟା ବର୍ଷା, ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଆହୁରି ୨୪ ଘଣ୍ଟା ଯାଏଁ ରହିବ ଲଘୁଚାପର ପ୍ରଭାବ। ଫଳରେ ଆସନ୍ତା ୨୪ ଘଣ୍ଟା ଭିତରେ ଓ଼ଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ତେବେ ଏହି ସମୟ ମଧ୍ୟରେ ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଏସବୁ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ସେହିଭଳି କଳାହାଣ୍ଡି, […]

  • Saturday, 03 July 2021