• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Bhartruhari Mahtab
ସୌମ୍ୟଙ୍କ ପରେ ଅସନ୍ତୋଷ ଝାଡ଼ିଲେ କଟକ ସାଂସଦ ଭର୍ତ୍ତୃହରି

ଅବଶ୍ୟ ଭର୍ତ୍ତୃହରିଙ୍କ ସମ୍ପାଦକୀୟରେ କରୋନା ପ୍ରସଙ୍ଗ ନାହିଁ କିନ୍ତୁ, ରାଜନୈତିକ ଦଳରେ ଭିନ୍ନମତକୁ ସମ୍ମାନ ଦେବା ଏବଂ ସମାଲୋଚନାକୁ ସ୍ୱୀକାର କରିବାର ଆବଶ୍ୟକତାକୁ ଗୁରୁତ୍ୱାରୋପ କରାଯାଇଛି। ଦଳରେ ଭିନ୍ନମତ କଣ ନେତା ବିରୋଧୀ?

  • Sunday, 04 July 2021
Untitled-1
ତାସ୍‌ ଘର ପରି ଭୁଷୁଡି ପଡ଼ିଲା ଦୁଇ ମହଲା କୋଠା, ଦେଖନ୍ତୁ ଭିଡିଓ

ବାରିପଦା: ସମସ୍ତେ ଚାହିଁଛନ୍ତି, ଆଖି ଆଗରେ ତାସ୍ ଘର ପରି ଭୁଷୁଡ଼ି ପଡ଼ିଲା ଦୁଇ ମହଲା କୋଠା।  ଘରଟି ପୁରା ମାଟିରେ ମିଶି ଯାଇଛି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଲୋକେ। ଏମିତି ଏକ  ଅଘଟଣ ଘଟିଛି ବାରିପଦାରେ ମଧୁବନ ତାଳ ସାହିରେ। ମୟୂରଭଞ୍ଜ ଜିଲ୍ଲାରେ ଗତକାଲିଠାରୁ ଲାଗି ରହିଛି ବର୍ଷା। ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବାବେଳେ ଗୋଟିଏ ଦୁଇମହଲା କୋଠା ଘର ଭୁଷୁଡି ପଡ଼ିଛି। ସୌଭାଗ୍ୟବଶତଃ ଏହି ସମୟରେ ଘରେ କେହି ନ ଥିଲେ […]

  • Sunday, 04 July 2021
Odisha School Syllabus slashed
Odisha School Syllabus Slashed by 30% For Class 1-12 for 2020-21: ୩୦% ସିଲାବସ୍ ହ୍ରାସ ପାଇଲା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି। ଅନ୍‌ ଲାଇନ କ୍ଲାସ ଚାଲିଥିଲେ ମଧ୍ୟ ପିଲାଙ୍କ ପାଠପଢା ବ୍ୟାହତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଛାତ୍ରଛାତ୍ରୀଙ୍କ ସିଲାବସ୍‌ କମାଇ ଦିଆଯାଇଛି। Odisha School Syllabus Slashed ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଶ୍ରେଣୀର Syllabus କମିଛି।  କରୋନା ପାଇଁ ଚଳିତ ବର୍ଷ 30% Syllabus ହ୍ରାସ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା […]

snake
ଗଦି ଭିତରୁ ବାହାରିଲା ୫ ଫୁଟ୍‌ର ସାପ

ବାଙ୍କୀ: ବେଡ୍ ରୁମରେ ନାଗ ସାପ। ଗଦି ଭିତରେ ଲୁଚି ଥିଲା ଏହି ବିଷାକ୍ତ ସାପ। ଏହି ଘଟଣା ହେଉଛି କଟକ ଜିଲ୍ଲା ବାଙ୍କୀ ହରିରାଜପୁର ଗାଁର। ଗାଁ’ର ଶରତ ପଣ୍ଡାଙ୍କ ଘରେ ସାପ ପ୍ରବେଶ କରିବା ଦେଖି ସେ ସ୍ନେକ୍ ହେଲ୍ପ ଲାଇନକୁ ଫୋନ୍ କରିଥିଲେ। ପ୍ରବଳ ବର୍ଷା ଭିତରେ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଘରେ ବହୁତ ଖୋଜାଖୋଜି କରିଥିଲେ ହେଁ ସାପକୁ ପାଇନଥିଲେ। ତେବେ କିଛି ସମୟ ପରେ ଗଦି ଭିତରୁ ମିଳିଥିଲା […]

  • Sunday, 04 July 2021
karanjia
ଭୁଶୁଡ଼ିଲା କାନ୍ଥ: ମା' ମୃତ, ଝିଅ ଗୁରୁତର

କରଞ୍ଜିଆ: ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡ଼ି ଜଣକର ମୃତ୍ୟୁ ହୋଇଛି। ଆଉ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏମିତି ଏହି ଅଘଟଣ ଘଟିଛି ମୟୂରଭଂଜ ଜିଲ୍ଲା ଶୁକୃଳି ବ୍ଲକ ମହିଳାସୁଳି ଗାଁରେ। ମାଆ ଝିଅ ଘରେ ଶୋଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଦୁର୍ବଳ କାନ୍ଥଟି ଭୁଶୁଡ଼ି ପଡ଼ଥିଲା। ଆଜି ଭୋରରେ ଏହି ଘଟଣା ଘଟିଛି। ଗାଁ ଲୋକେ ତୁରନ୍ତ ମାଟି ଭିତରୁ ମାଆ ନନ୍ଦିନୀ ମୁଣ୍ଡା ଓ ଝିଅ ଶ୍ରୀମତୀ ମୁଣ୍ଡାଙ୍କୁ […]

  • Sunday, 04 July 2021
flood
ବର୍ଷା ସତ୍ତ୍ୱେ ଓଡ଼ିଶାକୁ ବନ୍ୟା ଭୟ ନାହିଁ

ଭୁବନେଶ୍ୱର: ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଥିଲେ ମଧ୍ୟ ରାଜ୍ୟରେ ବଡ ଧରଣର ବନ୍ୟା ଆଶଙ୍କା ନାହିଁ ।ଏପରି ଆଶ୍ୱାସନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ତେବେ ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆସିପାରେ । ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର। ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡାରେ ବନ୍ୟା ଆଶଙ୍କା ରହିଛି। ବ୍ରାହ୍ମଣୀ ଓ ମହାନଦୀରେ ବଢିପାଣି ଆସିବା ପରେ ମଧ୍ୟ ବନ୍ୟା […]

  • Sunday, 04 July 2021
anup-sai
ଆସିଲା ପୂର୍ବତନ ବିଧାୟକ ଅନୁପ ସାଏଙ୍କ  କରୋନା ରିପୋର୍ଟ

ଭୁବନେଶ୍ୱର: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ  କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଛତିଶଗଡ଼ ଜେଲ୍‌ରେ ଥିବା ବେଳେ ତାଙ୍କୁ କରୋନା ହୋଇଥିବା ଜଣାପଡ଼ିଛି । ଅନୁପ ସାଏଙ୍କ ନିକଟରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା । ଏହା ପରେ ତାଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା ।ସ୍ୱାବ୍ ଟେଷ୍ଟରୁ ଅନୁପ କରୋନା ପଜିଟିଭ ହୋଇଥିବା ଜଣାପଡ଼ିଛି । ତାଙ୍କର ଚିକିତ୍ସା ଚାଲିଥିବା ଛତିଶଗଡ଼ ଜେଲ୍ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି । ସୂଚନାଥାଉ କି, ମାଆ ଝିଅ […]

  • Sunday, 04 July 2021
bishnu-sethi
କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହେଲେ ବିଧାୟକ ବିଷ୍ଣୁ ସେଠୀ

କୋଭିଡରେ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ। ବର୍ତ୍ତମାନ ବିଷ୍ଣୁଙ୍କୁ ପ୍ରାଇଭେଟ୍ କେବିନରେ ରଖାଯାଇଛି

  • Sunday, 04 July 2021