• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

cure
ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ଆଉ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ।  ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୫୩୨୧୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍‌ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୨୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୩୮୯, ପୁରୀରୁ ୨୭୪, ଅନୁଗୋଳରୁ ୨୧୦, ବରଗଡ଼ରୁ ୧୯୦, ବାଲେଶ୍ୱରରୁ ୧୮୫, ବଲାଙ୍ଗିରରୁ ୧୮୩, କେନ୍ଦ୍ରାପଡ଼ାରୁ ୧୫୬, କଳାହାଣ୍ଡିରୁ ୧୫୦, ସମ୍ୱଲପୁରରୁ ୧୩୮, ଜଗତସିଂହପୁରରୁ […]

  • Saturday, 03 July 2021
hospital
ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର: କରୋନା ରୋଗୀଙ୍କ ସହିତ କଥା ହେବେ ପରିବାର ଲୋକ। ରାଜ୍ୟର ସବୁ ସରକାରୀ ଓ ବେସରକାରୀ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ରଖିବା ବାଧ୍ୟତାମୂଳକ କରାଯାଇଛି। ଏନେଇ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର। ଗାଇଡ୍‌ ଲାଇନ୍‌ ଅନୁସାରେ ସବୁ ହସ୍ପିଟାଲରେ ୨୪ ଘଣ୍ଟିଆ ହେଲ୍‌ପ ଡେସ୍କ ରହିବ। ପ୍ରତି ହେଲ୍‌ପ ଡେସ୍କ ପାଇଁ ଏକ ଟୋଲ୍‌ ଫ୍ରି ନମ୍ବର ରହିବ। ଏହି ଟୋଲଫ୍ରି ନମ୍ବର ରାଜ୍ୟସ୍ତରୀୟ ପ୍ରାଧିକୃତ ଅଫିସର ତଥା ଅତିରିକ୍ତ DMETଙ୍କୁ […]

  • Saturday, 03 July 2021
ସାଂସଦ ପ୍ରତିନିଧିଙ୍କ ନାଁରେ ବଳାତ୍କାର ଉଦ୍ୟମ ଅଭିଯୋଗ
ସାଂସଦ ପ୍ରତିନିଧିଙ୍କ ନାଁରେ ବଳାତ୍କାର ଉଦ୍ୟମ ଅଭିଯୋଗ

ବାଲେଶ୍ୱର  : ବାଲେଶ୍ୱର ସାଂସଦ ପ୍ରତିନିଧିଙ୍କ ନାଁରେ ବଳାତ୍କାର ଉଦ୍ୟମ ଅଭିଯୋଗ। ଏ ନେଇ ରୁପ୍‌ସା ଥାନାରେ ଅଭିଯୋଗ କରିଛନ୍ତି ଜଣେ ମହିଳା। ବିବାହ ପରେ  ଶ୍ୱଶୁରଙ୍କ ନିର୍ଯାତନାରୁ ବର୍ତ୍ତିବା ଲାଗି  ସେ ବାଲେଶ୍ୱର ସାଂସଦଙ୍କ ନୂଅାଗାଁ ପ୍ରତିନିଧି ମହାଦେବ ଦାସଙ୍କ ସହାୟତା ଲୋଡ଼ିଥିଲେ । ହେଲେ ସହାୟତା ନାଁରେ ସାଂସଦଙ୍କ ପ୍ରତିନିଧି ମହାଦେବ ଦାସ ତାଙ୍କୁ ବାରମ୍ବାର ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ମହିଳା। ସେପଟେ ଘଟଣା ସଂପର୍କରେ ସାଂସଦ ପ୍ରତିନିଧି ମହାଦେବ ଦାସ […]

  • Saturday, 03 July 2021
Chandabali
"ବିଧାୟକ ଏମିତି ସାମ୍ବାଦିକ ସମ୍ମିଳନୀ କରିବା ଠିକ୍‌ ନୁହେଁ"

ନୀଳଗିରିରେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଗର୍ଭବତୀ ମହିଳା ଓ ଶିଶୁଙ୍କ ଶୁଖିଲା ଖାଦ୍ୟ ଯୋଗାଣରେ ଅନିୟମିତତା ପ୍ରସଙ୍ଗରେ ସଂପୃକ୍ତ ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନୀଳଗିରି ବିଜେପି ବିଧାୟକ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।

  • Saturday, 03 July 2021
otv check
ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ମାମଲାରେ ଆସନ୍ତା ଅକ୍ଟୋବର ୧ ତାରିଖରେ ପୁଣି ମହିଳା କମିଶନରେ ହାଜର ପାଇଁ ଓଟିଭି ଏମ୍‌ଡିଙ୍କୁ ସମନ୍ ହୋଇଛି । ହେଲେ ଅଭିଯୁକ୍ତ ପୁଲିସକୁ ଜେରାର ଆବଶ୍ୟକତାକୁ ନେଇ ଉଠିଥିବା ପ୍ରଶ୍ନକୁ କିନ୍ତୁ କମିଶନ୍ ଅଧ୍ୟକ୍ଷା ଏଡ଼ାଇଯାଇଛନ୍ତି। ଏପଟେ କିନ୍ତୁ ଅଭିଯୋଗର ୨୨ ଦିନ ପରେ ବି ନିଜ ବିଭାଗର ଅଭିଯୁକ୍ତ ପୋଲିସକୁ  ଜେରା ତ ଦୂରର କଥା ଏଯାଏଁ ଚିହ୍ନଟ ବି କରିପାରୁନି କମିଶନରେଟ୍ ପୁଲିସ । […]

  • Saturday, 03 July 2021
ଇଜ୍ ଅଫ୍ ଡୁଇଂ ବିଜନେସ୍‌ରେ ଉଠୁଛି ଦେଶ, ଖସୁଛି ରାଜ୍ୟ
ଇଜ୍ ଅଫ୍ ଡୁଇଂ ବିଜନେସ୍‌ରେ ଉଠୁଛି ଦେଶ, ଖସୁଛି ରାଜ୍ୟ

ଭୁବନେଶ୍ୱର :  ୨୦୧୭ରେ ୧୦୦ତମ ରାଙ୍କ୍‌, ୨୦୧୮ରେ ୨୩ଟି ସ୍ଥାନ ଡେଇଁ ୭୭ ରାଙ୍କ୍ ‘ଇଜ୍ ଅଫ୍ ଡୁଇଂ ବିଜନେସ୍’ ରାଙ୍କିଙ୍ଗ୍‌ରେ ଏମିତି ଅାଖିଦୃଶିଅା ଉନ୍ନତି ହାସଲ କରିଛି ଭାରତ। ୨୦୧୯ ପାଇଁ ବିଶ୍ୱବ୍ୟାଙ୍କ ଦ୍ୱାରା ୧୯୦ଟି ଦେଶକୁ ନେଇ କରାଯାଇଥିବା ସର୍ଭେରେ ଭାରତକୁ ଏହି ସଫଳତା ମିଳିଛି। ବଡ଼ କଥା ହେଲା ଭାରତ ଏକମାତ୍ର ଦେଶ ଭାବେ, ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୧୦ଟି ଦେଶ ମଧ୍ୟରେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ସ୍ଥାନ ପାଇଛି।  ଅନ୍ତର୍ଜାତୀୟ […]

  • Saturday, 03 July 2021
gupchup
ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ସୁନ୍ଦରଗଡ଼: ଗୁପ୍‌ଚୁପ୍‌ ଖାଇବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସରଫଗଡ଼ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ନାଁ ଫୁଲମତି କିସାନ। ସୂଚନା ଅନୁସାରେ, ଫୁଲମତି ଘରେ ପରିବାର ଲୋକଙ୍କ ସହ ବସି ଗୁପ୍‌ଚୁପ୍‌ ଖାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ତାଙ୍କୁ ତୁରନ୍ତ ଲେଫ୍ରିପଡ଼ା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଖାଇବା ବେଳେ […]

  • Saturday, 03 July 2021
କାର୍ତ୍ତିକ ମାସରେ ଚନ୍ଦ୍ରଭାଗାରେ ହବିଷ୍ୟାଳିଙ୍କ ଭିଡ଼
କାର୍ତ୍ତିକ ମାସରେ ଚନ୍ଦ୍ରଭାଗାରେ ହବିଷ୍ୟାଳିଙ୍କ ଭିଡ଼

ଭୁବନେଶ୍ୱର : କୋଣାର୍କର ଚନ୍ଦ୍ରଭାଗା ।  ପ୍ରତିବର୍ଷ ଏଠାରେ ଶତାଧିକ ହବିଷ୍ୟାଳିଙ୍କ ଭିଡ ଜମେ କାର୍ତ୍ତିକ ମାସରେ । ଏବେ ମଧ୍ୟ କାର୍ତ୍ତିକମାସ ଆରମ୍ଭ ହୋଇଯାଇଥିବାରୁ ସେଠାରେ ହବିଷ୍ୟାଳିଙ୍କ ଭିଡ ଦେଖିବାକୁ ମିଳିଛି । ଚନ୍ଦ୍ରଭାଗାରେ ସ୍ନାନ କରିବା ପରେ ସୂର୍ଯ୍ୟପୂଜା, ଚଉରା ମୂଳରେ ଚିତା ପକାଇ ହବିଷ୍ୟାଳିମାନେ ବୃନ୍ଦାବତୀଙ୍କ ଅାରାଧନା କରୁଛନ୍ତି । ତାସହ ରାଧା ଦାମୋଦରଙ୍କ ପୂଜା, ମହାପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିବା ସହ ସକାଳ ସଂଧ୍ୟାରେ କାର୍ତ୍ତିକ ପୁରାଣ ମଧ୍ୟ ପାଠ କରୁଛନ୍ତି। […]

  • Saturday, 03 July 2021
students
OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ OJEE(Odisha Joint Entrance Examination) ପାଇଁ ଆଜି ରାତି ୧୨ଟା ପୂର୍ବରୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁ ଛାତ୍ରଛାତ୍ରୀ OJEE ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିଥିବେ, ସେମାନେ ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଅନ୍‌ଲାଇନ୍ ଫି’ ଜମା କରିବା ପାଇଁ ଡେଡ୍‌ଲାଇନ୍‌ ରଖାଯାଇଛି। www.ojee.nic.in / www.odishajee.comରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଆସନ୍ତା ଅକ୍ଟୋବର ୧୨ରୁ ଆରମ୍ଭ ହେବ OJEE ପରୀକ୍ଷା ଓ ଏହା ଅକ୍ଟୋବର ୧୯ରେ ଶେଷ ହେବ। ମୋଟ ୫୩ଟି ସେଣ୍ଟରରେ ହେବ […]

  • Saturday, 03 July 2021
‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

ଭୁବନେଶ୍ୱର: ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ନ କରିବା ଲାଗି ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହାଦ୍ୱାରା ଅଯଥାରେ ଶବ ହସ୍ତାନ୍ତର ବିଳମ୍ବ ହେବା ସହ ମୃତକଙ୍କ ପରିବାରବର୍ଗ ଶୋଷଣରୁ ମୁକ୍ତ ହୋଇପାରିବେ। ଏଥିସହ ଯେଉଁ ସରକାରୀ ଓ ବେସରକାରୀ ଡାକ୍ତରଖାନା ଗୁଡିକରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ସେଠାରେ ପ୍ରାଣ ହରାଉଥିବା ରୋଗୀଙ୍କ ସମସ୍ତ ତଥ୍ୟ ୪୮ ଘଣ୍ଟା ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରୋଗୀଙ୍କ bedhead ଟିକେଟ୍‌, ବିଭିନ୍ନ ନମୁନା ପରୀକ୍ଷା […]

  • Saturday, 03 July 2021