ପଟାମୁଣ୍ଡାଇ : ୨ ଘଣ୍ଟା ଧରି ପାଣି ଭିତରେ ପୁଲିସ-ପବ୍ଲିକ ଏବଂ ଚୋରି ଅଭିଯୁକ୍ତଙ୍କ ମଧ୍ୟରେ କସରତ । ଧରାପଡ଼ିବା ଭୟରେ ଅଭିଯୁକ୍ତ ଜଣକ କେତେବେଳେ ପାଣି ଭିତରେ ବୁଡ଼ି ଯାଉଥିଲା ତ ଆଉ କିଏ କେତେବେଳେ ପହଁରି ପହଁରି ଦୂରକୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ସିପୁର ଗାଁରେ ପାରିବାରିକ କଳହକୁ ନେଇ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇର ମୃତ୍ୟୁ। ପାରିବାରିକ କଳହରୁ ହତ୍ୟା ସନ୍ଦେହ। ଅଭିଯୁକ୍ତ ସାନଭାଇକୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ଅନୁଗୁଳ ଏସପି। ଘଟଣା ମୁତାବକ, ଦୁଃଖ ବାରିକଙ୍କ ଦୁଇ ପୁଅ ରଞ୍ଜନ ଓ ନିରଞ୍ଜନ ଏକ ସେଲୁନ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଦୋକାନରୁ ଆୟ ହେଉଥିବା ଅର୍ଥକୁ ନେଇ ଗତକାଲି ସନ୍ଧ୍ୟାରେ ଦୁଇ […]
ଗଜପତି: ଟଏଲେଟ ବାହାନାରେ ସ୍କାଇଲାଇଟ୍ ଭାଙ୍ଗି ଅଭିଯୁକ୍ତ ଚମ୍ପଟ। ଏହା ଆଉ କେଉଁଠି ନୁହେଁ, ଖୋଦ ପୋଲିସ ଷ୍ଟେସନର ଟଏଲେଟ ଭାଙ୍ଗି ଫେରାର ହୋଇଯାଇଛି ଜଣେ କଏଦୀ। ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନାରେ। ଗତ ୨୦ ତାରିଖରେ କାନକଟା ଛକରେ ଚଢ଼ଉ କରି ୧୨ କ୍ୱିଣ୍ଟାଲ ଗଂଜେଇ ଜବତ କରି ଚାଲାଣରେ ସମ୍ପୃକ୍ତ ପୁରୀ ବ୍ରହ୍ମଗିରିର ପ୍ରମୋଦ ମଲ୍ଲିକ, ସରତ ଦେ ଓ ଅଡବା ଗୁଣ୍ଡିମା ଗାଁ କରୁଣା ଗମାଙ୍ଗଙ୍କୁ ଗିରଫ କରିଥିଲା। ତେବେ […]
ଭୁବନେଶ୍ୱର: ସମ୍ଭାବ୍ୟ ଲଘୁଚାପକୁ ଦୃଷ୍ଟିରେ ରଖି ପରିସ୍ଥିତିର ମୁକାବିଲା ଲାଗି ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ SRC। ଏନେଇ SRCଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବିଡିଓ ଓ ତହସିଲଦାର, ଜଳସେଚନ ଓ ଡ୍ରେନେଜ୍ ବିଭାଗର ଯନ୍ତ୍ରୀଙ୍କୁ ସଜାଗ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବନ୍ୟା ଓ ଭୂସ୍ଖଳନ ନେଇ ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି। ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠୁ […]
ଜଳେଶ୍ୱର: ସାପ ସହ ଖେଳ ହେଲା କାଳ। ଜଣେ ସାପୁଆ କେଳା ନାଗ ସାପକୁ ଖେଳାଉଥିବା ବେଳେ କାମୁଡି ଦେଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି। ଜଳେଶ୍ୱର ଥାନା ଅନ୍ତର୍ଗତ କୃଷ୍ଣନଗର ଗାଁରେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗତ ମାସ ୨୮ ତାରିଖ ଦିନ ସାପୁଆ କେଳା ରଞ୍ଜନ ନାୟକ କୃଷ୍ଣନଗର ଗାଁରେ ସାପ ଖେଳାଇବା ବେଳେ ତାଙ୍କର ବାମ ହାତକୁ ସାପ କାମୁଡି ଦେଇଥିଲା। ତୁରନ୍ତ ଲୋକେ ତାଙ୍କୁ ମେଡିକାଲ ଯିବାକୁ କହିଥିଲେ କିନ୍ତୁ […]
ଭୁବନେଶ୍ୱର: ଆସନ୍ତାକାଲି ଅଲ ଇଣ୍ଡିଆ କଂଗ୍ରେସ କମିଟିର ସିଡବ୍ଲୁସି ବୈଠକ। ବୈଠକ ପୂର୍ବରୁ ରାଜ୍ୟ କଂଗ୍ରେସରେ ମେଳି। ରାଜ୍ୟ ପିସିସି ସଭାପତି ପରିବର୍ତ୍ତନକୁ ନେଇ ଲାଗି ରହିଛି ଚର୍ଚ୍ଚା। ହେଲେ ଏଭଳି ସ୍ଥଳେ ଏପରି ଚର୍ଚ୍ଚା ନାହିଁ ବୋଲି କହିଛନ୍ତି CWC ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ। କୌଣସି ରାଜ୍ୟର ପିସିସି ପରିବର୍ତ୍ତନ AICC ଅଧ୍ୟକ୍ଷଙ୍କ କ୍ଷମତା ଭିତରେ। ଆସନ୍ତାକାଲି CWC ମିଟିଂରେ AICC, PCC ସଂଗଠନ ନେଇ ଆଲୋଚନା ହୋଇପାରେ। ଓଡ଼ିଶାରେ ବ୍ଲକ, ଜିଲ୍ଲା, PCC ଗଠନ […]
ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୨୦୬ ଓ ଲୋକାଲ୍ କଣ୍ଟାକ୍ଟରୁ ୧୧୧ ଚିହ୍ନଟ ହୋଇଛନ୍ତି। କେଉଁ ଅଞ୍ଚଳରୁ କେତେ:- ଆଚାର୍ଯ୍ୟ ବିହାର ଅଞ୍ଚଳରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସାଲିଆସାହି-୯, ବ୍ରହ୍ମେଶ୍ୱରପାଟଣା ଓ କଳିଙ୍ଗନଗରରୁ ୬ ଲେଖାଏଁ ଚିହ୍ନଟ ହୋଇଛନ୍ତି। Update on newly detected & cured #COVID19 cases in the last 24 hrs under […]
୧୪ ମାସ ହେଲାଣି ଦରମା ପାଇ ନାହାନ୍ତି ୧୪୦୦ କର୍ମଚାରୀ ଫ୍ୟାକ୍ଟ୍ରି ଆଗରେ ସ୍ତ୍ରୀ ଓ ପିଲାଛୁଆଙ୍କୁ ଧରି ଧାରଣାରେ କର୍ମଚାରୀ ସାଢେ ୩ ମାସରୁ ଅଧିକ ସମୟ ଧରି ପ୍ଲାଣ୍ଟ କାର୍ଯ୍ୟ ଠପ୍ ବାଲେଶ୍ୱର(ରଶ୍ମିରଞ୍ଜନ ଦାସ) : ବିର୍ଲା…