• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 26 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 2 years ago

ହିଟ୍ ଷ୍ଟାର ବାବୁସାନଙ୍କୁ ନେଇ ଟେନ୍‌ସନ୍‌ରେ ଓଲିଉଡ୍

ଓଡ଼ିଆ ଫିଲ୍ମ ଜଗତକୁ ଗଲା କିଛି ବର୍ଷ ଧରି ସାହାରା ହୋଇ ଆସୁଥିବା ବାବୁସାନଙ୍କ ବିନା ଇଣ୍ଡଷ୍ଟ୍ରୀ ଆଗକୁ ଯିବ କେମିତି ? ଏମିତି ଏକାଧିକ ପ୍ରଶ୍ନ ଏବେ ଓଡ଼ିଆ ଦର୍ଶକ ଓ ସିନେ ପ୍ରେମୀଙ୍କୁ ବ୍ୟଥିତ କରିଥିବା ବେଳେ ସେପଟେ ବାବୁସାନ୍ ଏସବୁକୁ ଭୁଲି ତାଙ୍କ ଦକ୍ଷ ଅଭିନୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ବହୁ କଳାକାର, ନିର୍ଦ୍ଦେଶକ ଓ ସିନେ ସମୀକ୍ଷକ । More
  • Prangyan Parimita
  • 2 years ago

ନରସିଂହପୁର ଜଙ୍ଗଲରେ ବୁଲୁଛି ଆଉ ଏକ ଗୁଳିବିଦ୍ଧ ହାତୀ

ଆଠଗଡ ବନଖଣ୍ଡରେ ମାଟିତଳୁ ହାତୀ କଙ୍କାଳ ଉଦ୍ଧାର ଘଟଣାର ରିପୋର୍ଟ ଦେବାକୁ ଆଉ ମାସେ ସମୟ ମାଗିଲା ଏସ୍ଆଇଟି More
  • Otv Khabar Bureau
  • 2 years ago

ଷ୍ଟାର ଘର କଳିରେ ଟ୍ୱିଷ୍ଟ; ଓଡ଼ିଶା ପହଞ୍ଚିବା ପରେ କ'ଣ ପଦକ୍ଷେପ ନେବେ ବାବୁସାନ ?

୩ ଦିନ ପରେ ଚେନ୍ନାଇରୁ ଫେରିଛନ୍ତି ଅଭିନେତ୍ରୀ ପ୍ରକୃତି ଏବଂ ଆଜି ତାଙ୍କ ଘରକୁ ଯାଇ ପଚରାଉଚରା କରିଛି ଖାରବେଳନଗର ଥାନା ପୋଲିସ । ତେବେ  ବାବୁସାନ ଗଲେ କୁଆଡ଼େ ? ଚେନ୍ନାଇରେ ନା ଆଉ କେଉଁଠି ଅଛନ୍ତି ସେ ? ନୋଟିସ୍ ସତ୍ତ୍ୱେ ନଆସିଲେ ଆଉ କି ପଦକ୍ଷେପ ନେଇପାରେ ପୋଲିସ ? More
  • Otv Khabar Bureau
  • 2 years ago

ଚେନ୍ନାଇରୁ ଓଡ଼ିଶା ଅଭିମୁଖେ ବାବୁସାନ

ଚେନ୍ନାଇ ବିମାନ ବନ୍ଦରରେ ଓଲିଉଡ ଅଭିନେତା ବାବୁସାନ । ସାମ୍ନାକୁ ଆସିଲା ଚେନ୍ନାଇ ବିମାନବନ୍ଦରରେ ବାବୁସାନ୍‌ଙ୍କ ଭିଡିଓ । ବାବୁସାନ୍ ଚେନ୍ନାଇରୁ ଭୁବନେଶ୍ୱର ଆସୁଥିବା ନେଇ ସୂଚନା ମିଳିଛି । More
  • Prangyan Parimita
  • 2 years ago

ଚର୍ଚ୍ଚାରେ ଆଇଟିଆଇ ଛାତ୍ରଙ୍କ ଦେଶୀ ଯୁଗାଡ଼ : ସୀମାରେ ଅନୁପ୍ରବେଶ ରୋକିବାକୁ ସ୍ୱତନ୍ତ୍ର ପ୍ରୋଜେକ୍ଟ

ଚନ୍ଦ୍ରଗିରିର ସମୀର ପ୍ରଧାନୀଙ୍କ ଉଦ୍ଭାବନକୁ ନେଇ ଚର୍ଚ୍ଚା More
  • Otv Khabar Bureau
  • 2 years ago

ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ(OJEE) ରେଜଲ୍ଟ

କାଲି ଦିନ ୧୧.୩୦ ରେ ପ୍ରକାଶ ପାଇବ OJEE ରେଜଲ୍ଟ । More
  • Prangyan Parimita
  • 2 years ago

ଆସନ୍ତାକାଲି ପ୍ରକାଶ ପାଇବ +୨ ଫଳ : ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

କାଲି +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ More
  • Otv Khabar Bureau
  • 2 years ago

ତହସିଲ ଅଫିସ୍‌ର ଚକର୍‌ ମାରି ବି ତହସିଲଦାରଙ୍କ ଦେଖା ମିଳିଲାନି, ଶେଷରେ..

ତହସିଲଦାରଙ୍କୁ ଭେଟିବାକୁ ନ ଦେବାରୁ ତହସିଲ ଅଫିସ ଆଗରେ ହତ୍ୟା ଉଦ୍ୟମ କଲେ ଯୁବକ । More
  • Prangyan Parimita
  • 2 years ago

ଚର୍ଚ୍ଚାରେ ‘କ୍ୟାସ୍‌ କୁଇନ୍‌’ ଅଭିନେତ୍ରୀ ଅର୍ପିତା : ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ତାଙ୍କ ସଂପର୍କକୁ ନେଇ ଗସିପ୍‌ ?

ଓଡ଼ିଆ ଫିଲ୍ମ ସହ କେତୋଟି ବେଙ୍ଗଲୀ ଫିଲ୍ମରେ କାମ କରିଛନ୍ତି, ଶିକ୍ଷକ ନିଯୁକ୍ତି ସ୍କାମରେ ଇଡି ଦ୍ୱାରା ଗିରଫ ପରେ ଚାଲିଛି ଗସିପ୍ More
  • Chandan Shishu
  • 2 years ago

ପ୍ରକୃତି ମିଶ୍ରଙ୍କୁ ୮ଟି ପ୍ରଶ୍ନ ପଚାରିଲା ପୋଲିସ

ମହିଳା ପୋଲିସ ଅଧିକାରୀ ପ୍ରକୃତି ମିଶ୍ରଙ୍କୁ ୧ ଘଣ୍ଟା କାଳ ଜେରା କରିଛନ୍ତି। More
  • Otv Khabar Bureau
  • 2 years ago

ବିପଦରେ ଗଜରାଜ: ପୁଣି ଏକ ହାତୀକୁ ଗୁଳିମାଡ଼ !

କଟକ ନରସିଂହପୁର ଅଞ୍ଚଳରେ ପୁଣି ଏକ ହାତୀକୁ ଗୁଳିମାଡ ହୋଇଥିବା ସୂଚନା । More
  • Prangyan Parimita
  • 2 years ago

‘ବାବୁସାନ୍‌ ତା ପରିବାର ପାଖକୁ ଫେରିଯାଉ ଓ ସୁଖର ସଂସାର କରୁ’

କୁଆଡ଼େ ଗଲେ ବାବୁସାନ୍‌ ? ମନ୍ମଥ ମିଶ୍ର ଚାହାନ୍ତି, ସେ ତାଙ୍କ ପରିବାର ପାଖକୁ ଫେରିଯାଆନ୍ତୁ । More
  • Otv Khabar Bureau
  • 2 years ago

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୬୨ ଆକ୍ରାନ୍ତ

ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୪ ଜଣ ଆକ୍ରାନ୍ତ.... More
  • Chandan Shishu
  • 2 years ago

ପ୍ରକୃତି ମିଶ୍ରଙ୍କ ଘରେ ପହଞ୍ଚିଲା ପୋଲିସ

ଏହାପୂର୍ବରୁ ୭ ଜଣଙ୍କୁ ନୋଟିସ୍ କରିବା ସହ କିଛି ଜଣଙ୍କୁ ପଚରାଉଚୁରା କରିସାରିଛି। More
  • Otv Khabar Bureau
  • 2 years ago

ଗାର୍ଡ ଅଫ୍‌ ଅନର ବେଳେ ଦ୍ରୌପଦୀ ମୁର୍ମୁଙ୍କ ଗାଡ଼ିରେ ଥିଲେ ଓଡ଼ିଆ କମାଣ୍ଡିଂ ଅଫିସର

ସେରିମନିଆଲ ସାଲ୍ୟୁଟ ବେଳେ କମାଣ୍ଡିଂ ଅଫିସର ଥିଲେ ଜଣେ ଓଡ଼ିଆ ଅଫିସର.... More
  • Otv Khabar Bureau
  • 2 years ago

ଏମ୍‌ଡିଏମ୍ ଚାଉଳ ଦୁର୍ନୀତି ପ୍ରସଙ୍ଗ: ବିଜେପି-କଂଗ୍ରେସ ମୁହାଁମୁହିଁ

ଚାଉଳ ଦୁର୍ନୀତି ପ୍ରସଙ୍ଗ ନେଇ ମୁହାଁମୁହିଁ ହେଲେ ବିଜେପି-କଂଗ୍ରେସ... More
  • Otv Khabar Bureau
  • 2 years ago

ଖସିଲା ସୁନା ଦର, ଜାଣନ୍ତୁ କେତେ...

ଶସ୍ତା ହେଲା ସୁନା ଦର, ହେଲେ କେତେ... More
  • Chandan Shishu
  • 2 years ago

ଗୁମର ଫିଟାଇବ ଅର୍ପିତାଙ୍କ କଳା ଡାଏରୀ !

ସେହି ଡାଏରୀ ଭିତରେ ଲୁଚିରହିଛି ଅନେକ ରହସ୍ୟ। More
  • Otv Khabar Bureau
  • 2 years ago

ସୋସିଆଲ୍ ମିଡ଼ିଆରେ ଫଟୋ ପୋଷ୍ଟ କଲେ ପ୍ରକୃତିଙ୍କ ମା

ବାବୁସାନ-ତୃପ୍ତି ଓ ପ୍ରକୃତି କଳି ଭିତରେ ପ୍ରକୃତିଙ୍କ ପରିବାରର କିଛି ଫଟୋ... More
  • Chandan Shishu
  • 2 years ago

ନିର୍ମାଣ ସୌଧରୁ ସରକାରୀ ସଂପତ୍ତି ସିଜ୍ କଲା ଏଲଆଣ୍ଡଟି

ଆର୍ବିଟ୍ରେସନ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଧରି ୨୧ ତାରିଖ ରାତିରେ ନିର୍ମାଣସୌଧରେ ପଶିଥିଲା ଠିକା କଂପାନୀ। More
  • Chandan Shishu
  • 2 years ago

ଦ୍ରୌପଦୀ ରାଷ୍ଟ୍ରପତି ହେବା ପରେ ଦିଲ୍ଲୀରୁ ପଲ୍ଲୀ ଯାଏଁ ଉତ୍ସବ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଅବସରରେ ଉତ୍ସବ ପାଳିଛି ସାରା ଦେଶ। ରାଷ୍ଟ୍ରପତିଙ୍କ ଜନ୍ମମାଟି ମୟୂରଭଂଜର ଛୋଟିଆ ଗାଁ ଉପରବେଡା ହେଉ ଅବା ରାଜଧାନୀ ଭୁବନେଶ୍ୱର, ସବୁଠି ସେଲିବ୍ରେସନର ମାହୋଲ। More
  • Prangyan Parimita
  • 2 years ago

କାହିଁକି ଚେନ୍ନାଇରୁ ଆସୁନାହାଁନ୍ତି ବାବୁସାନ ଓ ପ୍ରକୃତି ? ତୁରନ୍ତ ଓଡ଼ିଶା ଫେରି ଆସିବାକୁ ଫ୍ୟାନଙ୍କ ନିବେଦନ

ଚେନ୍ନାଇ ଯାଇ ବାବୁସାନ ଓ ପ୍ରକୃତି ନଫେରିବାରୁ ବଢ଼ୁଛି ସସପେନ୍ସ, ଅଟକିଛି ପୋଲିସ ତଦନ୍ତ । ତେଣେ ତ୍ରୁଟି ସୁଧାରିବାକୁ ଫିଲ୍ମ କଳାକାର ସଂଘର ଅପିଲ୍, ତୁରନ୍ତ ଫେରି ଆସିବାକୁ ବାବୁସାନଙ୍କ ଫ୍ୟାନଙ୍କ ନିବେଦନ । More
  • Prangyan Parimita
  • 2 years ago

ମା’ର ମୃତ୍ୟୁ ପରେ ଘରୁ ବାହାର କରିଦେଲେ ବାପା : ଦଶମରେ ୯୯.୪ ପ୍ରତିଶତ ରଖି ଟପ୍ପର ହେଲା ଝିଅ

ମା ଚାଲିଗଲା ପରେ ନିଜର କଲେନି ବାପା, ଗୋଡ଼ରେ ଆଡ଼େଇ ଚାଲିଗଲେ । ଆଉ ସେହି ଝିଅ ଆଜି ୯୯.୪ ପ୍ରତିଶତ ନମ୍ବର ରଖି ନିଷ୍ଠୁର ବାପାଙ୍କୁ ଉଚିତ ଜବାବ ଦେଇଛନ୍ତି । More
  • Otv Khabar Bureau
  • 2 years ago

ମଙ୍କିପକ୍ସ ପାଇଁ ସତର୍କତା: ବାହାରୁ ଆସୁଥିବା ଲୋକଙ୍କ ଉପରେ ରଖାଯିବ ନଜର

ମଙ୍କି ପକ୍ସ ନେଇ ରାଜ୍ୟର ସତର୍କତା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସବୁ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ବିଶେଷଜ୍ଞ ଡାକ୍ତରମାନଙ୍କୁ ସଚେତନ କରାଇଲା ସ୍ୱାସ୍ଥ୍ୟ ବିଭାଗ.. More