• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 06 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ନିଶା ବେପାରୀଙ୍କଠୁ ବଟି ନେଉଛି କି ପୁରୀ ପୋଲିସ ? ଅବକାରୀ ଇନ୍ସପେକ୍ଟର କଲେ ଖୁଲାସା

ପୋଲିସକୁ ବଟି ଦେଇ ଅବକାରୀ ଅଧିକାରୀଙ୍କୁ ବେଖାତିର କରୁଛନ୍ତି ମାଫିଆ । ଅବକାରୀ ଇନ୍ସପେକ୍ଟରଙ୍କ ମୁଣ୍ଡ ଦୋଷ ଅଛି କହିଲେ ଅଧୀକ୍ଷକ । More
  • Satyendu Shekher Mishra
  • 2 years ago

ଦୁବାଇ-ରୋମ୍‌ରେ ବିଦେଶୀ ନିବେଶକଙ୍କ ସହ ଆଲୋଚନା କରିବେ ନବୀନ

ଦୁବାଇ ବିଶ୍ୱର ଏକ ପ୍ରମୁଖ ଇନ୍‌ଭେଷ୍ଟମେଣ୍ଟ ହବ୍ ହୋଇଥିବାରୁ ସେଠାରେ ଥିବା ବଡ଼ ବଡ଼ ନିବେଶକଙ୍କୁ ଓଡ଼ିଶା ଆସି ଶିଳ୍ପ ପ୍ରତିଷ୍ଠା କରିବାକୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ । More
  • Otv Khabar Bureau
  • 2 years ago

ମିଳନର ଖୁସି ଧୋଇଦେଲା ବିରହର କାନ୍ଦ: ଫିଲ୍ମ ଷ୍ଟାଇଲ୍‌ରେ ବାହାବେଦୀରୁ ଉଠାଇ ଆଣଲେ ପ୍ରେମିକ

ଅପହରଣର ୩ ଦିନ ପରେ ଫିଲ୍ମଷ୍ଟାଇଲ୍ରେ ବାହାବେଦୀରୁ ପ୍ରେମିକା ପତ୍ନୀଙ୍କୁ ଉଠାଇ ଆଣିଲେ ଭଦ୍ରକ ଧୁଷୁରି ଅଞ୍ଚଳର ଯୁବକ ରାହୁଲ...ଅପହରଣ ଓ ଉଦ୍ଧାର କାହାଣୀକୁ ନେଇ ଚର୍ଚ୍ଚା... More
  • Pramod Behera
  • 2 years ago

ଦାୟିତ୍ୱ ଗ୍ରହଣ ପରେ ନୂଆ ମନ୍ତ୍ରୀଙ୍କ ପ୍ରତି ଚ୍ୟାଲେଞ୍ଜ୍

ଶପଥ ଗ୍ରହଣ ପରେ କିଛି ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୨୪ ନିର୍ବାଚନ ପାଇଁ ହାତରେ ଦୁଇ ବର୍ଷରୁ ବି କମ୍ ସମୟ ଥିବାରୁ ମନ୍ତ୍ରୀମାନେ କିଭଳି ନିଜ ନିଜ ବିଭାଗରେ ପାରଦର୍ଶିତା ଆଣିବେ ତା’ ଉପରେ ରହିବ ଫୋକସ୍। More
  • Otv Khabar Bureau
  • 2 years ago

ସରିଲା ସମ୍ୱଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା; ମନ୍ଦିରରେ ପ୍ରବେଶ କଲେ ଦେବ ଦମ୍ପତ୍ତି

ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ସରିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା: ପ୍ରବଳ ଗରମ ଗୁଳୁଗୁଳି ସତ୍ତ୍ୱେ ହର-ପାର୍ବତୀଙ୍କ ଯୁଗଳ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ...ଶୋଭାଯାତ୍ରାରେ ମନମୋହିଲା ପାରମ୍ପରିକ ଓ ଆଧୁନିକ ନୃତ୍ୟକଳା... More
  • Satyendu Shekher Mishra
  • 2 years ago

ମନ୍ତ୍ରିମଣ୍ଡଳରୁ ବିଦା ନେତାଙ୍କ ମାନଭଞ୍ଜନ ପ୍ରୟାସ, ନବୀନ ନିବାସ ଡାକି କଲେ ଆଲୋଚନା

୧୦ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ନବୀନ । ୨୦୨୪ ନିର୍ବାଚନକୁ ଆଖିରେ ରଖି ସଂଗଠନ ମଜବୁତ୍ ପାଇଁ ପରାମର୍ଶ । More
  • Satyendu Shekher Mishra
  • 2 years ago

ବୀରାଶାଳ ଏୟାରଷ୍ଟ୍ରିପ୍‌ରେ ବିମାନ ଦୁର୍ଘଟଣାଗ୍ରସ୍ତ, ୧୫ ଫୁଟ୍ ଉଚ୍ଚରୁ ଖସିପଡ଼ିଲା ଏୟାରକ୍ରାଫ୍ଟ

ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବିମାନଟି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ । More
  • Satyendu Shekher Mishra
  • 2 years ago

ଗରମରେ ସିଝୁଛି ପଶ୍ଚିମ ଓଡ଼ିଶା, ୪୦ଂ ଉପରେ ୧୧ ସହର

କଟକ ତାପମାତ୍ରା ୩୫.୮ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱର ତାପମାତ୍ରା ୩୫.୬ ଡିଗ୍ରୀ ରହିଥିଲା । More
  • Satyendu Shekher Mishra
  • 2 years ago

ଦୁର୍ଘଟଣାର ଦିନ ! ୯ ଜଣଙ୍କ ଜୀବନ ଗଲା

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୯ ଜଣଙ୍କ ଜୀବନ ଯାଇଛି More
  • Otv Khabar Bureau
  • 2 years ago

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ୟୁନିଫର୍ମ ଭତ୍ତା

ଏଣିକି ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ୟୁନିଫର୍ମ ଭତ୍ତା...ଜାଣନ୍ତୁ କେତେ... More
  • Satyendu Shekher Mishra
  • 2 years ago

ଖୁବ୍‌ଶୀଘ୍ର ଆସୁଛି ତରଙ୍ଗର HD ଭର୍ସନ, ଓଡ଼ିଶାର ପ୍ରଥମ 24*7 ମନୋରଂଜନ ଭିତ୍ତିକ ଚ୍ୟାନେଲ

୨୦୦୮ରେ ଆରମ୍ଭ ହୋଇଥିବା ଏହି ଚ୍ୟାନେଲ ଅନେକ ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟିଦେଇଛି । More
  • Satyendu Shekher Mishra
  • 2 years ago

ପୁରା ଫିଲ୍ମ ଷ୍ଟାଇଲ ! ସ୍ୱାମୀକୁ ଦେଖୁ ଦେଖୁ ଧାଇଁ ଆସି କୁଣ୍ଢାଇ ଧରିଲା ଫରାର ହୋଇଥିବା ସ୍ତ୍ରୀ..

ସ୍ତ୍ରୀକୁ ହରାଇ କାନ୍ଦି କାନ୍ଦି ଗଡ଼ିଯାଉଥିବା ସ୍ୱାମୀର ପ୍ରେମ ଶେଷରେ ଜିତିଯାଇଛି । ସାବିତ୍ରୀ ବ୍ରତ ପରଦିନ ଫେରାର ହୋଇଥିବା ସ୍ତ୍ରୀକୁ ଖୋଜି ପାଇଛନ୍ତି ଯୁବକ । ଅନ୍ୟ ଜଣେ ପୁରୁଷଙ୍କୁ ବିବାହ ପୂର୍ବରୁ ପତ୍ନୀଙ୍କୁ ଫିଲ୍ମ ଷ୍ଟାଇଲ୍‌ରେ ଉଦ୍ଧାର କରିଛନ୍ତି ସ୍ୱାମୀ । More
  • Satyendu Shekher Mishra
  • 2 years ago

ବଢ଼ିଲା ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି

୫ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପକୃତ ହେବେ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ହାର ପୂର୍ବ ଥର ୨୦୧୫ ମସିହାରେ ବୃଦ୍ଧି କରାଯାଇଥିଲା । More
  • Otv Khabar Bureau
  • 2 years ago

ରାଜଧାନୀରୁ ୨ କୋଟିରୁ ଉର୍ଦ୍ଧ୍ୱ ବ୍ରାଉନ୍‌ ସୁଗାର ଜବତ; ୩ ଗିରଫ

ଭୁବନେଶ୍ୱରରୁ ୨ କୋଟି ଟଙ୍କାରୁ ଅଧିକ ଟଙ୍କାର ବ୍ରାଉନ୍‌ ସୁଗାର ଜବତ ହୋଇଥିବା ସୂଚନା... More
  • Prangyan Parimita
  • 2 years ago

‘ମୋ ଧନକୁ ଆଜି ଫେରିପାଇଲି’ ! ଧାଇଁ ଆସି ସ୍ତ୍ରୀକୁ କୁଣ୍ଢାଇ ଧରି ବାଇକରେ ପଳାଇଲା ସ୍ୱାମୀ

ପରୀକ୍ଷା ଦେବାକୁ ଆସି ନିଖୋଜ ହୋଇଯାଇଥିବା ସ୍ତ୍ରୀକୁ ଫେରି ପାଇଲା ରାହୁଲ। ଖୁସିରେ ଆତ୍ମହରା ହୋଇ ବାଇକରେ ଧରି ଫେରିଲେ ଘରକୁ । More
  • Otv Khabar Bureau
  • 2 years ago

ଶେଷ ପର୍ଯ୍ୟାୟରେ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା; ଆଜି ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ

ଦେବ ଦମ୍ପତିଙ୍କ ବିବାହ ପରେ ଚାଲିଛି ଯୁଗଳ ଦର୍ଶନ ଶୋଭାଯାତ୍ରା। ଆଜି ସଂଧ୍ୟା ଯାଏ ଶୋଭାଯାତ୍ରା ଚାଲିବ। More
  • Prangyan Parimita
  • 2 years ago

୧୦ ବର୍ଷ ପରେ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ !

UAEରେ ଇଣ୍ଡଷ୍ଟ୍ର୍ରିଆଲ୍ ମିଟ୍‌ରେ ଯୋଗଦେବା କାର୍ଯ୍ୟକ୍ରମ More
  • Otv Khabar Bureau
  • 2 years ago

ଅବକାରୀ ବିଭାଗର ସାଂଘାତିକ ଅଭିଯୋଗ; ନିଶା ବେପାରୀଙ୍କଠୁ ମାସିକିଆ ବଟି ନେଉଛି ପୋଲିସ

ପୁରୀ ପୋଲିସ ନିଶା ବେପାରୀଙ୍କଠୁ ବଟି ନେଉଥିବା ଅଭିଯୋଗ କରିଛି ଅବକାରୀ ବିଭାଗ । ଅବକାରୀ ଇନ୍ସପେକ୍ଟରଙ୍କ ଚିଠିକୁ ନେଇ ପୁରୀ ପୋଲିସ ହଟଚମଟ । More
  • Otv Khabar Bureau
  • 2 years ago

ହାଇୱା ନେଇଗଲା ନବମ ଶ୍ରେଣୀ ଛାତ୍ରୀର ଜୀବନ

କେନ୍ଦ୍ରାପଡ଼ା-ଦାନପୁର ରାସ୍ତାର ଝିଙ୍କଡି ହାଟବାଣପୁର ଛକରେ ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ହାଇୱା ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। More
  • Prangyan Parimita
  • 2 years ago

ଫୋକସ୍‌ରେ ୨୦୨୪ ନିର୍ବାଚନ : ମୁଖ୍ୟମନ୍ତ୍ରୀଙ୍କ ସହ ଚାଲିଛି ବାଦ୍ ପଡ଼ିଥିବା ମନ୍ତ୍ରୀଙ୍କ ବୈଠକ

ବାଦ ପଡିଥିବ ମନ୍ତ୍ରୀ ମାନଙ୍କୁ ନୂଆ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି More
  • Otv Khabar Bureau
  • 2 years ago

ଜମି ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ସଂଘର୍ଷ; ୨୨ ଆହତ, ୯ ଗୁରୁତର

ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚରିଆବାଡ଼ରେ ଜମି ବିବାଦକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ସଂଘର୍ଷ ଘଟି ୨୨ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୯ଜଣଙ୍କ ଅବସ୍ଥା ଗୁରୁତର ରହିଛି। More
  • Prangyan Parimita
  • 2 years ago

ପୁରୀରେ ନବୀନଙ୍କ ନୂଆ ମନ୍ତ୍ରୀ : ଦାୟିତ୍ୱ ମିଳିବା ପରେ କଲେ ମହାପ୍ରଭୁଙ୍କୁ ଦର୍ଶନ

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମନ୍ତ୍ରୀ More
  • Prangyan Parimita
  • 2 years ago

ଗିରଫ ହୋଇଥିବା ଦିଲ୍ଲୀ ମନ୍ତ୍ରୀ ‌ସତ୍ୟେନ୍ଦ୍ର ଜୈନ୍‌ଙ୍କ ଘରେ ରେଡ୍‌ କଲା ଇଡି

ବେଆଇନ ଆର୍ଥିକ କାରବାର ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ଆଜି ପୁଣି ରେଡ୍‌ ହୋଇଛି More
  • Prangyan Parimita
  • 2 years ago

କୋଟିପତି ନିଶା ବେପାରୀଙ୍କ ୬କୋଟିର ସ୍ଥାବର ଅସ୍ଥାବର ସମ୍ପତି ବାଜ୍ୟାପ୍ତ

ନିଶା ବେପାର କୋଟିପତି ହୋଇଥିଲା ନିଶା ବେପାରୀ, ଏବେ ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ ହୋଇଛି । More
  • Otv Khabar Bureau
  • 2 years ago

Daily Horoscope 6th June: କ'ଣ ରହିଛି ଆଜି ଆପଣଙ୍କ ଭାଗ୍ୟରେ ଜାଣନ୍ତୁ..

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୬ ତାରିଖ ସୋମବାର । ତିଥି – ୬ ଷ୍ଠୀ (ମଳ) ପ୍ରାତଃ ୦୬/୪୦/୧୨ ଗତେ ୭ମୀ। ଚନ୍ଦ୍ର -  ସିଂହ ଅହୋରାତ୍ର। ଘାତ ଚନ୍ଦ୍ର-  କର୍କଟ,ମକର ରାଶିର ଅହୋରାତ୍ର । ଘାତ ବାର – ମିଥୁନ ରାଶିର । ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ପ୍ରାତଃ ୦୬/୪୦/୧୨ ଗତେ ୧ ପାଦ - ପଶୁ ସମ୍ପଦ ନାଶ, ଅନ୍ନଦାନ । More
  • Satyendu Shekher Mishra
  • 2 years ago

ପ୍ରଶାନ୍ତ ମୁଦୁଲିଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ଦାୟିତ୍ୱ

ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି । More
  • Satyendu Shekher Mishra
  • 2 years ago

ନବୀନଙ୍କ ନୂଆ ଟିମ୍‌କୁ ନୂଆ ଦାୟିତ୍ୱ, ପ୍ରଫୁଲ୍ଲ-ନବ-ସମୀର-ଅଶୋକ ହେଲେ ରିପିଟ୍

ନୂଆମନ୍ତ୍ରୀ ଭାବେ ରୋହିତ ପୂଜାରୀଙ୍କୁ ମିଳିଲା ଉଚ୍ଚଶିକ୍ଷା । ବିଭାଗ ବଜାୟ ରଖିଲେ ଅଶୋକ, ସମୀର, ପ୍ରଫୁଲ୍ଲ, ନବ ଓ ନିରଞ୍ଜନ । କ୍ୟାବିନେଟ୍ ପାହ୍ୟାକୁ ଜଗନ୍ନାଥ ଓ ଅଶୋକଙ୍କୁ ପଦୋନ୍ନତି । More
  • Satyendu Shekher Mishra
  • 2 years ago

ପ୍ରତାପଙ୍କୁ ମହଙ୍ଗା ପଡ଼ିଲା ମାହାଙ୍ଗା ମର୍ଡର ! ବିବାଦ ଯୋଗୁଁ ବଳି ପଡ଼ିଲେ ୩ ହାଇପ୍ରୋଫାଇଲ ମନ୍ତ୍ରୀ ?

ରିପୋର୍ଟ କାର୍ଡ, ପଞ୍ଚାୟତ ପ୍ରଦର୍ଶନ ବି କାରଣ । ସୁଶାନ୍ତ ସିଂଙ୍କୁ ମିଳିପାରେ ସାଂଗଠାନିକ ଦାୟିତ୍ୱ । More
  • Satyendu Shekher Mishra
  • 2 years ago

ସମୂହ ଇସ୍ତଫା ପରେ ଟିମ୍ ନବୀନର ନବକଳେବର, ପ୍ରଥମ ଥର ପାଇଁ ଲୋକସେବା ଭବନରେ ଶପଥପାଠ

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ପୂର୍ବ ମନ୍ତ୍ରିମଣ୍ଡଳର ସଦସ୍ୟ ସଂଖ୍ୟା ୨୧ ଥିଲା ବେଳେ ଏହା ସର୍ବୋଚ୍ଚସୀମା ୨୨କୁ ସଂପ୍ରସାରିତ ହୋଇଛି । More
  • Pramod Behera
  • 2 years ago

ଏଇ ରଜରେ ‘ତରଙ୍ଗ’ର ନୂଆ ଭେଟି ‘ଗୌରୀ’

‘ଗୌରୀ’ ଏକ ଗାଉଁଲି ଚୁଲୁବୁଲି ଝିଅର କାହାଣୀ। ଗାଁ ପରିବେଶରୁ ଆସି ସାଜିଛି ବଡ ଘରର ବୋହୂ। ଯୁବପିଢିଙ୍କୁ ଆଖିରେ ରଖି ପ୍ରସ୍ତୁତ ହୋଇଥିବା ଏହି ଧାରାବାହିକ ସସ୍‌ପେନ୍ସ ଥ୍ରୀଲରରେ ପରିପୂର୍ଣ୍ଣ ହୋଇଥିବା ବେଳେ ରହିଛି ଏକ ନିଆରା ପ୍ରେମ କାହାଣୀ। ଜାଣନ୍ତୁ କେବେ ଓ କେତେବେଳେ ଦେଖିବାକୁ ମିଳିବ। More