• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୬ ତାରିଖ ସୋମବାର । ତିଥି – ୬ ଷ୍ଠୀ (ମଳ) ପ୍ରାତଃ ୦୬/୪୦/୧୨ ଗତେ ୭ମୀ। ଚନ୍ଦ୍ର -  ସିଂହ ଅହୋରାତ୍ର। ଘାତ ଚନ୍ଦ୍ର-  କର୍କଟ,ମକର ରାଶିର ଅହୋରାତ୍ର । ଘାତ ବାର – ମିଥୁନ ରାଶିର । ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ପ୍ରାତଃ ୦୬/୪୦/୧୨ ଗତେ ୧ ପାଦ - ପଶୁ ସମ୍ପଦ ନାଶ, ଅନ୍ନଦାନ ।
ଶୁଭ ସମୟ- 
ଦିବା ୦୮/୪୧/୧୪ ରୁ ୧୦/୨୬/୨୮, 
ରାତ୍ରି ୦୯/୧୩/୩୩ ରୁ ୧୦/୨୪/୦୩, 

ରାତ୍ରି  ୧୧/୪୫/୨୪ ରୁ ୧୨/୦୭/୦୫,
ରାତ୍ରି ୦୧/୩୩/୫୧ ରୁ ୦୩/୦୦/୩୮
ରାତ୍ରି ୦୩/୪୪/୦୧ ରୁ ୦୪/୨୭/୨୪
 

ଅଶୁଭ ସମୟ-
ରାହୁକାଳ-  ପ୍ରାତଃ ୦୬/୪୯/୨୬ ରୁ ୦୩/୨୮/୦୫ 
କାଳବେଳା- ପ୍ରାତଃ ୦୬/୪୯/୨୬ ରୁ ୦୩/୨୮/୦୫
ବାରବେଳା – ଦିବା ୦୩/୦୨/୪୨ ରୁ ୦୪/୪୧/୨୧
କାଳରାତ୍ରି- ଦିବା ୦୮/୪୧/୧୪ ରୁ ୧୦/୨୬/୨୪

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ:-
ଅଶ୍ୱନୀ – ସୁଯୋଗର ସଦ୍‌ବ୍ୟବହାର କରି କର୍ମ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କର ପ୍ରିୟଭାଜନ ହେବେ ।
ଦ୍ୱିଜା – ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ଅଧିକ ସମୟ କଟାଇବେ ।
କୃତିକା –ପୂର୍ବ ଯୋଜନା ଅନୁସାରେ କାମ କରିବେ ।
ପ୍ରତିକାର -  ଗୋ ମାତାଙ୍କୁ ଖାଇବାକୁ ଦିଅନ୍ତୁ ।
 

ବୃଷ:-
କୃତିକା  - ଯାତ୍ରା ସମୟରେ ହାତ କିମ୍ବା ଗୋଡରେ ଅଘାତ ଲାଗିପାରେ । ସେଥିପ୍ରତି ସତର୍କ ରୁହନ୍ତୁ ।
ରୋହିଣୀ – କର୍ମ କ୍ଷେତ୍ରରେ କୈଣସି ଭୁଲ୍ କାମ କରିପାରନ୍ତି ।
ମୃଗଶିରା – ସମସ୍ତ କର୍ଯ୍ୟରେ ବିଳମ୍ବ ହେବା । ମାନସିକ ଦୁଶ୍ଚିନ୍ତା ଲାଗିରହିବ
ପ୍ରତିକାର –  ଶୁକ୍ରଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ ।
 

ମିଥୁନ:-
ମୃଗଶିରା  -  ନିଜ କାର୍ଯ୍ୟ ପାଇଁ ପ୍ରଂଶସିତ ହେବେ ।
ଆଦ୍ରା -  ସାମ୍ୱାଦିକତା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତି ପାଦିତ କରିବେ ।
ପୁନର୍ବସୁ   -  ଅର୍ଥଲାଭର ଯୋଗ ରହିଥିଲେ ମଧ୍ୟ ଅର୍ଥଭାବକୁ ପୂରଣ କରିବାକୁ ଅସମର୍ଥ ହେବେ ।
ପ୍ରତିକାର – ସକାଳୁ   ଛୋଟ ପିଲାଙ୍କୁ କିଛି ପିଜୁଳି ଖାଇବାକୁ ଦିଅନ୍ତୁ । 
 

କର୍କଟ:-
ପୁନର୍ବସୁ -  ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ ।
ପୁଷ୍ୟା – ପ୍ରେମ ଓ ସାଂସାରିକ ଜୀବନ ହସଖୁସିରେ କଟିବ ।
ଅଶ୍ଳେଷା -  କର୍ମ ପାଇଁ ସମ୍ମାନିତ ଦକ୍ଷତା ପ୍ରତିପାଦତ  ହେବେ ।
ପ୍ରତିକାର –   ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।
 

ସିଂହ
ମଘା -  ଅନୁଷ୍ଟାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବେ ।
ପୂ , ଫାଲଗୁନୀ -  ପୂର୍ବ ଯୋଜନା ଅନୁସାରେ କାମ କରିବେ ।
ଉ ,ଫାଲଗୁନୀ – ବାକି ପଡିଥିବା ଅର୍ଥକୁ କୌଶଳରେ ଆଦାୟ କରିବାକୁ ସମର୍ଥ  ହେବେ ।
ପ୍ରତିକାର – ବିଷ୍ଣୁଙ୍କୁ ଲାଲ ମନ୍ଦାର ଦେଇ ଦିନଟି ଆରମ୍ଭ କରନ୍ତୁ ।
 

କନ୍ୟା:-
ଉ , ଫାଲଗୁନୀ -  ଅତ୍ୟଧିକ ଭାବପ୍ରବଣ ହୋଇ ଅସୁବୁଧାରେ ପଡିପାରନ୍ତି ।
ହସ୍ତା -  ଅବହେଳା କରିଥିବା କାର୍ଯ୍ୟ ପାଇଁ ଅନୁତାପ କରିବେ ।
ଚିତ୍ରା – ଆଶା ନିରାଶାରେ ପରିଣତ ହୋଇପାରେ ।
ପ୍ରତିକାର -  ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
 

ତୁଳା:-
ଚିତ୍ରା –ବିଶ୍ୱାସ ସହ ଆଗକୁ ମାଡି ଚାଲିବେ
ସ୍ୱାତୀ – ମଧୁର କଥା ଦ୍ୱାରା ଅନ୍ୟମାନଙ୍କୁ ଖୁସି କରିବେ ।
ବିଶାଖା – ବିବାଦିୟ ଘଟଣାରେ ବିଜୟଲାଭ କରିପାରନ୍ତି ।
ପ୍ରତିକାର – ପର୍ଶୁରାମ ଫଟୋକୁ ପୂଜାର୍ଚ୍ଚନା କରନ୍ତୁ ।
 

ବିଛା:-
ବିଶାଖା -  ସାଂସାରିକ ସ୍ୱାଧିନତା ରହିବ ।
ଅନୁରାଧା -  ଚାକିରିରେ ଆଶ୍ୱସ୍ତି ହୋଇପାରନ୍ତି ।
ଜ୍ୟେଷ୍ଠା  –  ଆଧାତ୍ମିକ ଜୀବନ ବିତାଇ ପାରନ୍ତି ।
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ ।
 

ଧନୁ:-
ମୂଳା –ବୃଦ୍ଧି,ବଳ  କରି କର୍ମକ୍ଷେତ୍ରରେ ଶାନ୍ତି ରକ୍ଷା କରିପାରନ୍ତି ।
ପୂ , ଷାଢା – ମହିଳା ମାନଙ୍କର ମିଷ୍ଠାନ ଲାଭରୁ ମନ ଖୁସିରହିବ ।
ଉ , ଷାଢା – ଅଫିସ ରେ ଲାଗିରହିଥିବା ଅଶାନ୍ତିର ସମାପ୍ତି ହେବ ।
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ ।
 

ମକର:-
ଉ , ଷାଢା - ପରିବାର  ଭିତରେ ତିକ୍ତତା ଭାବ ସୃଷ୍ଟି ହୋଇପାରେ । 
ଶ୍ରବଣା – ପରିହାସ  ଯୁକ୍ତ କଥା କହିବା କାରଣରୁ କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ ।
ଧନିଷ୍ଠା – ଉପରିସ୍ଥ କର୍ମଚାରୀ ମାନଙ୍କ  ସହିତ କିଛି ବାଦ ବିବାଦ ଉପୁଜି ପାରେ
ପ୍ରତିକାର –ମା ଶାରଳାଙ୍କ ଆରଧନା କରନ୍ତୁ ।
 

କୁମ୍ଭ:-
ଧନିଷ୍ଠା -  ର୍କୋଟ କଚେରୀ ରେ ରାୟ ଆପଣଙ୍କ ସପୋର୍ଟରେ ଆସିପାରେ ।
ଶତଭିଷା – ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ ।
ପୂ , ଭାଦ୍ରପଦ  – ସ୍ୱାସ୍ଥ୍ୟରେ ଅବୋନ୍ନତି ଦେଖା ଦେଇପାରେ ।
ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।
 

ମୀନ:-
ପୂ , ଭାଦ୍ରପଦ - ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି ।
ଉ , ଭଦ୍ରପଦ - ବାଣିଜ୍ୟରେ ମନ୍ଥରତା ରହିବ ।
ରେବତୀ – ମାଙ୍ଗଳିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିପାରନ୍ତି ।
ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ ।