• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 08 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ଭୀଷଣ ବାତ୍ୟାରେ ପରିଣତ ହେଲା ଅସାନୀ

ଏହା ପୁରୀରୁ ୧୦୦ କିଲୋମିଟର ଦୂରରେ ଯିବ। More
  • Chandan Shishu
  • 2 years ago

ରାଜ୍ୟରେ ଘରୋଇ ହିଂସାର ଶିକାର ୩୩ ପ୍ରତିଶତ ମହିଳା

ମହିଳା ଓ ଶିଶୁଙ୍କ ସୁରକ୍ଷା ଲାଗି ଅନେକ ଯୋଜନା, ଅନେକ କାର୍ଯ୍ୟକ୍ରମ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ତଥାପି ଆମ ରାଜ୍ୟରେ ୩୩ ପ୍ରତିଶତ ମହିଳା ସେମାନଙ୍କ ସ୍ବାମୀଙ୍କ ଦ୍ୱାରା ଘରୋଇ ହିଂସାର ଶିକାର ହେଉଛନ୍ତି। ସଦ୍ୟ ପ୍ରକାଶିତ ନ୍ୟାସନାଲ ଫାମିଲି ହେଲ୍ଥ ସର୍ଭେରୁ ଏଭଳି ଚିନ୍ତାଜନକ ତଥ୍ୟ ଆସିବା ପରେ ଆଇନର କାର୍ଯ୍ୟକାରିତାରେ କେଉଁଠି ରହୁଛି ତ୍ରୁଟି, ତାକୁ ନେଇ ଉଠିଛି ପ୍ରଶ୍ନ। More
  • Otv Khabar Bureau
  • 2 years ago

ସହିନପାରିଲେନି ଶ୍ୱଶୂର ଘରର ନିର୍ଯାତନା; ଟାୱାର ଉପରକୁ ଚଢ଼ିଲେ, ପ୍ରାଣ ହାରିଲେ

ଏକ ଭିଡ଼ିଓ ଜାରି କରିବା ପରେ ପରେ ରହସ୍ୟଜନକ ଭାବେ ପ୍ରାଣ ହରାଇଛନ୍ତି ରାଉରକେଲା ସିଭିଲ୍ ଟାଉନ୍‌ସିପ୍‌ର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ୍ । ଜାମ୍‌ସେଦପୁର ବିଷ୍ଣପୁର ସ୍ଥିତ ଏହି ଟାୱାର ତଳକୁ ଖସି ପଡ଼ିବା ପରେ ଜୀବନ ହରାଇଛନ୍ତି ରାହୁଲ । More
  • Otv Khabar Bureau
  • 2 years ago

ନ୍ୟାସନାଲ ଫାମିଲି ହେଲ୍ଥ ସର୍ଭେରୁ ଚିନ୍ତାଜନକ ତଥ୍ୟ; ଘରୋଇ ହିଂସାର ଶିକାର ହେଉଛନ୍ତି ୩୩ ପ୍ରତିଶତ ମହିଳା

ସଦ୍ୟ ପ୍ରକାଶିତ ନ୍ୟାସନାଲ ଫାମିଲି ହେଲ୍ଥ ସର୍ଭେ NFHS-5ର ତଥ୍ୟ କହୁଛି, ଓଡ଼ିଶାରେ ୧୮ରୁ ୪୯ ବର୍ଷ ବୟସର ପ୍ରତି ୩ ବିବାହିତା ମହିଳାଙ୍କ ମଧ୍ୟରୁ ଜଣେ ଅର୍ଥାତ୍ ୩୩ ପ୍ରତିଶତ ଘରୋଇ ହିଂସାର ଶିକାର ହେଉଛନ୍ତି । More
  • Otv Khabar Bureau
  • 2 years ago

ବୟସର ଅପରାହ୍ନରେ ବି ଭେଣ୍ତା ପୁଅର ସେବା ଯତ୍ନରେ ତତ୍ପର ମାଆ

ମାଆ ଆଗରେ ସଂସାରର ସମସ୍ତ ଐଶ୍ୱର୍ଯ୍ୟ ତୁଚ୍ଛ । ମାଆ ଥିଲେ ସବୁ ଅଛି, ମାଆ ନାହିଁ ତ ସାହା ନାହିଁ । More
  • Prangyan Parimita
  • 2 years ago

କିଏ ହେବେ ପିସିସି ମଙ୍ଗୁଆଳ ? ଅଛିଣ୍ଡା ଅଙ୍କକୁ ଛିଡ଼ାଇବାକୁ ଦିଲ୍ଲୀରେ ରାଜ୍ୟ କଂଗ୍ରେସ ନେତାଙ୍କ ଡେରା

ଡାକରା ପାଇ ଦିଲ୍ଲୀରେ ରାଜ୍ୟ କଂଗ୍ରେସ୍ ନେତା More
  • Chandan Shishu
  • 2 years ago

୧୧ ତାରିଖ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: SRC

ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି।  More
  • Chandan Shishu
  • 2 years ago

ପଦ୍ମଶୀ ରଜତ କରଙ୍କ ପରଲୋକ

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ରଜତ କର। More
  • Pallipuspa Samal
  • 2 years ago

ଆଇଟିଆଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ , ହତ୍ୟା ସନ୍ଦେହ

ଆଇଟିଆଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ଆଇଟିଆଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ଛାତ୍ର ଜଣକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁଶମେଲ ଗାଁରେ। ମୃତ ଛାତ୍ର ଜଣଙ୍କ ହେଲେ ଦିପୁନ ପ୍ରଧାନ। ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। More
  • Chandan Shishu
  • 2 years ago

ଗାଧୋଉ ଥିବାବେଳେ ଏକାସଙ୍ଗେ ଭାସିଗଲେ ୩ ସାଙ୍ଗ

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଖୋଜାଖୋଜି ଜାରି ରହିଛି।  More
  • Prangyan Parimita
  • 2 years ago

ଖତ ଖାଉଛି ରୋଗୀ ବୁହା ଆମ୍ବୁଲାନ୍ସ : ନାହିଁନଥିବା ହଇରାଣ ହେଉଛନ୍ତି ୩୪ ପଞ୍ଚାୟତବାସୀ

ଡ୍ରାଇଭର ଗଲା ପରେ ଖତ ଖାଉଛି ଆମ୍ବୁଲାନ୍ସ..ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର More
  • Prangyan Parimita
  • 2 years ago

କୁଆଡ଼େ ଗଲା ୯୭ ଲକ୍ଷ ? ପୁଣି ୫ଦିନ ପାଇଁ ରିମାଣ୍ଡରେ ଆସିଲେ ଅଭିଯୁକ୍ତ ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡ

୯୭ ଲକ୍ଷ ଠକେଇ ମାମଲା : ପୁଣି ରିମାଣ୍ଡରେ ଅଭିଯୁକ୍ତ ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡ More
  • Pallipuspa Samal
  • 2 years ago

ଆସନ୍ତାକାଲି ପିସିସି ପରିବର୍ତ୍ତନ: ବହୁ ଦିନ ରହିଲିଣି, ବଦଳିବା ଜରୁରୀ: ନିରଞ୍ଜନ ପଟ୍ଟନାୟକ

ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଓ ବିଧାୟକ । ଆଜି ଭୁବନେଶ୍ୱରରୁ ଦିଲ୍ଲୀକୁ ଯାଇଛନ୍ତି ଦଳର ବରିଷ୍ଠ ନେତା ଓ ବିଧାୟକ More
  • Prangyan Parimita
  • 2 years ago

ଜାଲ୍ ସାର୍ଟିଫିକେଟ୍ ଦେଇ ନିଯୁକ୍ତ ପାଇଛନ୍ତି ସ୍ୱାମୀ-ସ୍ତ୍ରୀ ! ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲା ଶିକ୍ଷାଧିକାରୀ

କପ୍ତିପଦା ମଝିଗଡ଼ିଆ ହାଇସ୍କୁଲର ଦୁଇ ଶିକ୍ଷକଙ୍କ ନାଁରେ ଅଭିଯୋଗ More
  • Pallipuspa Samal
  • 2 years ago

କାଉନସିଲରଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା

କାଉନସିଲରଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ରାତିରେ ଶୋଇଥିବା ସମୟରେ କେହି ଦୁର୍ବତ୍ତ କାଉନସିଲରଙ୍କ ସ୍ୱାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟାକରି ଫେରାର ହୋଇଯାଇଥିବା ଜଣାପଡିଛି । ହତ୍ୟାକାଣ୍ଡ ଘଟିଛି ସୁବଣ୍ଣପୁର ଜିଲ୍ଲା ତରଭା ସହରରେ । More
  • Prangyan Parimita
  • 2 years ago

ଅତିରିକ୍ତ ତହସିଲଦାର ଓ ୩ ଆରଆଇଙ୍କୁ ନିର୍ଘାତ ମାଡ଼

ଗଞ୍ଜାମ ଥାନା ମାଳିଜଗନ୍ନାଥପୁର ବାଲିଘାଟ ନିକଟରେ ଏପରି ଆକ୍ରମଣ ହୋଇଛି । More
  • Prangyan Parimita
  • 2 years ago

ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଫେଲ୍, ଖରାଦିନେ ଶୀତଳ ବଦଳରେ ବାହାରୁଛି ଗରମ ପାଣି

ଗାଁଠୁ ସହର ସବୁଠି ତାତି। ତାତିରୁ ତ୍ରାହି ପାଇଁ ଦରକାର ଥଣ୍ଡା ପାଣି। ମୁନ୍ଦାଏ ତୁଣ୍ଡରେ ପଡିଗଲେ ମିଳିଥାଏ ଆତ୍ମ ସନ୍ତୋଷ। ହେଲେ ସହରାଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବସାଯାଇଥିବା ପାନୀୟ ଜଳ ପ୍ରକଳ୍ପରୁ ଥଣ୍ଡା ପାଣି ବଦଳରେ ବାହାରୁଛି ଗରମ ପାଣି... More
  • Rajalaxmi Sahoo
  • 2 years ago

ବ୍ରଜରାଜନଗର ଉପନିର୍ବାଚନ: ରାଧାରାଣୀ ପଣ୍ଡା ବିଜେପି ପ୍ରାର୍ଥୀ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଭାବେ ବିଜେପି ତାଙ୍କ ନାଁ ଘୋଷଣା କରିଛି। More
  • Rajalaxmi Sahoo
  • 2 years ago

ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନା, ଏକାସଙ୍ଗେ ୬୪ ସ୍କୁଲ୍‌ ଛାତ୍ରଙ୍କୁ କରୋନା

ରାୟଗଡ଼ା ଜିଲ୍ଲାରେ ୬୪ ଜଣ ସ୍କୁଲ୍‌ ଛାତ୍ର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ରାୟଗଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଚିହ୍ନଟ ଛାତ୍ରଙ୍କ ନିକଟରେ କୌଣସି କୋଭିଡ୍‌ ଲକ୍ଷଣ ନାହିଁ। More
  • Rajalaxmi Sahoo
  • 2 years ago

୧୦ ସନ୍ଧ୍ୟାରୁ ବର୍ଷା ! ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିପାରେ

ବାତ୍ୟା ପ୍ରଭାବରେ ୧୦ ତାରିଖ ସନ୍ଧ୍ୟାରୁ ୧୨ ତାରିଖ ସକାଳ ଯାଏ ବର୍ଷା ହୋଇପାରେ। ୯, ୧୦ ଓ ୧୧ ତାରିଖରେ ସମୁଦ୍ର ଅଶାନ୍ତ ରହିବ। More
  • Rajalaxmi Sahoo
  • 2 years ago

ମା’ ନୁହେଁ ତ ଦେବୀ ଟିଏ: ୯୦ ବର୍ଷରେ ଶଯ୍ୟାଶାୟୀ ସ୍ୱାମୀ ଓ ପୁଅର ଯତ୍ନ ନେଉଛନ୍ତି ଶୁଭଲକ୍ଷ୍ମୀ

୯୦ ବର୍ଷ ବୟସରେ ବି ଘର କାମରେ ମାହିର। ପରିଣତ ବୟସରେ ଥକି ନପଡି ପୁଅ ଓ ସ୍ୱାମୀଙ୍କୁ ଅସୀମ ପ୍ରେମ ଓ ସେବା ଯୋଗାଇ ଆସିଛନ୍ତି। More
  • Chandan Shishu
  • 2 years ago

ସୃଷ୍ଟି ହେଲା ବାତ୍ୟା ‘ଅସାନି’: ୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ

ଘଣ୍ଟା ପ୍ରତି ୧୬ କି.ମି. ବେଗରେ ବାତ୍ୟା ‘ଅସାନି’ ଗତି କରୁଛି। ଏବେ ପୁରୀଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ ୧୦୨୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। More
  • Chandan Shishu
  • 2 years ago

ବାତ୍ୟା ପ୍ରଭାବରେ ୧୦ ଓ ୧୧ରେ ବର୍ଷା ସମ୍ଭାବନା, ଆତଙ୍କିତ ଅବସ୍ଥାରେ ଚାଷୀ

ବାତ୍ୟା ପ୍ରଭାବରେ ଆସନ୍ତା ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ ପରେ ରବି ଫସଲ କରିଥିବା ଉପକୂଳିଆ ଚାଷୀ ଛାନିଆ ହୋଇପଡ଼ିଛନ୍ତି। More
  • Otv Khabar Bureau
  • 2 years ago

ବାଲୁକା କଳା ମାଧ୍ୟମରେ ମା’ଙ୍କୁ ସମ୍ମାନ ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ

ଆଜି ମାତୃ ଦିବସ । ଏହି ଅବସରରେ ସମସ୍ତ ମା ମାନଙ୍କୁ ସମ୍ମାନ ଜଣାଇ ଅତି ନିଖୁଣ ଭାବେ ଏହି ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ । More
  • Otv Khabar Bureau
  • 2 years ago

ଓଭରବ୍ରିଜ ତଳକୁ ଖସିପଡିଲା ବସ୍; ୩୦ରୁ ଉର୍ଦ୍ଧ୍ୱ ଆହତ,୧୩ ଗୁରୁତର

ଓଭରବ୍ରିଜ୍‌ ତଳକୁ ଖସିପଡିଲା ବସ୍‌ । ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୩ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । More
  • Otv Khabar Bureau
  • 2 years ago

ଆସୁଛି ବାତ୍ୟା !

ଆସୁଛି ବାତ୍ୟା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । More
  • Chandan Shishu
  • 2 years ago

ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

୧୦ ତାରିଖ ସଂଧ୍ୟାରୁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ। More
  • Pramod Behera
  • 2 years ago

ଅଧା ରାସ୍ତାରେ ଛାଡିଦେଲେ ସ୍ୱାମୀ; ଅଟୋ ଚଳାଇ ସ୍ୱାବଲମ୍ବୀ ହେଲେ ମଧୁମିତା

ଜୀବନର ଅଧା ବାଟରେ ସିନା ଛାଡିଦେଲେ ସ୍ୱାମୀ, ହେଲେ ଭାଙ୍ଗି ପଡି ନଥିଲେ ମଧୁମିତା। ନିଜ ଦୁଇ ପିଲାଙ୍କୁ ଧରି ଜୀଇବାକୁ ନେଇଥିଲେ ନିଷ୍ପତ୍ତି। ପିଲାଙ୍କୁ ମଣିଷ କରିବାକୁ ସାଜିଯାଇଥିଲେ ଅଟୋ ଚାଳକ। ତେବେ ମାତୃ ଦିବସ ଉପଲକ୍ଷେ ଆସନ୍ତୁ ଜାଣିବା ଏହି ମା’ର କାହାଣୀ। More
  • Prangyan Parimita
  • 2 years ago

ତାତି ଠାରୁ ବଳି ଯାଉଛି ଜଳ ଯନ୍ତ୍ରଣା: ବଣ୍ଡାଘାଟିରେ ପାହାଡ଼ ଖୋଲରୁ ପାଣି ଛାଣି ପିଉଛନ୍ତି ଆଦିମ ଜନଜାତି ମଣିଷ

କେନ୍ଦ୍ରାପଡ଼ା ଅଜଗର ପାଟିଆରେ ଗରାଏ ପାଣି ପାଇଁ ରାତି ୩ରୁ ଲାଇନ୍ More
  • Prangyan Parimita
  • 2 years ago

ହାଣ୍ଡିଶାଳରେ ପୁଣି ମହଙ୍ଗା ମାଡ଼ : ସିଲିଣ୍ଡର ପିଛା ୫୦ ଟଙ୍କା ବଢ଼ିବା ପରେ ହଜାରେ ଟପିଲା ଘରୋଇ ଏଲପିଜି ଗ୍ୟାସ୍ ଦର

ବଢ଼ି ବଢ଼ି ଚାଲିଛି ଗ୍ୟାସ୍‌ ଦର । ଲୋକଙ୍କ ଅଣ୍ଟା ଦେଲାଣି ମହାଙ୍ଗା ମାଡ଼ । More
  • Pramod Behera
  • 2 years ago

ସେ ଏମିତି ମା'; ୯୦ ବର୍ଷରେ ବି ସେବା କରୁଛନ୍ତି, ହେଲେ ଥକି ନାହାନ୍ତି

ପରିଣତ ବୟସରେ ପହଞ୍ଚିଛନ୍ତି ଡି. ଶୁଭଲକ୍ଷ୍ମୀ। ଯେଉଁ ବୟସରେ ଅନ୍ୟ କେହି ଶାଯ୍ୟାଶାୟୀ ହୋଇଥାନ୍ତି ତ ଆଉ କେହି ଘରେ ବସି ପୁଅ ବୋହୂଙ୍କ ସେବା ଶୁଶ୍ରୁଷା ପାଉଥାନ୍ତି ସେହି ବୟସରେ ସେ କରୁଛନ୍ତି ପୁଅ ଓ ସ୍ୱାମୀଙ୍କର ସେବା। ଦିନେ ବି ଥକି ପଡି ନାହାନ୍ତି। ତେବେ ଆସନ୍ତୁ ଜାଣିବା ସେହି ମା’ର କାହାଣୀ… More