• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 28 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

କିଏ ହେବେ କଟକ, ଭୁବନେଶ୍ୱରର ଡେପୁଟି ମେୟର ?

ଏହାପୂର୍ବରୁ ଆଶାୟୀଙ୍କ ତାଲିକା ବଢି ଚାଲିଛି। More
  • Chandan Shishu
  • 2 years ago

ମହୁଲ ଫୁଲର ଅଭାବୀ ବିକ୍ରି: ଗ୍ରାହକଙ୍କୁ ଅନେଇ ବସିଛନ୍ତି ବେପାରୀ

ମହୁଲ କାହାପାଇଁ ମହୁଲି ନିଶା ତ କାହାର ଭାତହାଣ୍ଡି। ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ପରିବାର ପ୍ରତିପୋଷଣ ପାଇଁ ଏହା ଏକ ମୁଖ୍ୟ ଉତ୍ସ। More
  • Otv Khabar Bureau
  • 2 years ago

ଦିନେ କ୍ୟାମେରା ଆଗରେ ମୁହଁ ଦେଖାଉଥିଲେ, ହେଲେ ଆଜି କ୍ୟାମେରା ଦେଖି ଲୁଚୁଛନ୍ତି

ଶର୍ମିଷ୍ଠା ରାଉତଙ୍କ ଖେଳ ଖତମ୍ । ସମ୍ପୂର୍ଣ୍ଣ ନ୍ୟୁଜ୍ ୱେବ୍ ଚାନେଲ୍‌ର ମାଲିକାଣି ଶର୍ମିଷ୍ଠା ରାଉତ କ୍ରାଇମବ୍ରାଞ୍ଚ କବ୍ଜାରେ । ପ୍ରାୟ ଦେଢ଼ମାସର ଛାନ୍‌ଭିନ୍ ଭିତରେ ସହଯୋଗୀ ଝୁନା ଭୋଇ ଏବଂ ଲେଡି ଜର୍ଣ୍ଣାଲିଷ୍ଟ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରାଯାଇଛି । More
  • Chandan Shishu
  • 2 years ago

୫ ଦିନିଆ ରିମାଣ୍ଡରେ ଯିବେ ଶର୍ମିଷ୍ଠା

ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। More
  • Otv Khabar Bureau
  • 2 years ago

ରାଜ୍ୟ ସରକାରୀ କର୍ମଚାରୀଙ୍କ ମାର୍ଚ୍ଚ ଖୁସି

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମିଳିବ ସପ୍ତମ ବେତନ କମିଶନର ୨୦ ପ୍ରତିଶତ ବକେୟା ପ୍ରାପ୍ୟ । ଚଳିତ ମାର୍ଚ୍ଚ ମାସ ଦରମାରେ ଏହି ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । More
  • Chandan Shishu
  • 2 years ago

ଶାସକ ଦଳ ଓ ଅଫିସରଙ୍କ ମଧ୍ୟରେ ଅଛି କି ମଧୁଚନ୍ଦ୍ରିକା?

ଏଥିରୁ ପ୍ରମାଣିତ ହେଉଛି ବିଜେଡି ଜିତୁ ବୋଲି ଅଫିସରମାନେ ଚାହୁଁଥିଲେ। More
  • Chandan Shishu
  • 2 years ago

ବ୍ୟାଗ୍‌ ଖୋଲିଦେବା ପରେ ଫୁଟିଲା ବୋମା

ପୋଲିସ ପହଞ୍ଚି ବୋମା କେଉଁଠୁ ଓ କେମିତି ଆସିଲା, ସେ ନେଇ ତନାଘନା କରୁଛି। More
  • Otv Khabar Bureau
  • 2 years ago

'ମୋ ପୁଅକୁ ଯେମିତି ଛଟପଟ କରି ମାରିଛି, ତାକୁ ସେମିତି କଲବଲ କରି ଫାଶୀ ଦିଆଯାଉ'

ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଫାଶିଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ମୃତ କ୍ୟାମେରାମ୍ୟାନ ମାନସଙ୍କ ମାଆ ଜୟନ୍ତୀ ସ୍ୱାଇଁ ଏବଂ ଭାଇ ରାକେଶ କୁମାର ସ୍ୱାଇଁ । More
  • Otv Khabar Bureau
  • 2 years ago

ଓଡ଼ିଶାର ପ୍ରାୟ ୩.୨୫ କୋଟି ଲୋକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଉପକୃତ ହେବେ: ବିଜେପି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବିଧାନସଭାରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିବା ଉଦ୍ଦେଶ୍ୟରେ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ ଦଳ । More
  • Prangyan Parimita
  • 2 years ago

ଶିମିଳିପାଳ ଅଭୟାରଣ୍ୟରେ ଲାଗିଲା ନିଆଁ

ଚଳିତ ବର୍ଷ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ବିଭିନ୍ନ ସମୟରେ ୬୦୦ ଟି ସଚେତନତା ରାଲି ଏବଂ ୬୦ ଟି ମିଳିତ ମକଡ୍ରିଲ କରିଥିଲା ବିଭାଗ । More
  • Rajalaxmi Sahoo
  • 2 years ago

ବିଧାନସଭାରେ ଉଠିଲା ମାନସ ସ୍ୱାଇଁ ହତ୍ୟା ମାମଲା

ବିଧାନସଭାରେ ମାନସ ସ୍ୱାଇଁ ହତ୍ୟା ମାମଲା ପ୍ରସଙ୍ଗ ଉଠିଛି। ଆଜି ଏହି ପ୍ରସଙ୍ଗ ଉଠାଇ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ରାଜ୍ୟ ସରକାରଙ୍କୁ ଘେରିଛନ୍ତି।  More
  • Pramod Behera
  • 2 years ago

୨୦ଟି ପଏଣ୍ଟରେ ମାନସ ସ୍ୱାଇଁ ହତ୍ୟା ମାମଲାର ପୂରା ଘଟଣା

ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ତେବେ କ’ଣ ଥିଲା ପୂରା ଘଟଣା ଆସନ୍ତୁ ଏହି ୨୦ଟି ପଏଣ୍ଟରେ ଜାଣିବା। More
  • Rajalaxmi Sahoo
  • 2 years ago

ଗିରଫ ପରେ ସାମ୍ନାକୁ ଆସିଲା ଶର୍ମିଷ୍ଠାଙ୍କ ପ୍ରଥମ ଫଟୋ, କୋଲକାତାରୁ ବସ୍‌ରେ ଫେରୁଥିଲେ...

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ ଓ ପୋଲିସ୍‌ର ମିଳିତ ଟିମ୍‌ ଗିରଫ କରିଛି। More
  • Pallipuspa Samal
  • 2 years ago

ଅଲିଭି ରିଡଲେଙ୍କ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଅଣ୍ଡାଦାନ

ଅଲିଭି ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ । ଉଦୟପୁର ଓ ତାଳସାରୀ ବେଳାଭୂମୀରରେ ଦୁଇଟି ଅଲିଭ ରିଡଲେ ୨୪୦ଟି ଅଣ୍ଡାଦାନ କରିଛନ୍ତି । ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଅଣ୍ଡାଦାନ କରିଛନ୍ତି । More
  • Otv Khabar Bureau
  • 2 years ago

ଅଭିନୟ ଆଳରେ ଦୁଷ୍କର୍ମ: ଗିରଫ ହେଲେ ଅଭିଯୁକ୍ତ

ଅଭିନେତ୍ରୀ କରାଇଦେବା ବାହାନାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ସରୋଜ ବିଶ୍ୱାଳକୁ ଗିରଫ କରିଛି । ବହୁଦିନର ଲୁଚକାଳି ଖେଳ ପରେ ଶେଷରେ ଖୋର୍ଦ୍ଧାରୁ ସରୋଜ ଧରାପଡିଛି । More
  • Otv Khabar Bureau
  • 2 years ago

୪ ଦିନ୍‌ ରେଡ୍‌ ପରେ ନଗଦ ୧.୩୬ କୋଟି ଟଙ୍କା ଜବତ

ଭିଜିଲାନ୍ସ ଜାଲରେ ପଡିଥିବା ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘରୁ ବାହାରୁଛି ପୁଳାପୁଳା ଟଙ୍କା । ଭିଜିଲାନ୍ସ ପକ୍ଷରୁ ଚଢଉ ବେଳେ ତାଙ୍କ ଘରୁ ୧କୋଟି ୩୬ ଲକ୍ଷ ଟଙ୍କା ଜବତ ହୋଇଛି । More
  • Rajalaxmi Sahoo
  • 2 years ago

ଗିରଫ ହେଲେ ଶର୍ମିଷ୍ଠା ରାଉତ

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତ ଗିରଫ ହୋଇଛନ୍ତି।  More
  • Rajalaxmi Sahoo
  • 2 years ago

ବନ୍ଦ ପାଇଁ ଅଟକିଲା ଟ୍ରେନ୍‌, ବସ୍...ଫସିଲା ଆମ୍ବୁଲାନ୍ସ

ଅଟକିଲା ଟ୍ରେନ୍‌...ଅଟକିଲା ବସ୍...କେଉଁଠି ପେଟ୍ରୋଲ ପମ୍ପ ଆଗରେ ଲମ୍ବା ଲାଇନ୍‌ ତ ଆଉ କେଉଁଠି ରାସ୍ତାରେ ଅପେକ୍ଷା କରିଛନ୍ତି ଲୋକେ। ଭାରତ ବନ୍ଦ ଡାକରା ଯୋଗୁ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।  More
  • Rajalaxmi Sahoo
  • 2 years ago

ଅମଲାତାନ୍ତ୍ରିକ ବ୍ୟବସ୍ଥାକୁ କବଳିତ କରି ନିର୍ବାଚନ ଜିତୁଛି ବିଜେଡି: ପୃଥ୍ୱୀରାଜ ହରିଚନ୍ଦନ

ଅମଲାମାନେ ପଦ ମର୍ଯ୍ୟାଦାର ସବୁ ସୀମାରେଖା ଟପି ଯାଇଛନ୍ତି। ଏହା ପ୍ରଶାସନିକ ଇତିହାସର ଏକ କଳଙ୍କ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏହା କହିଛନ୍ତି। More
  • Prangyan Parimita
  • 2 years ago

କାନ୍ଥରୁ ଲିଭିନି ବାହା ଚିତା, ଲିଭିଗଲା ନବଦମ୍ପତିଙ୍କ ଜୀବନ ଶିଖା

କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଳପଡା ଗାଁର ରବୀନ୍ଦ୍ର ବେହେରା ଏବଂ ତାଙ୍କ ସ୍ତ୍ରୀ ଅନୁସୂୟା । ମାତ୍ର ୮ମାସ ର ବୈବାହିକ ଜୀବନରେ ପୂର୍ଣ୍ଣଛେଦ ପକାଇ ଉଭୟ ଆର ପାରିକୁ ଚାଲିଯାଇଛନ୍ତି । ମାର୍ଚ୍ଚ ମାସ ୨୪ ତାରିଖ ମଧ୍ୟରାତ୍ରିରେ ଘର ଠାରୁ କିଛି ଦୂରରେ ଏକ ଚାଷ ଜମିରେ ଉଭୟ ସ୍ୱାମୀ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ More
  • Otv Khabar Bureau
  • 2 years ago

ପୋଲ ନିକଟରେ ଖସିପଡିଲା ବାଇକ୍; ଜଣେ ମୃତ, ଜଣେ ଆହତ

ଜାମୁଝାଡି-ବାସୁଦେବପୁର ରାସ୍ତାରେ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣା ଘଟିଛି । ପଟାପୋଲ ନିକଟରେ ନିର୍ମାଣଧୀନ ପୋଲ ନିକଟରେ ବାଇକ୍ ଖସିପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । More
  • Rajalaxmi Sahoo
  • 2 years ago

ଭାରତ ବନ୍ଦର ପ୍ରଭାବ: ପେଟ୍ରୋଲ ପମ୍ପ ସାମ୍ନାରେ ଲୋକଙ୍କ ପ୍ରବଳ ଭିଡ଼, ରାତିରୁ ଲାଗିଛି ଲମ୍ବା ଲାଇନ୍‌...

ଭାରତ ବନ୍ଦକୁ ନେଇ ଗତକାଲି ରାତିରୁ ପେଟ୍ରୋଲ ପମ୍ପରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି। ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡ଼ା ହୋଇ ଗାଡ଼ିରେ ତେଲ ପକାଉଛନ୍ତି ଲୋକେ। More
  • Rajalaxmi Sahoo
  • 2 years ago

ବନ୍ଦ ପୂର୍ବରୁ ରାଜଧାନୀରେ ଫୁଟିଲା ଗୁଳି

ରାଜଧାନୀ ଭୁବନେଶ୍ୱରରେ ଫୁଟିଲା ଗୁଳି। ତେଲ ପକାଇବାକୁ କେନ୍ଦ୍ର କରି ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ପେଟ୍ରୋଲ ପମ୍ପରେ ଗୁଳିମାଡ଼ ହୋଇଛି। ଏଥିରେ ନୟାପଲ୍ଲୀ ଅଞ୍ଚଳର ଜଣେ ଯୁବକ ଆହତ ହୋଇଛନ୍ତି। More
  • Pallipuspa Samal
  • 2 years ago

ଓଡ଼ିଶାରେ ସଂଗଠନ ସୁଦୃଢ କରିବାକୁ କଂଗ୍ରେସର ବ୍ଲୁ ପ୍ରିଣ୍ଟ୍

ଓଡ଼ିଶାରେ ସଂଗଠନ ସୁଦୃଢ କରିବାକୁ କଂଗ୍ରେସର ବ୍ଲୁ ପ୍ରିଣ୍ଟ୍ । ସଦସ୍ୟତା ସଂଗ୍ରହ ଅଭିଯାନକୁ ଜୋରଦାର କରିବା ପାଇଁ କଂଗ୍ରେସର ପ୍ରୟାସ । ଅଫ୍ଲାଇନ୍ ସହ ଏଣିକି ଅନ୍ଲାଇନରେ ବି ସଦସ୍ୟତା ସଂଗ୍ରହ କରାଯିବା ନେଇ ଦଳ ପକ୍ଷରୁ କୁହାଯାଇଛି । । ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ଧାରଣାକୁ ଓହ୍ଲାଇବ କଂଗ୍ରେସ । ତେବେ ୨ ଏପ୍ରିଲରୁ ୪ ଏପ୍ରିଲ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ପ୍ରଦର୍ଶନ ଓ ୭ ଏପ୍ରିଲରେ ଭୁବନେଶ୍ୱରରେ ପ୍ରତିବାଦ କରିବ ଦଳ । More
  • Prangyan Parimita
  • 2 years ago

ପରାଜୟ ସତ୍ତ୍ୱେ ମହାନଗରରେ ବଢିଛି ବିଜେପିର ଭୋଟ୍ ପ୍ରତିଶତ : ଅପରାଜିତା କହିଲେ, ରାଜ୍ୟ ନେତୃତ୍ୱ ଶକ୍ତିଶାଳୀ ହୋଇଥିଲେ ଆହୁରି ଭଲ ହୋଇଥାନ୍ତା ପ୍ରଦର୍ଶନ

ବଦଳୁଛି କି ରାଜଧାନୀବାସୀଙ୍କ ମୁଡ୍? ଭୁବନେଶ୍ୱର ମହାନଗର ନିଗମର ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ଏକ ଲକ୍ଷ ୧୩ ହଜାର ୪ଶହ ଭୋଟ ମିଳିବା ପରେ ଏବେ ଏଭଳି ପ୍ରଶ୍ନ ଉଠିଛି । More
  • Prangyan Parimita
  • 2 years ago

ପୌର ନିର୍ବାଚନରେ ବହୁ ହେଭିୱେଟଙ୍କୁ ଝଟକା : ଗଡ଼ ବଜାୟ ରଖିପାରିଲେନି ଅନେକ ବଡ଼ ବଡିଆ ନେତା

ରାଜନୈତିକ ସମୀକ୍ଷକଙ୍କ ମତରେ ସହରାଞ୍ଚଳ ଭୋଟ୍ ବେଳେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କ ପ୍ରତି ଅସନ୍ତୋଷ ରହିଥାଏ । ତେଣୁ ଫଳାଫଳ ଏଭଳି ହୋଇଛି । ଆଗକୁ ସେଥିରେ ସୁଧାର ନଆସିଲେଲେ ଓ ଲୋକଙ୍କ ସମସ୍ୟା ସମାଧାନ ନକଲେ ତାର ପ୍ରଭାବ ପଡିବ । More
  • Pramod Behera
  • 2 years ago

ଦୟାଲ ଆଶ୍ରମରେ ପଶିଲା ତଦନ୍ତକାରୀ ସଂସ୍ଥା

କ୍ରାଇମ୍ ସ୍ପଟ୍‌ରେ କ୍ରାଇମବ୍ରାଞ୍ଚ୍‌। ଲେଡି ଜର୍ଣ୍ଣାଲିଷ୍ଟ ଶର୍ମିଷ୍ଠାଙ୍କ ଦ୍ୱାରା ପରିଚାଳିତ ଦୟାଲ ଆଶ୍ରମରେ ପଶିଲା ତଦନ୍ତକାରୀ ସଂସ୍ଥା। ଯେଉଁଠି ରହସ୍ୟଜନକ ମେମୋରୀଚିପ୍ ପାଇଁ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ସବକ୍ ଶିଖାଇବାକୁ ଏଠାରେ ତିଆରି ହୋଇଥିଲା ଅପରାଧର ନକ୍ସା। More
  • Pramod Behera
  • 2 years ago

IICଙ୍କ ମୃତ୍ୟୁ ପଛର ଅସଲ ରହସ୍ୟ କଣ?

IICଙ୍କ ମୃତ୍ୟୁ ପଛର ଅସଲ ରହସ୍ୟ କଣ? ଚାପରେ ଥାଇ ଆତ୍ମହତ୍ୟା, ସର୍ଭିସ ରିଭଲଭରରୁ ଅକସ୍ମାତ ଗୁଳି ଫୁଟି ନା ଅନ୍ୟ କେଉଁ ଅନାଲୋଚିତ କାରଣ ପାଇଁ ମୃତ୍ୟୁ ଫାସରେ ପଡ଼ିଗଲେ ଥାନାଧିକାରୀ ଦେବ କୁମାର ଗମାଙ୍ଗ ଏଭଳି ପ୍ରଶ୍ନ ଉଙ୍କିମାରୁଛି। More
  • Pramod Behera
  • 2 years ago

ଶାସ୍ତ୍ରୀୟ ବିଧିକୁ ନ ମାନି ଅସମୟରେ ବନଯାଗ ଯାତ୍ରା !

ଢେଙ୍କାନାଳ ଶରଣ ଶ୍ରୀକ୍ଷେତ୍ରରେ ବନଯାଗ ଯାତ୍ରାକୁ ନେଇ ଉଠିଲା ପ୍ରଶ୍ନ। ନବକଳେବର ପଦ୍ଧତି ଶ୍ରୀଜଗନ୍ନାଥଙ୍କ ପରମ୍ପରାକୁ କ୍ଷୁଣ୍ଣ କରୁଛି। ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଲେ ଦଇତାପତି। More