• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 02 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 2 years ago

ଆଶା ଥିଲା ପୁଅ ଆଉ ଫେରିବନି, କିନ୍ତୁ ହେଲା ଏମିତି..

୨୦ ବର୍ଷ ପରେ ମା କୋଳକୁ ଫେରିଲା ପୁଅ । ଅଭାବରେ ଅତିଷ୍ଠ ହୋଇ ଦିନେ ହଠାତ୍ ଘରୁ ପଳାଇଥିଲା ପୁଅ । ଆଉ ସମସ୍ତେ ଆଶା ବି ଛାଡି ଦେଇଥିଲେ, ହେଲେ ବିଧି ର ବିଧାନ ଥିଲା କିନ୍ତୁ ଅଲଗା ୨୦ବର୍ଷ ପରେ ନିଜ ସାଙ୍ଗ ସାଥି ଓ ପରିଜନକୁ facebook ରେ ଦେଖିଲେ, ଆଉ ମା’କୁ ଭେଟିବାକୁ ବିକଳ ହୋଇ ଘରକୁ ଫେରିଲେ । More
  • Otv Khabar Bureau
  • 2 years ago

ହାତରେ ଜୀଅନ୍ତା ମାଛ, ଟିଭି, ଲଣ୍ଠନ, ଛତା ଧରି ପ୍ରଚାର ମଇଦାନରେ ପ୍ରାର୍ଥୀ

ନା ସଭା ସମିତି ମାଧ୍ୟମରେ ପ୍ରଚାର ହୋଇପାରୁଛି ନା ରାଲି, ରୋଡ୍ ସୋ ପାଇଁ ଅନୁମତି ମିଳିଛି । ତଥାପି କଟକଣା ଭିତରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ନେତାଏ ଅଭିନବ ପ୍ରଚାରରେ କ୍ୟାମ୍ପେନିଂ ପାଇଁ ଲାଗି ପଡିଛନ୍ତି । ଆପଣାଉଛନ୍ତି ଅଲଗା ଅଲଗା ଫଣ୍ଡା । ବିଭିନ୍ନ ସ୍ଥାନରେ ନିଜ ନିଜର ନିର୍ବାଚନୀ ଚିହ୍ନକୁ ଧରି ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି । More
  • Pramod Behera
  • 2 years ago

ପଣ୍ଡ ହେଲା କିଡନାପ୍ ପ୍ଲାନ୍; ଉଦ୍ଧାର ହେଲେ ବ୍ୟବସାୟୀଙ୍କ ପୁଅ

ରାଜଧାନୀରେ ବ୍ୟବସାୟୀଙ୍କ ପୁଅକୁ ଟଙ୍କା ପାଇଁ ଅପହରଣ ପ୍ଲାନ୍‌ ପଣ୍ଡ। ୩୬ ଘଣ୍ଟାର ଅପରେସନ୍ ପରେ ୪ ଦୁର୍ବୃତ୍ତଙ୍କୁ କାବୁ କଲା କମିଶନରେଟ୍ ପୋଲିସ। ଅପହୃତ ସୁରକ୍ଷିତ ଉଦ୍ଧାର, କିଡ୍‌ନାପ କରି ୩୦ଲକ୍ଷ ମାଗିଥିଲେ ଦୁର୍ବୃତ୍ତ। More
  • Otv Khabar Bureau
  • 2 years ago

ସଂକ୍ରମିତ ରାଜ୍ୟରେ ଖୋଲିଲାଣି ସ୍କୁଲ, ହେଲେ ଓଡିଶାରେ ଖୋଲିବ କେବେ ?

ଅନ୍ୟ ରାଜ୍ୟ ମାନଙ୍କରେ ସ୍କୁଲ ଖୋଲିଲାଣି, ହେଲେ ଓଡ଼ିଶାରେ କେବେ ସ୍କୁଲ ଖୋଲିବ ? କୋଭିଡ୍ ସଂକ୍ରମଣ କମୁଥିବାରୁ ରାଜ୍ୟରେ ଶୀଘ୍ର ସ୍କୁଲ ଖୋଲିବାକୁ ଦାବି ଉଠିଲାଣି । ଯଦିଓ କିଛି ସ୍ଥାନରେ ନବମ ଓ ଦଶମ ପିଲାଙ୍କ ଡାଉଟ୍ କ୍ଲିୟର କ୍ଲାସ୍ ଚାଲିଛି, ହେଲେ ପ୍ରଥମରୁ ଦଶମ ଯାଏଁ କ୍ଲାସରୁମ୍ ପଢ଼ା ଆରମ୍ଭ ହୋଇନି । ଯଦିଓ ଶିକ୍ଷାବିତ୍ ସ୍କୁଲ ଖୋଲିବା ସପକ୍ଷରେ ଅଛନ୍ତି, ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି ଭାବିଚିନ୍ତି ନିଷ୍ପତ୍ତି ନିଆଯିବା ଉଚିତ୍ । More
  • Chandan Shishu
  • 2 years ago

ଓଡ଼ିଶାକୁ ରେଳ ଅନୁଦାନ: କାହା ପାଇଁ କେତେ, ଜାଣନ୍ତୁ

ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପାଇଁ ସବୁଠୁ ଅଧିକ ଟଙ୍କା ମଂଜୁର କରିଛନ୍ତି କେନ୍ଦ୍ର ସରକାର। More
  • Otv Khabar Bureau
  • 2 years ago

ପ୍ରେମ କଲେ, ଖେଳ କଲେ, ଛୁଆ ନଷ୍ଟ କରି ଛୁ

ରାଜଧାନୀରେ ଆଉ ଏକ ଧୋକାବାଜ ପ୍ରେମିକ । ପ୍ରେମିକା ସହ ସତ ଭଲପାଇବାର ଛଳନା କରି ତାଙ୍କୁ ଗର୍ଭବତୀ କରିବା ପରେ ବିବାହ ପ୍ରତିଶ୍ରୁତି ଦେଇ ଛୁ ମାରିଥିବାର ଅଭିଯୋଗ କରିଛନ୍ତି ଯୁବତୀ। ଖଣ୍ତଗିରି ଥାନା ଅଧିକାରୀଙ୍କ ଠାରୁ ନ୍ୟାୟ ନ ମିଳିବା ପରେ ସେ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିବାର ଦେଖିବାକୁ ମିଳିଛି। More
  • Chandan Shishu
  • 2 years ago

ଆପଣଙ୍କୁ କେହି ଫଲୋ କରୁନାହାନ୍ତି ତ?

ଖୋଲିଲା ରାଜଧାନୀ କିଡନାପ୍ ପଛର ଅସଲ କାହାଣୀ More
  • Otv Khabar Bureau
  • 2 years ago

ସୁମିତ-ତପସ୍ୱିନୀ ବିବାହ ବିବାଦ ମାମଲାରେ ହାଇକୋର୍ଟଙ୍କ ବଡ ଶୁଣାଣି: ତପସ୍ୱିନୀଙ୍କୁ ମିଳିବ ୧୭ ହଜାର ଟଙ୍କା

ତଳ କୋର୍ଟଙ୍କ ରାୟକୁ ଚାଲେଂଜ କରି ହାଇକୋର୍ଟ ଯାଇଥିଲେ ସୁମିତ । ହେଲେ ସୁମିତଙ୍କୁ ମିଳିଲା ଆଉ ଏକ ଝଟକା । ତଳକୋର୍ଟଙ୍କ ରାୟକୁ କାଏମ୍ ରଖିଲେ ହାଇକୋର୍ଟ । ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶକୁ ଜାରି ରଖିବା ପାଇଁ ସୁମିତଙ୍କୁ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ମାସ ୧୦ରେ ତପସ୍ୱିନିଙ୍କ ଭରଣପୋଷଣ ପାଇଁ ମାସିକ ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । More
  • Prangyan Parimita
  • 2 years ago

ପୂରଣ ହେଲା ସ୍ୱପ୍ନ ! ନୂଆ ଘର ତୋଳି ଗୃହପ୍ରବେଶ କଲେ ଦୂତୀ ଆଣ୍ଡ ଫ୍ୟାମିଲି

ପୂର୍ବରୁ ନିଜ ପରିବାର ସହ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଥିବା ଅଲିମ୍ପିଆନ୍ ଦୂତୀ ଚାନ୍ଦ, ଏକ ଭଲ ଖବର ଦେଇଛନ୍ତି। ସେ ତାଙ୍କ ଗାଁରେ ଏକ ନୂଆ ଘର ତିଆରି କରି ସପରିବାରେ ଗୃହପ୍ରବେଶ କରିଛନ୍ତି। ବଡ଼କଥା ହେଉଛି, ଏଥିରେ ତାଙ୍କ ବାପା ମାଆ କର୍ତ୍ତା ସାଜିଥିଲେ More
  • Chandan Shishu
  • 2 years ago

ସରପଞ୍ଚ ପଦ ପାଇଁ ମଇଦାନରେ ରିକ୍ସା ଚାଳକ

ରିକ୍ସା ଚଳାଉଥିଲେ ବି ମୁଁ ଗରିବଙ୍କ ଦୁଃଖ ବୁଝିପାରିବି। More
  • Chandan Shishu
  • 2 years ago

ପୌର ନିର୍ବାଚନ ପାଇଁ ଫେବ୍ରୁଆରୀ ୧୦ରେ ପ୍ରକାଶ ପାଇବ ଭୋଟର ତାଲିକା

ରାଜ୍ୟ ସରକାରଙ୍କ ପକ୍ଷରୁ କାଉନସିଲରଙ୍କ ନିମନ୍ତେ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି। More
  • Prangyan Parimita
  • 2 years ago

ବରିଷ୍ଠ IAS ବିନୋଦ କୁମାର ଚାକିରିରୁ ବରଖାସ୍ତ

ଚାକିରିରୁ ବିଦା ହେଲେ ବରିଷ୍ଠ ଆଇଏଏସ ଅଧିକାରୀ ବିନୋଦ କୁମାର । ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବାରୁ ରାଜ୍ୟ ସରକାର ତାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। More
  • Otv Khabar Bureau
  • 2 years ago

ରାଜ୍ୟରେ ବଢ଼ିଲା ସଂକ୍ରମଣ, ଖୋର୍ଦ୍ଧାରୁ ସର୍ବାଧତ୍କ ୭୧୪ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି ସାମାନ୍ୟ ସଂକ୍ରମଣ ବଢ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୪୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨ ହଜାର ୧୨ ଓ ଲୋକାଲ୍ କେସ୍ ୧୪୩୮ ରହିଛି । More
  • Prangyan Parimita
  • 2 years ago

ପୁରୀରେ ଫେଲ ମାରିଛି ବର୍ଜ୍ୟବସ୍ତୁ ପରିଚାଳନା ! ସହରର ମଧ୍ୟ ସ୍ଥାନରେ ମଇଳା ଆର୍ବଜନାର ପାହାଡ଼

ପୁରୀ ବଳିଆପଣ୍ଡା ଗୋଡବାଡସାହିର ବଙ୍ଗାଳି କଲୋନୀ । ଏଠି ସୃଷ୍ଟି ହୋଇଛି ଗନ୍ଧମୟ ପରିବେଶ । କାହିଁକି ନା ବର୍ଷ ବର୍ଷ ଧରି ପୁରୀ ସହରର ମଇଳା ଆର୍ଜନା ଏଠାରେ ପଡିରହୁଛି । ଫଳରେ ଏହି ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ସହ ଘର ଭିତରେ ପୋକ ଜୋକ ହେଉଥିବା ଅଭିଯୋଗ ହୋଇଛି More
  • Otv Khabar Bureau
  • 2 years ago

ଆଉ ମାତ୍ର କିଛି ସମୟ ଅପେକ୍ଷା; ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଆଜି ଶ୍ରୀଜୀଉଙ୍କର ପଦ୍ମବେଶ । ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେବେ କାଳିଆ ଠାକୁର । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ପଦ୍ମ ବେଶ ପାଇଁ ବଡ଼ ଛତା ମଠ ସମସ୍ତ ସାମଗ୍ରୀ ଯୋଗାଇଥାଏ । More
  • Prangyan Parimita
  • 2 years ago

ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ :୪୯୮ ଗ୍ରାମର ସୁନାଗହଣା ଓ ଅଢ଼େଇ କେଜିର ରୁପା ଗହଣା ଠାବ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଆଜି ସକାଳୁ ସକାଳୁ ହୋଇଛି ଭିଜିଲାନ୍ସ ରେଡ୍ । More
  • Prangyan Parimita
  • 2 years ago

କୋରକୋଣ୍ଡା ଜିଲ୍ଲା ପରିଷଦ ଜୋନ-୨ ପ୍ରାର୍ଥୀ ଥାନାର ଦ୍ୱାରସ୍ଥ : ଅପହରଣ ପରେ ପରିବାରକୁ ମାରିଦେବାକୁ ଧମକ

ଆଖିରେ ପଟି ବାନ୍ଧି ଟେକିନେଇ ଦେଲେ ଦୁର୍ବୃତ୍ତ । ପ୍ରଚାର ନକରିବାକୁ ରାସ୍ତାରେ ଧମକ ଦେଇଥିଲେ । More
  • Otv Khabar Bureau
  • 2 years ago

ରାଜଧାନୀରେ ସାଙ୍ଘାତିକ୍‌ ଘଟଣା: ଲିଫ୍ଟ ଦେବା ନାଁ ରେ ଲୁଟିନେଲେ ଟଙ୍କା, ସୁନା ଓ ମୋବାଇଲ୍‌

ଲିଫ୍ଟ ଦେବା ନାଁରେ ନିଶା ଦେଇ ଲୁଟ୍ ଅଭିଯୋଗ । ରାଜଧାନୀ ଭୁବନେଶ୍ୱରରେ ସାମ୍ନାକୁ ଆସିଛି ଏଭଳି ଘଟଣା ଲିଫ୍ଟ ଦେବା ନାଁରେ ଶିକ୍ଷକଙ୍କୁ ନିଶା ଦେଇ ଲୁଟ୍ ଅଭିଯୋଗ ହୋଇଛି । ଡେଙ୍କାନାଳ ନବପଳ୍ଲୀ ହାଇସ୍କୁଲର ଜଣେ ଶିକ୍ଷକ ଏ ନେଇ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି । More
  • Prangyan Parimita
  • 2 years ago

ଦାଦନ, ରାସ୍ତା ଓ ପିଇବା ପାଣି ପ୍ରମୁଖ ପ୍ରସଙ୍ଗ ! ପଞ୍ଚାୟତ ମହାଲଢ଼େଇ ପାଇଁ ସରଗରମ ନୂଆପଡ଼ା

ସମସ୍ୟା ପିଛା ଛାଡୁ ନଥିବା ଜିଲ୍ଲାଟିଏ ନୂଆପଡ଼ା ପଞ୍ଚାୟତ ଭୋଟକୁ ପ୍ରଭାବିତ କଲାଭଳି ଏଠି ଅନେକ ପ୍ରସଙ୍ଗ । ରାସ୍ତାଘାଟଠୁ ସ୍ୱାସ୍ଥ୍ୟ, ପିଇବା ପାଣି, ଦାଦନ ଏମିତି କେତେ କଣ ? ଏଥର ପଞ୍ଚାୟତ ନିର୍ବାଚନରେ ସେଇ ସବୁ ସମସ୍ୟାକୁ ମାଳ କରି ପିନ୍ଧିଛନ୍ତି ନୂଆପଡ଼ା ବାସିନ୍ଦା, ପୁଣି ପ୍ରତିଶ୍ରୁତିର ପଶରା ଧରି ଭୋଟରଙ୍କୁ ଭଳେଇବା ଚେଷ୍ଟାରେ ନେତା । More
  • Otv Khabar Bureau
  • 2 years ago

ଯନ୍ତ୍ରାରେ ପଡିଲେ ୨ ଭାଲୁ ଛୁଆ; ଉଦ୍ଧାର କଲା ବନ ବିଭାଗ

ଯନ୍ତ୍ରାରେ ପଡିଲେ ୨ ଭାଲୁ ଛୁଆ । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ରାସ୍ତାର ଏକ କଲଭର୍ଟ ତଳେ ପକାଯାଇଥିବା ଯନ୍ତାରେ ଫସିଲା ଆଉ ଗୋଟିଏ ଭାଲୁ ଛୁଆ । ମାଆ ଭାଲୁକୁ ଧରିବା ଲାଗି ବନ ବିଭାଗ ଦ୍ୱାରା ଏହି ଯନ୍ତ୍ରା ପକାଯାଇଥିଲା । More
  • Otv Khabar Bureau
  • 2 years ago

ସହର ଭିତରେ ବୁଲୁଛି ହାତୀ; ଆତଙ୍କିତ ଲୋକେ

ସହରରେ ହାତୀ ଆତଙ୍କ । ଢ଼େଙ୍କାନାଳ ସହର ଭିତରେ ଗୋଠଛଡା ଦନ୍ତା ହାତୀକୁ ଦେଖି ଲୋକେ ଆତଙ୍କିତ ହୋଇଛନ୍ତି । ଢେଙ୍କାନାଳ ଭଗବାନପୁର ନିକଟରେ କପିଳାସକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ହାତୀଟି ପାର ହେଉଥିବା ବେଳେ ସ୍ଥାନୀୟ ଲୋକେ ହାତୀକୁ ଦେଖି ଆତଙ୍କିତ ହୋଇଥିବା ସୂଚନା ମିଳିଛି । More
  • Prangyan Parimita
  • 2 years ago

ଆସନ୍ତାକାଲିଠୁ ପାଣିପାଗରେ ପରିବର୍ତ୍ତନ ! ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା

ସୁନ୍ଦରଗଡ, କେନ୍ଦୁଝର, ଦେବଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡରେ ବର୍ଷା ସହ ଘଡଘଡି ହୋଇପାରେ । ୪ ତାରିଖରେ ବର୍ଷା ଟିକେ ବଢିବ ବୋଲି ଜଣାପଡ଼ିଛି । More
  • Prangyan Parimita
  • 2 years ago

ବାପା ବୁଝୁଛନ୍ତି ଜଣେ ବାପାର ଦୁଃଖ ! ପୁଅ ମୃତ୍ୟୁ ପରେ ବି ସୋନାଲିକୁ କ୍ଷମା ଦେବାକୁ ରାଜି

ସଂସାର ଭାସିଗଲା, ଆଖିରେ ଲୁହ , ହେଲେ ଆଜି ବି ସୋନାଲିର ଭଲ ଚାହୁଁଛନ୍ତି । ତାକୁ ରକ୍ଷା କରିଦିଆଯାଉ ! ପୁଅର ମୃତ୍ୟୁ ପରେ ବି ଜଣେ ଝିଅ ନଷ୍ଟ କରିବିନି ବୋଲି ସେ କହିଛନ୍ତି । More
  • Chandan Shishu
  • 2 years ago

ନୂଆ ଭାରତର ନୂଆ ବଜେଟ୍: ଫୋକସରେ 5G, ଇଲେକ୍ଟ୍ରିକ୍ ଯାନ

ସ୍ପିଡ୍ ଇଣ୍ଟରନେଟ୍ ପାଇବାକୁ ମୋବାଇଲ୍‌ରେ 5G ନେଟଓ୍ୱର୍କ ପାଇଁ ବି ବେଶୀ ଅପେକ୍ଷା କରିବାକୁ ପଡ଼ିବନି ଦେଶବାସୀଙ୍କୁ। More
  • Chandan Shishu
  • 2 years ago

ସୁଇସାଇଡ୍‌ ନୁହେଁ, ମୋ ଭାଇକୁ ମର୍ଡର କରାଯାଇଛି: ସୌମ୍ୟଙ୍କ ଭଉଣୀ

ପୁଅର ଆତ୍ମହତ୍ୟା ଖବର ଜାଣିବା ପରେ ସୋନାଲି ମୋତେ ୩୬ ଥର କଲ୍ କରିଛି More
  • Chandan Shishu
  • 2 years ago

ମୃତ୍ୟୁ ପୂର୍ବରୁ ଅଜୟଙ୍କୁ କାହିଁକି ଭୁଲ ମାଗିଥିଲେ ସୌମ୍ୟ, ଖୋଲିଲେ ଗୁମର

୨୦୨୦ରେ ସୌମ୍ୟଙ୍କ ସହ ତାଙ୍କ ପ୍ରେମିକା ଫ୍ରେଣ୍ଡସିପ୍ ରଖିଥିବା ଜାଣିପାରିଥିଲେ। More
  • Chandan Shishu
  • 2 years ago

କେନ୍ଦ୍ର ବଜେଟକୁ ନେଇ ନାଖୁସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାର ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ର ଭଳି ନାର୍ଯ୍ୟ ଦାବିକୁ ଅବେହଳା କରାଯାଇଥିବା ନବୀନ ପ୍ରତିକ୍ରୟା ରଖିଛନ୍ତି। More
  • Prangyan Parimita
  • 2 years ago

ଛପା ସରିଥିଲା ନିମନ୍ତ୍ରଣ କାର୍ଡ ! ବାହାଘରର ଦଶ ଦିନ ଆଗରୁ ଯୁବକଙ୍କ ଜୀବନ ଚାଲିଗଲା, ଗାଁରେ ଶୋକର ଛାୟା

ବିବାହ ପୂର୍ବରୁ ଚାଲିଗଲା ଜୀବନ । ଗାଁରେ ଶୋକର ଛାୟା । More