ମୁମ୍ବାଇ: ବଲିଉଡ୍ରେ ଏବେ ଚାଲିଛି ଷ୍ଟାର୍ କିଡ୍ଙ୍କ ଟ୍ରେଣ୍ଡ। ଗତ ଦୁଇ ବର୍ଷ ଭିତରେ ଅନେକ ଷ୍ଟାର୍ କିଡ୍ ବଲିଉଡ୍ରେ ଏଣ୍ଟ୍ରି କରି ସାରିଲେଣି। ହେଲେ ସେମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ସୈଫ୍ ଲଳନା ସାରା ଅଲି ଖାନ୍, ଯିଏ ନିଜ ଡେବ୍ୟୁ ଫିଲ୍ମ ‘କେଦାରନାଥ’ରୁ ହିଁ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି। ସାରା ନିଜ ଫିଲ୍ମି ଲାଇଫ୍ ବ୍ୟତୀତ କାର୍ତ୍ତିକ ଆର୍ଯ୍ୟନ୍ଙ୍କ ସହ ନିଜ ରିଲେସନ୍ଶିପ୍କୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ଏବେ […]
ନୟାଗଡ଼: ରାସ୍ତା ପାଇଁ ଘର ଭାଙ୍ଗିବାକୁ ମନା କରିବାରୁ ସଂଘବଦ୍ଧ ଆକ୍ରମଣ। ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ବିନୋଦପଡା ଗାଁରୁ ଏଭିଳ ଅଭିଯୋଗ ଆସିଛି। ଅଭିଯୋଗ ଅନୁସାରେ, ବିନୋଦପଡା ଗାଁର ରାଜକିଶୋର ମହାପାତ୍ର ଏବଂ ତାଙ୍କ ପରିବାର କିଛି ଦିନ ତଳେ ଘର ନିର୍ମାଣ କରିଥିଲେ। ତେବେ ଏହାକୁ ବିରୋଧ କରି ଗ୍ରାମବାସୀ ତାଙ୍କ ଘର ଭାଙ୍ଗି ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମସଭାରେ ନିଷ୍ପତ୍ତି ନେଇଥିଲେ। ଏହା ଜାଣିବା ପରେ ରାଜକିଶୋରଙ୍କ […]
ମୁମ୍ବାଇ: ହ୍ରିତିକ୍ ରୋଶନ୍ ଏବେ ‘ୱାର୍’ ଫିଲ୍ମର ସଫଳତାକୁ ମନଭରି ଉପଭୋଗ କରୁଛନ୍ତି। ଫିଲ୍ମଟି ବକ୍ସ ଅଫିସ୍ରେ ବ୍ଲକ୍ବଷ୍ଟର୍ ହୋଇଛି। ଏହା ପାଖାପାଖି ୨୫୦ କୋଟି ଆୟ କରି ସାରିଲାଣି। ତେବେ ଫିଲ୍ମଟି ଥିଏଟର୍ରୁ ନ ହଟୁଣୁ ଏବେ ହ୍ରିତିକ୍ଙ୍କ ଆଗାମୀ ଫିଲ୍ମକୁ ନେଇ ଖବର ଆସିଗଲାଣି। ସୂଚନା ଅନୁଯାୟୀ, ଫର୍ହା ଖାନ୍ଙ୍କ ଆଗାମୀ ଫିଲ୍ମରେ ହ୍ରିତିକ୍ କାମ କରିବେ। ଏଥିରେ ତାଙ୍କ ସହିତ ସ୍କ୍ରିନ୍ ଶେଆର୍ କରିବେ ଅନୁଷ୍କା। ଯଦି ଏ ଖବର ସତ ହୁଏ, […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ଯିବାର ୬ ଦିନ ବିତି ଯାଇଥିଲେ ସୁଦ୍ଧା ଏବେବି ପରିସ୍ଥିତିରେ ସୁଧାର ଆସିନାହିଁ। ଅସହ୍ୟ ଗରମ ଓ ଗୁଳୁଗୁଳିରେ ନୟାନ୍ତ ରାଜଧାନୀବାସୀ। ବିନା ଏସିରେ ଶୋଇପାରୁ ନ ଥିବା ଲୋକେ ଏବେ ବିନା ଲାଇଟ୍ରେ ଚଳୁଛନ୍ତି। ସବୁ ଅଲୋଡା ଜିନିଷ ଏବେ ଭାରି ଦରକାରୀ ଲାଗୁଛି। କେବଳ ଦୀପାବଳି, ଦଶହରାରେ ଖୋଜା ପଡୁଥିବା ଏଲ୍ଇଡି ଲାଇଟ ଏବେ ଯେମିତି ଦୟନୀୟ ଜୀବନକୁ ଅଲୋକିତ କରୁଛି। ତାଳପତ୍ର ବିଞ୍ଚଣାଟି ହାତରେ ଥରେ ବୁଲିଗଲେ ପାଟିରୁ […]
ଚେନ୍ନାଇ: ଋଣ ବୋଝ ସମ୍ଭାଳିନପାରି କୀଟନାଶକ ପିଇଛନ୍ତି ଗୋଟିଏ ପରିବାରର ୭ ସଦସ୍ୟ। ଯେଉଁଥିରେ ବିବାହିତ ଝିଅ ଏବଂ ତାଙ୍କର ଦୁଇ ଛୋଟ ଝିଅ ମଧ୍ୟ ରହିଛନ୍ତି। ତାମିଲନାଡୁର ଅନ୍ନାନୁରରେ ଗତକାଲି ସନ୍ଧ୍ୟାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି। ଋଣ ବୋଝ ସମ୍ଭାଳି ନପାରିବାରୁ ସପରିବାର ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ପୁଲିସ କହିଛି। ଏଯାଏ କୌଣସି […]
ସୁନ୍ଦରଗଡ଼/ରାଉରକେଲା : କର୍ତ୍ତବ୍ୟରେ ଅବହେଳା ସୁନ୍ଦରଗଡ଼ ଜିଲ୍ଲାର ଭାରପ୍ରାପ୍ତ ସିଡିଏମ୍ଓଙ୍କୁ ମହଙ୍ଗା ପଡ଼ିଛି । ସୁନ୍ଦରଗଡ଼ର ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି । ‘ମୋ ସରକାର’ ଯୋଜନା କାର୍ଯ୍ୟକାରୀ କରିବାରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି । ଏହା ସହିତ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଆଜି ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ 5ଟି ସଚିବ ଭି.କେ ପାଣ୍ଡିଆନ୍ ଓ […]
ଭଞ୍ଜନଗର: ଜୁଇରୁ ଜୀଇଁଲା ଶବ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଏକ ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ହରିପୁର ଗାଁରେ। ଗାଁରୁ ସୀମାଞ୍ଚଳ ମଲ୍ଲିକଙ୍କୁ ମୃତ ବୋଲି ଭାବି ପରିବାର ଲୋକେ ତାଙ୍କୁ ଶ୍ମଶାନକୁ ନେଇଥିଲେ। ଜୁଇରେ ଶୁଆଇ ଦେଇଥିଲେ । ମୁଖାଗ୍ନି ଦେବାକୁ ଯାଉଥିଲେ। ଆଉ ତା ପରେ ଘଟିଲା ଅଭାବନୀୟ ଘଟଣା। ଜୁଇରୁ ଜୀବନ ଫେରି ପାଇଲେ ସୀମାଞ୍ଚଳ। ଘଟଣା ଏହିପରି। ଗତକାଲି ସକାଳେ […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳରେ ନିରନ୍ତର ମୋବାଇଲ ଫୋନ୍ ସେବା ଯୋଗାଇବାକୁ ଟେଲିକମ୍ କମ୍ପାନୀ ଏକାଠି ହୋଇଛନ୍ତି। ବିଏସ୍ଏନ୍ଏଲ, ଏୟାରଟେଲ୍, ଭୋଡାଫୋନ୍, ଆଇଡିଆ ଏବଂ ଜିଓ ନେଟ୍ଓ୍ୱର୍କ ଏକାଠି ହୋଇ ଗ୍ରାହକଙ୍କୁ ଏହି ସେବା ଯୋଗାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ମୋବାଇଲ ଫୋନ୍ ଗ୍ରାହକ ସେମାନଙ୍କ ଫୋନ୍ର ସେଟିଂକୁ ଯାଇ ଏହି ସେବା ପାଇପାରିବେ। ସେଟିଂକୁ ଯାଇ ମୋବାଇଲ ନେଟ୍ଓ୍ୱର୍କ ସର୍ଚିଂରେ ମାନୁଆଲ ସେଟିଂ ସିଲେକ୍ଟ କରି ଡାଟା ରୋମିଂ ଫର ଇଣ୍ଟରନେଟ୍କୁ ଆକ୍ଟିଭେଟ୍ […]
କଟକ: କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ ଆଜି ପୁଲିସ-ଅପରାଧୀ ମୁହାଁମୁହିଁ ହୋଇଛନ୍ତି। ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ସାହୁ ଓରଫ ଜିତୁ ଆହତ ହୋଇଛି। ଜିତୁର ଡାହାଣ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଜିତୁ ପାଖରୁ ଗୋଟିଏ ବନ୍ଧୁକ, ଗୁଳି ଜବତ କରିଛି। ଦୁର୍ଦ୍ଦାନ୍ତ ଜିତୁ ବିଭିନ୍ନ ଡକାୟତି ଓ ଲୁଟ୍ ଘଟଣାରେ ସଂପୃକ୍ତ ଥିବା ପୁଲିସ କହିଛି। ଜିତୁ ନିକଟସ୍ଥ […]
ଭୁବନେଶ୍ୱର: ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ଡକ୍ଟର ବୈଦ୍ୟନାଥ ମିଶ୍ରଙ୍କର ମଙ୍ଗଳବାର ରାତି ୧୧ଟାରେ ପରଲୋକ ହୋଇଯାଇଛି। ଭୁବନେଶ୍ୱର ସହିଦନଗର ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ମିଶ୍ର ଜଣେ ପ୍ରଖ୍ୟାତ ଶିକ୍ଷାବିତ୍, ଗବେଷକ ଏବଂ ଅର୍ଥନୀତିଜ୍ଞ ଭାବେ ବେଶ୍ ପରିଚିତ ଥିଲେ । ୧୯୪୯ରେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ସେ କ୍ୟାରିଅର୍ ଆରମ୍ଭ କରିଥିଲେ । ପରେ ଓୟୁଏଟିର ଏଗ୍ରିକଲଚର୍ ଅର୍ଥନୀତି ପ୍ରଫେସର୍ ଏବଂ ୧୯୮୧ରୁ ୮୫ […]
ନାରାୟଣପାଟଣା: ରୋଜଗାର କରିବେ, ପରିବାର ଲୋକଙ୍କୁ ଭଲରେ ରଖିବେ..ଏଇ ଆଶା ନେଇ ଦାଦନ ଖଟିବାକୁ ଯାଇଥିଲେ । ହେଲେ ସ୍ୱପ୍ନ ସବୁ ସ୍ୱପ୍ନରେ ରହିଗଲା। ଦୁର୍ଘଟଣାରେ ପ୍ରାଣ ହରାଇଲେ ସନ୍ତୋଷ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ପଞ୍ଚାୟତରେ। ବାରୀ ଗ୍ରାମର ଆଦିବାସୀ ଯୁବକ ସନ୍ତୋଷ (୨୫ ବର୍ଷ) ଗାଁର ଅନ୍ୟମାନଙ୍କ ସହ ମିଶି କାମ କରିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ। ସେଠାରେ କାକିନାଡ଼ାର ଏକ କାରଖାନାରେ କାମ କରୁଥିଲେ। […]
ନୂଆଦିଲ୍ଲୀ: ଆଇପିଏଲ୍ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ। ଗତକାଲି ଖେଳାଯାଇଥିବା ପ୍ରଥମ କ୍ୱାଲିଫାୟରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ଏହି ସଫଳତା ପାଇଛି। ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ସାମ୍ନାସାମ୍ନି ହେବେ। ଏଲିମିନେଟର୍ ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ ଦର୍ଶକ କଡ଼ା ଟକ୍କର ଦେଖିବାକୁ ପାଇବେ। ଆଜି ସନ୍ଧ୍ୟା ସାଢ଼େ ୭ଟାରେ ବିଶାଖାପଟଣାରେ ଏହି ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ରେ ଯିଏ ଜିତିବ ସେହି ଟିମ୍ ଚେନ୍ନାଇ ସହିତ ଦ୍ୱିତୀୟ […]
ଭୁବନେଶ୍ୱର: ଚାଲି ଯାଇଛି ଝଡ଼, ହେଲେ ଛାଡ଼ି ଯାଇଛି ତାର କୋପ। ଝଡ଼ ମାଡ଼ରେ ଘାଇଲା ମଣିଷ ଖୋଜୁଛି ବଞ୍ଚିବାର ରାହା। ବାତ୍ୟା ‘ଫୋନି’ର ତାଣ୍ଡବରେ ଛିନଛତ୍ର ହୋଇଥିବା ଅନେକ ଗାଁରେ ଏବେ ଏଭଳି ଦଶା। କେଉଁଠି ସବୁ କିଛି ହରାଇଥିବା ବିପନ୍ନ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ଖୋଜୁଛି, ତ ଆଉ କେଉଁଠି ଧ୍ୱଂସ ସ୍ତୁପ ତଳୁ ସ୍ମୃତି ସାଉଁଟୁଛି ବେସାହାରା ମଣିଷ। ଜୀବନ ବଞ୍ଚି ଯିବା ପରେ ଏବେ ଖୋଜା ପଡ଼ିଛି କାଳେ ଭଙ୍ଗା ଘର […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଭିଏସ୍ଏସ୍ ନଗର ଅଞ୍ଚଳର ଏକ ଘର ଭିତରରୁ ମିଳିଛି ଜଣେ ଯୁବକଙ୍କ ମୃତଦେହ। ଯୁବକ ଜଣକ ନୟାଗଡ଼ ସୁନାଖଳାର ଅବକାଶ ପାଇକରାୟ । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଅବକାଶ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଅସ୍ଥାୟୀ କର୍ମଚାରୀ ଭାବେ ଚାକିରୀ କରୁଥିଲେ। ଭିଏସଏସ ନଗରରେ ରହୁଥିଲେ। ଆଜି ସକାଳୁ ତାଙ୍କର ମୃତଦେହ ସହିଦନଗର ପୁଲିସ ଉଦ୍ଧାର କରିଛି। ଯୁବକଙ୍କ ପିଟି ପିଟି ହତ୍ୟା କରାଯାଇଥିବା ପରିବାରଲୋକେ ସହିଦ ନଗର ଥାନାରେ […]
ଭୁବନେଶ୍ୱର: ସରକାରୀ ଭାବେ ରାଜ୍ୟରେ ବାତ୍ୟା ‘ଫୋନି’ ଜନିତ ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି। ପୁରୀରେ ସର୍ବାଧିକ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରେ ୫ ଜଣ, କେନ୍ଦ୍ରାପଡ଼ାରେ ୩ଜଣ, ମୟୂରଭଞ୍ଜରେ ୪ଜଣ, ଯାଜପୁରରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ବାତ୍ୟାରେ ମୋଟ୍ ୧୪ଟି ଜିଲ୍ଲାର ୧୫୫ ବ୍ଲକ୍ ଓ ୫୧ଟି ପୌରାଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ମୋଟ୍ ୧ କୋଟି ୪୮ ଲକ୍ଷ ଲୋକ ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ରେ ପ୍ରଭାବିତ ହୋଇଛନ୍ତି।
ପୁରୀ: ଆଜି ସକାଳୁ ସକାଳୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଶ୍ରୀମଦ୍ଦ ଭାଗବତ ଓ ବେଦ ଧ୍ୱନିରେ ପ୍ରକମ୍ପିତ ହୋଇଛି। ଶଙ୍ଖଧ୍ୱନୀ, ବେଦଧ୍ୱନୀ ସାଙ୍ଗକୁ ଅରୁଣସ୍ତମ୍ଭ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଛି। ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ କଣ୍ଠରୁ ଉଚ୍ଚାରିତ ଶ୍ରୀଜଗନ୍ନାଥାଷ୍ଟକମ୍ ଶ୍ରୀକ୍ଷେତ୍ର ପରିବେଶକୁ କରିଥିଲା ଆହୁରି ଭକ୍ତିମୟ। ଆଜି କୁମାର ପୂର୍ଣ୍ଣମୀରେ ସକାଳୁ ସକାଳୁ ଶ୍ରୀମନ୍ଦିର ସମ୍ମୁଖରେ ଏପରି ପରିବେଶ ଭକ୍ତଙ୍କୁ ବିହ୍ୱଳିତ କରିଥିଲା। ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ […]
ସୁକ୍ମା: ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ମାଓ ଆତଙ୍କ। ରାସ୍ତା ନିର୍ମାଣ କାମରେ ବ୍ୟବହୃତ ଗୋଟିଏ ଗାଡ଼ି ଓ ୩ଟି ମେସିନ୍କୁ ମାଓବାଦୀମାନେ ଜାଳି ଦେଇଛନ୍ତି। ଗୋଲାପାଲ୍ଲି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଗୋଲାପାଲ୍ଲି ଗାଁରୁ କୋଣ୍ଟା ସହରକୁ ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ମାଓବାଦୀମାନେ ଏଭଳି ଆତଙ୍କ ଖେଳାଇଥିଲେ। ମିଳିଥିବା ସୂଚନା ଅନୁସାରେ, ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ମାଓବାଦୀଙ୍କ ଏକ ଗ୍ରୁପ୍ ସେଠାରେ ପହଞ୍ଚି କାମ କରୁଥିବା ଶ୍ରମିକଙ୍କୁ ସ୍ଥାନ ଛାଡ଼ି ଚାଲି […]
କୋଣାର୍କ: କୋଣାର୍କ ନିକଟ ଚନ୍ଦ୍ରଭାଗାରେ ଗାଧୋଇବାବେଳେ ବୁଡ଼ି ଯାଉଥିବା ଜଣେ ମହିଳାଙ୍କୁ ଦେବଦୂତ ସାଜି ଉଦ୍ଧାର କରିଛନ୍ତି ଫଟୋଗ୍ରାଫର। ମହିଳାଙ୍କୁ କୋଣାର୍କ ମେଡିକାଲରେ ଭର୍ତ୍ତି କରାଯାଇଛି। ମହିଳା ଜଣକ ଆନ୍ଧ୍ରପ୍ରଦେଶର ବୋଲି ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶ କାକିନାଡ଼ାର ଅଞ୍ଚଳର ଏହି ମହିଳାଜଣକ ତାଙ୍କର ସମ୍ପର୍କୀୟଙ୍କ ସହ କୋଣାର୍କ ବୁଲିବାକୁ ଆସିଥିଲେ। ଆଜି ସକାଳୁ ସମସ୍ତେ ଚନ୍ଦ୍ରଭାଗାରେ ଗାଧୋଇବାକୁ ଯାଉଥିବାବେଳେ ମହିଳାଜଣକ ସମୁଦ୍ର ଭିତରକୁ ଭାସି ଯାଇଥିଲେ। ହେଲେ ସେଠାରେ ଥିବା ଫଟୋଗ୍ରାଫର ଦେବଦୂତଙ୍କ ପରି ସେଠାରେ ପହଞ୍ଚି ଯାଇଥିଲେ। […]
ମସ୍କୋ: ରୁଷ୍ରେ ଏକ ଯାତ୍ରୀବାହୀ ବିମାନରେ ନିଆଁ ଲାଗିଯିବା ଫଳରେ ୪୧ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ୩୭ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକଙ୍କ ମଧ୍ୟରେ ବିମାନର ଜଣେ କ୍ର୍ୟୁ ମେମ୍ବର ଥିବା ଜଣାପଡ଼ିଛି। ରୁଷିଆ ନିର୍ମିତ ସୁଖୋଇ ସୁପରଜେଟ୍ ବିମାନଟି ଶେରେମେତ୍ୟେଭୋରୁ ମୁରମନସ୍କ ଅଭିମୁଖେ ଯାତ୍ରା କରୁଥିବା ବେଳେ ରବିବାର ଦିନ ଏହି ଅଭାବନୀୟ ଘଟଣା ଘଟିଥିଲା। ବିମାନରେ କ୍ର୍ୟୁ ମେମ୍ବରଙ୍କୁ ମିଶାଇ ମୋଟ ୭୮ ଜଣ ଥିଲେ। ମସ୍କୋର ଶେରେମେତ୍ୟେଭୋ ବିମାନବନ୍ଦରରୁ ବିମାନଟି ଉଡ଼ାଣ ଭରିବାର […]