ଆନ୍ଧ୍ରପ୍ରଦେଶ ନରସରାୱପେଟ୍ ଜିଲ୍ଲାର ଏକ ବିବାହକୁ ନେଇ ସବୁଆଡ଼େ ଚର୍ଚ୍ଚା। ଭୋଜିରୁ କନ୍ୟାକୁ ଘର ଲୋକ ଅପହରଣ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଟିକେଟ୍ କଟିଲା ପରେ ବିଜେଡି ଛାଡିଛନ୍ତି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ଗତକାଲି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଟିକେଟ ନମିଳିବା ପରେ ଆଜି ମୁହଁ ଖୋଲିଛନ୍ତି ସୀମାରାଣୀ ।
ସମ୍ବଲପୁରରେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଟିକେଟ୍ ଦେଇଛି ଦଳ । ଯାହା ସମ୍ବଲପୁରର ଗରିମା ନଷ୍ଟ କରିଛି । ତେଣୁ ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ଇସ୍ତଫା ଦେଇଥିବା ଆଜି ପ୍ରେସମିଟ୍ କରି କହିଛନ୍ତି ରାସେଶ୍ୱରୀ ।
ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୧୬୦ ଟଙ୍କା ହୋଇଛି । ସୋହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୧୫୦ ଟଙ୍କା ରହିଛି ।
ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲ୍ଲଂଘନ। ମେଳଣରେ ସାପ ଖେଳ ଦେଖାଇଲା ଅଘୋରି ବେଶୀ କଳାକାର । ପୁରୀ ସଦରଥାନା ଅନ୍ତର୍ଗତ ଛଇତନାରୁ ଆସିଛି ଏଭଳି ଘଟଣା, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ନୌସେନା ପରେଡ୍ ପାଇଁ ଅଭ୍ୟାସ ବେଳେ ଦୁଇ ହେଲିକପ୍ଟର ପରସ୍ପର ସହ ଧକ୍କା ହେବା ୧୦ ଜଣଙ୍କ ଜୀବନ ଯାଇଛି।
ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଲେ।
ଲୋକମାନେ ସୋସିଆଲ ମିଡିଆରେ ଷ୍ଟାର୍ ହେବା ନେଇ ଏବଂ କିଛି ସମୟ ମଧ୍ୟରେ ଲାଇକ୍ସ ଏବଂ ଫଲୋର୍ସ ବଢେଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ। କିଛି ଲୋକ ରିଲ୍ କରିବା ଚକ୍କରରେ ନିଜ ସାଙ୍ଗକୁ ଟେପ୍ ଏବଂ ପ୍ଲାଷ୍ଟିକରେ ଗୁଡ଼ାଇ ଚଳନ୍ତା କାର୍ର କବାଟରେ ଟାଙ୍ଗି ଦେଇଛନ୍ତି।
ଆଜି ସକାଳେ ତାଇୱାନର ରାଜଧାନୀରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରହିଛି । ୯ମିନିଟରେ ପ୍ରାୟ ୫ଥରରୁ ଅଧିକ ଝଟକା ଅନୁଭୂତ ହୋଇଛି । ତେବେ ପାଣିପାଗ ବିଭଗର ତଥ୍ୟ ଅନୁଯାୟୀ, ସବୁଠାରୁ ଶକ୍ତିଶାଳୀ କମ୍ପନ ପୂର୍ବ ହୁଆଲିଏନରେ ଅନୁଭୂତ ହୋଇଛି ।
ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କର ହେଲା ବଡମହାସ୍ନାନ। ଶ୍ରୀମନ୍ଦିରର ଭିତରକାଠ ନିକଟରେ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ହେଲା ବଡମହାସ୍ନାନ। ମଙ୍ଗଳ ଆଳତୀ ପୂର୍ବରୁ ମହାପ୍ରଭୁଙ୍କର ହେଲା ମହାସ୍ନାନ।
ଝାରସୁଗୁଡା ଜିଲ୍ଲାରେ ବିଜେଡିକୁ ଶକ୍ତ ଝଟକା । ବିଜେଡି ଛାଡ଼ିଲେ ଦଳର ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ । ଦୀର୍ଘ ୨୪ ବର୍ଷ ଧରି ନିଷ୍ଠାପର ଭାବେ କାର୍ଯ୍ୟ କରିଆସୁଥିଲେ ବି ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ବିଶ୍ୱନାଥ ।
ବର୍ତ୍ତମାନ ଫେସ୍ବୁକ୍ ଏକ ବଡ ଡିଲ୍ କରିଛି ଏବଂ ଏହି ଡିଲ୍ କୌଣସି ସାମଗ୍ରୀକୁ ନେଇ ନୁହେଁ, ବରଂ ଆପଣଙ୍କ ତଥ୍ୟକୁ ନେଇ। ଫେସ୍ବୁକ୍ ନେଟ୍ଫ୍ଲିକ୍ସ ସହିତ ଏକ ଡିଲ୍ କରିଛି ଯେଉଁଥିରେ ପ୍ରାଇଭେଟ୍ ମେସେଜ୍ ବଦଳରେ ତଥ୍ୟ ପାଇଁ ଏକ ଚୁକ୍ତିନାମା ଅଛି।
ସରକାରୀ କର୍ମଚାରୀ ହେବା ସତ୍ତ୍ୱେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଏମାନେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲା ବିଜେପି।
କମ୍ପୁଛି ନିର୍ବାଚନୀ ମଇଦାନ। କିଏ ଜିତିବ ଜନତାଙ୍କ ମନ ? କିଏ ହରାଇବ ଅମାନତ ? ସାଧାରଣ ନିର୍ବାଚନ ଲାଗି ଭୋଟରଙ୍କ ପାଖରେ ପହଞ୍ଚିଲେଣି ପ୍ରାର୍ଥୀ।
ଡାକ୍ତରୀ ବିଜ୍ଞାନ ଅନୁସାରେ ଚା’ ଆମ ଶରୀରରେ ପରିସ୍ରା ଉତ୍ପାଦନ ବୃଦ୍ଧି କରି ଶରୀରର ଜଳୀୟ ଅଂଶକୁ କ୍ଷୟ କରିଦିଏ। ଏହି କାରଣରୁ ଆମ ମସ୍ତିଷ୍କରେ ଜଳ ସଂରକ୍ଷଣ କମିଯାଏ। ତେଣୁ, ଏହା ଜରୁରୀ ଯେ ଆପଣ ଯେତେ ଚା’ ପିଉଛନ୍ତି ତା’ଠାରୁ ଢେର ଅଧିକ ପାଣି ପିଅନ୍ତୁ, ଯାହା ଦ୍ୱାରା ଶରୀର ହାଇଡ୍ରେଟ୍ ରହିବ।
ଓଡ଼ିଆଙ୍କ ପାଇଁ ଚୈତ୍ର ପୂର୍ଣ୍ଣିମା ଏକ ବିଶେଷ ମହତ୍ତ୍ୱ ରଖେ। ଏହା ଓଡ଼ିଶାର ଏକ ଗଣପର୍ବ। ଏହାକୁ ସାଧାରଣ ଭାଷାରେ ଚଇତିପୁନେଇଁ ବା ଚଇତ ପୁନେଇଁ ମଧ୍ୟ କୁହାଯାଏ। ଏହା କୈବର୍ତ୍ତମାନଙ୍କର ଏକ ବିଶେଷ ପର୍ବ। ଏହି ପର୍ବକୁ ସେମାନେ ବହୁତ ଯାକଜମକରେ ପାଳନ କରନ୍ତି। ଏହା ସେମାନଙ୍କ ପାଇଁ ମନୋରଂଜନର ଢେର୍ ଖୋରାକ ଯୋଗାଏ।
ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ
ଆଜି ତାତି କମିଲେ ବି, କଲବଲ କରିବ ଗରମ ଓ ଗୁଳୁଗୁଳି । ୨୩ ଓ ୨୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ଘଟିବ । ପାରଦ ୨ ରୁ ୩ ଡିଗ୍ରୀ ଖସିଲେ ବି ଏହା ୪୧ ଡିଗ୍ରୀ ପାଖାପାଖି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ସମସ୍ୟା ପାଇଁ ଇସ୍ତଫା ଦେଉଥିବା ଲେଖିଛନ୍ତି ସୀମାରାଣୀ।
କାକଟପୁରରେ ସ୍ୱାଧୀନ ଲଢ଼ିବାକୁ ସୁର ସେଠୀଙ୍କ ଚେତାବନୀ । ଟିକେଟ୍ ଗୋଳମାଳ ନେଇ କଂଗ୍ରେସରେ ବି ବିଦ୍ରୋହର ସ୍ୱର ।
ବାଲିକୁଦା-ଏରସମାରେ ରଘୁନନ୍ଦନଙ୍କ ସ୍ଥାନରେ ସାରଦା ପ୍ରସନ୍ନଙ୍କୁ ଟିକେଟ୍ । ବିରୋଧ ସତ୍ତ୍ବେ କାକଟପୁରରେ ତୁଷାରକାନ୍ତି ବେହେରା ରିପିଟ୍ ।
ମନ୍ତ୍ରୀ ସଞ୍ଜୟ ନିଷାଦ ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ସମାଜବାଦୀ ପାର୍ଟିକୁ ଦାୟୀ କରିଛନ୍ତି। ଏହି ମାମଲାରେ ପୁଲିସ ଅନେକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଦିଲ୍ଲୀ ଦମକଳ ବାହିନୀର କହିବା ଅନୁସାରେ, ଏହି ବିଶାଳ ଅଳିଆ ଗଦାର ପାହାଡରୁ ଉତ୍ପନ୍ନ ଗ୍ୟାସ୍ ଯୋଗୁ ରବିବାର ସନ୍ଧ୍ୟାରେ 'ଲ୍ୟାଣ୍ଡଫିଲ୍'ରେ ଅଗ୍ନିକାଣ୍ଡ ଘଟିଥିଲା।
ଦିନକୁ ଦିନ ପାରଦ ବଢ଼ିବାରେ ଲାଗିଛି, ଗରମରେ ସନ୍ତୁଳି ହେଉଛନ୍ତି ଲୋକେ । ଆଉ ତା’ସହ ବିଷମ ହେଉଛି ଜଳ କଷ୍ଟ । କେଉଁଠି ଶୋଷିଲାଙ୍କ ପାଇଁ ଭଙ୍ଗା ଦଦରା ନଳକୂଅ ସାହା ତ କେଉଁଠି ଚୂଆ ମେଣ୍ଟାଉଛି ଶୋଷ ।
ଦଳ ପାଇଁ ବହୁତ କାମ କରିଥିଲେ, ଦଳ ପ୍ରତିଶ୍ରୁତି ଦେଇଥିଲା କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କୁ ବାଦ୍ ଦିଆଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି, ଟିକେଟ୍ ଦେବାର ନଥିଲା ତାହେଲେ ଏତେ କାମ କାହିଁକି କରାଉଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।