ଦ୍ୱାଦଶ ପରେ ଅନେକ କ୍ୟାରିୟର ବିକଳ୍ପ ଅଛି। ଆପଣ ଚାହିଁଲେ ଟ୍ରାଡିସନାଲ୍ କ୍ୟାରିୟର ବିକଳ୍ପ ବଦଳରେ ଟ୍ରେଣ୍ଡିଂ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ। ତେବେ ଆସନ୍ତୁ ଏମିତି ୫ଟି ପାଠ୍ୟକ୍ରମ ବିଷୟରେ ଜାଣିବା ଯେଉଁଥିରେ ଆଡମିଶନ ନେବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଷ୍ଟ୍ରିମ୍ର ଆବଶ୍ୟକତା ନାହିଁ।
ଆଜିଠୁ ଟି-ଟ୍ବେଣ୍ଟି ବିଶ୍ବକପ୍ ୨୦୨୪ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ଆୟର୍ଲାଣ୍ଡ ବିପକ୍ଷରେ ରହିଛି ପ୍ରଥମ ମ୍ୟାଚ୍।
ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ବିଜେପି ସରକାର ଶପଥ ନେବା ପରେ ଆୟୁଷ୍ମାନ ଯୋଜନାକୁ ଲାଗୁ କରାଯିବ।
ନୂଆ ସରକାର ଗଠନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।
ଉର୍ଫି ଅନେକ ଲୋକପ୍ରିୟ ଟିଭି ସିରିଏଲର ଏକ ଅଂଶ ହୋଇସାରିଛନ୍ତି। ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ, ଏମିତି କ’ଣ ହେଲା ଯେ ଉର୍ଫି ଛୋଟ ପରଦାରୁ ନିଜକୁ ଦୂରେଇ ଦେଲେ ଏବଂ ଆଜି ପର୍ଯ୍ୟନ୍ତ ଫେରି ନାହାଁନ୍ତି। ତେବେ ଆସନ୍ତୁ ଜାଣିବା ପୁରା କାହାଣୀ କ’ଣ…
ଯେତେବେଳେ ରେଖା ମଞ୍ଚକୁ ଆସି ନିଜର ପୁରୁଣା ଗୀତରେ ନାଚିବା ଆରମ୍ଭ କରନ୍ତି, ଦର୍ଶକମାନଙ୍କ ହୃଦୟକୁ କାବୁ କରିନିଅନ୍ତି। ସେମିତି ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ବଲିଉଡର କିଙ୍ଗ ଖାନ ଅର୍ଥାତ୍ ଶାହରୁଖ ଖାନଙ୍କ ସହ ରେଖାଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି। ଏହି ଥ୍ରୋବ୍ୟାକ୍ ଭିଡିଓ ଏକ ପୁରସ୍କାର ଶୋ’ରୁ ଆସିଥିବା ଜଣାପଡିଛି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ଜୁନ୍ ୮ ତାରିଖ ସନ୍ଧ୍ୟାରେ ହୋଇପାରେ ।
ଇତିହାସ ରଚିବା ବଦଳରେ ଇତିହାସ ପାଲଟିଲେ ନବୀନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହାବାତ୍ୟାରେ ଧରାଶାୟୀ ନବୀନ ମ୍ୟାଜିକ୍ ।
ଥଣ୍ଡା ହେତୁ ଚାରିଜଣ ଟ୍ରେକରଙ୍କ ମୃତ୍ୟୁ ହୋଇଯାଇଛି। ଉତ୍ତରକାଶୀ ଜିଲ୍ଲାପାଳ ମେହେରବାନ ସିଂ ବିଶଟ୍ଙ୍କ ସୂଚନା ଅନୁସାରେ, ଫସିଥିବା ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।
ରାଜଭବନ ଆସି ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ ।
ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇ ଓଡ଼ିଶାବାସୀ ଜଣାଇଦେଲେ । ଯେଉଁଠି ନୀତି ନାହିଁ, ନେତା ଠିକ୍ ନାହାନ୍ତି ସେ ଦଳ ତିଷ୍ଠିବନି ।
ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ ବା ଏନଡିଏ ଏବଂ ବିରୋଧୀ ଇଣ୍ଡିଆ ବ୍ଲକ୍ ସେମାନଙ୍କର ପରବର୍ତ୍ତୀ ପଦକ୍ଷେପ ଯୋଜନା କରୁଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ସମାପ୍ତ ହେବା ପରେ ପରବର୍ତ୍ତୀ ଯୋଜନା ପାଇଁ ଦିଲ୍ଲୀ ଯାଉଛନ୍ତି ନୀତୀଶ ଓ ତେଜସ୍ବୀ।
ପ୍ରାକୃତିକ ସମ୍ପଦର ଶୋଷଣ ଏବଂ ମାନବ ଜୀବନଶୈଳୀ ପାଇଁ ଏସବୁର ଅପବ୍ୟବହାର ହେତୁ ପରିବେଶ ପ୍ରଦୂଷିତ ହେଉଛି। ଦୂଷିତ ପରିବେଶ ସେହି ଉପାଦାନଗୁଡ଼ିକୁ ପ୍ରଭାବିତ କରେ ଯାହା ଜୀବନ ପାଇଁ ଜରୁରୀ। ଏଭଳି ପରିସ୍ଥିତିରେ ଆଜି ‘ବିଶ୍ୱ ପରିବେଶ ଦିବସ’ରେ ଆସନ୍ତୁ ପରିବେଶ ସୁରକ୍ଷାର କେତେକ ଦିଗ ଉପରେ ନଜର ପକେଇନେବା।
କେବଳ ମନମୋହନ ନୁହନ୍ତି, ବିଜେଡି ଓ କଂଗ୍ରେସ ସଭାପତିଙ୍କ ଋଣକୌଶଳ ମଧ୍ୟ ଏହି ନିର୍ବାଚନରେ ଫେଲ୍ ମାରିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ଆସନ ହିଞ୍ଜିଳି ଏବଂ କଣ୍ଟାବାଞ୍ଜିରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ତାଙ୍କୁ କଣ୍ଟାବାଞ୍ଜି ଆସନରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି।
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୫ ବୁଧବାର,ଚନ୍ଦ୍ର- ବୃଷ ଅହୋରାତ୍ର,ତିଥି-୧୪ଶୀ ରାତ୍ରି ଅମାବାସ୍ୟା ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର,ଘାତବାର- କର୍କଟ ରାଶିର ,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନଦାନ ରାତ୍ରି ୦୯.୧୬ ପର୍ଯ୍ୟନ୍ତ
ସବୁଠୁ ବଡ଼ କଥା ହେଲା ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ନେଇ ବିଜେଡି ଯେତେ ପ୍ରଚାର କରିବାକୁ ଚେଷ୍ଟା କରିଥିଲେ ବି ତାହା ଆଉ କାମ ଦେଲାନି। ଚଳିତ ନିର୍ବାଚନରେ ସବୁଠାରୁ ବଡ଼ ବିପର୍ଯ୍ୟୟର ସାମ୍ନା କରିଛି ଦଳ। ଭୁଶୁଡିଯାଇଛି ବିଜେଡି ଗଡ଼।
ପଦ୍ମନାଭ ବେହେରା, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଉମା ସାମନ୍ତରାୟ, ବର୍ଷା ପ୍ରିୟଦର୍ଶିନୀ ପ୍ରମୁଖ ହେଭିୱେଟ ଓ ସେଲିବ୍ରିଟି ବିଜେଡି ପ୍ରାର୍ଥୀଙ୍କୁ ବି ପ୍ରତ୍ୟାଖ୍ୟାନ କରିଛନ୍ତି ଜନତା।
ଓଡ଼ିଶାରେ ନବୀନ ଯୁଗର ଅନ୍ତ। ଐତିହାସିକ ବିଜୟ ସହ ଓଡ଼ିଶାରେ ସରକାର କରିବ ବିଜେପି। ଚାରିଆଡ଼ ଅରେଞ୍ଜ ସୁନାମୀ।
କିଛି ପିଲା ଅଛନ୍ତି ଯେଉଁମାନେ ଜନ୍ମରୁ ଦେଖିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି କିମ୍ବା ସମୟ ସହିତ ସେମାନଙ୍କର ଦୃଷ୍ଟି ଶକ୍ତି ଅନ୍ୟମାନଙ୍କ ତୁଳନାରେ ଦୁର୍ବଳ ହୋଇଯାଏ। ତେବେ କେଉଁ ଲକ୍ଷଣଗୁଡିକ ଦେଖି ଆପଣ ବୁଝିପାରିବେ ଯେ ପିଲାର ଦୃଷ୍ଟି ଶକ୍ତି ଖରାପ ଅଛି ଏବଂ ତାଙ୍କୁ ଚଷମା ଦରକାର ଆସନ୍ତୁ ଜାଣିବା।
୨୦୨୪ ନିର୍ବାଚନରେ ବିଜେପି ଏକପ୍ରକାର ବାଜିମାତ କରିଛି। ଭୁଶୁଡୁଛି ବିଜେଡ଼ି ଗଡ଼। ରେକର୍ଡରୁ ଅଳ୍ପକେ ବର୍ତ୍ତିଲେ ନବୀନ। ଏହି ନିର୍ବାଚନ ଜିତିଥିଲେ ମୋଟ ୬ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇ ସାରା ଦେଶରେ ରେକର୍ଡ କରିଥାନ୍ତେ।
ଜିତିବା ଉପରେ ବୈଜୟନ୍ତ ପଣ୍ତା । ୫୩ ହଜାରରୁ ଅଧିକ ଭୋଟ୍ରେ ଆଗୁଆ ଅଛନ୍ତି ବୈଜୟନ୍ତ ପଣ୍ତା ।
ଓଡ଼ିଶା ହୋଇକୋର୍ଟରେ ବାହାରିଛି ଚାକିରି। ଏନେଇ ହାଇକୋର୍ଟ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନେ ବିସ୍ତୃତଭାବେ ଜାଣିବାକୁ ଚାହାନ୍ତି ସେମାନେ ଅଫିସିଆଲ୍ ବିଜ୍ଞପ୍ତିକୁ ଯାଇପାରିବେ।
ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ପରାଜିତ ହୋଇଥିବାବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ଦାସ କୋରେଇ ବିଧାନସଭା ଆସନରୁ ହାରିଯାଇଛନ୍ତି।
ଉତ୍ତର ପ୍ରଦେଶରେ ସର୍ବାଧିକ ଭୋଟ୍ରେ ଜିତିଲେ ରାହୁଲ ଗାନ୍ଧି । ରାଏବରେଲିରେ ଅଞ୍ଚଳରୁ ଲଢ଼ୁଥିଲେ ରାହୁଲ । ତେବେ ସେ ନିଜ ବିପକ୍ଷ ବିଜେପିର ଦୀନେଶ ପ୍ରତାପ ସିଂଙ୍କଠାରୁ ୩ ଲକ୍ଷରୁ ଅଧିକ ଭୋଟ ପାଇଛନ୍ତି ।
କଙ୍ଗନା ରାଣାୱତଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର। ହିମାଚଳ ପ୍ରଦେଶର ମଣ୍ଡିରୁ କଙ୍ଗନା ରାଣାୱତଙ୍କୁ ବିଜେତା ଘୋଷିତ କରାଯାଇଛି। ସେ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟଙ୍କୁ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛନ୍ତି। ଏଥି ସହିତ ବଲିଉଡ୍ ପ୍ରଶଂସକଙ୍କ ପାଇଁ ଖରାପ ଖବର ମଧ୍ୟ ରସିଛି। କୁହାଯାଉଛି ଯେ କଙ୍ଗନା ରାଜନୀତିରେ ପ୍ରବେଶ କରିବା ମାତ୍ରେ ବଲିଉଡ ଛାଡିଦେବେ।