• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ରବିବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି- ୬ଷ୍ଠୀ (ମଳ) ପ୍ରାତଃ ୦୫.୪୫ ଗତେ ୭ ମୀ। ଘାତଚନ୍ଦ୍ର- ନାସ୍ତି। ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ପ୍ରାତଃ ୦୫.୪୫ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ। 

ଶୁଭ ସମୟ 

ପ୍ରାତଃ-୦୫.୨୯ ରୁ ୦୯.୪୪
ଦିବା- ୦୧.୨୭ ରୁ ୦୧.୫୯
ସନ୍ଧ୍ୟା- ୦୬.୫୯ ରୁ ୦୯.୧୪
ରାତ୍ରି-  ୧୨.୧୪ ରୁ ୦୧.୧୬
ରାତ୍ରି- ୦୨.୪୦ ରୁ ୦୩.୧୪
ଅଶୁଭ ସମୟ 
ରାହୁକାଳ- ଦିବା ୦୪.୩୮ ରୁ ୦୬.୧୩
କାଳବେଳା- ଦିବା ୧୧.୫୧ ରୁ ୦୧.୨୭
ବାରବେଳା- ଦିବା ୧୦.୧୬ ରୁ ୧୧.୫୧
କାଳରାତ୍ରି- ରାତ୍ରି ୦୧.୧୬ ରୁ ୦୨.୪୦

OTV is now on Whatsapp

Join and get latest news update delivered to you via whatsapp

Join Now