/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675654941.jpg)
Today Panchang
ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ସୋମବାର। ଚନ୍ଦ୍ର – କର୍କଟ ଦିବା ୦୩.୦୩ ଗତେ ସିଂହ,ତିଥି – ପ୍ରତିପଦ ରାତ୍ରି ୦୨.୧୮ ଗତେ ୨ୟା,ଘାତ ଚନ୍ଦ୍ର – ଦିବା ୦୩.୦୩ ଗତେ କର୍କଟ ଓ ମକର,ଘାତ ବାର- ମିଥୁନ ,ପୁଷ୍କର ଦୋଷ – ରାତ୍ରି ୦୨.୧୮ ଗତେ ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ।
Advertisment
ଶୁଭ ସମୟ:
- ପ୍ରାତଃ ୦୬.୨୩ ରୁ ୦୭.୪୮
- ଦିବା ୦୧.୨୪ ରୁ ୦୧.୫୨
- ସନ୍ଧ୍ୟା ୦୬.୨୮ ରୁ ୦୯.୦୧
- ରାତ୍ରି ୧୨.୨୬ ରୁ ୦୧.୩୬
- ରାତ୍ରି ୦୩.୧୨ ରୁ ୦୩.୫୦
ଅଧିକ ପଢ଼ନ୍ତୁ: ୪ ପ୍ରକାରର ଭୂମି ମିଳେ; ଆସନ୍ତୁ ଜାଣିବା କେଉଁ ଭୂମି କି ଫଳ ଦିଏ...
ଅଶୁଭ ସମୟ:
- ଋାହୁକାଳ - ପ୍ରାତଃ ୦୭.୪୮ ରୁ ୦୯.୧୨
- କାଳବେଳା – ପ୍ରାତଃ ୦୭.୪୮ ରୁ ୦୯.୧୨
- ବାରବେଳା – ଦିବା ୦୨.୪୯ ରୁ ୦୪.୧୩
- କାଳରାତ୍ରି – ରାତ୍ରି ୧୦.୨୪ ରୁ ୧୨.୦୦
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)