/odishatv-khabar/media/post_attachments/uploadimage/library/16_9/16_9_0/Panchang_1734662948.jpg)
Panchang
ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ମଙ୍ଗଳବାର । ଚନ୍ଦ୍ର-କନ୍ୟା ରାତ୍ରି ୦୧.୫୦ ଗତେ ତୁଳା। ତିଥି-୯ମୀ ରାତ୍ରି ୦୭.୫୨ ଗତେ ୧୦ ମୀ । ଘାତଚନ୍ଦ୍ର- ବୃଷ ରାଶିର ରାତ୍ରି ୦୧.୫୦ ପର୍ଯ୍ୟନ୍ତ। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ।
Advertisment
ଶୁଭ ସମୟ-
ପ୍ରାତଃ–୦୬.୨୨ ରୁ ୦୭.୦୫
ଦିବା- ୦୯.୦୪ ରୁ ୧୧.୨୪
ସନ୍ଧ୍ୟା- ୦୫.୧୦ ରୁ ୦୬.୪୯
ରାତ୍ରି- ୦୭.୪୮ ରୁ ୧୦.୦୭
ସନ୍ଧ୍ୟା- ୦୫.୧୦ ରୁ ୦୬.୪୯
ରାତ୍ରି- ୦୮.୨୮ ରୁ ୦୮.୪୧
ରାତ୍ରି- ୦୯.୩୪ ରୁ ୧୨.୧୨
ରାତ୍ରି- ୦୧.୫୮ ରୁ ୦୩.୪୪
ନିଶାନ୍ତ- ୦୪.୩୬ ରୁ ୦୬.୨୨
ଅଶୁଭ ସମୟ-
ରାହୁକାଳ- ଦିବା ୦୨.୨୮ ରୁ ୦୩.୪୯
କାଳବେଳା- ଦିବା ୦୧.୦୭ ରୁ ୦୨.୨୮
ବାରବେଳା-ପ୍ରାତଃ ୦୭.୪୩ ରୁ ୦୯.୦୪
କାଳରାତ୍ରି- ସନ୍ଧ୍ୟା ୦୬ ରୁ ୦୮.୨୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)