ସୈାର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ପଖାଳ ଏବେ ସୋସିଆଲ ମିଡ଼ିଆ ମାଧ୍ୟମରେ ବିଶ୍ୱରେ ଲୋକପ୍ରିୟ ହୋଇପାରିଛି। ଗୁଗୁଲରେ ପଖାଳ ଟାଇପ୍ କଲେ ଏକ ଛୁଙ୍କ ପଡ଼ିଥିବା ପଖାଳ କଂସା ସାଙ୍ଗରେ ସୁସଜ୍ଜିତ ଆଳୁ ଚକଟା, ମାଛ ଭଜା, ବଡ଼ି ଚୁରା, ଶାଗ ଭଜା, ବେସର ଭଜା, ପିଠଉ ଭଜା ଇତ୍ୟାଦି କେତେ କଣ ରଖାଯାଇଥିବା ଛବି ଦେଖିବାକୁ ମିଳୁଛି।
ଉଦ୍ଧବ ଠାକରେଙ୍କ କାକା ପୁଅ ଭାଇ ରାଜ୍ ଠାକରେ । ଦିଲ୍ଲୀରେ ଅମିତ ଶାହାଙ୍କ ସହିତ ଆଲୋଚନା ।
ଭୋଟ ପୂର୍ବରୁ ଅସନ୍ତୋଷ। ଆଉ ଏ ଅସନ୍ତୋଷ ହେଉଛି ଭୋଟ୍ ବେଳେ ଭଣ୍ଡେଇଥିବା ନେତାଙ୍କ ଉପରେ। ଏ କ୍ଷୋଭ, ସବୁ ଜାଣି ଅଜଣା ରହିଥିବା ପ୍ରଶାସନ ଉପରେ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ମଧ୍ୟ ସୋସିଆଲ ମିଡ଼ିଆ Xରେ ଏକ ଫଟୋ ପୋଷ୍ଟ କରି ତରନଜିତ ସିଂହ ସାନ୍ଧୁଙ୍କୁ ସ୍ୱାଗତ କରିଛନ୍ତି।
ଦଳ ଛାଡ଼ିବା ପରେ ଅଧିରାଜ କହିଛନ୍ତି, ଖଡ଼ିଆଳବାସୀଙ୍କ ମତାମତକୁ ନେଇ କଂଗ୍ରେସ ଛାଡ଼ିଛି। କେଉଁ ଦଳକୁ ଯିବି କାଲି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି କହିବି।
ଆତଙ୍କରାଜ ଚଳାଇଛନ୍ତି ବନ୍ୟପ୍ରାଣୀ ମାଫିଆ। ଟାର୍ଗେଟରେ ବନ କର୍ମଚାରୀ। କେବେ ଜଙ୍ଗଲ ଭିତରେ ଅନ୍ଧାଧୂନ୍ ଫାଏରିଂ ତ କେବେ ମଝି ସମୁଦ୍ରରେ ଜଳଦସ୍ୟୁ ସାଜି ଆକ୍ରମଣ।
କେଉଁ ଦଳ ପାଇଁ କେଉଁ ବାର ହେବ ବେଶୀ ଶୁଭଙ୍କର ? ୨୦ରୁ ୨୫ ଭିତରେ ବିଜେପି-ବିଜେଡି ମେଣ୍ଟ ନେଇ ଭବିଷ୍ୟବାଣୀ ।
ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ନଡାଙ୍କ ବୈଠକ । ତୃତୀୟ ପର୍ଯ୍ୟାୟରେ ଆସିପାରେ ଓଡ଼ିଶା ପ୍ରାର୍ଥୀଙ୍କ ନାଁ ।
ରାଜ୍ୟ ରାଜନୀତିରେ ନୂଆ ପିଢି। ନେତୃତ୍ୱ ନେବେ ନ୍ୟୁ ଜେନେରେସନ୍। ବାପାଙ୍କ ଗଡ଼ ସମ୍ଭାଳିବେ ପୁଅ। ବାପାଙ୍କ ସ୍ଥାନରେ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିବାକୁ ଆଗଭର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର।
ଉମରକୋଟ ଗସ୍ତରେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା । ସ୍ଥାନୀୟ ବାସିନ୍ଦା, ବ୍ୟବସାୟୀ ଓ ବିଜେପି କର୍ମୀଙ୍କ ସହ କଲେ ଆଲୋଚନା ।
ଅଧିକ ସମୟ ଧରି ଉପାସ ରହିଲେ ବଢିବ ହୃଦରୋଗ । ଅନେକ ଲୋକ ପତଳା ହେବା ପାଇଁ ଅଧିକ ସମୟ ଉପାସ ରହୁଥିବା ଦେଖିବାକୁ ମିଳେ ।
ବ୍ଲାକରୋଜ୍ ବୁଡ଼ି ଘଟଣାରେ ସିବିଆଇ ତଦନ୍ତ ଦାବି ସଂପର୍କିତ ମାମଲା । ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ସିବିଆଇ ।
ରାଜ୍ୟ ସରକାରଙ୍କୁ କଂଗ୍ରେସର କଡା ସମାଲୋଚନା, ନବୀନ ପଟ୍ଟନାୟକଙ୍କ ଚିଠିକୁ ନେଇ ସମାଲୋଚନା ।
ଏବେ ରାନୁ ମଣ୍ଡଳଙ୍କର ଆଉ ଏକ ଗୀତ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଏଥର ସେ ପ୍ରଶଂସକଙ୍କ ପ୍ରଶଂସା ପାଉନାହାଁନ୍ତି। ଅପରପକ୍ଷେ, ପ୍ରଶଂସକମାନେ ତାଙ୍କ ଉପରେ କ୍ରୋଧ ପ୍ରକାଶ କରୁଛନ୍ତି।
ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି । କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କନ୍ଧମାଳ ।
ରଙ୍ଗର ପର୍ବ ହୋଲିର ଧାର୍ମିକ ମହତ୍ତ୍ୱ କଥା ଉଠିଲେ ସର୍ବପ୍ରଥମେ ଭକ୍ତ ପ୍ରହ୍ଲାଦ ଏବଂ ତାଙ୍କ ପିଉସୀ ହୋଲିକାଙ୍କ କଥା ମନକୁ ଆସେ। କିନ୍ତୁ ଆପଣ ଜାଣନ୍ତି କି ଏହି ପର୍ବ ସହିତ ଜଡିତ ଅନ୍ୟାନ୍ୟ ପୌରାଣିକ କାହାଣୀ? ଆପଣ ଜାଣିଛନ୍ତି କି ଦେବଲୋକରେ ପ୍ରଥମ ହୋଲି ଖେଳ ବିଷୟରେ? ଆସନ୍ତୁ ଜାଣିବା…
ଫଗୁ ଦଶମୀରୁ ସାରା ଓଡ଼ିଶାରେ ଦୋଳ ଯାତ୍ରା ଆରମ୍ଭ ହୁଏ। ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍ଭାବ ଓ ପାରମ୍ପରିକ ଭାବକୁ ବିସ୍ତାର କରେ।
ହୋଲି ତ ଖେଳିବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି, କିନ୍ତୁ ଯେତେବେଳେ ହୋଲିର ରଙ୍ଗ ସଫା କରିବାର ବେଳ ଆସେ ଏହା ଏକ ଦଣ୍ଡ ଭଳି ଅନୁଭବ ହୁଏନି କି ? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, ରଙ୍ଗରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କୁ କିଛି ସହଜ ଟିପ୍ସ କହୁଛୁ, ଯାହା ଆପଣଙ୍କ ଘରେ ହିଁ ରହିଛି। ଏହାକୁ ଆପଣାନ୍ତୁ ଆଉ ସହଜରେ ରଙ୍ଗ ଛଡାନ୍ତୁ।
ଅନେକ ସମୟରେ, ଅନେକ ଚେଷ୍ଟା ସତ୍ତ୍ୱେ ଜଣେ ଜୀବନରେ ସଫଳତା ପାଏ ନାହିଁ କି ଶୁଭ ମୁହୂର୍ତ୍ତ ଘରକୁ ଆସେ ନାହିଁ। ଏଭଳି ପରିସ୍ଥିତିରେ ହୋଲି ଦିନ କିଛି ଜିନିଷ ଘରକୁ ଆଣି ଜୀବନରୁ ଅନେକ ନକାରାତ୍ମକ ଚିନ୍ତାକୁ ହଟାଯାଇପାରିବ। ତେବେ ଆସନ୍ତୁ ସେହି ଜିନିଷଗୁଡ଼ିକ ବିଷୟରେ ବିସ୍ତୃତ ଭାବରେ ଜାଣିବା।
ଜଗନ୍ନାଥଙ୍କୁ ବିଭିନ୍ନ ମାସରେ ବିଭିନ୍ନ ନାମରେ ପୂଜା କରାଯାଇଥାଏ। ସେଥିମଧ୍ୟରୁ ଫାଲଗୁନ ମାସରେ ତାଙ୍କର ନାମ ହେଉଛି ଗୋବିନ୍ଦ। ଏଣୁ ଫାଲଗୁନ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିଟି ଗୋବିନ୍ଦ ଦ୍ୱାଦଶୀ ନାମରେ ଜଣାଶୁଣା। ଗରୁଡ ପୁରାଣରେ ଏହି ଗୋବିନ୍ଦ ଦ୍ୱାଦଶୀତିଥିର ମହିମା ବର୍ଣ୍ଣିତ।
ଆଇପିଏଲର ଆଗାମୀ ସିଜିନ୍ରେ ବିଶେଷ ଭାବରେ ତିନିଜଣ ଅଧିନାୟକଙ୍କ ପାଇଁ କଠିନ ପରୀକ୍ଷା ହେବ। ଏହି ଅଧିନାୟକମାନେ ହେଉଛନ୍ତି- ଋଷଭ ପନ୍ଥ, ଶ୍ରେୟସ୍ ଆୟର ଏବଂ ଶୁବମନ ଗିଲ।
‘ବାହୁବଲୀ’ ପରେ ଏହି ପିରିୟଡ୍ ଆକ୍ସନ୍ ଡ୍ରାମାର ୨ୟ ଭାଗ ଦେଖିବା ପାଇଁ ଅନେକ ଲୋକ ପ୍ରେକ୍ଷାଳୟକୁ ଦୌଡିଥିଲେ ଏବଂ ଏହା ମଧ୍ୟ ହିଟ୍ ହୋଇଥିଲା। ୨ୟ ଭାଗ କରିବା ପରେ, ଲୋକମାନେ ଏହାର ତୃତୀୟ ଭାଗ ମଧ୍ୟ ଦେଖିବାକୁ ଆଗ୍ରହୀ ଏବଂ ଏହା ବିଷୟରେ ଏକ ଆକର୍ଷଣୀୟ ଚର୍ଚ୍ଚା ଜୋର ଧରିଛି।
ବିଜେପିରେ ମିଶିଲେ ଶିବୁ ସୋରନଙ୍କ ବଡ ବୋହୂ ସୀତା ସୋରେନ୍ ।ସୀତା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ଆଜି ସକାଳେ ସୀତା ଜେଏମଏମରୁ ଇସ୍ତଫା ଦେଇଥିଲେ ।
ଭାଇ ଭଉଣୀ ଏଭଳି କରିବାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏଠାରେ ଯେଉଁମାନେ ବିବାହ କରୁଥିଲେ, ସେମାନଙ୍କୁ ୫୧ ହଜାର ଟଙ୍କା ସହାୟତା ଦିଆଯାଉଥିଲା ।