• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Capture 17
ଗଞ୍ଜେଇ ମାଫିଆଙ୍କୁ ଏବେ କିନ୍ନର ସାହାରା

ଭୁବନେଶ୍ୱର: ଗଞ୍ଜେଇ ମାଫିଆଙ୍କୁ ଏବେ କିନ୍ନର ସାହାରା । କିନ୍ନରଙ୍କ ସାହାରା ନେଇ ଏବେ ଗଞ୍ଜେଇ ବ୍ୟବସାୟୀ କରୁଛନ୍ତି ବେପାର । ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରିବା ପାଇଁ ଏବେ କିନ୍ନରଙ୍କୁ କରିଛନ୍ତି ମୋହରା । ତେବେ ଏହା ପଛର…

River
ଏହି ନଦୀ ବିଶ୍ୱର ସବୁଠୁ ସ୍ୱଚ୍ଛ ନଦୀ

ଭାରତରେ ପାଖାପାଖି ୪୦୦ରୁ ଅଧିକ ନଦୀ ରହିଛି। ଆଉ ସେ ସବୁ ଭିତରୁ ପ୍ରତ୍ୟେକଟି ନଦୀ କିଛି ଭିନ୍ନ ଭିନ୍ନ କାରଣରୁ ଖାସ୍। କିଛି ନଦୀ ଆମ ସଂସ୍କୃତି ଅନୁଯାୟୀ ଖାସ୍ ତ ଆଉ କିଛି ନଦୀ ନିଜର ସୁନ୍ଦରତା କାରଣରୁ ଖାସ୍ ଥାଏ।

ହହ
ରକ୍ଷଣା ବେକ୍ଷଣ ଅଭାବରୁ ବ୍ୟବହାର ଅନୁପଯୁକ୍ତ ଐତିହ୍ୟ ପୁଷ୍କରିଣୀ

ସମ୍ପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ ପାଦହରା ପୁଷ୍କରୀଣି କେଦାରଗୌରୀ ପୁଷ୍କରିଣୀରୁ ଦଳ ସଫା କାମ ଆରମ୍ଭ ଜଳ ନିଷ୍କାସନ ବ୍ୟବସ୍ଥା ହୋଇପାରିଲେ ସୁଧୁରିବ ସମସ୍ୟା ଭୁବନେଶ୍ୱର(ବଳରାମ ମହାନ୍ତି) : ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ସହିତ ବିଭିନ୍ନ ମନ୍ଦିର, ଐତିହ୍ୟ ସ୍ଥଳ, କୀର୍ତ୍ତିରାଜିର ସୁରକ୍ଷା,…

moderna
ମଡର୍ଣ୍ଣା ଟିକା ଆମଦାନୀକୁ ଅନୁମତି : ୯୪.୧ ପ୍ରତିଶତ ଫଳପ୍ରଦ ହେଉଥିବା WHO ପକ୍ଷରୁ ଆକଳନ

  ଖୁବ୍ ଶୀଘ୍ର ଭାରତ ଆସିବ କରୋନା ଟିକା ମଡର୍ଣ୍ଣା ମଡର୍ଣ୍ଣା ଟିକା ଆମଦାନୀ ଆବେଦନକୁ DCGIର ମଂଜୁରୀ ଔଷଧ କଂପାନୀ ସିପଲାକୁ ଆମଦାନୀ ଅନୁମତି ଦେଲା DCGI ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମଡର୍ଣ୍ଣା ଟିକାକୁ ଅନୁମତି ଦେଇଛି…

phuluri-tela
ଆଜି ଶ୍ରୀ ଅଙ୍ଗରେ ଲାଗିବ ଫୁଲୁରୀ ତେଲ

ଶ୍ରୀଜିଉଙ୍କ ପାଇଁ ଶ୍ରୀମନ୍ଦିର ଭିତରକୁ ଗଲା ଫୁଲୁରୀ ତେଲ । ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ ଫୁଲୁରୀ ତେଲ ଶ୍ରୀମନ୍ଦିରକୁ ନିଆଯାଇଛି

google-fb
ଫେସବୁକ୍‌ ଓ ଗୁଗଲ୍ ପାଇଁ ବଢୁଛି ଅଡ଼ୁଆ

ଗୁଗଲ୍ ଓ ଫେସବୁକ୍‌ ପାଇଁ ବି ବଢୁଛି ଅଡ଼ୁଆ । ଆଜି ହାଜର ହେବାକୁ ସମନ୍ ଜାରି କରିଥିଲା ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି । ସୋସିଆଲ ମିଡିଆ ଫେସବୁକ୍ ଓ ସର୍ବାଧିକ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗଲର ପ୍ରତିନିଧିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା

drone
କିଭଳି କରିହେବ ଘାତକ ଡ୍ରୋନର ମୁକାବିଲା ? କ’ଣ ଏହାର ପ୍ରତିକାର?

ନୂଆଦିଲ୍ଲୀ : ଆକାରରେ ଚଢେଇ ଠାରୁ ବି କ୍ଷୁଦ୍ର, ମାତ୍ର ଆକ୍ରମଣ କ୍ଷମତା ଅତି ଘାତକ । ଅତି ଗୋପନୀୟ ଭାବେ ଗତି କରିପାରୁଥିବା ଡ୍ରୋନ୍ ଗୁଡିକୁ ସାଧାରଣ ରାଡାରରେ ଧରିବା ସମ୍ଭବ ନୁହେଁ । ଏଗୁଡିକୁ ଠାବ କରିବା ଲାଗି…

drone-attack
ଜାମ୍ମୁରେ ଦେଖାଯାଇଥିବା ଡ୍ରୋନ ଆସିଲା କେଉଁଠୁ?

ଘନଉଛି ଡ୍ରୋନ ବିପଦ । ଗତ ରବିବାର ରାତିରେ ଜମ୍ମୁ ଏୟାରବେସ୍ ଉପରେ ସନ୍ଦିଗ୍ଧ ଡ୍ରୋନ ଆକ୍ରମଣ ସୁରକ୍ଷାରେ ନିୟୋଜିତ ସଂସ୍ଥାଙ୍କ ଆଖି ଖୋଲି ଦେଇଛି

twitter
ନିୟମ ମାନୁନି, ମନମାନି କରୁଛି ଟ୍ୱିଟର

କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ନେଇ ଖପ୍ପା ହୋଇଠି ଟ୍ୱିଟର । ଆଇଟି ନିୟମକୁ ଟ୍ୱିଟର ଜାଣିଶୁଣି ଅମାନ୍ୟ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଅଭିଯୋଗ କରିଥିବା ବେଳେ ଏବେ କେନ୍ଦ୍ର ସରକାରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛି ଟ୍ୱିଟର

marrriage
ବିବାହ ଦିନ ପ୍ରେମିକ ସହ ଫେରାର ମାରିଲା କନ୍ୟା : ଥାନାରେ କଇଁ କଇଁ କାନ୍ଦିଲା ବର

ବାରାଣାସୀ : ବିବାହ ଦିନ ପ୍ରେମିକ ସହ ଛୁ ମାରିଲା କନ୍ୟା । ଶିଶୁପାଳ ସାଜି ଥାନାରେ ଏତାଲା ଦେଲା ବର । ଉତ୍ତରପ୍ରଦେଶ ବାରାଣାସୀରେ ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ବିବାହ ଦିନ ବରଯାତ୍ରୀ ଆସିବା ପୂର୍ବରୁ ଯୁବତୀ…

dutee-chand
ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦୌଡରେ ଅଲମ୍ପିଆନ୍ ଦୂତି ଚାନ୍ଦ

ନୂଆଦିଲ୍ଲୀ: ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦୌଡରେ ଅଲମ୍ପିଆନ୍ ଦୂତି ଚାନ୍ଦ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ନାମକୁ କେନ୍ଦ୍ରକୁ ସୁପାରିଶ କରାଯାଇଛି । ସେହିଭଳି ଟୋକିଓ ଅଲମ୍ପିକ୍ ପାଇଁ ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ବୀରେନ୍ଦ୍ର…

health system
ସ୍ୱାସ୍ଥ୍ୟସେବାରେ ବୈପ୍ଳବିକ ପରିବର୍ତ୍ତନର ଶଙ୍ଖନାଦ

ସମଗ୍ର ବିଶ୍ୱରେ ଅଣାୟତ୍ତ ହୋଇସାରିଥିବା କରୋନା ଭାରତରେ ଅପେକ୍ଷାକୃତ ନିୟନ୍ତ୍ରଣରେ ଅଛି। ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ କୋଭିଡ ପରିଚାଳନା ପାଇଁ ବିଭିନ୍ନ ଯୋଜନା ଓ ନୀତି ଲାଗୁ ହେବା ସତ୍ତ୍ୱେ ଏପର୍ଯ୍ୟନ୍ତ ଏହାର ପୂର୍ଣ୍ଣ ରୂପାୟନ ହୋଇପାରୁନାହିଁ।…

Capture 18
"ସଂକ୍ରମଣ କମିଛି, ଆଶଙ୍କା ଦୂର ହୋଇନି"

ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ଆଶଙ୍କା ଦୂର ହୋଇନି। ଲୋକମାନେ ଢିଲା ନ ହୋଇ କୋଭିଡ୍ ନିୟମ ମାନନ୍ତୁ ନହେଲେ ପଜିଟିଭି ସଂଖ୍ୟା ପୁଣି ବଢିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର। ବର୍ତ୍ତମାନର ସ୍ଥିତି ଦେଖିଲେ ସାମଗ୍ରିକ ଭାବେ ରାଜ୍ୟରେ ପରିସ୍ଥିତି ସୁଧୁରୁଛି

ସ
ମହିଳାଙ୍କୁ ମିଳିବ କି ଏକରୁ ଅଧିକ ସ୍ୱାମୀ ରଖିବାର ଅଧିକାର ? ପ୍ରସ୍ତାବକୁ ନେଇ ବିତର୍କ ଆରମ୍ଭ

ଦକ୍ଷିଣ ଆଫ୍ରିକାରେ ସରକାରଙ୍କ ପ୍ରସ୍ତାବକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏହି ପ୍ରସ୍ତାବରେ ମହିଳାଙ୍କୁ ଏକ ସମୟରେ ଏକାଧିକ ବିବାହକୁ ଆଇନସିଦ୍ଧ କରିବାକୁ କୁହାଯାଇଛି । କିନ୍ତୁ ପ୍ରସ୍ତାବ ଆସିବା ମାତ୍ରେ ଏହାର ବିରୋଧ ଆରମ୍ଭ ହୋଇଯାଇଛି । ରୂଢ଼ିବାଦୀ…

Commissionerate
କମିଶନରେଟ୍‌ ପୋଲିସ ପଞ୍ଝାରେ ପଡ଼ିଲେ ୭ ଲୁଟେରା

କମିଶନରେଟ୍‌ ପୋଲିସ ପଞ୍ଝାରେ ପଡ଼ିଛନ୍ତି ୭ ସାଇବର ଲୁଟେରା। ସେମାନଙ୍କଠାରୁ ପୋଲିସ ୧୫୦ ମୋବାଇଲ, ୧୭ ହଜାର ସିମ୍ କାର୍ଡ ଜବତ କରିବା ସହ ୭ ଜଣଙ୍କୁ ମଧ୍ୟ ଗିରଫ କରିଛି। ସୂଚନା ଅନୁସାରେ,  ଏମାନେ କଟକରେ ଏକ ସ୍ଥାୟୀ ଅଫିସ କରି ସାଇବର ଅପରାଧ ଚଳାଉଥିଲେ

black magic
ଅନ୍ଧବିଶ୍ୱାସର ବର୍ବର କାହାଣୀ: ଦାନ୍ତ ଭାଙ୍ଗିଲେ, ନିର୍ଦ୍ଦୟ ଭାବେ ପିଟି ପିଟି ମାରିଦେଲେ

ବ୍ରହ୍ମପୁର: ବିଜ୍ଞାନ ଯୁଗରେ ପୁଣି ଏତେ ଅନ୍ଧବିଶ୍ୱାସୀ ହୋଇପାରେ ମଣିଷ ! ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ।  ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି । ଗଂଜାମ ଚମାଖଣ୍ଡି ଥାନା ରାମେୟାପଲ୍ଲୀ ଗାଁରେ ଘଟିଛି…

anil deshmukh
ଆର୍ଥିକ ଦୁର୍ନୀତି ମାମଲା : ଆଜି ଇଡିରେ ହାଜର ହେବେନି ଅନୀଲ ଦେଶମୁଖ

  ଅସୁସ୍ଥ ଥିବା କହିଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନଲାଇନ୍ ବୟାନ୍ ରେକର୍ଡ କରିବାକୁ ନିବେଦନ ମୁମ୍ବାଇ : ଇଡିରେ ହାଜରେ ହେବେନି ଅନୀଲ ଦେଶମୁଖ ।  ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଶମନ ପଠାଇଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।…

covid
ସାମ୍ନାକୁ ଆସିଲା କରୋନାର ନୂଆ ଲକ୍ଷଣ

ଭୁବନେଶ୍ୱର: ବିପର୍ଯ୍ୟୟ ଆଣି ଦେଇଛି କରୋନା। ନୂଆ ନୂଆ ଲକ୍ଷଣ, ନୂଆ ଭାରିଏଣ୍ଟ ଡାକ୍ତର, ବିଶେଷଜ୍ଞଙ୍କ ନିଦ ହଜାଇ ଦେଲାଣି। କରୋନାକୁ ନେଇ ସବୁଦିନ ନୂଆ ନୂଆ ସମସ୍ୟା ଦେଖିବାକୁ ମିଳୁଛି। ଏବେ କୋଭିଡର ପୁଣି ଏକ ନୂଆ ଲକ୍ଷଣ  ଦେଖିବାକୁ…

drone
୨ ଦିନ ଭିତରେ ଜମ୍ମୁରେ ୪ ଥର ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ

ଶ୍ରୀନଗର: ପୁଣି ଜମ୍ମୁରେ ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ। ସୋମବାର ଓ ମଙ୍ଗଳବାର ମଧ୍ୟ ରାତ୍ରରେ ଜମ୍ମୁର ୩ଟି ଭିନ୍ନ ଭିନ୍ନ ସ୍ଥାନରେ ୩ଟି ସନ୍ଦିଗ୍ଧ ଡ୍ରୋନ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରଥମ ଡ୍ରୋନ କାଲୁଚକ୍‌ କ୍ୟାଣ୍ଟନମେଣ୍ଟ…

Untitled-1
ଲୋହିତ ଗ୍ରହର ରହସ୍ୟ ; ମଙ୍ଗଳରେ ହ୍ରଦ!

ଲୋହିତ ଗ୍ରହ ମଙ୍ଗଳରେ ଆମର ବୈଜ୍ଞାନିକମାନେ କେବଳ ଜୀବନ ଖୋଜୁ ନାହାଁନ୍ତି, ସେମାନେ ମଧ୍ୟ ସମ୍ଭାବ୍ୟ ଅନୁସନ୍ଧାନ କରୁଛନ୍ତି ଯାହା ଜୀବନକୁ ସୁସଙ୍ଗତ କରିପାରିବ। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରକ ହେଉଛି ମଙ୍ଗଳରେ ଜଳର ଉପସ୍ଥିତି। ଏପର୍ଯ୍ୟନ୍ତ ଅନୁସନ୍ଧାନ କରାଯାଇଛି ଯେ…

kejriwal
୩୦୦ ୟୁନିଟ୍ ମାଗଣା ବିଜୁଳି, ପୁରୁଣା ବିଲ୍ ଛାଡ଼୍ : ମିଶନ୍ ପଞ୍ଜାବ ପାଇଁ କେଜ୍ରିୱାଲଙ୍କ ପ୍ରତିଶ୍ରୁତି

ଚଣ୍ଡୀଗଡ଼ : କେଜ୍ରିୱାଲଙ୍କ ନିର୍ବାଚନୀ ପ୍ରତିଶ୍ରୁତି । ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ରାଜନୀତି ଆରମ୍ଭ । ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଆମ ଆଦମି ପାର୍ଟି ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହ କ୍ରମରେ ମଙ୍ଗଳବାର…

iit
ଏଥର ଆଇଆଇଟିରେ ନୂଆ କୋର୍ସ

ନୂଆଦିଲ୍ଲୀ: ବିଭିନ୍ନ ଆଇଆଇଟି ପକ୍ଷରୁ ଚଳିତ ଶିକ୍ଷାବର୍ଷରେ ନୂଆ ନୂଆ କୋର୍ସ ଆରମ୍ଭ କରାଯିବ। ଏଥିରେ ପବ୍ଲିକ ପଲିସି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡିଜାଇନ ଭଳି କୋର୍ସ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ଆଇଆଇଟି ପକ୍ଷରୁ ଅନଲାଇନ କୋର୍ସ…

jewellery shop
ଓଡ଼ିଶାର ୮ ଜିଲ୍ଲାରେ ଲାଗୁ ହେଲା ବାଧ୍ୟତାମୂଳକ ହଲ୍‌ମାର୍କିଂ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ବାଧ୍ୟତାମୂଳକ ହଲ୍‌ମାର୍କିଂକୁ ଓଡ଼ିଶାର ୮ଟି ଜିଲ୍ଲାରେ ଲାଗୁ କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା-ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, ମୟୂରଭଞ୍ଜ ଓ ସମ୍ବଲପୁର। ଏହିି ଜିଲ୍ଲା ଗୁଡ଼ିକର ସୁନା ଦୋକାନୀମାନେ…

sc
ଜୁଲାଇ ୩୧ ସୁଦ୍ଧା 'ୱାନ ନେସନ ୱାନ ରେସନ କାର୍ଡ' ଲାଗୁ କରିବାକୁ ବାଧ୍ୟ ସମସ୍ତ ରାଜ୍ୟ

  ଜୁଲାଇ ୩୧ ସୁଦ୍ଧା ନେସନ, ୱାନ ନେସନ୍ ୱାନ ରାସନ କାର୍ଡ ତୁରନ୍ତ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ NIC ସହ ପରାମର୍ଶ କରି ସ୍ୱତନ୍ତ୍ର ପୋର୍ଟାଲ ପାଇଁ କହିଲେ ପ୍ରବାସୀ ଓ ଅସଂଗଠିତ ଶ୍ରମିକଙ୍କ ରେଜିଷ୍ଟ୍ରେସନ ପାଇଁ ପୋର୍ଟାଲ…

accident
ବରଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଖାଇ ତଳକୁ ଖସିଲା ଜିପ୍‌, ୧୦ ମୃତ

ଶିମ୍‌ଲା: ଖାଇ ତଳକୁ ଜିପ୍‌ ଖସି ପଡ଼ି ୧୦ ବରଯାତ୍ରୀଙ୍କ ମୃତ୍ୟୁ ଘଟିଛି। ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ସୋମବାର ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କ…