ଭୁବନେଶ୍ୱର: ଆସନ୍ତାକାଲି ଅଲ ଇଣ୍ଡିଆ କଂଗ୍ରେସ କମିଟିର ସିଡବ୍ଲୁସି ବୈଠକ। ବୈଠକ ପୂର୍ବରୁ ରାଜ୍ୟ କଂଗ୍ରେସରେ ମେଳି। ରାଜ୍ୟ ପିସିସି ସଭାପତି ପରିବର୍ତ୍ତନକୁ ନେଇ ଲାଗି ରହିଛି ଚର୍ଚ୍ଚା। ହେଲେ ଏଭଳି ସ୍ଥଳେ ଏପରି ଚର୍ଚ୍ଚା ନାହିଁ ବୋଲି କହିଛନ୍ତି CWC ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ। କୌଣସି ରାଜ୍ୟର ପିସିସି ପରିବର୍ତ୍ତନ AICC ଅଧ୍ୟକ୍ଷଙ୍କ କ୍ଷମତା ଭିତରେ। ଆସନ୍ତାକାଲି CWC ମିଟିଂରେ AICC, PCC ସଂଗଠନ ନେଇ ଆଲୋଚନା ହୋଇପାରେ। ଓଡ଼ିଶାରେ ବ୍ଲକ, ଜିଲ୍ଲା, PCC ଗଠନ […]
ଶ୍ରୀନଗର: କାଶ୍ମୀର ଭ୍ୟାଲିର ‘ଚାରାରେ ସରିଫ’ରେ ଥିବା ଏକ ସିଆର୍ପିଏଫ୍ କ୍ୟାମ୍ପକୁ ଆସିଛି ୧.୫ କୋଟି ଟଙ୍କାର ଇଲେକ୍ଟ୍ରିକ୍ ବିଲ୍। ତାହା ପୁଣି କେବଳ ଜୁଲାଇ ମାସର। ଏତେ ମୋଟା ଅଙ୍କର ଇଲେକ୍ଟ୍ରିକ୍ ବିଲ୍ ଦେଖି ମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଜାମ୍ମୁ-କାଶ୍ମରୀ ପାୱାର ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ୧୮୧ ବାଟାଲିୟନ ସିଆର୍ପିଏପ୍ ନାଁରେ ଏହି ବିଲ୍ ଦେଇଛି। ଯଦିଓ ଜାମ୍ମୁ- ଓ କାଶ୍ମୀର ପୁଲିସ ଏହି ବିଲ୍ ପୈଠ କରିଥାଏ। ତେବେ ଏତେ ମୋଟା ଅଙ୍କର ବିଲ୍ ସିଆର୍ପିଏଫ୍କୁ […]
ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୨୦୬ ଓ ଲୋକାଲ୍ କଣ୍ଟାକ୍ଟରୁ ୧୧୧ ଚିହ୍ନଟ ହୋଇଛନ୍ତି। କେଉଁ ଅଞ୍ଚଳରୁ କେତେ:- ଆଚାର୍ଯ୍ୟ ବିହାର ଅଞ୍ଚଳରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସାଲିଆସାହି-୯, ବ୍ରହ୍ମେଶ୍ୱରପାଟଣା ଓ କଳିଙ୍ଗନଗରରୁ ୬ ଲେଖାଏଁ ଚିହ୍ନଟ ହୋଇଛନ୍ତି। Update on newly detected & cured #COVID19 cases in the last 24 hrs under […]
୧୪ ମାସ ହେଲାଣି ଦରମା ପାଇ ନାହାନ୍ତି ୧୪୦୦ କର୍ମଚାରୀ ଫ୍ୟାକ୍ଟ୍ରି ଆଗରେ ସ୍ତ୍ରୀ ଓ ପିଲାଛୁଆଙ୍କୁ ଧରି ଧାରଣାରେ କର୍ମଚାରୀ ସାଢେ ୩ ମାସରୁ ଅଧିକ ସମୟ ଧରି ପ୍ଲାଣ୍ଟ କାର୍ଯ୍ୟ ଠପ୍ ବାଲେଶ୍ୱର(ରଶ୍ମିରଞ୍ଜନ ଦାସ) : ବିର୍ଲା…
ନୂଆଦିଲ୍ଲୀ: କୋଭିଡ୍-୧୯ ତଥା ଚୀନ୍ ସହ ସୀମା ବିବାଦର ପ୍ରଭାବ ଚଳିତବର୍ଷର ଗଣେଶ ପୂଜା ଉପରେ ପଡ଼ିଛି। ଗୋଟିଏ ପଟେ କୋଭିଡ୍-୧୯ କାରଣରୁ ସରକାର ସାର୍ବଜନୀନ ସ୍ଥାନରେ ପୂଜା କରିବାକୁ ମନା କରିଛନ୍ତି। ଅନ୍ୟପକ୍ଷରେ ଚୀନ୍ ସହ ଚାଲିଥିବା ବିବାଦ କାରଣରୁ ଦେଶରେ ଚାଇନିଜ୍ ସାମଗ୍ରୀ ପ୍ରତି ଆକ୍ରୋଶ ଜାରି ରହିଛି। ଏହି ପ୍ରଭାବରେ ଚଳିତବର୍ଷ ମାର୍କେଟରୁ ସମ୍ପୂର୍ଣ୍ଣ ଭାବେ ଉଭାନ୍ ହୋଇଯାଇଛି ଚାଇନିଜ୍ ମୂର୍ତ୍ତି। ଏ ନେଇ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) […]
କଟକ: କଟକ ଜିଲ୍ଲାର ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ଜିଲ୍ଲାରେ ସଦଗୁରୁ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ କଟକ ଜିଲ୍ଲାରେ କରୋନା ସ୍ଥିତି ନେଇ ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି ଯେ ଜିଲ୍ଲାରେ ପୂର୍ବରୁ ୧୫୦ ବେଡ୍ର ଅଶ୍ୱିନୀ କୋଭିଡ ହସ୍ପିଟାଲ ଥିଲା। ବର୍ତ୍ତମାନ ୧୫୦ ବେଡ୍ର ସଦଗୁରୁ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ସଦଗୁରୁ କୋଭିଡ ହସ୍ପିଟାଲରେ ଡାଇଲେସିସ୍ ଓ ପ୍ରସୂତିଙ୍କ ପାଇଁ ସୁବିଧା […]
କଟକ: ସପ୍ତାହକରେ ୨୧ରୁ ୪୧ ବର୍ଷ ମଧ୍ୟରେ ୪୪୨ ପଜିଟିଭ ହେଲେଣି ଚିହ୍ନଟ। ବିଶେଷ କରି କର୍ମଜୀବୀ ଗୋଷ୍ଠୀର ବେଶି ସଂକ୍ରମିତ। କଟକ ପୌରାଞ୍ଚଳରେ କରୋନା ସ୍ଥିତି ନେଇ CMC କମିଶନର ଅନନ୍ୟା ଦାସ ଏହି ସୂଚନା ଦେଇଛନ୍ତି। କମିଶନର କହିଛନ୍ତି ଯେ, CMCରେ ବର୍ତ୍ତମାନ ସୁଦ୍ଧା ୩୧୦୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୮୬୦ ସୁସ୍ଥ ହୋଇଥିବା ବେଳେ ୧୨୨୭ ଆକ୍ଟିଭ ରହିଛି। ୧୭ ଜଣ ମୃତ୍ୟୁ ରହିଛି। ଆକ୍ଟିଭ କେସ୍ ମଧ୍ୟରୁ ୩୦% ହୋମ୍ ଆଇସୋଲେସନ୍ରେ […]
କଟକ: କଟକ ମହାନଗର ଅଞ୍ଚଳରେ ପୁଣି ୧୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ସରକାରୀ କ୍ୱାରେଣ୍ଟିନରୁ ୩୪; ହୋମ କ୍ୱାରେଣ୍ଟିନରୁ ୪୭ ଚିହ୍ନଟ ହୋଇଛନ୍ତି। ଲୋକାଲ କଣ୍ଟାକ୍ଟ କେସ୍ର ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ- SCB ଆଇସୋଲେସନ ୱାର୍ଡରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ୯ କୋଭିଡ ଯୋଦ୍ଧା ମଧ୍ୟ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ନୂଆବଜାର ଶାସ୍ତ୍ରୀ ନଗରରୁ ୭, ଚାଉଳିଆଗଞ୍ଜ ଅପର୍ଣ୍ଣା ନଗରରୁ ୫, ରାଣୀହାଟରୁ ୪, ଓଡ଼ିଆ […]
ଭୁବନେଶ୍ୱର: ଦିନକରେ ରେକର୍ଡ ସଂଖ୍ୟକ ହେଲେ ସୁସ୍ଥ। ଆଜି ରାଜ୍ୟରେ ୨୧୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୪,୪୦୫କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଆଜି ହୋଇଥିବା ଆରୋଗ୍ୟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୭୬, ଗଞ୍ଜାମରୁ ୨୬୫, ସୁନ୍ଦରଗଡ଼ରୁ ୧୭୮, କଟକରୁ ୧୭୨, କୋରାପୁଟରୁ ୧୫୩, ଭଦ୍ରକରୁ ୧୪୪, ନୟାଗଡ଼ରୁ ୧୩୦, କନ୍ଧମାଳରୁ ୧୨୨, […]
ଧାନବାଦ: କରୋନା ମହାମାରୀ ଯୋଗୁ ସାରା ଦୁନିଆର ଲୋକେ ଚିନ୍ତିତ ଅଛନ୍ତି। ଏହି ମାରାତ୍ମକ ମହାମାରୀ ଭୟରେ ଲୋକେ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି। କିନ୍ତୁ କିଛି ଅପରାଧୀ, ଯିଏ ଏହି ମହାମାରୀକୁ ଏକ ସୁଯୋଗ ଭାବି ଏହାର ପୂରା ଫାଇଦା ଉଠାଇବାରେ ଲାଗି ପଡ଼ିଛନ୍ତି। ଏମିତି ଏକ ଦୃଶ୍ୟ ଝାଡ଼ଖଣ୍ଡର ଧାନବାଦରେ ଥିବା କୋଭିଡ୍-୧୯ ହସ୍ପିଟାଲରେ ଦେଖିବାକୁ ମିଳିଛି, ଯେଉଁଠାରେ ଜଣେ କରୋନା ଆକ୍ରାନ୍ତ ନିଜ ୱାର୍ଡରେ ମଦପାନ୍ୟ କରୁଥିବାର ଖୁବ୍ ମଜା ଉଠାଉଛି। […]
ଅହମ୍ମଦାବାଦ: କରୋନା ପାଇଁ ଏକ ସମୟରେ ଗୁଜରାଟ୍ ଦେଶର ହଟସ୍ପଟ୍ ଭାବେ ପରିଚିତ ହୋଇଥିଲା। କିନ୍ତୁ ଏବେ ସେଠାରେ ପୂର୍ବ ତୁଳନାରେ ମାମଲା ନିୟନ୍ତ୍ରଣକୁ ଆସିବା ସହ ମୃତ୍ୟୂହାର ମଧ୍ୟ କମିବାରେ ଲାଗିଛି। ତେବେ ରାଜ୍ୟରେ କରୋନା ମାମଲା ନିୟନ୍ତ୍ରଣକୁ କେମିତି ଆସିଲା, ଏହା ପଛର କାରଣ କ’ଣ? ଗୁଜରାଟ ସ୍ୱାସ୍ଥ୍ୟ ବିଭାଗର କହିବା ଅନୁଯାୟୀ ରାଜ୍ୟରେ କରୋନା ଭାଇରସକୁ ରୋକିବା ପାଇଁ ହୋମିଓପାଥି ଔଷଧର ବିପୁଳ ବ୍ୟବହାର କରାଯାଉଛି। ଏହାର ଫଳାଫଳ ମଧ୍ୟ ଭଲ ମିଳୁଥିବା […]
ବ୍ରହ୍ମପୁର: ବ୍ରହ୍ମପୁର ସମେତ ଗଂଜାମ (Ganjam) ଜିଲ୍ଲାରେ କୋହଳ ହେଲା କଟକଣା। କାଲିଠୁ ଗଞ୍ଜାମ ଜିଲ୍ଲାରେ ସକାଳ ୫ରୁ ରାତି ୮ ପର୍ଯ୍ୟନ୍ତ ବଜାର ଖୋଲା ରହିବ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସପ୍ତାହାନ୍ତ ସଟଡାଉନ ରହିବ। ସବୁ ଦୋକାନୀ ସାମାଜିକ ଦୂରତ୍ୱ ଓ ପଞ୍ଚସୂତ୍ରୀ କଟକଣା ମାନିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍ କରି କହିଛନ୍ତି। Timing for market has been extended from 5 AM to 8 PM […]
ଡେରାଡୁନ: ଉତ୍ତରାଖଣ୍ଡର ପିଥୋରାଗଡ ସ୍ଥିତ ଦୂରଦରାଜ ଗାଁ ଲାପସାରୁ ସୁଦୂର ଗାଁ ମୁନସ୍ୟାରୀ ପର୍ଯ୍ୟନ୍ତ କାନ୍ଧରେ ବୋହି ଯବାନ ହସ୍ପିଟାଲ ନେଇଥିବାର ଚିତ୍ର ସାମ୍ନାକୁ ଆସିଛି। ଯବାନମାନେ ୪୦ କିଲୋମିଟର ରାସ୍ତା ଏଭଳି ନେଇଥିବା ଜଣାପଡ଼ିଛି। ଏଥିପାଇଁ ସେମାନଙ୍କୁ ଲାଗିଥିଲା ୧୫ ଘଣ୍ଟାର ସମୟ। ଆହତ ମହିଳାଙ୍କୁ ନେବା ବେଳେ ନାଳ ସହିତ ଅନେକ ଭୂସ୍ଖଳନ ଜାଗା ଅତିକ୍ରମ କରିବାକୁ ପଡ଼ିଥିଲା ଆଇଟିବିପି ଯବାନଙ୍କୁ। ଆଇଟିବିପି ଟ୍ୱିଟ୍ କରି ଏହି ସୂଚନା ଦେଇଛି। ଆଇଟିବିପିର ଏହି ଭିଡିଓକୁ […]
ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ଆଜି ଆଉ ଏକ ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆଜିଠୁୁ ୨୭ ତାରିଖ ଯାଏ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଲଘୁଚାପ ପ୍ରଭାବରେ ଆଜି ଉତ୍ତର ଓ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ ଆଜି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି […]
ନୂଆଦିଲ୍ଲୀ: ମହାକାଶରୁ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏକ ଉଲ୍କାପିଣ୍ଡ। ନଭେମ୍ବର ୨ ତାରିଖରେ ଏହା ପୃଥିବୀ ଦେଇ ଅତିକ୍ରମ କରିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା। ଏହି ଉଲ୍କାପିଣ୍ଡ ବା ଆଷ୍ଟ୍ରଏଡ୍ର ନାଁ ରହିଛି 2018VP1। ଅପେକ୍ଷାକୃତ କ୍ଷୁଦ୍ର ଆକାରର ଏହି ଉଲ୍କାପିଣ୍ଡର ବ୍ୟାସ ରହିଛି ପ୍ରାୟ ସାଢ଼େ ୬ ଫୁଟ୍। ଏହା ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ୦.୪୧% ରହିଛି। ଏହା ଅତି କ୍ଷୁଦ୍ର ହୋଇଥିବାରୁ […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁର ତଦନ୍ତ ଭାର ସିବିଆଇ ହାତକୁ ଆସିଛି। ପ୍ରମାଣ ସଂଗ୍ରହ ପାଇଁ ସିବିଆଇ ଲଗାତାର ପଚରାଉଚରା କରିଚାଲିଛି। ଜେରାରୁ ଅନେକ କିଛି ତଥ୍ୟ ମଧ୍ୟ ସାମ୍ନାକୁ ଆସିଲାଣି। ତେବେ ଏହି ତଦନ୍ତ ମଝିରେ ସୁଶାନ୍ତ ଏବଂ ରିଆଙ୍କ ସମ୍ପର୍କକୁ ନେଇ ଏକ ଚମକାଇ ଦେବା ଭଳି ଖବର ସାମ୍ନାକୁ ଆସିଛି। ସୁଶାନ୍ତଙ୍କର ଜଣେ ସାଙ୍ଗ ଏହି ତଥ୍ୟର ଖୁଲାସା କରିଛନ୍ତି। ସୁଶାନ୍ତଙ୍କର ଏହି ବନ୍ଧୁଜଣକ ରିଆ ଓ ସୁଶାନ୍ତଙ୍କ ସହ ପାର୍ଟିରେ […]
ଅପେକ୍ଷାର ହେଲା ଅନ୍ତ। ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମି । ରାଜଭବନରେ ପଦ ଓ ଗୋପନୀୟତାର ଶପଥ ନେଲେ ଧାମି
ନୂଆଦିଲ୍ଲୀ: ବଦଳିବେ କି କଂଗ୍ରେସ ମଙ୍ଗୁଆଳ ପଦବୀ ? ପଦବୀ ଛାଡ଼ିବେ କି ସୋନିଆ ଗାନ୍ଧି ? ଏଭଳି କିଛି କଳ୍ପନାଜଳ୍ପନା ଓ ପ୍ରଶ୍ନ ଜୋର ଧରିଛି ସାରା ଦେଶରେ। ଅଖିଳ ଭାରତୀୟ କଂଗ୍ରେସ କମିଟିର ଅନ୍ତରୀଣ ଅଧ୍ୟକ୍ଷା ପଦକୁ ଛାଡ଼ିବା ପାଇଁ ସୋନିଆ ଗାନ୍ଧି ଆଗ୍ରହ ପ୍ରକାଶ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଛି। କଂଗ୍ରେସର ୨୦ରୁ ଅଧିକ ବରିଷ୍ଠ ନେତାଙ୍କ ଚିଠି ପରେ ଏନେଇ ଚର୍ଚ୍ଚା ଜୋର ଧରିଛି। କଂଗ୍ରେସରେ ଜଣେ ପୂର୍ଣ୍ଣକାଳୀନ […]
ଭଞ୍ଜନଗର: ଆଗ କୋଭିଡ୍ ଟେଷ୍ଟ, ତା’ ପରେ ରାସନ୍ ! ବିନା କରୋନା ଟେଷ୍ଟରେ ଲୋକଙ୍କୁ ରାସନ୍ ନମିଳିବା ନେଇ କୁହାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଶାସନ ପଞ୍ଚାୟତରୁ। ସ୍ଥାନୀୟ ଗୋପାଳପୁର ଶାସନ ପଞ୍ଚାୟତରେ ରହିଛି ୧୮ଟି ୱାର୍ଡ। ୧୫ଟି ୱାର୍ଡର ଲୋକଙ୍କୁ ରାସନ ସାମଗ୍ରୀ ମିଳି ସାରିଥିବା ବେଳେ ଗତକାଲି ସୋରିସବିଲି, ଲଷ୍ମୀପୁର, ଭି.କୋଟିବାଡି ୩ଟି ଗାଁର ହିତାଧିକାରୀ ରାସନ ନେବାକୁ ପଞ୍ଚାୟତ କାର୍ଯ୍ୟାଳୟ ଯାଇଥିଲେ। […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ୫, ସୁନ୍ଦରଗଡ଼ରୁ ୨, କଟକ, ରାୟଗଡ଼ା ଓ ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise of Ten #COVID19 positive patients while under treatment in hospitals. 1. A 65-year old […]
ବ୍ରହ୍ମପୁର: ବ୍ରହ୍ମପୁର ସହରକୁ ଆଜିଠାରୁ ଯାତାୟାତ ଉପରେ ରହିବନି ପ୍ରତିବନ୍ଧକ। ଆଜିଠୁ ବ୍ରହ୍ମପୁର ସହରକୁ ବିନା କୌଣସି କଟକଣାରେ ଯାତାୟାତ କରିପାରିବେ ଜିଲ୍ଲାର ଗ୍ରାମାଞ୍ଚଳବାସୀ। ସେହିପରି ବ୍ରହ୍ମପୁରବାସୀ ମଧ୍ୟ ଜିଲ୍ଲାର ଅନ୍ୟ ସ୍ଥାନକୁ ବିନା ପ୍ରତିବନ୍ଧକରେ ଯାତାୟାତ କରିପାରିବେ। କରୋନା ସଂକ୍ରମଣ ଦୃଷ୍ଟିରୁ ଲାଗୁ ହୋଇଥିବା ଏହି କଟକଣା ଆଜିଠାରୁ ଉଠାଇ ଦିଆଯାଇଛି ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। The restrictions imposed on entry into and exit from Berhampur, […]