• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

MAMATA BANERJEE
ଶପଥ ନେଉ ନେଉ ଆକ୍ସନରେ ଦିଦି

କୋଲକାତା : ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବଢୁଥିବାରୁ ଏହା ଉପରେ ରୋକ ଲଗାଇବାକୁ ପଶ୍ଚିମବଙ୍ଗ ସରକାର ପଦକ୍ଷେପ ନେଇଛନ୍ତି । ଗତକାଲି ରାଜ୍ୟରେ ନୂଆ ସରକାର ଦାୟିତ୍ୱ ନେଉ ନେଉ ପଶ୍ଚିମବଙ୍ଗକୁ ଆସୁଥିବା ଯାତ୍ରୀଙ୍କ ପାଇଁ ନୂଆ ନିୟମାବଳୀ ଜାରି କରିଛନ୍ତି…

Corona Vaccine Update
ସଠିକ୍‌ ସମୟରେ ଟିକା ମିଳୁନି : ଦ୍ୱନ୍ଦ୍ୱରେ ଲୋକେ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ଟିକାକରଣ। ଭ୍ୟାକ୍ସିନେସନ କେନ୍ଦ୍ର ସାମ୍ନାରେ ଲୋକଙ୍କ ଭିଡ଼ ପ୍ରବଳ ଦେଖିବାକୁ ମିଳିଛି। କିନ୍ତୁ ଠିକରେ ବ୍ୟବସ୍ଥା କରାଯାଇଥିବାରୁ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି। ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

corona
ପୁଣି ୪ ଲକ୍ଷ ଟପିଲା ସଂକ୍ରମଣ ସଂଖ୍ୟା, ସେପଟେ ୨୪ ଘଣ୍ଟାରେ ୩୯୮୦ ମୃତ

ଦେଶରେ  ପୁଣି ୪ ଲକ୍ଷ ଟପିଲା ସଂକ୍ରମଣର ସଂଖ୍ୟା। ଏହାସହ ୨୪ ଘଂଟାରେ ୩,୯୮୦ ମୃତ ହୋଇଥିବା ନେଇ ମିଳିଛି ସୂଚନା। 

Corona
ବିଶ୍ୱରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦ ପ୍ରତିଶତ ସଂକ୍ରମିତ କେବଳ ଭାରତର ନାଗରିକ !

କରୋନା ଭାରତରେ ଉଗ୍ର ରୂପ ନେଇଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଗତ ସପ୍ତାହରେ ସାରା ବିଶ୍ୱରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ କେବଳ ଭାରତରୁ ଚିହ୍ନଟ ହୋଇଛନ୍ତି।

coronavirus in odisha
ଏହି ସ୍ଥାନରେ ଦିନକୁ ୫୫ ହଜାର ଲୋକେ ହେଉଛି ସଂକ୍ରମଣ

ପୂର୍ବରୁ ଏପ୍ରିଲ ୩୦ରେ କର୍ଣ୍ଣାଟକରେ ସାମ୍ନାକୁ ଆସିଥିଲା ସର୍ବାଧିକ ୪୮ ହଜାର ୨୯୬ ପଜିଟିଭ୍ କେସ୍। ସେହିପରି ମହାରାଷ୍ଟ୍ରରେ ସବଠୁ ଗମ୍ଭୀର ରହିଛି କରୋନା ସ୍ଥିତି। ମହାରାଷ୍ଟ୍ରରେ ଦିନକରେ ୯୨୦ ଜଣଙ୍କ ଜୀବନ ନେଇଛି କରୋନା।

Suresh-Mahapatra
"ମୋବାଇଲକୁ ମେସେଜ୍ ଆସିନଥିଲେ ଟିକାକରଣ ପାଇଁ ଯାଆନ୍ତୁନାହିଁ"

ମୋବାଇଲ୍ ମେସେଜ୍ ଆସିନଥିଲେ ଟିକାକରଣ ପାଇଁ ଯାଆନ୍ତୁନାହିଁ

lockdown-1
ଆଜି ଲକଡାଉନ୍‌ର ଦ୍ୱିତୀୟ ଦିନ: ଅମାନିଆଙ୍କ ଉପରେ ପୋଲିସର ସ୍ୱତନ୍ତ୍ର ନଜର

କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟରେ ଲାଗୁ ହୋଇଥିବା ୧୪ ଦିନିଆ ଲକଡାଉନ୍‌ର ଆଜି ଦ୍ୱିତୀୟ ଦିନ। କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଲକଡାଉନ୍‌ ଘୋଷଣା କରିଥିବା ବେଳେ ଏହାକୁ କଡାକଡି ଭାବେ ପାଳନ କରିବାକୁ ରହିଛି ନିର୍ଦ୍ଦେଶ

coronavirus
ଆଜି ରାଜ୍ୟରୁ ସର୍ବାଧିକ ଲୋକଙ୍କ ମୁଣ୍ଡ ନେଲା କରୋନା

ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ମାତ୍ର ୨୪ ଘଂଟାରେ ରାଜ୍ୟରୁ ୧୭ ଜଣଙ୍କ ପ୍ରାଣ ନେଇ ମହାମାରୀ। କହିବାକୁ ଗଲେ ରାଜ୍ୟରେ ପୁଣି କରୋନା ଉପରମୁହାଁ ହୋଇଛି।

corona
୨୪ ଘଂଟାରେ ୧୦ ହଜାର ୫୨୧ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୧୦ ହଜାର ୫୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ଘଟିଛି।

ganjam lockdown
ଦେଶବ୍ୟାପୀ ଲକ୍‌ଡାଉନ ନେଇ କ’ଣ କହିଲେ କେନ୍ଦ୍ର ସରକାର ? ପଢ଼ନ୍ତୁ..

କରୋନା ଭାଇରସର ଦ୍ୱିତୀୟ ଲହର ଭାରତରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ବିଗତ କିଛି ସପ୍ତାହ ହେବ ଦିନକୁ ସାଢ଼େ ତିନି ଲକ୍ଷରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି

migrant
କରୋନା ପକାଇଲା କମ୍ପାନୀରେ ତାଲା: ଘରମୁହାଁ ହେଲେ ପ୍ରବାସୀ

ସୁରତରେ କରୋନା ସ୍ଥିତି ଅଣାୟତ୍ତ ପରେ ଘର ମୁହାଁ ପ୍ରବାସୀ ଓଡ଼ିଆ। ସୁରତରେ ଗଲା କିଛି ଦିନ ଧରି ସଂକ୍ରମଣର ସଂଖ୍ୟା ବୃଦ୍ଧି ଏବଂ କଳ କାରଖାନା ବନ୍ଦ ପରେ ଗଞ୍ଜାମ ଜିଲ୍ଲାକୁ ଫେରିବାରେ ଲାଗିଛନ୍ତି ଶହ ଶହ ସଂଖ୍ୟାରେ ଶ୍ରମିକ

rice mandi
ଆରମ୍ଭ ହେଲା ରବି ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ରବିଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା। ଓ଼ଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରୁ ଏହି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାର ଗୋଡ଼ଭଗା ମାର୍କେଟ ୟାର୍ଡରେ କୋଭିଡ୍ କଟକଣା ଭିତରେ ଧାନ ସଂଗ୍ରହ…

corona
ଦ୍ୱିତୀୟ ଲହର ଯାଇନାହିଁ, ପୁଣି ଏହି ଦିନଠାରୁ ଦେଶରେ କାୟା ବିସ୍ତାର କରିବାକୁ ଯାଉଛି କରୋନାର ତୃତୀୟ ଲହର

କରୋନାର ତୃତୀୟ ଲହର ଅବଶ୍ୟମ୍ଭାବୀ ଏହା ନିଶ୍ଚିତ ଆସିବ। ଏବେ ଦ୍ୱିତୀୟ ଲହର ପାଇଁ ସାରା ଦେଶରେ ହାହାକାର ପଡ଼ିଥିବା ବେଳେ, ତୃତୀୟ ଲହର ଆସିବା ସୁନିଶ୍ଚିତ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା କେ. ବିଜୟ ରାଘବନ

corona
ବଙ୍ଗ ପରେ ଏବେ ଟେନ୍‌ସନ୍‌ ଦେଲା ଆନ୍ଧ୍ର, ସୀମାରେ ହେଉଛି ଜୋରଦାର ଚେକିଂ

ବେଙ୍ଗଲ୍ ଷ୍ଟ୍ରେନ ପରେ ରାଜ୍ୟକୁ ଏବେ ଆନ୍ଧ୍ର ଷ୍ଟ୍ରେନ୍ ଡର। ପ୍ରବାସୀ ଓଡ଼ିଆ ଫେରୁଥିବାରୁ ବଢ଼ୁଛି ଚିନ୍ତା। ଏଥିପାଇଁ ଏ ଦୁଇ ରାଜ୍ୟ ସହ ଲାଗିଥିବା ଓଡ଼ିଶାର ୬ଟି ଜିଲ୍ଲାର ସୀମାକୁ ସିଲ୍ କରାଯାଇ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି। ଆଜି ମୁଖ୍ୟ ଶାସନ ସଚିବ ଓ ଏସ୍ଆରସି ୪ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ପ୍ରତି ବ୍ଳକରେ ଟିଏମ୍ସି ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Cricketer
 ICC ଟେଷ୍ଟ ରାଙ୍କିଂ: ଋିଷଭଙ୍କୁ ଫାଇଦା, ବାବର ଆଜମଙ୍କୁ ବଡ଼ ଘାଟା ! ଟପ୍-୧୦ ବୋଲରଙ୍କ ମଧ୍ୟରେ କେବଳ ଅଶ୍ୱିନୀ

ନୂଆଦିଲ୍ଲୀ: ବୁଧବାର ଆଇସିସି ପକ୍ଷରୁ ବ୍ୟାଟିଂର ଟେଷ୍ଟ ରାଙ୍କିଂ ତାଲିକା ପ୍ରକାଶ ପାଇଛି । ଏହି ତାଲିକାର ଶୀର୍ଶ ୧୦ ଜଣଙ୍କ ମଧ୍ୟରେ ଅଧିନାୟକ ବିରାଟ କୋହଲିଙ୍କ ସମେତ ୩ ଜଣ ଭାରତୀୟ ଖେଳାଳି ସାମିଲ ଅଛନ୍ତି । ସେମାନେ ହେଲେ…

PATATOO
ଲକଡାଉନ୍‌ ଇଫେକ୍ଟ, ଆକୁ କିଲୋ ହେଲା ୯୦

ଶୂନଶାନ୍‌ ସହର, ଖାଖାଁ ରାସ୍ତା। ମହାମାରୀର ଦ୍ୱିତୀୟ ଲହରକୁ ମାତ୍ ଦେବାକୁ ୧୪ ଦିନିଆ ତାଲାବନ୍ଦର ପ୍ରଥମ ଦିନରେ ଆଜି ଘରେ ରହିଛି ଓଡ଼ିଶା। କିଛି ଅମାନିଆ ଲକ୍‌ଡାଉନ୍‌ କଟକଣାକୁ ବେଖାତିର କରି ତଣ୍ଡ ବି ଗଣିଛନ୍ତି। ହେଲେ ତାଲାବନ୍ଦର ପ୍ରଥମ ଦିନରୁ ଆଳୁ-ପିଆଜର ଆକାଶଛୁଆଁ ଦର ଖାଉଟିଙ୍କ ଚିନ୍ତା ବଢ଼ାଇଛି।

cremation
ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ଶ୍ମଶାନରେ ଡ୍ୟୁଟି କରିବେ ଶିକ୍ଷକ

ଏଣିକି ଶ୍ମଶାନ ଜଗିବେ ଶିକ୍ଷକ। ଏମିତି କିଛି ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ପ୍ରଶାସନ। ସୂଚନା ଅନୁସାରେ, ସାରା ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଅନେକ ରାଜ୍ୟ ସରକାର ଲକଡାଉନ୍‌ ଓ ସଟଡାଉନ୍‌ ଘୋଷଣା କରିଛନ୍ତି। ତେଣୁ ବର୍ତ୍ତମାନ ସମୟରେ ସ୍କୁଲ ବି ବନ୍ଦ ରହିଛି

OTV
କରୋନା ସଂକ୍ରମିତଙ୍କୁ ଓଟିଭି ବଢ଼ାଇଲା ସହାୟତାର ହାତ : ଫୋନ୍‌ କଲେ ଘରେ ପହଞ୍ଚିବ ଖାଦ୍ୟ

କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଛି ସାରା ଦେଶ। ହସ୍ପିଟାଲ୍ ଅପେକ୍ଷା ଘରେ ସଂଗରୋଧରେ ରହି ମହାମାରୀ ସହ ଯୁଝୁଛନ୍ତି ବହୁ ସଂକ୍ରମିତ। ହେଲେ ସଂଗରୋଧରେ ଥିବାରୁ ଖାଦ୍ୟ ପାଇଁ ଅସୁବିଧାରେ ପଡ଼ି, ଅନେକଙ୍କ ପାଇଁ ରୋଗର ପୀଡ଼ାଠୁ ବଳି ଯାଉଛି ପେଟର ଜ୍ୱାଳା।

coronavirus
ଏବେ ଚର୍ଚ୍ଚାରେ ମୁମ୍ବାଇ ମଡେଲ, ଦ୍ୱିତୀୟ ଲହରର ପ୍ରକୋପ କେମିତି କମାଇଲା ମାୟା ନଗରୀ.. ଜାଣନ୍ତୁ..

ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ଏପ୍ରିଲ ମାସରେ, ଯେଉଁ ସହରରେ ପ୍ରତିଦିନ ୧୧ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ଦେଖିବାକୁ ମିଳିଥିଲା ଏବେ ସେଠି ଅଢ଼େଇ ହଜାର ରହିଥିବା ଦେଖାଯାଇଛି