• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Sputnik Light
କରୋନା ମୁକାବିଲାରେ ଗେମ୍‌ଚେଞ୍ଜର ହେବ କି ସ୍ପୁଟନିକ୍‌ ଲାଇଟ୍ ଭ୍ୟାକ୍‌ସିନ୍‌ ?

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ସହ ଲଢ଼େଇ ପାଇଁ ଭ୍ୟାକ୍‌ସିନ୍‌ ହିଁ ଏକମାତ୍ର ଭରସା। ଏଭଳି ସ୍ଥିତିରେ ଭ୍ୟାକ୍‌ସିନେସନ୍‌ ଅର୍ଥାତ୍‌ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି ସରକାର। ଭାରତରେ ଏବେ ଦୁଇ ପ୍ରକାରର ଭ୍ୟାକ୍‌ସିନ୍‌ କୋଭାକ୍ସିନ୍ ଓ କୋଭିସିଲ୍ଡ ଦିଆଯାଉଛି। ଏହାର ଦୁଇଟି…

corona death
ଦିନକରେ ୧୯ କରୋନା ମୃତ୍ୟୁ : ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨ହଜାର ୧୮୦ରେ ପହଞ୍ଚିଲା

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ସାଂଘାତିକ ହେଉଛି କରୋନା ସ୍ଥିତି । ସଂକ୍ରମିତ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ଗତକାଲି ତୁଳନାରେ ଆଜି ରାଜ୍ୟରେ ମୃତ୍ୟୁ ସଂଖ୍ୟା କମିଥିବା ବେଳେ ଭୟ କିନ୍ତୁ କମୁନି…

corona virus
ଥମୁନି ସଂକ୍ରମଣ : ଆଜି ରାଜ୍ୟରେ ୧୦,୬୩୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢ଼ୁଛି କରୋନା ସଂକ୍ରମଣ ।  ଆଜି ୧୦ ହଜାର ଉପରେ ରହିଛି ରାଜ୍ୟର ସଂକ୍ରମଣ ହାର। ଗତକାଲି ରାଜ୍ୟରେ ୧୧ ହଜାର ୮୦୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୧୦,୬୩୫ ଜଣ…

Capture
BCCIର ବରିଷ୍ଠ ସ୍କୋରରଙ୍କ ପରଲୋକ, ପୂର୍ବରୁ କରୋନା ସଂକ୍ରମିତ ଥିବା ସୂଚନା

ନୂଆଦିଲ୍ଲୀ: କରୋନା ମହାମାରୀ ଜାଲରେ ଏବେ ପୁରା ଦେଶ ଛନ୍ଦି ହୋଇରହିଛି । ଲୋକମାନେ ଘରୁ ବାହାରିବାକୁ ଡରୁଛନ୍ତି । ସତେ ଯେମିତି ବାହାରେ ତାଙ୍କୁ ମୃତ୍ୟୁ ଅପେକ୍ଷା କରିଛି । ଦିନକୁ ଦିନ ଦେଶରେ ସଂକ୍ରମଣ ବଢ଼ୁଥିବା ବେଳେ ଅନ୍ୟପଟେ…

rishabh pant
ଗାଁ ଗାଁରେ କରୋନା କିଟ୍‌-ଅମ୍ଳଜାନ ସିଲିଣ୍ଡର ଯୋଗାଇବେ ଋିଷଭ

ନୂଆଦିଲ୍ଲୀ: କରୋନା ମାହାମରୀ ବିପକ୍ଷ ଲଢ଼େଇରେ ଅନେକ ଖେଳାଳିଙ୍କ ନାଁ ଆଗକୁ ଆସିଲାଣି । ସେହି ତାଲିକାରେ ଏବେ ଆଉ ଏକ ନୂଆ ନାଁ ଯୋଡ଼ି ହୋଇଯାଇଛି । ସେ ହେଉଛନ୍ତି ଆଇପିଏଲ ତଥା ଭାରତୀୟ କ୍ରିକେଟ ଦଳର ଚର୍ଚ୍ଚିତ ୱିକେଟ୍…

blue-print
ଆଉ ଚଳିବନି ଆଇକାର୍ଡ ଦେଖାଇ ଖସିଯିବାର ଚାଲ୍

ଭୁବନେଶ୍ୱର: ସଂକ୍ରମଣରେ ବ୍ରେକ୍ ଦେବା ପାଇଁ ସଟଡାଉନ୍ ସହ ଲକଡାଉନ୍ ଜାରି ରହିଛି। ହେଲେ ମାନୁଛି କିଏ ? ବେଫିକର୍ ହୋଇ ଭିଡ଼ କରୁଛନ୍ତି ଅମାନିଆ। ଅନାବଶ୍ୟକ ଭାବେ ଚାରିଆଡ଼େ ବୁଲୁଛନ୍ତି।  କୌଣସି ପରିଚୟପତ୍ର କିମ୍ବା ଅନୁମତିପତ୍ର ନଥିବାରୁ ପୋଲିସ ହାବୁଡ଼ରେ…

Capture
ମୃତ ପିତାଙ୍କ ଡିଗ୍ରୀ ଧରି ୨୦ ବର୍ଷ ହେଲା ଡାକ୍ତରୀ ସେବା ଯୋଗାଉଛି ଅବ୍ଦୁଲ କରିମ

ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ମୃତ ପିତାଙ୍କ ଡାକ୍ତରୀ ଡିଗ୍ରୀ  ଧରି ଲୋକଙ୍କୁ ଗତ ୨୦ ବର୍ଷ ହେବ ଚିକିତ୍ସା କରିଆସୁଛି । ସେ ଏକ ବିଲରେ ନିଜର ଡାକ୍ତରୀ…

cona-medicine
ଟୁ-ଡିଜି ଔଷଧ ପାଉଡରକୁ ପିଇଲେ କରୋନାରୁ ମିଳିବ ଉପଶମ

ନୂଆଦିଲ୍ଲୀ: କରୋନାର ମହାପ୍ରଳୟ ଭିତରେ ଦେଶବାସୀଙ୍କୁ ଆଶ୍ୱସ୍ତି। ବଦଳିଲା କରୋନା ରୋଗୀଙ୍କ ପାଇଁ ମେଡିକାଲ ଆଡମିଶନ୍ ନୀତି। ଏଣିକି ରୋଗୀଙ୍କ ମେଡିକାଲ ପ୍ରବେଶ ପାଇଁ ଆଉ ଜରୁରୀ ନୁହେଁ। କୋଭିଡ୍ ପଜିଟିଭ ରିପୋର୍ଟ କରୋନାର ଦ୍ୱିତୀୟ ଲହରରେ ଦେଶରେ ସଂକ୍ରମଣ ହାର…

dead body
ଘରେ ବାପା-ମା ମୃତ ପଡ଼ିଥିଲେ, ୪ ବର୍ଷର ଶିଶୁ ବାଲକୋନୀରେ ଠିଆ ହୋଇ କାନ୍ଦୁଥିଲା

ନିୟୁ ଜର୍ସି: ଚାରି ବର୍ଷର ପିଲାଟିଏ କାନ୍ଦୁଥିଲା ବାଲକୋନୀରେ ଛିଡା ହୋଇ । ପିଲାଟି କାହିଁକି କାନ୍ଦୁଛି ପ୍ରଥମେ କେହି ଜାଣି ପାରି ନଥିଲେ । ପରେ ଜଣେ ପଡୋଶୀ ତାଙ୍କ ଘରକୁ ଯାଇ ଯାହା ଦେଖିଲେ ତାଙ୍କର ହୋଶ ଉଡ଼ିଗଲା…

Bhubaneswar
ଦିନକରେ ହଜାରେ ଟପିଲା କରୋନା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗରରେ ଆଜି ଆଉ ୧୦୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ କେସ୍ ୧୫୪ ଥିବା ବେଳେ ଲୋକଲା କେସ୍ ୮୮୦ ରହିଛି। Update on…

Untitled-1
କିପରି କରିବେ ଅଙ୍ଗୁରୀ ରସମଲାଇ

ମିଠା ବା କାହାକୁ ପସନ୍ଦ ନୁହେଁ। ତେଣୁ ମିଠା ଖାଇବା ପାଇଁ ଆମେ କେତେବେଳେ ବାହରୁ ମଗେଇଥାଉ ତ ପୁଣି କେତେବେଳେ ଘରେ ହିଁ ବନେଇଥାଉ। ବର୍ତ୍ତମାନ ଲକଡାଉନ ଓ ସଟଡାଉନ କାରଣରୁ ଦୋକାନ ସବୁ ରହୁଛି। ମିଠା ପସନ୍ଦ ଥିବା…

Virat-Kohllo
କୋହଲିଙ୍କ ଆହ୍ୱାନରେ ଆଗେଇ ଆସିଲେ ଜନତା, ୨୪ ଘଣ୍ଟାରେ ସାଢ଼େ ୩ କୋଟି ଜମା..

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏବେ ସମାଜ ସେବାରେ ଲାଗିପଡ଼ିଛନ୍ତି । କରୋନା ବିରୋଧରେ ଲଢ଼େଇ ଏବଂ ଲୋକଙ୍କୁ ସହଯୋଗ କରିବା ପାଇଁ ସେ ଅର୍ଥ ଯୋଗାଡ଼ କରିବାରେ ଜୋରସୋର…

sameer
ସ୍ଥିତି ସୁଧୁରିଲେ ମାଟ୍ରିକ ପରୀକ୍ଷା ହେବ କି ? କଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର: ମାଟ୍ରିକ୍ ଫଳ ପ୍ରକାଶ ପାଇଁ ମୂଲ୍ୟାୟନ ନିୟମାବଳୀକୁ ମାଧ୍ୟମିକ ଶିକ୍ଷା ପରିଷଦ ଅନୁମୋଦନ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ମନ୍ତ୍ରୀ କହିଛନ୍ତି ଯେ, ଇତିହାସରେ ପ୍ରଥମ ଥର ପାଇଁ ଏଭଳି ସ୍ଥିତି…

TEAM INDIA
ପୂରା ଟିମ୍‌ ଇଣ୍ଡିଆ ରହିବ କଡ଼ା କ୍ୱାରେଣ୍ଟାଇନ୍‌ରେ ! ହେଲେ କାହିଁକି..?

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଯିବା ପୂର୍ବରୁ ଟିମ୍ ଇଣ୍ଡିଆକୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ହେବ । ସେମାନେ କରୋନା ଆକ୍ରାନ୍ତ ଥାନ୍ତୁ କି ନଥାନ୍ତୁ । ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ । କରୋନା କାଳରେ କ୍ରିକେଟ୍ ଫେରିବା ପରେ ଟିମ୍ ଇଣ୍ଡିଆ…

Saleha-Saeed-Dar_d
ଘରେ ରହି କରୋନାରୁ ସୁସ୍ଥ ହେଲେ ୪୦ ବର୍ଷିୟା ମହିଳା ଶ୍ୱାସ ରୋଗୀ

ମୁମ୍ବାଇ: କରୋନାରେ ସଂକ୍ରମିତ ହେବା ପରେ ଜଣେ ରୋଗୀ ଭୟଭୀତ ହୋଇପଡୁଛି । ଅନେକ ରୋଗୀ କରୋନାରେ ସଂକ୍ରମିତ ହେବା ମାତ୍ରକେ ଡାକ୍ତରଖାନା ଦୌଡୁଛନ୍ତି । ଏପରିକି ଆବଶ୍ୟକତା ନଥାଇ ବି ହସ୍ପିଟାଲରେ ରହୁଛନ୍ତି । ଫଳରେ ଗୁରୁତର ରୋଗୀଙ୍କ ପାଇଁ…

1
ମାଆଟିଏ ସାହାଟିଏ

ଯଦି କାନ୍ଦିବାକୁ ଏକ ସୁନ୍ଦର ଜାଗା ଥାଏ ତେବେ ତାହା ମା’ର ବାହୁ ଛଡା ଆଉ ବା କ’ଣ ହେଇପାରେ। ପୁଣି କୁହାଯାଏ ରକ୍ଷା କରିବା ପାଇଁ ଈଶ୍ଵର ସବୁବେଳେ ଠିଆ ହୋଇପାରିବେନି ବୋଲି ପାଖରେ ମା’ଟିଏ ଦେଇଛନ୍ତି। ସବୁ ସ୍ନେହ,…

ananya
ସିଏମସି କମିଶନରଙ୍କ ପରାମର୍ଶ: ସାଧାରଣ ଲକ୍ଷଣକୁ ଅବହେଳା କରନ୍ତୁନି, ତୁରନ୍ତ ଟେଷ୍ଟ କରନ୍ତୁ

କଟକ: ସାଧାରଣ ଲକ୍ଷଣକୁ ଅବହେଳା କରନ୍ତୁନି। ଏହାକୁ ସାଧାରଣ ଭାବନି। ତୁରନ୍ତ ଟେଷ୍ଟ କରି ଚିକିତ୍ସା ରହିଲେ ଆମେ ସଂକ୍ରମଣରୁ ରକ୍ଷା ପାଇପାରିବା। ଏଭଳି ପରାମର୍ଶ ଦେଇଛନ୍ତି ସିଏସସି କମିଶନର।କଟକ ସହରରେ କରୋନା ସ୍ଥିତି ନେଇ କମିଶନର ଅନନ୍ୟା ଦାସ ସୂଚନା…

Untitled-1
ଆପଣ କୋଷ୍ଠକାଠିନ୍ୟରେ ପୀଡିତ କି, କରନ୍ତୁ ଏହି ଯୋଗ

କରୋନା ଭାଇରସ୍ ଦ୍ୱିତୀୟ ତରଙ୍ଗ ଯୋଗୁଁ ଲକଡାଉନ୍ ପୁଣି ଥରେ ଜାରି ରହିଛି। ଏଭଳି ପରିସ୍ଥିତିରେ ଘରେ ବସି ଅନେକ ଲୋକଙ୍କ ଶାରୀରିକ କାର୍ଯ୍ୟକଳାପ ଯଥେଷ୍ଟ କମିଛି ଫଳରେ ସେମାନେ କୋଷ୍ଠକାଠିନ୍ୟର ସମ୍ମୁଖୀନ ହେଉଛନ୍ତି। ଏହା ସହିତ ଏହି ସମୟ ମଧ୍ୟ…

patient
ହସ୍ପିଟାଲରେ ଆଡମିଶନ ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ନୁହେଁ: କେନ୍ଦ୍ର

ନୂଆଦିଲ୍ଲୀ: କୋଭିଡ଼ ନୀତିରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର। ମେଡିକାଲରେ ଆଡମିଶନ ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ନୁହେଁ। ପଜିଟିଭ ରିପୋର୍ଟ ନଥିଲେ ବି କୋଭିଡ଼ ହସ୍ପିଟାଲରେ ଆଡମିଶନ ହୋଇପାରିବ। ସାମାନ୍ୟ ଲକ୍ଷଣ ଦେଖାଯାଉଥିଲେ ରୋଗୀଙ୍କୁ ଆଡମିଶନ କରାଯାଇପାରିବ। କୌଣସି ରୋଗୀଙ୍କୁ…

nodal officer
କଟକରେ ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା: ନୋଡାଲ୍‌ ଅଫିସର

କଟକରେ ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ଏହାକୁ ICMR ବୈଜ୍ଞାନିକମାନେ ହିଁ ସ୍ଥିର କରିବେ କଟକରେ ଆଜି ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ୫-୬ ଦିନ ମଧ୍ୟରେ ସଂକ୍ରମଣ ପିକ୍‌ ହେବ କଟକ: କଟକରେ ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା…

2
ମହୁମାଛି କରିବ କରୋନା ଟେଷ୍ଟ୍

ଗତ ଏକ ମାସ ମଧ୍ୟରେ, କୋଭିଡ୍ -୧୯ ର ଦ୍ୱିତୀୟ ତରଙ୍ଗ ଯୋଗୁଁ ଏହି ସଂକ୍ରମଣ ଭାରତରେ ଅତି ଦ୍ରୁତ ଗତିରେ ବ୍ୟାପିଛି। ଫଳରେ କୋଭିଡ ଯାଞ୍ଚ ନେଇ ପଡ଼ିବାରୁ ଲୋକଙ୍କୁ ଆରଟିପିସିଆର ଟେଷ୍ଟ ରିପୋର୍ଟ ପାଇଁ ୫-୭ ଦିନ ଅପେକ୍ଷା…

checking in ctc
ଏଣିକି ପରିଚୟ ପତ୍ର ଓ ଅଥରାଇଜେସନ ଲେଟର ଦେଖାଇଲେ ମିଳିବ ଅନୁମତି: ସିପି

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୧୨ ହଜାର ପାଖାପାଖି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ  ପାଳନ କରିବାକୁ ସରକାର କଟକଣା ଜାରି କରିଥିଲେ ମଧ୍ୟ କିଛି ଅମାନିଆ ନିୟମକୁ…

elephant
ଆଈ ଓ ନାତୁଣୀକୁ ଦଳି ଦେଲା ହାତୀ

ବାରିପଦା : ହାତୀ ଆକ୍ରମଣରେ ଆଈନାତୁଣୀ ମୃତ, ଆଉ ଜଣେ ଗୁରୁତର । ଏହିପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ରେଞ୍ଜ ଅଂଚଳ ଦୁଧକୁଣ୍ଡି ଗାଁ ନିକଟ ଜଙ୍ଗଲରେ । ଆଜି ସକାଳ ସମୟରେ ଦୁଧକୁଣ୍ଡି ଗାଁର କିଛି…