• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

check
ଜୁଲାଇ ୩୧ ଯାଏ ବୈଧ ରହିବ ଗାଡ଼ି କାଗଜପତ୍ର

ନୂଆଦିଲ୍ଲୀ: ଲକଡାଉନନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଆଉ ଏକ ଘୋଷଣା। ପରିବହନ ବିଭାଗର ବିଭିନ୍ନ ସେବା ପାଇଁ ଯେଉଁମାନେ ଫେବ୍ରୁଆରି ପହିଲା ବା ତା ପରେ ଫି ଦାଖଲ କରିଛନ୍ତି, ତାହା ଜୁଲାଇ ୩୧ ଯାଏ ବୈଧ ରହିବ। ନୂଆ ଡ୍ରାଇଭିଂ ଲାଇସେନ୍ସ କି ନବୀକରଣ, ଲର୍ଣ୍ଣର୍, ଫିଟନେସ୍ ସାର୍ଟିଫିକେଟ୍, ପ୍ରଦୂଷଣ ସାର୍ଟିଫିକେଟ, ଅନ୍ତର୍ଜାତୀୟ ଡ୍ରାଇଭିଂ ପର୍ମିଟ୍ ପାଇଁ ଆବେଦନ କରି ଯେଉଁମାନେ ଆଗରୁ ଫି ଦାଖଲ କରିଥିଲେ, ତାହା ଜୁଲାଇ ୩୧ ତାରିଖ ଯାଏ […]

  • Wednesday, 14 July 2021
london
ବନ୍ଦେ ଭାରତ ମିଶନରେ ଲଣ୍ଡନରୁ ଆସିଲା ପ୍ରଥମ ବିମାନ

ନୂଆଦିଲ୍ଲୀ: ବନ୍ଦେ ଭାରତ ମିଶନରେ ଲଣ୍ଡନରୁ ଆସିଲା ପ୍ରଥମ ବିମାନ। ୧୪୯ ଜଣ ଯାତ୍ରୀଙ୍କୁ ନେଇ ରାଜସ୍ଥାନର ଜୟପୁରରେ ପହଞ୍ଚିଛି ଏହି ବିମାନ। ସେମାନଙ୍କ ସ୍ୱାଗତ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁବିଧା କରାଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସେପଟେ କାନାଡାରେ ଫସି ରହିଥିବା ଅନେକ ଭାରତୀୟଙ୍କୁ ନେଇ ଚଣ୍ଡିଗଡ଼ରେ ପହଞ୍ଚିଛି ଆଉ ଏକ ବିମାନ। ଗତକାଲି ଭେଁକୁବର ଆନ୍ତର୍ଜାତିକ ବିମାନ ବନ୍ଦରରୁ ୩୨୭ ଜଣ ଯାତ୍ରୀଙ୍କୁ ନେଇ ଆସିଛି ଏୟାର ଇଣ୍ଡିଆର […]

  • Wednesday, 14 July 2021
bn
‘ହାରୀ ପୋଟର’ ଅଭିନେତ୍ରୀ ହେଲେନଙ୍କ ନିଧନ

ମୁମ୍ବାଇ: ହଲିଉଡ ଦୁନିଆରେ ଆସିଛି ଏକ ଦୁଃଖଦ ଖବର। ଲୋକପ୍ରିୟ ଟିଭି ସିରିଜ ‘ପିକି ବ୍ଲାଇଣ୍ଡର୍ସ’ ଓ ‘ହାରୀ ପୋଟର’ ଭଳି ଜଣାଶୁଣା ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ହେଲେନ ମାକ୍ରୋରୀଙ୍କ ମୃତ୍ୟୁ ହୋଇଛି। ତାଙ୍କୁ ୫୨ ବର୍ଷ ହୋଇଥିବା ବେଳେ ସେ ଅନେକ ଦିନ ହେବ କର୍କଟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ସୋସିଆଲ ମିଡିଆ ଶୋକରେ ଛାଇ ଯାଇଛି। ହଲିଉଡ୍ କଳାକାରମୋନେ ଦୁଃଖ ପ୍ରକାଶ […]

  • Wednesday, 14 July 2021
trainn
ଟ୍ରେନ୍ ଯାତ୍ରା ସମୟରେ କଣ କରିବା ବାଧ୍ୟତାମୂଳକ?

ଭୁବନେଶ୍ୱର: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ସ ଜାରି କରିଛି ରେଳ ମନ୍ତ୍ରଣାଳୟ। ଯାତ୍ରା କରିବା ବେଳେ ମାସ୍କ, ଆରୋଗ୍ୟ ସେତୁ ଆପ୍ ବାଧ୍ୟତାମୂଳକ ରହିବ। କରୋନା ଲକ୍ଷଣ ନଥିବା ଯାତ୍ରୀଙ୍କୁ ହିଁ କେବଳ ଷ୍ଟେସନରେ ଆସିବାକୁ ଅନୁମତି ରହିବ। ଟ୍ରେନ୍ ଛାଡ଼ିବାର ୯୦ ମିନିଟ୍ ପୂର୍ବରୁ ଯାତ୍ରୀ ଷ୍ଟେସନରେ ପହଞ୍ଚିବେ। ଏହି ସ୍ୱତନ୍ତ୍ର ଟ୍ରେନରେ ୪ଟି ଦିବ୍ୟାଙ୍ଗ ଓ ୧୧ଟି ରୋଗୀଙ୍କ ପାଇଁ ବର୍ଗରେ ରିହାତି ମିଳିବ। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ […]

  • Wednesday, 14 July 2021
3
ଏହି ରାଜ୍ୟରେ ରବିବାର ବନ୍ଦ ରହିବ ଗାଁରୁ ସହର: ମାସ୍କ ନ ପିନ୍ଧିଲେ ୧୦ ହଜାର ଫାଇନ

ଲକ୍ଷ୍ନୌ:  ଦେଶରେ କରୋନା କେସ ବୃଦ୍ଧିକୁ ଦୃଷ୍ଟିରେ ରଖି କରୋନା କଟକଣାକୁ କଡାକଡ଼ି କରାଯାଇଛି।  ସମ୍ପୂର୍ଣ୍ଣ ଉତ୍ତର ପ୍ରଦେଶ ରବିବାରକୁ ସପ୍ତାହସ୍ତ ତାଲାବନ୍ଦ କରିବା ନିଷ୍ପତ୍ତି ନିଆଯାଇଛି। ରବିବାର ୟୁପିର ସବୁ ସହର ଓ ଗ୍ରାମାଞ୍ଚଳ ବନ୍ଦ ରହିବ। ଅତ୍ୟାବଶ୍ୟକୀୟ ସେବାକୁ ଛାଡ଼ି ସବୁ ଦୋକାନ, ବଜାର, କାର୍ଯ୍ୟାଳୟ ବନ୍ଦ ରହିବ। ଏହିଦିନ ବ୍ୟାପକ ସାନିଟାଇଜେସନ ଅଭିଯାନ ଚାଲିବ। ଏହା ସହିତ ମାସ୍କ ନ ପିନ୍ଧିଥିବା ଲୋକଙ୍କ ଠାରୁ ୧୦ ହଜାର ପର୍ଯ୍ୟନ୍ତ ଫାଇନ ଆଦାୟ କରାଯିବ। […]

  • Wednesday, 14 July 2021
2
୮ ମାସର ନବଜାତ ବି କରୋନା ପଞ୍ଝାରେ!

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରଥମ ଅପେକ୍ଷା ଅଧିକ ଭୟାନକ ହେବାରେ ଲାଗିଛି। ଏହା କାହାରିକୁ ବି ଛାଡୁନି। କେବଳ ଯେ ବୟସ୍କ, ଯୁବକ ବା ପିଲାମାନେ ଏଥିରେ ଆକ୍ରାନ୍ତ ହେଉଛନ୍ତି ତାହା ନୁହେଁ, ୮ ମାସର ନବଜାତ ମଧ୍ୟ ଏହାର ପଞ୍ଝାରୁ ମୁକ୍ତ ନୁହନ୍ତି। ଏହି ପିଲାମାନଙ୍କ ପାଖରେ କାଶ ଓ ନିମୋନିଆ ଭଳି ଗମ୍ଭୀର ଲକ୍ଷଣ ଦେଖାଯିବା କାରଣରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି। କରୋନାର ପ୍ରଥମ ଲହର ପିଲାମାନଙ୍କ ପ୍ରତି ବିପଦପୂର୍ଣ୍ଣ […]

  • Wednesday, 14 July 2021
Untitled-1
କରୋନାରେ ସିବିଆଇ ପୂର୍ବ ନିର୍ଦ୍ଦେଶକଙ୍କ ନିଧନ : ରଣଦୀପ, ଜିଗ୍ନେଶ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ମାମଲା ଲଗାତର ଦ୍ୱିତୀୟ ଦିନରେ ୨ଲକ୍ଷ ପାର ହୋଇଛି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସଂକଟ ବ୍ୟାପକ ହେବାରେ ଲାଗିଛି। ଏହି ସମୟରେ ସିବିଆଇ ପୂର୍ବ ନିର୍ଦ୍ଦେଶକ ରଞ୍ଜିତ ସିହ୍ନାଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଥିବା ଖବର ଆସିଛି। ଏହା ବ୍ୟତୀତ କଂଗ୍ରେସ ରାଷ୍ଟ୍ରିୟ ପ୍ରବକ୍ତା ରଣଦୀପ ସୁରଜେୱାଲା ଓ ବିଧାୟକ ଜିଗ୍ନେଶ ମେୱାଣୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସିବିଆଇ ପୂର୍ବ ନିର୍ଦ୍ଦେଶକ ରଞ୍ଜିତ ସିହ୍ନାଙ୍କର ଶୁକ୍ରବାର ସକାଳେ […]

  • Wednesday, 14 July 2021
train
ଜୁନ୍ ୧ରୁ ସାରା ଦେଶରେ ଗଡ଼ିବ ଟ୍ରେନ

ଭୁବନେଶ୍ୱର: ଆସନ୍ତା ଜୁନ୍ ପହିଲାରୁ ସାରା ଦେଶରେ ଆରମ୍ଭ ହେବ ଟ୍ରେନ ସେବା। ୨ ଶହ ନନ୍ ଏସି ଟ୍ରେନ୍ ଚାଲିବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ପିୟୂଷ ଗୋୟଲ। ସାଧାରଣ ଯାତ୍ରୀଙ୍କ ପାଇଁ ପ୍ରତିଦିନ ୨ଶହ ଟ୍ରେନ୍ ଚାଲିବ। ଏହି ସବୁ ଟ୍ରେନ୍ ପାଇଁ ଅନଲାଇନ୍ ବୁକିଂ ଖୁବ୍ ଶୀଘ୍ର ଆରମ୍ଭ ହେବ। ଏହି ସବୁ ଟ୍ରେନ୍ ପାଇଁ ଜୁନ୍ ପହିଲାରୁ ଟାଇମ୍ ଟେବୁଲ୍ ପ୍ରସ୍ତୁତ ହେବ। ଏହି ଅନୁସାରେ ଟ୍ରେନ୍ ଚଳାଚଳ କରିବ। ଏସମ୍ପର୍କରେ […]

  • Wednesday, 14 July 2021
Priyankaa
BAFTA ଆୱାର୍ଡ-୨୦୨୧ :  ରେଡ୍ କାର୍ପେଟରେ ଛାଇଗଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ବଲିଉଡ୍ ଗ୍ଲାମର କୁଇନ ପ୍ରିୟଙ୍କାଙ୍କ ସୌନ୍ଦର୍ଯ୍ୟକୁ ନେଇ କିଏ ବା ଫିଦା ନୁହେଁ। ସେ ତାଙ୍କ ଗ୍ଲାମର୍ ଲୁକ୍ ନେଇ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ବେଶ ପରିଚିତ। ଏନେଇ ପ୍ରିୟଙ୍କା ଏବେ ଲଣ୍ଡନରେ ବି ଛାଇ ଗଲେଣି। BAFTA ଆୱାର୍ଡ-୨୦୨୧ରେ ପ୍ରିୟଙ୍କା ତାଙ୍କ ପତି ନିକ ଜୋନସଙ୍କ ସହ ଉପସ୍ଥାପିକା ଭାବେ ପହଞ୍ଚିଥିଲେ। ତାଙ୍କ ଲୁକ୍ ଦେଖିଲା ଭଳି ଥିଲା। ଏହି ଉତ୍ସବ ପାଇଁ ପ୍ରିୟଙ୍କା ୨ଟି ଆଉଟଫିଟ୍ ପରିଧାନ କରିଥିଲେ। ତାଙ୍କର […]

  • Wednesday, 14 July 2021