ନୂଆଦିଲ୍ଲୀ: ଘୋର ଆର୍ଥିକ ସଂକଟରେ ଦିଲ୍ଲୀ ସରକାର। ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ଦରମା ଦେବାକୁ ମଧ୍ୟ କେଜରିଓ୍ୱାଲ ସରକାରଙ୍କ ପାଖରେ ଟଙ୍କା ନାହିଁ। ଏଣୁ ତୁରନ୍ତ ୫ ହଜାର କୋଟି ଟଙ୍କା ଦେବା ଲାଗି କେନ୍ଦ୍ରକୁ ନିବେଦନ କରିଛନ୍ତି ରାଜ୍ୟ ସରକାର। ଏଭଳି ଏକ ବିପତ୍ତି ବେଳେ କେନ୍ଦ୍ର ସରକାର ଦିଲ୍ଲୀବାସୀଙ୍କୁ ସହାୟତା ଯୋଗାଇଦେବାକୁ ଟ୍ୱିଟ୍ କରି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ଅର୍ଥମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ୫ ହଜାର […]
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଅଦିନିଆ ଝଡ଼ ବର୍ଷାର ତାଣ୍ଡବ। ମାତ୍ର କେଇ ଘଣ୍ଟାର ପ୍ରକୃତି କରାଳ ରୂପରେ ବହୁ ଅଞ୍ଚଳ କ୍ଷତିଗ୍ରସ୍ତ ହେବାସହ ଜୀବନହାନି ଘଟିଛି। ଶନିବାର ଏଠାରେ ହୋଇଥିବା ଝଡ଼ତୋଫାନରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଆଗ୍ରା, କନ୍ନୌଜ, ଉନ୍ନାଓ ଏବଂ ଲକ୍ଷ୍ନୌରେ ପ୍ରବଳ ମାତ୍ରାରେ ବର୍ଷା ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। କନ୍ନୌଜରେ କେବଳ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉନ୍ନାବରେ ଆଉ ୭ଜଣଙ୍କ ଜୀବନ ଯାଇଛି। ଝଡ଼ତୋଫାନରେ ମୃତ୍ୟୁମୁଖରେ ପଡ଼ିଥିବା ବ୍ୟକ୍ତିଙ୍କ […]
'ମନ୍ କି ବାତ୍'ରେ ମୋ
ନୂଆଦିଲ୍ଲୀ: କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏଁ ବଢ଼ିଲା ଲକଡ଼ାଉନ୍ ଅବଧି। ତେବେ କଣ୍ଟେନମେଣ୍ଟ ଜୋନ୍ ବାହାରେ ପର୍ଯ୍ୟାୟ କ୍ରମେ କଟକଣା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏ ନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି ହୋଇଛି। ଜୁନ୍ ୮ ତାରିଖରୁ ପ୍ରଥମ ପର୍ଯ୍ୟାୟରେ ଧାର୍ମିକ ସ୍ଥଳ, ପୂଜା ସ୍ଥଳୀ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ସେହିଭଳି ହୋଟେଲ, ରେସ୍ତୋରାଁ ଓ ଅନ୍ୟାନ୍ୟ ହସ୍ପିଟାଲିଟି ସେବା ଆରମ୍ଭ ହେବ। ସପିଙ୍ଗ୍ […]
ନୂଆଦିଲ୍ଲୀ: ବିମାନ ଉଡାଣରେ ବିପଦ ସୃଷ୍ଟି କରିପାରନ୍ତି ପଙ୍ଗପାଳ। ପଙ୍ଗପାଳ ଛୋଟ ହୋଇଥିଲେ ମଧ୍ୟ ଦଳବଳ ହୋଇ ଆସୁଥିବାରୁ ପାଇଲଟ୍ ଆଗକୁ ଦେଖିବାରେ ସମସ୍ୟା ସୃଷ୍ଟି ହୋଇପାରେ। ଏନେଇ ଆଡଭାଇଜାରୀ ଜାରି କରିଛି। ବେସାମରିକ ବିମାନ ଚଳାଚଳ ବିଭାଗ ପଙ୍ଗପାଳ ବିଶେଷଭାବେ ଭୂପୃଷ୍ଠରୁ ଅଳ୍ପ ଉଚ୍ଚରେ ବିଚରଣ କରୁଥିବାରୁ ବିମାନ ଅବତରଣ ଓ ଟେକଅଫରେ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି। ବିମାଣ ଉଡାଣ ଓ ଅବତରଣ ବେଳେ ୱାଇପର୍ସ ବ୍ୟବହାର କରିବେ ନା […]
ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ତାଲାବନ୍ଦ ଆଉ ଏକ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି। ତାଲାବନ୍ଦ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଘୋଷଣା କରିଛନ୍ତି। ସମ୍ପ୍ରତି ଦିଲ୍ଲୀରେ ମେ ୩ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ତାଲାବନ୍ଦ ଜାରି ରହିଛି। ବର୍ତ୍ତମାନ ଏହାକୁ ଏକ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି। ଦିଲ୍ଲୀରେ ପଜିଟିଭ୍ ହାର ବର୍ତ୍ତମାନ ୩୦% ରୁ ଅଧିକ ରହିଛି। ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ଏହାପୂର୍ବରୁ, କରୋନା […]
ମୁମ୍ବାଇ: ବର୍ତ୍ତମାନ କରୋନା ଭାଇରସ୍ ପ୍ରଭାବ ସାଘାଂତିକ ଭାବେ ବଢିବାରେ ଲାଗିଛି। ସେ ସାଧାରଣ ଲୋକ ହୁଅନ୍ତୁ ବା କୋଟିପତି କରୋନା କବଳରୁ କେହି ରକ୍ଷା ପାଉ ନାହାନ୍ତି। ଏହି ସମୟରେ ସିନେମା ଜଗତରୁ ପୁଣି ଥରେ ଶୋକ ଖବର ଆସିଛି। ବଲିଉଡ ତଥା ଟେଲିଭିଜନର ଲୋକପ୍ରିୟ ଅଭିନେତା ବିକ୍ରମଜିତ କାନୱରପାଲଙ୍କ ଦେହାନ୍ତ ହୋଇଛି। ତାଙ୍କର ଚିକିତ୍ସା ଗତ କିଛି ଦିନ ଧରି ଚାଲିଥିଲା କିନ୍ତୁ ସେ କୋଭିଡ ଯୁଦ୍ଧରେ ହାରି ଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ […]
ନୂଆଦିଲ୍ଲୀ: କରୋନା ଭାଇରସର ଦ୍ଵିତୀୟ ଲହରରେ ସବୁ ବୟସର ଲୋକମାନେ ସଂକ୍ରମିତ ହେଉଛନ୍ତି। କିନ୍ତୁ ଏହି ମହାମାରୀକୁ ଶେଷ କରିବା ପାଇଁ ସୃଷ୍ଟି ହୋଇଥିବା ଟିକା କେବଳ ବୟସ୍କମାନଙ୍କୁ ଦିଆଯାଉଛି। ତେବେ ଏହି ମାରାତ୍ମକ ରୋଗରୁ ରକ୍ଷା ପାଇବା ପାଇଁ ଖୁବ ଶୀଘ୍ର ପିଲାମାନଙ୍କ ପାଇଁ ଟିକା ଆସିବ। ଫାଇଜର ଓ ବାୟୋନେଟିକ ପିଲାମାନଙ୍କ ପାଇଁ ଟିକାର ଅନୁମୋଦନ ଲୋଡିଛନ୍ତି। ୧୨ ରୁ ୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ କମ୍ପାନୀର କରୋନା ଭାଇରସ୍ ଟିକା ଅନୁମୋଦନ […]
ନୂଆଦିଲ୍ଲୀ: ଦେଶରେ ଅମ୍ଳଜାନ ସଙ୍କଟକୁ ଦୂରକରିବା ପାଇଁ କେନ୍ଦ୍ରର ମୋଦୀ ସରକାର ଆଉ ଏକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ପିଏମ କେୟାର ଫଣ୍ଡରୁ ଏକ ଲକ୍ଷ ପୋର୍ଟେବଲ୍ ଅମ୍ଳଜାନ କନସେଣ୍ଟରେଟର କ୍ରୟକୁ ସରକାର ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ କ୍ରୟ ପ୍ରକ୍ରିୟା ଶୀଘ୍ର ସମାପ୍ତ କରି ଅଧିକ ପ୍ରଭାବିତ ରାଜ୍ୟମାନକୁ ଅମ୍ଳଜାନ ପ୍ରଦାନ କରାଯିବା ଉଚିତ। ଏହି ସମୟରେ ପ୍ରତିରକ୍ଷା […]
ମୁମ୍ବାଇ: ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ ଟିକାକରଣ ପାଇଁ ରାଜ୍ୟରେ ଆବଶ୍ୟକ ଭିତ୍ତିଭୂମି ରହିଛି। ସେ କହିଛନ୍ତି ଯେ ଭିତ୍ତିଭୂମିର ଉପସ୍ଥିତି ଥାଇ ମଧ୍ୟ ଟିକାକରଣରେ ସମସ୍ୟା ରହିଛି କାରଣ ପର୍ଯ୍ୟାପ୍ତ ପରିମାଣର ଟିକା ଷ୍ଟକ୍ ନାହିଁ। ଏନେଇ ଟିକା କମ୍ପାନୀଗୁଡିକ ସହିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆଲୋଚନା ଚାଲିଛି। ଟୋପେ କହିଛନ୍ତି ଯେ ୧୮ ରୁ ୪୪ ବର୍ଷ ବୟସର ଲୋକଙ୍କ ପାଇଁ ଅଲଗା ଟିକାକରଣ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇପାରିବ। ଏହା […]
tନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ତରଙ୍ଗରେ ଦେଶ ଏବେ ସଂଘର୍ଷ କରୁଛି। ଅନେକ ଲୋକ ଏଥିରେ ସଂକ୍ରମିତ ହେଉଥିବା ବେଳେ ବହୁ ଲୋକ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ଏହି ସଂଗୀନ କାଳରେ ଦେଶର ଅନେକ ରାଜ୍ୟରେ ଅମ୍ଳଜାନ ସଙ୍କଟ ଦେଖିବାକୁ ମିଳିଛି। ଏହି ସଂଟକୁ ଦୂର କରିବାକ ପାଇଁ ସରକାର ଓ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଥହିବା ବେଳେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) କହିଛି ଯେ ସେ ୫୦୦ ମେଡିକାଲ ଅମ୍ଳଜାନ କାରଖାନା […]
ନୂଆଦିଲ୍ଲୀ: ଚୀନ୍ ସହ ତିକ୍ତତାର ସମାଧାନ ଲାଗି ମଧ୍ୟସ୍ଥତା କରିବାକୁ ଆମେରିକାର ପ୍ରସ୍ତାବ ଉପରେ ଭାରତର ପ୍ରତ୍ୟାଖ୍ୟାନ। ଭାରତ ନିଜେ ଏହାର ସମାଧାନ କରିବାକୁ ସକ୍ଷମ ଏବଂ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଅନ୍ୟ କାହାରି ହସ୍ତକ୍ଷେପ ଆବଶ୍ୟକ ନଥିବା କହିଛି। ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, କୂଟନୈତିକ ସ୍ତରରେ ସମସ୍ୟାର ସମାଧାନ ଲାଗି ନୂଆଦିଲ୍ଲୀ ଏବଂ ବେଜିଂ ଉଦ୍ୟମ ଜାରି ରଖିଛନ୍ତି। ଉପୁଜିଥିବା ସ୍ଥିତିର ଶାନ୍ତିପୂର୍ଣ୍ଣ ସମାଧାନ […]
ଭୁବନେଶ୍ୱର: ରାଜ୍ୟରେ ଆଜି ବି ଭୟଙ୍କର ଗରମ। ଆଉ ଗୁଳୁଗୁଳିରେ ସନ୍ତୁଳି ହୋଇଛନ୍ତି ଲୋକେ। ଆଜି ୪୫.୨ ଡିଗ୍ରୀ ସହ ଟିଟିଲାଗଡ଼ର ତାପମାତ୍ରାରେ ସର୍ବାଧିକ ରହିଥିବାବେଳେ ୧୨ଟି ସହରରେ ପାରଦ ୪୦ ପାର୍ କରିଛି। ବଲାଙ୍ଗିରରେ ୪୩.୮, ଭବାନୀପାଟଣା ୪୩, ମାଲକାନଗିରି ୪୨.୫, ସମ୍ବଲପୁର ୪୨.୩, ସୋନପୁର ୪୨.୨, ବୌଦ୍ଧରେ ୪୨, ଝାରସୁଗୁଡ଼ାରେ ୪୧.୮, ହୀରାକୁଦରେ ୪୧.୧, ଫୁଲବାଣୀରେ ୪୦.୮, ସୁନ୍ଦରଗଡ଼ରେ ୪୦.୫ ଏବଂ ପାରଳାଖେମୁଣ୍ଡିରେ ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ତେବେ କିଛି ଜିଲ୍ଲାରେ […]
ନୂଆଦିଲ୍ଲୀ: ଚୀନ୍ ସହ ପୁଣି ଉତ୍ତେଜନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଜରୁରୀ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି ସେନା ମୁଖ୍ୟ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନରାଲ ବିପିନ ରାଓ୍ୱତଙ୍କ ଜରୁରୀ ବୈଠକରେ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ବ୍ୟାପର ସଚିବଙ୍କ ଏକ ପୃଥକ ଆଲୋଚନାରେ ମଧ୍ୟ ଯୋଗ ଦେଇଥିଲେ। ସେହିଭଳି ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ତିନି […]
ନୂଆଦିଲ୍ଲୀ: ରାଜସ୍ଥାନ ଚୁରୁରେ ରେକର୍ଡ ଭାଙ୍ଗିଲା ତାପାମାତ୍ରା। ଚୁରୁରେ ଆଜି ଦେଶର ସର୍ବାଧିକ ତାପାମାତ୍ରା ୫୦ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି। ସେହିଭଳି ଦ୍ୱିତୀୟରେ ରହିଛି ରାଜଧାନୀ ଦିଲ୍ଲୀର ପାଲମ ଅଞ୍ଚଳ। ଏଠାରେ ଆଜି ଦିନରେ ପାରଦ ରହିଥିଲା ୪୭.୬ ଡିଗ୍ରୀ ସେଲସିୟସ। ଏପଟେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଧ୍ୟ ସୂର୍ଯ୍ୟଙ୍କ ପ୍ରକୋପ ଅନୁଭୂତ ହୋଇଛି। ରାଜ୍ୟର ୧୪ଟି ସହରରେ ୪୦ ଡିଗ୍ରୀ ଉପରେ ରହିଥିଲା। ପାରଦ ଟିଟିଲାଗଡ଼ରେ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। […]
ଲକ୍ଷ୍ନୌ: ସମଗ୍ର ଦେଶରେ କରୋନା ଏକ ସଂକଟ ସୃଷ୍ଟି କରିଛି। ଦେଶର ସବୁଠୁ ବଡ ରାଜ୍ୟ ୟୁପି ମଧ୍ୟ ସାଙ୍ଘାତିକ ଭାବେ କରୋନାରେ ସହ ସଂଘର୍ଷ କରୁଛି। ଏହି ସଂକଟ ସମୟରେ ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ ଓ ଶଯ୍ୟା ସଂକଟ ଦେଖାଦେଇଛି। ଅନେକ ସ୍ଥାନରେ ଅମ୍ଳଜାନର କଳାବଜାରୀ ହେଉଥିବା ବି ନଜରକୁ ଆସୁଛି। ଏନେଇ ଉତ୍ତରପ୍ରଦେଶରେ ଅମ୍ଳଜାନ ଯୋଗାଣ ଉପରେ ଯାଞ୍ଚ ଓ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଗୃହ ବିଭାଗରେ ଅମ୍ଳଜାନ ନିୟନ୍ତ୍ରଣ […]
ନୂଆଦିଲ୍ଲୀ: କରୋନା ସଂକ୍ରମିତ ଚିକିତ୍ସା ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ପୁଣିଥରେ ଦିଲ୍ଲୀ ସରକାରଙ୍କୁ ହଇରାଣ କରିଛନ୍ତି। ମଙ୍ଗଳବାର ହାଇକୋର୍ଟ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ସରକାରଙ୍କ ସମ୍ପୂର୍ଣ୍ଣ ବ୍ୟବସ୍ଥା ବିଫଳ ହୋଇଛି ଏବଂ ଅମ୍ଳଜାନ ସିଲିଣ୍ଡର ଏବଂ କୋଭିଡ-19 ରୋଗୀଙ୍କ ଚିକିତ୍ସା ପାଇଁ ପ୍ରମୁଖ ଔଷଧର କଳା ମାର୍କେଟିଂ କରାଯାଉଛି। ଜଷ୍ଟିସ୍ ଭିପିନ୍ ସାଙ୍ଗି ଏବଂ ଜଷ୍ଟିସ୍ ରେଖା ପଲ୍ଲୀଙ୍କ ବେଞ୍ଚ କହିଛନ୍ତି ଯେ ଏହା ଶାଗୁଣା ହେବାର ସମୟ ନୁହେଁ। ଯେଉଁମାନେ ଅମ୍ଳଜାନ ରିଫିଲ୍ […]