• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

couple
ଏକାସଙ୍ଗେ ୩୫ ଜଣ ଗର୍ଲଫ୍ରେଣ୍ଡ୍‌ଙ୍କ ସହ ରିଲେଶନ୍‌ଶିପ୍‌ରେ ଥିଲେ, ହେଲେ ଗୋଟିଏ ଭୁଲ୍‌ ପାଇଁ...

ଟୋକିଓ: ଜଣଙ୍କର ଦୁଇ-ତିନି ଜଣ ଗର୍ଲଫ୍ରେଣ୍ଡ୍‌ ଥିବା କଥା ହୁଏତ ଆପଣ ଶୁଣିଥିବେ, ହେଲେ  ଏକାସଙ୍ଗେ ୩୫ ଜଣ ଗର୍ଲଫ୍ରେଣ୍ଡ୍‌ ଥିବା କଥା ଶୁଣିଲେ ଯେକେହିବି ଆଶ୍ଚର୍ଯ୍ୟ ହେବେ। ଜାପାନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ତେବେ ଯୁବକଙ୍କ ମାତ୍ର ଗୋଟିଏ ଭୁଲ୍‌ ତାଙ୍କ ପାଇଁ ମହଙ୍ଗା ପଡ଼ିଥିଲା ଓ ଏଥିପାଇଁ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। New York Postର ରିପୋର୍ଟ ଅନୁସାରେ, ଏକା ସମୟରେ ୩୫ ଜଣ ଯୁବତୀଙ୍କ ସହ ରିଲେଶନ୍‌ଶିପ୍‌ରେ ଥିବା […]

  • Tuesday, 13 July 2021
police si
ମାଓବାଦୀଙ୍କ ବର୍ବର କାଣ୍ଡ: ପୋଲିସ୍‌ SIଙ୍କୁ ଅପହରଣ ପରେ ହତ୍ୟା

ପୁଣିଥରେ ମାଓବାଦୀଙ୍କ ବର୍ବର କାଣ୍ଡ ପ୍ରଥମେ ପୋଲିସ୍‌ SIଙ୍କୁ ଅପହରଣ ଓ ପରେ ହତ୍ୟା ମେଳା ଦେଖିବାକୁ ଯାଇଥିବା ବେଳେ ମାଓବାଦୀମାନେ SIଙ୍କୁ ଅପହରଣ କରି ନେଇଥିଲେ SIଙ୍କୁ ହତ୍ୟା ପରେ ମାଓବାଦୀମାନେ ମୃତଦେହ ଛାଡ଼ି ଚାଲି ଯାଇଥିଲେ ଗତ ୩ ତାରିଖରେ ବିଜାପୁରରେ ମାଓବାଦୀମାନେ ଯବାନ ରାକେଶ୍ୱର ସିଂ ମାନହାସ୍‌ଙ୍କୁ  ଅପହରଣ କରି ନେଇଥିଲେ ମାଲକାନଗିରି/ବିଜାପୁର: ପୁଣିଥରେ ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ପ୍ରଥମେ ପୋଲିସ୍‌ SIଙ୍କୁ ଅପହରଣ ଓ ପରେ ମାଓବାଦୀମାନେ ତାଙ୍କୁ […]

  • Tuesday, 13 July 2021
icse 10th exam cancel
ବାତିଲ୍‌ ହେଲା ICSE ଦଶମ ଶ୍ରେଣୀ ପରୀକ୍ଷା

CBSE ପରେ ବାତିଲ୍‌ ହେଲା ICSE ଦଶମ ଶ୍ରେଣୀ ପରୀକ୍ଷା ICSE ୨୦୨୧ ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍‌ ଏପ୍ରିଲ ୧୬ରେ ICSE ଦଶମ ପରୀକ୍ଷା ସ୍ଥଗିତ ନେଇ ନିଷ୍ପତ୍ତି ହୋଇଥିଲା ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେହିପରି ୨୪ ଘଣ୍ଟାରେ ୧ ଲକ୍ଷ ୫୪ ହଜାର ୭୬୧ ଜଣ ସୁସ୍ଥ ହୋଇଛନ୍ତି ନୂଆଦିଲ୍ଲୀ: ସିବିଏସ୍ଇ ପରେ ଦଶମ ପରୀକ୍ଷା ବାତିଲ୍‌ କଲା ICSE। ଦେଶରେ […]

  • Tuesday, 13 July 2021
tesla car
ବିନା ଡ୍ରାଇଭରରେ ଚାଲୁଥିଲା କାର୍‌; ଗାଡ଼ି ଭିତରେ ଥିଲେ ୨ ଯାତ୍ରୀ, ହଠାତ୍‌....

ବିନା ଡ୍ରାଇଭରରେ ଚାଲୁଥିବା କାର୍‌ ଦୁର୍ଘଟଣାଗ୍ରସ୍ତ ଗଛରେ ପିଟି ହୋଇ ଜଳିଗଲା ଲକ୍ସଜୁରି କାର୍‌ ନିଆଁ ଲିଭାଇବା ପାଇଁ ୩୦,୦୦୦ ଗ୍ୟାଲୋନ୍‌ ପାଣି ବ୍ୟବହାର ହୋଇଥିଲା ଅତ୍ୟଧିକ ସ୍ପିଡ୍ ଓ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇଥିବାରୁ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ଘଟଣାସ୍ଥଳରେ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ କାର୍‌ଟି ଅଟୋମେଟିକ୍ ହୋଇଥିବାରୁ ବିନା ଡ୍ରାଇଭରରେ ଏହା ଚାଲୁଥିଲା ଅଷ୍ଟିନ୍‌: ବିନା ଡ୍ରାଇଭରରେ ଚାଲୁଥିଲା କାର୍‌ ଓ ଗାଡ଼ି ଭିତରେ ଥିଲେ ୨ ଜଣ ଯାତ୍ରୀ। ସେମାନଙ୍କ ମଧ୍ୟରୁ […]

  • Tuesday, 13 July 2021
new delhi
ମାସ୍କ ପିନ୍ଧିନଥିଲେ, କାର୍‌ ଅଟକାଇବାରୁ ମହିଳା କହିଲେ-‘ମୁଁ ମୋ ସ୍ୱାମୀଙ୍କୁ କିସ୍‌ ବି କରିବି...’

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ଦିଲ୍ଲୀରେ ରେକର୍ଡ ଭାଙ୍ଗିଛି କରୋନା। ଉଭୟ ରାଜ୍ୟରେ ଲମ୍ବା ଡିଆଁ ମାରିଛି ସଂକ୍ରମଣ। ଦିଲ୍ଲୀରେ କରୋନା କେସ୍‌ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଲୋକମାନେ ନିୟମ ମାନୁନଥିବା ଦେଖିବାକୁ ମିଳିଛି। ରବିବାର ସେଣ୍ଟ୍ରାଲ ଦିଲ୍ଲୀର ଦରିୟାଗଞ୍ଜ ଅଞ୍ଚଳରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ମାସ୍କ ପିନ୍ଧି ନଥିବାରୁ କାର୍‌ରେ ଯାଉଥିବା ଦମ୍ପତିଙ୍କୁ ପୋଲିସ୍‌ ଅଟକାଇଥିଲା। ତେବେ ଦମ୍ପତି ସେମାନଙ୍କର ଭୁଲ୍‌ ସ୍ୱୀକାର କରିବା ପରିବର୍ତ୍ତେ ପୋଲିସ୍‌ ସହ ଯୁକ୍ତିତର୍କ କରିଥିଲେ। […]

  • Tuesday, 13 July 2021
pune railway station
ଟ୍ରେନ୍‌ ସମ୍ମୁଖକୁ ଡେଇଁ ଓଡ଼ିଆ ସେନା ଅଧିକାରୀଙ୍କ ଆତ୍ମହତ୍ୟା

ଟ୍ରେନ୍‌ ସମ୍ମୁଖକୁ ଡେଇଁ ଓଡ଼ିଆ ସେନା ଅଧିକାରୀଙ୍କ ଆତ୍ମହତ୍ୟା ପୂର୍ବରୁ ମଧ୍ୟ ଆଉ ଏକ ଟ୍ରେନ୍‌‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା ପାଇଁ ପ୍ରୟାସ କରିଥିଲେ ଅଫିସ୍‌ ଗାଡ଼ିରେ ରେଲ୍‌ୱେ ଷ୍ଟେସନରେ ପହଞ୍ଚିଥିଲେ ଓ ୟୁନିଫର୍ମରେ ଥିଲେ ମୁମ୍ବାଇ(ସୁରେଶ ଦାଶ): ମହାରାଷ୍ଟ୍ରର ପୁଣେ ରେଲ୍‌ୱେ ଷ୍ଟେସନରେ ଜଣେ ଓଡ଼ିଆ ସେନା ଅଧିକାରୀ ଟ୍ରେନ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି। ମୃତ ସେନା ଅଧିକାରୀ ଭୁବନେଶ୍ୱରର ବ୍ରିଗେଡିୟର ଅନନ୍ତ […]

  • Tuesday, 13 July 2021
biriyani
ମାଗଣାରେ ବିରିୟାନୀ ବାଣ୍ଟୁଛନ୍ତି ଏହି ମହିଳା

ଚେନ୍ନାଇ: ମହାମାରୀ କରୋନା ଯୋଗୁ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଅନୁଷ୍ଠାନ ଓ ଲୋକମାନେ ସହାୟତାର ହାତ ବଢ଼ାଇଛନ୍ତି। ଏମାନେ ଲୋକଙ୍କୁ ମାଗଣାରେ ଖାଇବା ଯୋଗାଇବା ସହ ଅନ୍ୟାନ୍ୟ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି। ଯାହାର ଉଦାହରଣ ଦେଖିବାକୁ ମିଳିଛି ତାମିଲନାଡୁରେ। ଏଠାରେ ଜଣେ ମହିଳା ଲୋକଙ୍କୁ ମାଗଣାରେ ବିରିୟାନୀ ଖାଇବାକୁ ଦେଉଛନ୍ତି। ଯେଉଁମାନଙ୍କ ପାଖରେ ଟଙ୍କା ନାହିଁ ଓ ସେମାନେ ଭୋକିଲା ଅଛନ୍ତି, ସେମାନଙ୍କୁ ମାଗଣାରେ […]

  • Tuesday, 13 July 2021