ନୂଆଦିଲ୍ଲୀ: ସବୁ ରାସନ୍ କାର୍ଡ ସହିତ ଆଧାର ନମ୍ବରକୁ ଲିଙ୍କ କରିବା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆସନ୍ତା ସେପଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହି ସମୟ ପର୍ଯ୍ୟନ୍ତ ଆଧାର ନମ୍ବର ଲିଙ୍କ କରି ନ ଥିବା କୈଣସି ହିତାଧିକାରୀଙ୍କୁ ସେମାନଙ୍କ କୋଟାର ଖାଦ୍ୟ ଶସ୍ୟରୁ ବଞ୍ଚିତ କରାଯିବ ନାହିଁ। ଏ ନେଇ ସ୍ପଷ୍ଟ କରିଛି ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ। ଆଧାର ନମ୍ବର ସହ ଲିଙ୍କ କରି […]
ଉପକୂଳ ମୁହାଁ ବାତ୍ୟା ୟାସ୍। ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ଗର୍ଜନ କରି ମାଡ଼ି ଆସୁଛି ବାତ୍ୟା। ତେବେ ଆପଣଙ୍କ ମନରେ ସାଧାରଣ ଭାବରେ ପ୍ରଶ୍ନ ଉଙ୍କି ମାରୁଥିବ ଏହି ବାତ୍ୟାର ସୃଷ୍ଟି ସମୁଦ୍ରରେ କେମିତି ସୃଷ୍ଟି ହୁଏ ଓ ତାହାର ନାମକରଣ କେମିତି ହୁଏ?
ସମ୍ଭାବ୍ୟ ବାତ୍ୟା ୟାସ୍ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ବରିଷ୍ଠ ମନ୍ତ୍ରୀ ଓ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବମାନେ ମଧ୍ୟ ଉପସ୍ଥିତ ଥିଲେ
ଦେଶରେ କମୁଛି ସଂକ୍ରମଣ। ଆଜି ମୋଟ୍ ୩୭୪୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ କରୋନାଜନିତ ମୃତ୍ୟୁସଂଖ୍ୟା ୨ ଲକ୍ଷ ୯୯ ହଜାର ୨୬୬କୁ ବୃଦ୍ଧି ପାଇଛି।
ଏହି ବାତ୍ୟା ୨୬ ତାରିଖରେ ଓଡ଼ିଶାର ଉତ୍ତର ଉପକୂଳ, ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଅଛି
କେବେ ଓ କେମିତି ହେବ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା? ଏହାକୁ ଚାହିଁ ରହିଛନ୍ତି ରାଜ୍ୟ ବୋର୍ଡ। ଏନେଇ ଆଜି ବସୁଛି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ।
ସମୁଦ୍ରରେ ସେନାର ମେଗା ସର୍ଚ ଅପରେସନ। ସାମୁଦ୍ରିକ ଝଡ଼ ତାଉତେ ପ୍ରଭାବରେ ବୁଡି ଯାଇଥିବା ଭାସମାନ ଆଶ୍ରୟସ୍ଥଳୀ ବା ବାର୍ଜରେ ଥିବା ONGC କର୍ମଚାରୀଙ୍କୁ ଠାବ ଲାଗି ଅହରହ ଉଦ୍ୟମ ଅପରେସନରେ ସାମିଲ ହୋଇଛନ୍ତି ନୌସେନାର ମାଳମାଳ ଯୁଦ୍ଧ ଜାହାଜ
କରୋନା ମହାମାରୀ ସାରା ଦେଶରେ କାୟା ବିସ୍ତାର କରିଚାଲିଥିବା ବେଳେ ପୁଣି ଏକ ନୂଆ ରୋଗ୍ ବ୍ଲାକ୍ ଫଙ୍ଗସ୍ ଆସିଛି। ଏହି ଭୂତାଣୁରେ ଅନେକ ଲୋକ ସଂକ୍ରମିତ ମଧ୍ୟ ହେଲେଣି।
ଟ୍ରେନ୍ ଚଳାଚଳ ଉପରେ ପ୍ରଭାବ ପକାଇଲା କରୋନା। ଏଣିକି ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ସପ୍ତାହକୁ ୨ ଦିନ ଚାଲିବ। ଯାତ୍ରୀ ହେଉନଥିବା ତଥା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଏମିତି ପଦକ୍ଷେପ ନେଇଛି ରେଳବାଇ।
ଦେଶରେ ମହାମାରୀ କରୋନା ଭାଇରସର ହାହାକାର ମଧ୍ୟରେ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ବା ଆଇସିଏମ୍ଆର ପକ୍ଷରୁ କୋଭିଡ୍ -୧୯ ଟେଷ୍ଟ ପାଇଁ ନୂଆ ଆଡଭାଇଜାରୀ ଜାରି କରାଯାଇଛିି।
କରୋନା ସଂକ୍ରମିତଙ୍କ ପାଖରେ ମାସ୍କଠାରୁ ଆରମ୍ଭ କରି ଖାଦ୍ୟ ପର୍ଯ୍ୟନ୍ତ ସମସ୍ତ ସୁବିଧା ପହଞ୍ଚାଇବା ଲକ୍ଷରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା
ବାତ୍ୟା ତାଉତେ ପାଇଁ ଗୁଜରାଟକୁ ମିଳିଲା ୧ ହଜାର କୋଟିର ସହାୟତା । ବାତ୍ୟାଞ୍ଚଳ ପରିଦର୍ଶନ ପରେ ଘୋଷଣା ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ଷୟକ୍ଷତି ଆକଳନ ପାଇଁ ମନ୍ତ୍ରୀସ୍ତରୀୟ ଟିମ୍ ପଠାଇବ କେନ୍ଦ୍ର ଏହାସହ ମୃତକଙ୍କ ପରିବାରକୁ ୨ ଲକ୍ଷ, ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ଘୋଷଣା କଲେ କେନ୍ଦ୍ର ସରକାର।
ବାତ୍ୟା ତାଉତେର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଅପରାହ୍ନରେ ସେ ଗୁଜରାଟ ଓ ଡିଉ ଅଞ୍ଚଳର ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି
ଦେଶରେ ଭୟଙ୍କର ହେଲାଣି କରୋନା। କୁହାଯାଉଛି କରୋନା ଭ୍ୟାକ୍ସିନ ନେବା ପରେ ବି ଅଦୃଶ୍ୟ ମହାମାରୀରୁ ମିଳୁନାହିଁ ମୁକ୍ତି। ଅର୍ଥାତ୍ କରୋନା ଭ୍ୟାକ୍ସିନ ନେବା ପରେ ପୁଣି ଥରେ କରୋନା ହୋଇପାରେ ବୋଲି ସୂଚନା ମିଳିଛି।
ଭାରତରେ ପହଞ୍ଚିଲା ‘ସ୍ଫୁଟନିକ-ଭି’ ଭ୍ୟାକସିନ । ଋଷିଆରୁ ବିମାନରେ ଆସି ହାଇଦ୍ରାବାଦରେ ପହଞ୍ଚିଲା ଟିକା। ସ୍ୱତନ୍ତ୍ର ବିମାନରେ ଏହି ଟିକା ଭାରତରେ ପହଂଚିଥିବା ନେଇ ସୂଚନା ମିଳିଛି