• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

augusta case
ଜେରା ବେଳେ ମିସେଲ ପରୋକ୍ଷରେ ସୋନିଆଙ୍କ ନାଁ ନେଲେ

ନୂଆଦିଲ୍ଲୀ : ଅଗଷ୍ଟା ୱେଷ୍ଟଲାଣ୍ଡ ଭିଭିଆଇପି ଚପ୍‌ର ଦୁର୍ନୀତି ମାମଲାରେ କୋର୍ଟରେ ହାଜର ହୋଇଛନ୍ତି ମଧ୍ୟସ୍ଥି ଖ୍ରୀଷ୍ଟିଆନ୍ ମିସେଲ୍। ଇଡି ପକ୍ଷରୁ ତାଙ୍କୁ ଆଜି ଦିଲ୍ଲୀ ପତିଆଲା ହାଉସ୍ କୋର୍ଟରେ ହାଜର କରାଯାଇଛି। ତେବେ ମାମଲାକୁ ନେଇ ସଙ୍ଗୀନ ଏବଂ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଲଗାଇଛି ଇଡି। ପଚରାଉଚରା ବେଳେ ଖ୍ରୀଷ୍ଟିଆନ୍ ମିସେଲ୍ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନାଁ ନେଇଥିବା କୋର୍ଟଙ୍କୁ ଜଣାଇଛି ଇଡି। କେବଳ ଏତିକି ନୁହଁ ତଦନ୍ତ ବେଳେ ଇଟାଲିଅନ୍ ମହିଳାଙ୍କ ପୁଅ କହି […]

  • Friday, 16 July 2021
u1
୪ ଦିନରେ ୧୦୦ ଟପିଲାଣି ମଦ ମୃତ୍ୟୁ ସଂଖ୍ୟା

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ମଦ ମୃତ୍ୟୁ ବିଭୀଷିକାରେ ୪ ଦିନ ଭିତରେ ମୃତ୍ୟୁ ସଂଖ୍ୟା ୧୦୦ ଟପିଲାଣି। ଏହି ଘଟଣାରେ ୨୧୫ ଜଣଙ୍କୁ ଗିରଫ କରାଯାଇଛି। ଏହାସହ ୫ ଜଣିଆ SIT କମିଟି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡ ଅଞ୍ଚଳରେ ବିଷାକ୍ତ ମଦ ବ୍ୟବସାୟ ଚାଲିଛି ବୋଲି ଉତ୍ତରପ୍ରଦେଶ ଅବକାରୀ ମନ୍ତ୍ରୀ କହିଛନ୍ତି। ଶାହରନପୁର ଜିଲ୍ଲା ଉତ୍ତରାଖଣ୍ଡ ରାଜ୍ୟକୁ ଲାଗିଥିବାରୁ ସେମାନେ ସେଠାରେ ବିଷାକ୍ତ ମଦ ପିଇଥିବା ମନ୍ତ୍ରୀ […]

  • Friday, 16 July 2021
priyanka
ରାଜନୀତି ମଇଦାନକୁ ଓହ୍ଲାଇଲେ ପ୍ରିୟଙ୍କା ଗାନ୍ଧି

ଲକ୍ଷ୍ନୌ: ରାଜନୀତି ମଇଦାନକୁ ଓହ୍ଲାଇଲେ ପ୍ରିୟଙ୍କା ଗାନ୍ଧି। AICC ସାଧାରଣ ସଂପାଦକ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ଲକ୍ଷ୍ନୌରେ ପ୍ରିୟଙ୍କା ରୋଡ୍‌ ଶୋ’ କରିଛନ୍ତି। ଭାଇ ରାହୁଲ ଗାନ୍ଧି ଓ ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳ ଦାୟିତ୍ୱରେ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ରୋଡ୍‌ ଶୋ’ ରେ ସାମିଲ ଅଛନ୍ତି। ଲକ୍ଷ୍ନୌ ବିମାନବନ୍ଦରରୁ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ରୋଡ୍‌ ଶୋ’ ଅନୁଷ୍ଠିତ ହେଉଛି। ପ୍ରିୟଙ୍କାଙ୍କ ରୋଡ୍ ଶୋ’ କୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ […]

  • Friday, 16 July 2021
winter
ଉତ୍ତର ଭାରତରେ ଭୀଷଣ ଶୀତ ଲହରୀ

ନୂଆଦିଲ୍ଲୀ : ଉତ୍ତର ଭାରତରେ ଭୀଷଣ ଶୀତ ଲହରୀ ଜାରି ରହିଛି। ଗତ ଏକ ସପ୍ତାହ ଧରି ହରିଆଣା, ପଂଜାବରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏପରିକି ଅନେକ ସ୍ଥାନରେ ତାପମାତ୍ରା ସାଧାରଣ ସ୍ତରଠାରୁ ଅନେକ ତଳେ ରହିଛି। ହରିଆଣାର କର୍ଣ୍ଣାଲରେ ତାପମାତ୍ରା ଶୂନ ଡିଗ୍ରୀ ରେକର୍ଡ କରାଯାଇଛି।  ହିସାର, ଅମ୍ବାଲା, ନର୍ଣ୍ଣଲ, ରୋହତକ, ଭିୱାନୀ, ସିର୍ସା ଅଂଳଚରେ ତାପମାତ୍ରା ୪ଡିଗ୍ରୀ ତଳେ ରହିଛି। ସେହିପରି ପଂଜାବର ଅଦମପୁରରେ ସର୍ବନିମ୍ନ ତାପମାତ୍ରା ୦.୨ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। […]

  • Friday, 16 July 2021
bihar
ବିହାରରେ ଏନ୍‌ଡିଏ ଆସନ ବୁଝାମଣା ବିବାଦ ତୁଟିଲା

ନୂଆଦିଲ୍ଲୀ :  ଆସନ ବୁଝାମଣାକୁ ନେଇ ବିହାରରେ ଏନ୍‌ଡିଏରେ ଦେଖାଦେଇଥିବା ଅସନ୍ତୋଷ ଦୂର ହୋଇଛି। ରାଜ୍ୟରେ ବିଜେପି ଓ ସଂଯୁକ୍ତ ଜନତା ଦଳ ପ୍ରତ୍ୟେକ ୧୭ଟି ଲେଖାଏଁ ଆସନରେ ଲଢ଼ିବେ। ଅନ୍ୟତମ ସହଯୋଗୀ ଦଳ ଲୋକ ଜନଶକ୍ତି ପାର୍ଟି ୬ଟି ଆସନରେ ପ୍ରାର୍ଥୀ ଦେବ। ଏହାସହ ଏଲ୍‌ଜେପି ନେତା ତଥା କେନ୍ଦ୍ର ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କୁ ରାଜ୍ୟସଭା ପଠାଯିବ ବୋଲି ସହମତି ହୋଇଛି। ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, […]

  • Friday, 16 July 2021
r11
ସାରଦା ଚିଟ୍‌ଫଣ୍ଡ ମାମଲା; କୋଲକାତା ପୁଲିସ୍‌ କମିଶନର୍‌ଙ୍କୁ ଜେରା କରିବ ସିବିଆଇ

କୋଲକାତା: ସାରଦା ଚିଟ୍‌ଫଣ୍ଡ ମାମଲାରେ ସିବିଆଇ କୋଲକାତା ପୁଲିସ୍‌ କମିଶନର୍‌ ରାଜୀବ କୁମାରଙ୍କୁ ଜେରା କରିବ। ଏଥିପାଇଁ ଜିଲ୍ଲାର ସିବିଆଇ ଟିମ୍‌ ମେଘାଳୟ ରାଜଧାନୀ ଶିଲଂରେ ପହଞ୍ଚିଛି। ଅନ୍ୟପଟେ ରାଜୀବ କୁମାର ଶିଲଂରେ ଥିବା ସିବିଆଇ ଅଫିସରେ ପହଞ୍ଚିଛନ୍ତି। ପୂର୍ବରୁ ସାରଦା ଚିଟ୍‌ଫଣ୍ଡ ମାମଲାରେ ତଦନ୍ତ କରୁଥିବା ସିବିଆଇ କୋଲକାତାସ୍ଥିତ କମିଶନର ରାଜୀବ କୁମାରଙ୍କ ଘରକୁ ଯାଇଥିବା ବେଳେ ପୁଲିସ୍‌-ସିବିଆଇ ଟିମ୍‌ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା। ସୁପ୍ରିମକୋର୍ଟ ମାମଲାର […]

  • Friday, 16 July 2021