• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Man Killed Wife

man killed wife
ପରକୀୟା ପ୍ରୀତି ସନ୍ଦେହରୁ ଜଘନ୍ୟ କାଣ୍ଡ : ଗର୍ଭବତୀ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର : ରାଜଧାନୀରେ ଜଘନ୍ୟ କାଣ୍ଡ। ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ପରକୀୟା ପ୍ରୀତି ସନ୍ଦେହରୁ ଏଭଳି ଜଘନ୍ୟ କାଣ୍ଡ ଘଟିଛି। ଏହି ଘଟଣା ଘଟିଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପାଟଦେଇ ବସ୍ତିରେ। ମିଳିଥିବା ସୂଚନା ଅନୁସାରେ,ପତ୍ନୀର ଚରିତ୍ରକୁ ସନ୍ଦେହ କରି ଅଭିଯୁକ୍ତ ସ୍ୱାମୀ ବିଭୀଷଣ ପ୍ରଥମେ ତଣ୍ଟି ଚିପି ମାରିଦେଇଥିଲା ।  ତା ପରେ ଛିଣ୍ଡା ଲୁଗା ପକାଇ ମୃତଦେହରେ ନିଆଁ ଲଗାଇଥିଲା। ପଡ଼ୋଶୀମାନେ ଏହି ନିଆଁକୁ ଦେଖିବା ପରେ ଘଟଣା ପଦାକୁ ଆସିଥିଲା।  […]