• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ଦଜ
ବିନା ପଞ୍ଜୀକରଣରେ ଓଡ଼ିଶା ଫେରି ପାରିବେନି ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ବିନା ପଞ୍ଜୀକରଣରେ ଓଡ଼ିଶା ଫେରି ପାରିବେନି ପ୍ରବାସୀ ଓଡ଼ଆ। ଲକ୍‌ଡାଉନ୍ ଖୋଲିବା ପରେ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ଆକୁ ଫେରିବାକୁ ଥିବାରୁ ସେମାନେ କିଭଳି ଆସିବେ, ସେ ନେଇ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଦେଶର ବିଭିନ୍ନ ସ୍ଥାନରେ ଥିବା ଲକ୍ଷ ଲକ୍ଷ ଲୋକ ଓଡ଼ିଆ ଫେରିବାକୁ ବ୍ୟଗ୍ର ଥିବାରୁ ସେମାନେ ପ୍ରଥମେ ରେଜିଷ୍ଟ୍ରେସନ କରିବା ଜରୁରୀ ବୋଲି କହିଛନ୍ତି ପଞ୍ଚାୟତିରାଜ ସଚିବ। ପଞ୍ଜିକରଣ ପାଇଁ ରାଜ୍ୟ ସରକାର ଏକ ପୋର୍ଟାଲ ଖୋଲିଛନ୍ତି। ବ୍ୟକ୍ତି […]

  • Monday, 26 July 2021
lol
ଭଦ୍ରକ ବାସୁଦେବପୁର ବ୍ଲକର ୯ଟି ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ୯ଟି ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ମୋଟ୍ ୯ଟି ପଞ୍ଚାୟତକୁ ୪ଟି ଜୋନ୍‌ରେ ଭାଗ କରି କଣ୍ଟେନ୍‌ମେଣ୍ଟ ଘୋଷଣା ହୋଇଛି। ଜୋନ୍-୧ରେ ପଦ୍ମପୁର, ଲୁଙ୍ଗା, ସୁଗୋ ଓ ଏରତାଳ ପଞ୍ଚାୟତ ରହିଛିା ଏଥିରେ ମୋଟ୍ ୮ଟି ଗାଁ ରହିଛି। ସେହିପରି ଜୋନ୍-୨ରେ ଖରିଦା ବିନାୟକପୁର ଓ ଗୁଆଗାଡ଼ିଆ ପଞ୍ଚାୟତ ରହିଛି। ଏହି ଅଞ୍ଚଳରେ ୬ଟି ଗାଁ ରହିଛି। ଜୋନ୍-୩ରେ ଲକ୍ଷ୍ମୀଦାସପୁର, ବାଲିମେଡ଼ ରହିଛି ଯାହା ମଧ୍ୟରେ ୭ଟି ଗାଁ […]

  • Monday, 26 July 2021
police
କର୍ତ୍ତବ୍ୟକୁ ପ୍ରାଥମିକତା ଦେଇ, ନିଜର ବାହାଘର ଘୁଞ୍ଚାଇଦେଲେ ଦୁଇ ମହିଳା ପୋଲିସ

ସୁନ୍ଦରଗଡ଼: ସମଗ୍ର ଦେଶରେ କରୋନା ଭାଇରସ ଦିନକୁ ଦିନ ଚିନ୍ତାକୁ ବଢ଼ାଇବାରେ ଲାଗିଛି। ଏହି ମହାମାରୀ ଭାଇରସ ବିରୋଧରେ ଚାଲିଥିବା ଯୁଦ୍ଧରେ ଆଗ ଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର ଓ ପୋଲିସ l ନିଜ ପରିବାରକୁ ପର କରି ସେମାନେ ଦିନରାତି ଏକ କରିଦେଇଛନ୍ତି ମାନବ ଜାତିକୁ ରକ୍ଷା କରିବା ପାଇଁ । ଏପରି ସ୍ଥିତିରେ ବ୍ୟକ୍ତିଗତ ସ୍ୱାର୍ଥ ସେମାନଙ୍କ ଆଗରେ ତୁଚ୍ଛ ହୋଇଛି l ଏପରି କ୍ଷେତ୍ରରେ ଉଦାହରଣ ସାଜିଛନ୍ତି ଓଡିଶା ପୁଲିସର ଦୁଇ ମହିଳା […]

  • Monday, 26 July 2021
pratap sadangi
ସମସ୍ତ ସେବାୟତଙ୍କୁ ଆର୍ଥିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି 

ଭୁବନେଶ୍ୱର: ସେବାୟତଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ସେ କହିଛନ୍ତି ଯେ,ଜଗନ୍ନାଥ ମନ୍ଦିର ପୂଜକଙ୍କୁ ୫ ହଜାର ଟଙ୍କା ଦେବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ସେହିପରି ରାଜ୍ୟର ଅନ୍ୟ ସେବାୟତଙ୍କୁ ୫ ହଜାର ଲେଖାଏଁ ଦିଅନ୍ତୁ ବୋଲି ପ୍ରତାପ ଷଡ଼ଙ୍ଗୀ ଅନୁରୋଧ କରିଛନ୍ତି। ଏପରି ସହାୟତା ଲକଡାଉନ କାଳରେ ପୂଜକଙ୍କ ପାଇଁ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ରାଜ୍ୟର ବିଭିନ୍ନ ସରକାରୀ ଓ […]

  • Monday, 26 July 2021
revensa university
ମେ’ ୩ ଯାଏ ବନ୍ଦ ରହିବ ରାଜ୍ୟର ଏଇ ଦୁଇ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: କରୋନା ସ୍ଥିତିକୁ ଦେଖି  ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ମେ’ ୩ ତାରିଖ ଯାଏ ବନ୍ଦ ରହିବ ବୋଲି ଜଣାଯାଇଛି। ରାଜ୍ୟର ଏହି ୨ ପ୍ରମୁଖ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରେଭେନ୍ସାରେ ୧୭ ଜୁନ୍ ଯାଏ କ୍ଲାସ୍ ବନ୍ଦ ରହିବ। କିନ୍ତୁ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନରେ ଶିକ୍ଷା ଜାରି ରହିବ। ଏହି ସମୟରେ ଅଫିସ୍ କର୍ମଚାରୀ ଏବଂ ଅନ୍ୟାନ୍ୟ ଷ୍ଟାଫ୍ ଅଫିସରେ ଉପସ୍ଥିତ ରହିବେ। ଖବର ଅନୁଯାୟୀ, […]

  • Monday, 26 July 2021
pg
ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଦାବି କଲା ଏବିଭିପି

ଭୁବନେଶ୍ୱର: ସାରା ଦେଶରେ ଲକ୍‌ଡାଉନ୍‌ ଯୋଗୁଁ ଶିକ୍ଷା ବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରିଛି। ତେବେ ଏହି ଜରୁରୀକାଳୀନ ପରିସ୍ଥିତିରେ ରାଜ୍ୟର ବିଶ୍ୱବିଦ୍ୟାଳୟ ଶିକ୍ଷାକୁ ସଠିକ ମାର୍ଗରେ ପରିଚାଳନା କରିବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଦାବିପତ୍ର ଦେଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। କରୋନା ଭାଇରସର ପ୍ରଭାବ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସମ୍ପୁର୍ଣ୍ଣ ପଙ୍ଗୁ କରିଦେଇଛି। ଛାତ୍ରଛାତ୍ରୀ ମାନେ ଆଗକୁ ଆସୁଥିବା ପ୍ରବେଶିକା ପରୀକ୍ଷାକୁ ନେଇ ଚିନ୍ତିତ। ରାଜ୍ୟର […]

  • Monday, 26 July 2021
Untitl..................
ମେଡିକାଲ ଫେରାଇଦେଲା, ରାସ୍ତାରେ ପ୍ରସବ କଲେ ମହିଳା

ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ରାସ୍ତାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏଠାରେ ବି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଦୁଃଖ। ଉପଯୁକ୍ତ ଚିକିତ୍ସା ନ ପାଇ ରାସ୍ତାରେ ପ୍ରସବ କରିଛନ୍ତି ଜଣେ ମହିଳା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତ୍ର ୫୦ ମିଟର ଦୂରରେ ରାସ୍ତା ଉପରେ ଏଭଳି ଘଟଣା ଘଟିଛି। ଡାକ୍ତରଙ୍କ ଦାୟିତ୍ୱହୀନତା ଯୋଗୁ ଘଟଣାଟି ଘଟିଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଚାନ୍ଦବାଲି  ଭୂଇଁବୃତ୍ତି ପଞ୍ଚାୟତର ନୂଆଗାଁର ମିନତିଙ୍କୁ ପ୍ରସବ ନିମନ୍ତେ ଚାନ୍ଦବାଲି […]

  • Monday, 26 July 2021
taos
କଟକ ସହରର ୪ଟି ପରିବା ବଜାରର ସ୍ଥାନାନ୍ତରଣ

କଟକ: କଟକ ସହରର ୪ଟି ପରିବା ବଜାରର ସ୍ଥାନାନ୍ତରଣ କରିଛି କମିଶନରେଟ ପୋଲିସ୍। ନୟାସଡ଼କରେ ବସୁଥିବା ବଜାର ଶିଶୁଭବନ ସାମ୍ନା ରିଙ୍ଗ୍‌ରୋଡକୁ ସ୍ଥାନାନ୍ତର କରାଯାଇଛି। ସେହିଭଳି କୃଷକ ବଜାରର ପରିବା ମାର୍କେଟ ଅଶ୍ୱିନୀ ହସ୍ପିପିଟାଲ ନିକଟ୍ ୪ ଲେନ୍‌କୁ ସ୍ଥାନାନ୍ତର କରାଯାଇଛି। ବାଲୁବଜାରର ଅନ୍ୟ ଦୋକାନୀମାନେ ଏବେ ଜଣେ ଜଣଙ୍କଠାରୁ ୧୨ ଫୁଟ୍ ବ୍ୟବଧାନରେ ବସିବେ। ଏଥିସହିତ ନୂଆବଜାର ପରିବା ବଜାର TOP ନିକଟ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ଛତ୍ରବଜାର ପରିବା ବଜାର ଖାନନଗର ନିକଟ ୨ଟି […]

  • Monday, 26 July 2021
ol
ଛିଡ଼ି ପଡ଼ିଲା ୧୧ କେଭି ତାର; ଜଳିଗଲା ୨୦ ଦୋକନା

ରାଉରକେଲା:ରାଉରକେଲା ଚ୍ୟାମ୍ୱର ଅଫ୍‌ କମର୍ସ କାର୍ଯ୍ୟାଳୟ ନିକଟରେ ଥିବା ପାର୍କିଂ ଏରିଆରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୨୦ରୁ ଅଧିକ ଦୋକାନ ଘର ପୋଡ଼ି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ୧୧ କେଭି ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଖବର ପାଇ ଦମକଳ ବାହିନୀର ୨ଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। […]

  • Monday, 26 July 2021
SLUM
୧୧୪ ସହରାଞ୍ଚଳ ଗରିବଙ୍କ ପାଇଁ ଶହେ କୋଟିର ପ୍ୟାକେଜ୍‌କୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ୧୧୪ ସହରାଞ୍ଚଳ ଗରିବଙ୍କ ପାଇଁ ସରକାରଙ୍କ ଶହେ କୋଟିର ପ୍ୟାକେଜ୍‌କୁ ନେଇ ପ୍ରଶ୍ନ ଉଠିଛି। ଶହେ କୋଟି ଟଙ୍କାକୁ ଯଦି ୧୧୪ ପୌରାଞ୍ଚଳରେ ଖର୍ଚ୍ଚ କରାଯାଏ ତାହେଲେ ପ୍ରତି ପୌରାପଞ୍ଚଳକୁ ୬ ମାସକୁ ୯୦ ଲକ୍ଷ ଟଙ୍କା ମିଳୁଛି। ଏଭଳି ସ୍ଥିତିରେ ହିସାବକୁ ନେଲେ ପ୍ରତି ପୌରାଞ୍ଚଳ ପାଇଁ ମାସକୁ ମାତ୍ର ୧୫ ଲକ୍ଷ ଟଙ୍କାର ବ୍ୟୟବରାଦ ରହୁଛି, ଯାହା ସମୁଦ୍ରକୁ ଶଙ୍ଖେ ଭଳି। ସେହିପରି ଶହେ କୋଟିର ପ୍ୟାକେଜ୍ ସାଢ଼େ ୪ ଲକ୍ଷ ପରିବାର […]

  • Monday, 26 July 2021
sharai
ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ

କେନ୍ଦୁଝର: ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ସ୍ଥିତ ନିଜ ବାସଭବନରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ସହରାଇ ଓରାମ ଓଡ଼ିଶା ମନ୍ତ୍ରିମଣ୍ଡଳରେ ତିନି ତିନି ଥର ମନ୍ତ୍ରୀ ହୋଇଥିଲେ। ସେହିଭଳି ଚମ୍ପୁଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ପାଞ୍ଚ ପାଞ୍ଚ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା ଥିଲେ ସହରାଇ। ପକ୍ଷାଘାତ ରୋଗର […]

  • Monday, 26 July 2021
farmesd
ଭୂମିହୀନ ଚାଷୀଙ୍କ ପାଇଁ ଚାଷଜମି ଲିଜ୍ ଆଇନ ଆଣିବେ ରାଜ୍ୟ ସରକାର

ଭୁବନେଶ୍ୱର: ଏକାଧିକ ଥର ଭାଗଚାଷୀ ଆଇନ୍ ଆଣିବାରେ ବିଫଳ ହେବାପରେ ଭୂମିହୀନ ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ଚାଷଜମି ଲିଜ୍ ଆଇନ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏହାର ଡ୍ରାଫଟ୍ ପ୍ରସ୍ତୁତ ହେବା ପରେ ଏ ସଂପର୍କରେ ମତାମତ ମଧ୍ୟ ସଂଗ୍ରହ କରାଯାଇଛି। ଲକ୍ ଡାଉନ୍ ପରେ ଏନେଇ ବିଚାର ବିମର୍ଷ କରାଯାଇ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ପ୍ରସ୍ତାବିତ ନୂଆ ଆଇନ୍ ଭୂମିହୀନ ଚାଷୀଙ୍କୁ ସ୍ୱୀକୃତି ଦେବା ସହ ସେମାନଙ୍କୁ ବୀମାଭୁକ୍ତ […]

  • Monday, 26 July 2021
biju 9999
ନିରାଡ଼ମ୍ୱର ଭାବେ ପାଳନ ହେଲା ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ ତମ ପୁଣ୍ୟ ତିଥି। ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ପାଳନ ହେଉଛି ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ। କାରଣ ସାରା ବିଶ୍ୱ କରୋନା ମହାମାରୀକୁ ମୁକାବିଲା କରୁଥିବାବେଳେ, ଏହାକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁବାବୁଙ୍କ ପୁଣ୍ୟ ତିଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।  ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତିଟି ଲୋକର କଲ୍ୟାଣ ଓ ଉନ୍ନତି ପାଇଁ କାର୍ଯ୍ୟ କରିବା […]

  • Monday, 26 July 2021
puri
ପିଲାଙ୍କ ଘରକୁ ଯାଇ ବହି ବାଣ୍ଟିଲେ ଶିକ୍ଷକ

ପୁରୀ: ପୁରୀ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କୁ ବହି ବଣ୍ଟନ କରାଯାଇଛି।  ଲକ୍‌ଡାଉନ ସମୟରେ ଯେପରି ପାଠପଢ଼ାରେ ବ୍ୟାଘାତ ନ ହୁଏ, ସେଥିପ୍ରତି ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କୁ ବହି ବଣ୍ଟନ ଆରମ୍ଭ  କରାଯାଇଛି। ସ୍କୁଲର ଶିକ୍ଷକମାନେ ପିଲାଙ୍କ ଘରକୁ ଯାଇ ଏହି ବହି ବଣ୍ଟନ କରିଛନ୍ତି। ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ସ୍କୁଲ, କଲେଜ ସବୁ ବନ୍ଦ ରହିଛି। ଏହି ସମୟରେ ପିଲାମାନଙ୍କ ପାଠପଢ଼ାରେ ଯେମିତି ବ୍ୟାଘାତ ନ ହୁଏ, ସେଥିପାଇଁ  […]

  • Monday, 26 July 2021
kemiti
ରାଜ୍ୟର କରୋନା ହଟସ୍ପଟ୍ ରାଜଧାନୀରେ କେମିତି ବଢ଼ିଗଲେ ୪୬ ଆକ୍ରାନ୍ତ ?

ଭୁବନେଶ୍ୱର: ରାଜ୍ୟର କରୋନା ହଟସ୍ପଟ୍ ରାଜଧାନୀରେ କେମିତି ବଢ଼ିଗଲେ ୪୬ ଆକ୍ରାନ୍ତ ? ବମିଖାଲ ଓ ସୂର୍ଯ୍ୟନଗର ଭଳି ଛୋଟ ଛୋଟ ଏରିଆରେ କେଉଁ କାରଣରୁ ବ୍ୟାପିଲା ସଂକ୍ରମଣ । ତାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଥିବାବେଳେ ଏଭଳି ସ୍ଥିତିରେ କେମିତି ରହିବେ ସୁରକ୍ଷିତ ସେ ନେଇ ବି ବଢିଛି ଚିନ୍ତା । ସେପଟେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଂକ୍ରମଣ ବ୍ୟାପିବାର କାରଣ ବୁଝାଇଥିବାବେଳେ କେବଳ ବ୍ୟକ୍ତିଗତ ସଚେତନତା ହିଁ କରୋନା ମୁକାବିଲାର ମହାମନ୍ତ୍ର ବୋଲି […]

  • Monday, 26 July 2021
arun sahoo
ଚାଷ ପାଇଁ ୩୦ ଜିଲ୍ଲାରେ ୩୦ ନୋଡାଲ ଅଫିସର ନିଯୁକ୍ତ

ଭୁବନେଶ୍ୱର: କରୋନା ବିପତ୍ତି ମଧ୍ୟରେ ଚାଷ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ୩୦ଟି ଜିଲ୍ଲା ପାଇଁ ୩୦ଜଣ ନୋଡାଲ ଅଫିସର ନିଯୁକ୍ତି କରିଛନ୍ତି। ଏହି ଅଫିସରମାନେ ଜିଲ୍ଲାସ୍ତରରୁ ଆରମ୍ଭ କରି ପଞ୍ଚାୟତସ୍ତର ପର୍ଯ୍ୟନ୍ତ କୃଷି ଅଧିକାରୀମାନଙ୍କ ସହ ଯୋଗାଯୋଗ ରକ୍ଷା କରି ହ୍ୱାଟସଅପ୍ ମାଧ୍ୟମରେ ଦୈନିକ ରିପୋର୍ଟ ସରକାରଙ୍କୁ ଦେବେ। କୃଷି ମନ୍ତ୍ରୀ ଅରୁଣ ସାହୁ ଏଭଳି ବ୍ୟବସ୍ଥାର ତଦାରଖକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ପୂର୍ବାହ୍ନରେ କୃଷି […]

  • Monday, 26 July 2021
megha
ପାଣିପାଗ: ୮ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର: ଆଜି ବି ରାଜ୍ୟରେ କଲବଲ କଲା ତାତି। ୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୧.୭ ଡିଗ୍ରୀ ସହ ତାଳଚେର ଆଜି ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ସେହିପରି ୪୧.୨ ଡିଗ୍ରୀ ସହ ବଲାଙ୍ଗିର ଦ୍ୱିତୀୟ ସ୍ଥାନରେ ରହିଛି। ବୌଦ୍ଦ, ମାଲକାନଗିରି, ସୋନପୁର, ଟିଟିଲାଗଡ, ଅନଗୁଳ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଥିବାବେଳେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୯.୭ ଡିଗ୍ରୀ ସେଲ୍‌ସିୟସ୍ ଥିଲା। ସେପଟେ ରାଜ୍ୟର କିଛି ସ୍ଥାନରେ […]

  • Monday, 26 July 2021
jjk
କୂଳ ଖାଇ ଜନବସତି ଆଡ଼କୁ ମାଡ଼ି ଆସୁଛି ସମୁଦ୍ର

ପୁରୀ: କୂଳଖାଉଛି ସମୁଦ୍ର। ମାଡ଼ି ଆସୁଛି ଜନବସତି ଅଞ୍ଚଳକୁ। ପୁରୀ ଜିଲ୍ଲା ରାଜହଂସ ଠାରୁ ଅଳ୍ପ କିଛି ଦୂରରେ ସମୁଦ୍ର କ୍ରମେ କୂଳ ଖାଇବାରେ ଲାଗିଛି। ସମୁଦ୍ରକୂଳ ଠାରୁ ପ୍ରାୟ ୩୦ ଫୁଟ ଜଙ୍ଗଲ ଭିତରକୁ ଢେଉ ମାଡ଼ି ଆସିବା ସହ ଅନେକ ଝାଉଁ ଗଛ ସବୁକୁ ଉପାଡ଼ି ନେଇଗଲାଣି ସମୁଦ୍ର ଗର୍ଭକୁ। ଫଳରେ ରାଜହଂସ ଇଲାକାରେ ଏକ ମୁହାଣ ସୃଷ୍ଟି ହେବା ଆଶଙ୍କା କରାଯାଉଛି l ଯଦି ଏହି ସ୍ଥାନରେ ମୁହାଣ ଖୋଲେ, ତେବେ ରାଜହଂସ […]

  • Monday, 26 July 2021
Biju-patnaik
ଏଥର ନିରାଡ଼ମ୍ବର ପାଳନ ହେବ ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ। ଚଳିତଥର ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ପାଳନ ହେବ ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ। ସାରା ବିଶ୍ୱ ବର୍ତ୍ତମାନ କରୋନା ମହାମାରୀକୁ ମୁକାବିଲା କରୁଥିବାବେଳେ ଏହାକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସାମାଜିକ ଦୂରତା ରକ୍ଷା କରି ବିଜୁ ଜନତା ଦଳର କର୍ମୀ ଓ ନେତା ନିଜ ନିଜ ଘରେ ବିଜୁ ବାବୁଙ୍କ ଫଟୋଚିତ୍ରରେ […]

  • Monday, 26 July 2021
water
ପାଣି ପାଇଁ ହେଲ୍‌ପ ଲାଇନ୍‌ ନମ୍ବର ଜାରି କଲେ ସରକାର

ଭୁବନେଶ୍ୱର: ଦିନକୁ ଦିନ ଖରା ବଢ଼ିବା ସହ ବିଭିନ୍ନ ସ୍ଥାନରେ ଜଳ ସଂକଟ ଦେଖା ଦେବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି।  ତେଣୁ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ପୃଥକ ପୃଥକ ହେଲ୍‌ପଲାଇନ୍ ନମ୍ବର ଜାରି ହୋଇଛି। ଗ୍ରାମାଞ୍ଚଳରେ ଜଳ ସମସ୍ୟା ଜଣାଇବାକୁ ଟୋଲ୍‌ ଫ୍ରି ନମ୍ବର ୧୯୧୬ ଏବଂ ସହରାଞ୍ଚଳ ପାଇଁ ୧୮୦୦ ୩୪୫୬୭୮୩ ନମ୍ବର ଜାରି […]

  • Monday, 26 July 2021
bisra
ବିଶ୍ରା ଅଞ୍ଚଳରେ କଣ୍ଟେନମେଣ୍ଟ ଅବଧି ଆଉ ୨ ଦିନ ବୃଦ୍ଧି

ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳରେ କଣ୍ଟେନମେଣ୍ଟ ଅବଧିକୁ ଆଉ ୨ ଦିନ ବୃଦ୍ଧି କରାଯାଇଛି। ୪୮ ଘଣ୍ଟା ପାଇଁ ଅବଧି ବୃଦ୍ଧି ହୋଇଥିବା ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ଗତ ୧୨ ତାରିଖରେ ବିଶ୍ରା ଅଞ୍ଚଳର ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା। ତେବେ ସେଠାରେ ରହୁଥିବା ପ୍ରାୟ ୧୫ଶହ ପରିବାରର କଣ୍ଟାକ୍ଟ ଟ୍ରେସିଂ ସମ୍ପୂର୍ଣ୍ଣ ହୋଇପାରି ନଥିବାରୁ ଏବଂ କିଛି ସରକାରୀ […]

  • Monday, 26 July 2021
bisuba sankranti
ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ଉପଲକ୍ଷେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବର୍ଷ ସାରା ଓଡ଼ିଶାବାସୀ ଖୁସିରେ ରୁହନ୍ତୁ ଓ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରନ୍ତୁ ଏନେଇ ମୋଦି ଟ୍ୱିଟ୍‌ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ ବୋଲି ସେ କହିଛନ୍ତି। କରୋନା […]

  • Monday, 26 July 2021
salk
ସୁନ୍ଦରଗଡ଼ ବିଶ୍ରା ବ୍ଲକର କିଛି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା

ସୁନ୍ଦରଗଡ଼: ବିଶ୍ରା ବ୍ଲକରେ ଦୁଇ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହେବା ପରେ ବିଶ୍ରାର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆସିଆନା କଲୋନୀ ଓ ଏହାର ଆଖପାଖ ଅଞ୍ଚଳକୁ ସିଲ୍ କରାଯାଇଛି। ଏ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟଟ୍ରେସିଂ ଲାଗି ଉଦ୍ୟମ ଜାରି ରହିଥିବାରୁ ଏ ଅଞ୍ଚଳକୁ ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଡରେଇକେଲା ବସ ଷ୍ଟପରୁ ପୁରୁଣା ମାର୍କେଟ କଂପ୍ଲେକ୍ସ, ପୁରୁଣା ମାର୍କେଟ କମ୍ପ୍ଲେକ୍ସରୁ ବୁଡେଲଜୋର […]

  • Monday, 26 July 2021