• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

accident
ପିକ୍ଅପ୍ ମରାମତି କରୁଥିଲେ, ଚଢ଼ାଇ ଦେଲା ଟ୍ରକ୍

ଢ଼େଙ୍କାନାଳ: ବେପରୁଆ ଗାଡ଼ିଚାଳନା ନେଇଗଲା ଜୀବନ।  ଘଟଣାଟି ଘଟିଛି ଢ଼େଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥର କଲେଜ ବାଇପାସ୍ ନିକଟରେ। ଗତ ଶୁକ୍ରବାର ଦିନ ଘଟଣା । ଏକ ପିକଅପ୍‌ ଭ୍ୟାନ ରାସ୍ତା ଉପରେ ଛିଡା ହୋଇଥିଲା। ଗାଡ଼ିର ଟାୟାର ଲିକ୍‌ ହୋଇଯିବାରୁ ଡ୍ରାଇଭର ଗାଡ଼ି ତଳେ ବସି ଏହାର ମରାମତି କରୁଥିଲେ । ହଠାତ୍‌ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ପିକ୍ଅପ୍ ଭ୍ୟାନକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଗାଡି ସହ ଡ୍ରାଇଭର […]

  • Monday, 26 July 2021
sambalpur
ଏକା ସାଙ୍ଗରେ ବିଷ ପିଇଦେଲେ ବାପା, ମା’ ଓ ପୁଅ

ସମ୍ବଲପୁର: ପାରିବାରିକ କଳହର  ପରିଣତି କେତେ କରୁଣ ହୋଇପାରେ ତାହା ଦେଖିବାକୁ ମିଳିଛି ସମ୍ବଲପୁର କତରଗା ଥାନା ଲଏଡ଼ା ରୁକୁଡ଼ିହ ଗାଁରେ। ସାମାନ୍ୟ ମତାନ୍ତରକୁ ନେଇ ଗୋଟିଏ ପରିବାରର ୩ଜଣ ଏକସାଥିରେ ବିଷ ପିଇ ଦେଇଛନ୍ତି। ଫଳରେ ଜଣଙ୍କର  ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଲଏଡା-ରୁକିଡିହି ଗାଁ ସୁବେର ମହାନନ୍ଦିଆ କାମଦାମ କରି ପରିପାର ଚଳାନ୍ତି। ଆଜି କୌଣସି କଥାକୁ ନେଇ […]

  • Monday, 26 July 2021
banika
୫ ବିଦେଶ ଫେରନ୍ତା ବ୍ୟକ୍ତିଙ୍କୁ ହାଉସ୍ ଆଇସୋଲେସନ୍‌ରେ ରଖାଗଲା

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଞ୍ଚଳରେ ବିଦେଶରୁ ଫେରୁଥିବା ୫  ବ୍ୟକ୍ତିଙ୍କୁ କରୋନା ସନ୍ଦେହରେ ହାଉସ‌୍‍ ଆଇସୋଲେସନ୍‌ରେ ରଖାଯାଇଛି।  ବର୍ତ୍ତମାନ ଏମାନଙ୍କ ଶରୀରରେ କୌଣସି କରୋନା ଲକ୍ଷଣ ଦେଖାଦେଇନଥିବା ବେଳେ ରିପୋର୍ଟ ନେଗେଟିଭ‌୍‍ ରହିଛି। କିନ୍ତୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସେମାନଙ୍କୁ ହାଉସ୍‌ ଆଇସୋଲେସନ୍‌ରେ ରଖାଯାଇଛି। ଦୀର୍ଘ ୧୪ ଦିନ ଧରି ପ୍ରତ୍ୟେକ ଦିନ ମେଡିକାଲ ଟିମ‌୍‍ ସେମାନଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବେ ବୋଲି ଜଣାଯାଇଛି। ଖବର ଅନୁଯାୟୀ, ବିନିକା ସହରର ଗୋଟିଏ […]

  • Monday, 26 July 2021
finger cutting
ନିଜ ହାତର ଅଙ୍ଗୁଳି କାଟିଦେଲେ ଯୁବକ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଜଣେ ରୋଗୀ ନିଜର ବାମ ହାତର ୪ଟି ଅଙ୍ଗୁଳି କାଟି ଦେଇଛନ୍ତି। ତାଙ୍କ ନାଁ ଗଙ୍ଗା ମାଡ଼କାମୀ। ତାଙ୍କ ଘର ମାଲକାନଗିରି ଜିଲ୍ଲାର ସିଆଡ଼ିମାଳ ଅଞ୍ଚଳରେ ବୋଲି ଜଣାଯାଇଛି। ଯୁବକଜଣକ ଗତ ୯ ତାରିଖରେ ଦୁର୍ଘଟଣାରେ ଆହତ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲର ଅସ୍ଥି ଶଲ୍ୟ ୱାର୍ଡରେ ଭର୍ତ୍ତି ହୋଇଥିଲେ। ସେ ଦୁର୍ଘଟଣା ପରେ ମାନସିକ ଭାବେ ବିଷାଦଗ୍ରସ୍ତ ଥିଲେ। ଆଜି ସେ ମେଡିକାଲ ପରିସରରେ ଥିବା ଶୌଚାଳୟକୁ ଯାଇଥିଲେ। ସେଠାରେ […]

  • Monday, 26 July 2021
puri 99999
ସାଙ୍ଗ ସହ ବୁଲିବାକୁ ଯାଇ ଯନ୍ତ୍ରୀ ନିଖୋଜ

ପୁରୀ: କେନ୍ଦ୍ରାପଡ଼ାର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ପୁରୀ ବୁଲିବାକୁ ଆସି ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ମୁରାରୀ ମୋହନ ଜେନା। ସୋମବାର ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହ ଯୋଗାଯୋଗରେ ଥିଲେ। କିନ୍ତୁ ଏହାପରଠାରୁ ତାଙ୍କର କୌଣସି ପତ୍ତା ମିଳୁନଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୁରାରୀ ମୋହନଙ୍କୁ ଖୋଜିବା ପାଇଁ ତାଙ୍କ ପରିବାର ଲୋକେ ଆସି କେହି ତାଙ୍କୁ ଅପହରଣ କରିଥିବା ନେଇ ସମୁଦ୍ର କୁଳ ଥାନାରେ ଅଭିଯୋଗ କରିଛନ୍ତ। ପରିବାର […]

  • Monday, 26 July 2021
congress
ସରକାରଙ୍କୁ ଘେରିଲେ ବିରୋଧୀ: ଗୃହ ମୁଲତବୀ ରଖିଲେ ବାଚସ୍ପତି

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ୍ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା। ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଛନ୍ତି କଂଗ୍ରେସ ବିଧାୟକ। ଗୃହ ଆରମ୍ଭ ହେବା ପରେ ପରେ ହିଁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସୁର ରାଉତରାୟ, ମହମ୍ମଦ ମୋକିମ୍‌ଙ୍କ ସମେତ ଅନ୍ୟ କଂଗ୍ରେସ ବିଧାୟକ ଗୃହ ମଧ୍ୟ ଭାଗକୁ ଆସି ୟେସ୍ ବ୍ୟାଙ୍କ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ। ଜଗନ୍ନାଥଙ୍କ ଟଙ୍କା ଖାଇଲା କିଏ ସ୍ଲୋଗାନ୍ ଦେଇ ବିରୋଧୀ ସରକାରଙ୍କୁ […]

  • Monday, 26 July 2021
JAGANNATH
୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ଏହା ଏକ ଗୁପ୍ତ ସେବା ଓ ପ୍ରାୟ ୪ ଘଣ୍ଟାର ନୀତି ହୋଇଥିବା କାରଣରୁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଖାର କରିବେ। […]

  • Monday, 26 July 2021
juaa
ଆଇନକୁ ଫୁ: ଜୁଆଖେଳ ଭିଡିଓ ଭାଇରାଲ

କେନ୍ଦୁଝର: ଜୁଆଖେଳ ଭିଡିଓ ଭାଇରାଲ। କେନ୍ଦୁଝର ତେଲକୋଇରେ ଖୁଲମଖୁଲ୍ଲା ଜୁଆଖେଳ ଚାଲିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଏଭଳି ଗୋଟିଏ ନୁହେଁ, ଦୁଇ ଦୁଇଟି ଭିଡିଓ ଘୁରି ବୁଲୁଛି। ତେବେ ଏହି ଭିଡିଓ ତେଲକୋଇ ବ୍ଲକର କୌଣସି ଏକ ସାପ୍ତାହିକ ହାଟର ବୋଲି ଚର୍ଚ୍ଚା ହେଉଛି। ତେଲକୋଇ ଅଂଚଳର କିଛି ଲୋକ ଜୁଆ ଖେଳୁଥିବା ଏବଂ ଅନ୍ୟ କିଛି ଲୋକ ଖେଳ ଆୟୋଜନ କରିଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ତେବେ […]

  • Monday, 26 July 2021
gun
ପେଟ୍ରୋଲ ପମ୍ପରେ ତେଲ ପକାଇଲେ; ପଇସା ମାଗିଲା ବେଳକୁ ବନ୍ଧୁକ ଦେଖାଇଲେ

ଭୁବନେଶ୍ୱର: ପେଟ୍ରୋଲ ପମ୍ପରେ ଦାଦାଗିରି ଦେଖାଇ ମାଗଣାରେ ତେଲ ପକାଇ ଛୁ ମାରିଲେ ଦୁର୍ବୃତ୍ତ। ରାତି ଅଧରେ ପେଟ୍ରୋଲ ପମ୍ପକୁ ଆସିଲେ। ତେଲ ପକାଇବା ପରେ ପଇସା ନଦେଇ ପେଟ୍ରୋଲ୍ ପମ୍ପ କର୍ମୀଙ୍କୁ ବନ୍ଧୁକ ଦେଖାଇ ଡରେଇଲେ, ଆଉ ବାଇକ ଛୁଟେଇ ଛୁ ମାରିଲେ। ଏପରି କିଛି ଘଟଣା ଘଟିଛି ଭୁବନେଶ୍ୱର ସୁନ୍ଦରପଦାର ଏକ ପେଟ୍ରୋଲ ପମ୍ପରେ। ଯେଉଁଠି ଗତ ୯ ତାରିଖ ରାତିରେ ତିନି ଜଣ ଦୁବୃର୍ତ୍ତ ବାଇକ୍‌ରେ ଆସି ପେଟ୍ରୋଲ ପମ୍ପରେ ଆତଙ୍କ ଖେଳାଇଛନ୍ତି। […]

  • Monday, 26 July 2021
rain
ପାଣିପାଗ ଅପ୍‌ଡେଟ୍: ଆଉ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ପାଣିପାଗ ପ୍ରାୟ ଶୁଖିଲା ରହିଛି। ତେବେ ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପୂର୍ବରୁ ୮ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଥିବା ବେଳେ ଏବେ ଆଉ ୪ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି। ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବା ଏହି ୧୨ ଜିଲ୍ଲା ହେଲା- ସୁନ୍ଦରଗଡ଼, ମୟୂରଭଂଜ, ବାଲେଶ୍ୱର, ଢେଙ୍କାନାଳ, ଅନଗୁଳ, ଦେବଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ ଓ ସମ୍ବଲପୁର। ଏହି ସମସ୍ତ ଜିଲ୍ଲାର […]

  • Monday, 26 July 2021
uchhseda
ଏସ୍‌ସିବି ସଂପ୍ରସାରଣ ପାଇଁ ଉଚ୍ଛେଦ କାମ ପୁଣି ଆରମ୍ଭ

କଟକ: ଏସସିବି ମେଡ଼ିକାଲ ସଂପ୍ରସାରଣ ପାଇଁ ଆଜି ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ରାଣୀପାଟ ହିନ୍ଦୁ ସିନେମାଠାରୁ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱରେ ଥିବା ଅଞ୍ଚଳକୁ ଭଙ୍ଗା ଯାଉଛି। ଜୟ ମାଆ ମଙ୍ଗଳା ବସ୍ତିର ଶହେ ଘର ଭଙ୍ଗା ଯିବ। ଆଜି ସକାଳୁ ଏହି ଅଞ୍ଚଳରେ ଉଚ୍ଛେଦ କାର୍ଯ୍ୟ କରାଯାଉଛି। ଏବେଠୁ ଉଚ୍ଛେଦ ହେଉଥିବା ଲୋକଙ୍କୁ ଜଗତପୁର ସ୍ଥିତ ନିମପୁରଠାରେ ଥଇଥାନ କରାଯିବ। ସେଠି ଅସ୍ଥାୟୀ ଟେଣ୍ଟ ଓ ଖାଇବା ବ୍ୟବସ୍ଥା କରାଯାଇଛି। ଏହାସହ କ୍ଷତିପୂରଣ […]

  • Monday, 26 July 2021
f
ଠିକ୍‌ ସମୟରେ ପାରିଶ୍ରମିକ ମିଳୁନଥିବାରୁ ତାତିଲେ କେନ୍ଦୁପତ୍ର ତୋଳାଳି

ବଲାଙ୍ଗୀର: ରାଜରାସ୍ତାକୁ ଓହ୍ଲାଇଲେ ପାଟଣାଗଡ଼ ଡିଭିଜନ୍‌ କେନ୍ଦୁପତ୍ର ତୋଳାଳି। ଆଜି ବିଭିନ୍ନ ଦାବି ନେଇ ହଜାର ହଜାର କେନ୍ଦୁପତ୍ର ତୋଳାଳନି ଆନ୍ଦୋଳନକୁ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।   ପାଟଣାଗଡ଼ା ଡିଭିଜନ୍‌ରେ ଲାଠୋର ଛକରେ ଏମାନେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ। ଫଳରେ ବଲାଙ୍ଗିର-ପାଟଣାଗଡ଼ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।   କର୍ମଚାରୀଙ୍କ ପାରିଶ୍ରମିକ, ପିଲାଙ୍କ ପାଠପଢ଼ା ବାବଦ ଟଙ୍କା, ଏବଂ ବୋନସ୍ ଟଙ୍କା ଠିକ୍ ସମୟରେ ମିଳୁନଥିବାରୁ ଏହାକୁ ନେଇ ଅସନ୍ତୋଷ […]

  • Monday, 26 July 2021
srijit
ସାଙ୍ଗମାନଙ୍କ ସହ ଏସ୍‌ସିବିରେ ହୋଲି ପାଳିଲେ ଶ୍ରୀଜିତ୍‌ ପାଢ଼ୀ

କଟକ: ମାନସିକ ଭାରସାମ୍ୟ ହରାଇ ପାଗଳ ଅବସ୍ଥାରେ ପୁରୀ ବଡ଼ଦାଣ୍ଡରେ ବୁଲୁଥିବା ଉଚ୍ଚଶିକ୍ଷିତ ଶ୍ରୀଜିତ ପାଢ଼ୀ ଏସ୍‌ସିବିରେ ଗତକାଲି ହୋଲି ପାଳିଛନ୍ତି। ଚିକିତ୍ସାଧିନ ଅବସ୍ଥାରେ ଥିବା ଶ୍ରୀଜିତ ପାଢ଼ୀଙ୍କୁ ତାଙ୍କ ବନ୍ଧୁ ଏବଂ ସହପାଠୀ ଭେଟି ହୋଲି ପାଳନ କରିଛନ୍ତି। ଶ୍ରୀଜିତ କଟକ ବଡ଼ଡାକ୍ତରଖାନାର ମାନସିକ ରୋଗ ବିଭାଗରେ ଚିକିତ୍ସାଧିନ ଅଛନ୍ତି। ଏକଦା ରେଭେନ୍ସାର ମେଧାବୀ ଛାତ୍ର ଥିବା ଶ୍ରୀଜିତ ଓଏଏସ ପରୀକ୍ଷାରେ ଦୁଇ ଦୁଇ ଥର ଲିଖିତ ପରୀକ୍ଷା ପାସ କରିଥିଲେ।  କିନ୍ତୁ ଇଣ୍ଟରଭ୍ୟୁରେ ବିଫଳ […]

  • Monday, 26 July 2021
rain
ଆଜିଠୁ ପୁଣି ବର୍ଷା: ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜିଠୁ ପୁଣି ବର୍ଷା ସମ୍ଭାବନା। ଆଗାମୀ ଦୁଇ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା, ବଜ୍ରପାତ ନେଇ ପାଣିପାଗ କେନ୍ଦ୍ରର ସତର୍କ କରାଇଛି। ଆଜି ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା-  ରାୟଗଡ଼ା, କୋରାପୁଟ, ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ସୁନ୍ଦରଗଡ଼। ସେହିଭଳି ୧୨ରେ ଉତ୍ତର, ପଶ୍ଚିମ ଓ ଉପକୂଳ ଓଡ଼ିଶାର […]

  • Monday, 26 July 2021
lop
ବାହା ହେବି କହି ଦିଲ୍ଲୀ ଆଣି ବିକ୍ରି କରିବାକୁ ବସିଥିଲା ପ୍ରେମିକ; ଯୁବତୀ ଜାଣିବା ପରେ...

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ପୁଣି ଯୁବତୀ ବିକ୍ରି ଅଭିଯୋଗ ଆସିଛି। ଏକ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ୨୫ ବର୍ଷୀୟ ଯୁବତୀ ଉଦ୍ଧାର ହୋଇଛି। ଚାନ୍ଦିପୋଷ ଥାନା କୁଚେଇତା ପଞ୍ଚାୟତରୁ ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ପୁରୁଷ ବନ୍ଧୁ ଦିଲ୍ଲୀ ନେଇଯାଇଥିବା ଅଭିଯୋଗ ହୋଇଛି। ଗତ ୩ରେ ଦିଲ୍ଲୀ ପଞ୍ଜାବୀବାଗ୍‌ରେ ଥିବା ଏକ ଅଫିସ୍‌ରେ ପୁରୁଷ ବନ୍ଧୁ ବିକ୍ରି କରିଥିବା ଯୁବତୀ ଜଣକ ଜାଣି ପାରି ତାଙ୍କ ବାପାଙ୍କୁ ଫୋନ୍‌ରେ ଜଣାଇଥିଲେ। ଏନେଇ ଗତ ୫ତାରିଖରେ ଚାନ୍ଦିପୋଷ ଥାନାରେ […]

  • Monday, 26 July 2021
bjd
ରାଜ୍ୟସଭା ପାଇଁ ବିଜେଡି ପ୍ରାର୍ଥୀ ଆଜି ଭରିବେ ନାମାଙ୍କନ

ଭୁବନେଶ୍ୱର: ଆଜି ବିଜେଡି ପ୍ରାର୍ଥୀ ରାଜ୍ୟସଭା ନିର୍ବାଚନ ଲାଗି ନିଜ ନିଜର ନାମାଙ୍କନ ଭରିବେ। ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନିଜର ନାମାଙ୍କନପତ୍ର ଦାଖଲ କରିବେ। ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ୧୩ତାରିଖ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଥିବାରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବିଧାୟକଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିବେ। ଆଶାୟୀ ପ୍ରାର୍ଥୀ  ସଂଖ୍ୟା ଦୃଷ୍ଟିରୁ […]

  • Monday, 26 July 2021
bidhan
ଏଥର ସରକାରଙ୍କୁ ଚାରିପଟୁ ଘେରିବ ବିରୋଧୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ବିରୋଧୀଙ୍କ ହାତରେ ରହିଛି ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ବିଶେଷ କରି ୟେସ୍ ବ୍ୟାଙ୍କରେ ରଖାଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶହ ଶହ କୋଟି ଟଙ୍କାକୁ ନେଇ ସରଗରମ ରହିପାରେ ଗୃହ। ଘରୋଇ ୟେସ୍ ବ୍ୟାଙ୍କ୍‌ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା କିଏ ରଖିଥିଲା ଏବଂ ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ କାହା ନିର୍ଦ୍ଦେଶରେ ରଖାଗଲା, ସେନେଇ ବିଧାନସଭାରେ ଝଡ଼ ଉଠିପାରେ। ଏହାବାଦ୍ ପ୍ରଥମ ପର୍ଯ୍ୟାୟ ଅଧିବେଶନ […]

  • Monday, 26 July 2021
buss
ଶ୍ରୀଜିଉଙ୍କ ଦର୍ଶନ ସାରି ଫେରିବା ବେଳେ ଓଲଟି ପଡ଼ିଲା ବସ୍‌: ୨୫ ଯାତ୍ରୀ...

ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ୍। ନୟାଗଡ଼ ଜିଲ୍ଲା ୫୭ନଂ ଜାତୀୟ ରାଜପଥ ଡିମିରିଝରିଠାରେ ତୀର୍ଥଯାତ୍ରୀ ବସ୍ ଓଲଟି ୨୫ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଗ ଚକ ବାହାରି ଯିବାରୁ ବସ୍‌ଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ବସ୍‌ରେ ମୋଟ ୬୦ ଜଣ ଯାତ୍ରୀ ଥିଲେ ଏବଂ ସମସ୍ତେ ଛତିଶଗଡ଼ର ବୋଲି […]

  • Monday, 26 July 2021
nuirnajn
ସିନ୍ଧିଆ ଦଳ ଛାଡ଼ିବା ପରେ କଡ଼ା ସମାଲୋଚନା କଲେ ନିରଞ୍ଜନ

ଭୁବନେଶ୍ୱର: ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି କଂଗ୍ରେସରୁ ଇସ୍ତଫା ଦେବା ପରେ ମଧ୍ୟପ୍ରଦେଶ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଇସ୍ତଫା ଦେବା ପରେ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗରେ ସିନ୍ଧିଆଙ୍କୁ ବହିଷ୍କାର କରିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି। ସିନ୍ଧିଆଙ୍କ ଦଳ ଛାଡ଼ିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସିନ୍ଧିଆଙ୍କ ଉପରେ କଡ଼ା ପ୍ରହାର କରିଛନ୍ତି ନିରଞ୍ଜନ। କିଛି ନେତାଙ୍କର ସବୁବେଳେ ପଦପଦବୀ ଦରକାର ନହେଲେ ନିର୍ବାଚନ ଜିତିବା ଦରକାର। […]

  • Monday, 26 July 2021
attack
ହୋଲି ଖେଳରେ ଗାଡ଼ି ସାଇଟ୍‌ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ

କଟକ: ହୋଲି ଖେଳକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ  ୧୦ରୁ ଅଧିକ ଆହତ ହୋଇଛନ୍ତି। ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଓ ପଣସପାଟଣା ଗାଁ ମଧ୍ୟରେ ହୋଲି ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି। ସମସ୍ତ ଆହତଙ୍କୁ ଧିରପାଟଣା ଏବଂ ତିଗିରିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘର ପାଖରେ ରଙ୍ଗ ଖେଳୁଥିବା ସମୟରେ ରାସ୍ତାରେ ଗାଡ଼ି ସାଇଡ୍ ମରାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଦୁଇ ଗାଁର ଲୋକେ […]

  • Monday, 26 July 2021
opd
ପୁରୁଖା କଂଗ୍ରେସ କର୍ମୀ ପୁରୀ ବଡ଼ଦାଣ୍ଡରୁ ଉଦ୍ଧାର: ଓଟିଭିକୁ ଧନ୍ୟବାଦ ଦେଲେ ନେତା

ପୁରୀ: ଓଟିଭି ଖବରର ପ୍ରଭାବ। ପୁରୀ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିବା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳର କଂଗ୍ରେସ କର୍ମୀ ଶଙ୍କର ଆଚାର୍ଯ୍ୟ ଓରଫ୍ ଶୁକଦେବଙ୍କୁ ମିଳିଲା ନୂଆ ଠିକଣା। ଜଗତସିଂହପୁର ଜିଲ୍ଲା ଯୁବକଂଗ୍ରେସ ତରଫରୁ ଶଙ୍କରଙ୍କୁ ପୁରୀରୁ ଅଣାଯାଇ ଜଗତସିଂହପୁର ବ୍ଲକ୍ ଅନ୍ତର୍ଗତ ତର୍ତ୍ତଙ୍ଗ ଠାରେ ଥିବା ତ୍ରିନାଥ ଜରା ଆଶ୍ରମରେ ଥଇଥାନ କରାଯାଇଛି। ଉଦ୍ଧାର ବେଳେ ଶଙ୍କର ନିଜକୁ ଜଣେ ପୁରୁଖା କଂଗ୍ରେସ କର୍ମୀ ପରିଚୟ ଦେଇଥିଲେ। ଶଙ୍କରଙ୍କ ଆଖି ଖରାପ ହୋଇଯିବାରୁ ଅସହାୟ […]

  • Monday, 26 July 2021
congress
ଏପେଟେ ହୋଲି ସେପଟେ କରୋନା: ପୁଣି ୯ ଆକ୍ରାନ୍ତ

ନୂଆଦିଲ୍ଲୀ: ସାରା ଦେଶର ରଙ୍ଗର ପର୍ବ ହୋଲି ପାଳନ କରୁଥିବା ବେଳେ ସେପଟେ କାୟା ବିସ୍ତାର କରୁଛି ପ୍ରାଣଘାତୀ କରୋନା ଭାଇରସ୍। ଆଜି ପୁଣିଥରେ କେରଳ ଓ କର୍ଣ୍ଣାଟକାରେ ୯ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୫୬ରେ ପହଞ୍ଚି ଯାଇଛି। କରୋନାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଅନେକ ପଦକ୍ଷେପ ଗ୍ରହଣ କରୁଥିଲେ ହେଁ ଏହି ରୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି କେରଳରେ ୬ […]

  • Monday, 26 July 2021
prakshj
ୟେସ୍‌ ବ୍ୟାଙ୍କ୍‌ରେ ଶ୍ରୀଜଗନ୍ନାଥଙ୍କ ଟଙ୍କାକୁ ନେଇ ସରକାରଙ୍କୁ ସିଧା ଟାର୍ଗେଟ୍‌ କଲେ ସାଉଥ୍‌ ଷ୍ଟାର୍

ନୂଆଦିଲ୍ଲୀ: ବୁଡ଼ିବାକୁ ବସିଥିବା Yes ବ୍ୟାଙ୍କ୍‌ରେ ପ୍ରଭୁ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଥିବାରୁ ଟଙ୍କା ଫେରିବା ନେଇ ରାଜ୍ୟରେ ହଇଚିଇ ସୃଷ୍ଟି ହୋଥିବା ବେଳେ ଏଥିରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସାଉତ୍ ଷ୍ଟାର୍ ପ୍ରକାଶ ରାଜ। ଦେଶର ବିଭିନ୍ନ ଘଟଣାରେ ରୋକ୍‌ଠୋକ୍‌ ମନ୍ତବ୍ୟ ରଖୁଥିବା ପ୍ରାକାଶ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ଜମାକୁ ନେଇ ସରକାରଙ୍କୁ ବ୍ୟାଙ୍ଗ କରିଛନ୍ତି।  ସେ ସିଧା ସରକାରଙ୍କୁ ଏଥିପାଇଁ ଟାର୍ଗେଟ୍ କରିଛନ୍ତି। ସେ ତାଙ୍କ ଟ୍ୱିଟର୍‌ରେ ଲେଖିଛନ୍ତି, “ହେ ଭଗବାନ! ଆପଣଙ୍କୁ […]

  • Monday, 26 July 2021
los
କରୋନା ଭୟ: ହୋଲି ଖେଳ ପାଇଁ ସତର୍କବାଣୀ ଶୁଣାଇଲେ ସରକାର

ଭୁବନେଶ୍ୱର: ଆସନ୍ତାକାଲି ରଙ୍ଗର ପର୍ବ ହୋଲି। କିନ୍ତୁ ଚଳିତ ବର୍ଷ ହୋଲି ପାଇଁ ଦେଖିବାକୁ ମିଳୁନି ସେତେଟା ଉତ୍ସାହ। ହୋଲି ମାର୍କେଟକୁ ମାନ୍ଦା କରିଛି କୋରନା ଭୂତାଣୁ ଭୟ। ରାଜ୍ୟର ବିଭିନ୍ନ ସ୍ଥାନରେ ରଙ୍ଗ ଦୋକାନ ଖୋଲିଥିଲେ ବି ବ୍ୟବସାୟ ମାନ୍ଦା ରହିଛି। କରୋନା ଭୟରେ ଲୋକେ ରଙ୍ଗ କିଣୁନଥିବା ବ୍ୟବସାୟୀ କହିଛନ୍ତି। ଅନ୍ୟପଟେ ହୋଲି କିପରି ଖେଳିବେ ତାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଥିବାରୁ […]

  • Monday, 26 July 2021
wedding copy
'ବାପା ମୁଁ ଭଲରେ ଅଛି, ମୋ ସ୍ୱାମୀଙ୍କୁ ଅସୁବିଧାରେ ପକାଅନି'

ଜଳେଶ୍ୱର: ମୁଁ ଘରୁ ଚାଲିଆସିଛି। ବାହା ହୋଇ ମୋ ସ୍ୱାମୀଙ୍କ ସହିତ ଭଲରେ ଅଛି। ହେଲେ ଆମ ଘର ଲୋକେ ମୁଁ ନିଖୋଜ ହୋଇଥିବା କଥା ଥାନାରେ ଅଭିଯୋଗ କରିଛନ୍ତି। ମୁଁ ଚାହୁଁନି ମୋ ପାଇଁ ମୋ ସ୍ୱାମୀଙ୍କ ପରିବାର ଦୁଃଖରେ ରୁହନ୍ତୁ। ଏପରି ଢଙ୍ଗରେ ନିଜ ସିନ୍ଦୁରର ସୁରକ୍ଷା ପାଇଁ ଗୁହାରୀ କଲେ ନୂଆବୋହୂ। ପ୍ରଥମେ ପ୍ରେମ ଆଉ ତାପରେ ବିବାହକୁ ବିରୋଧ କରୁଥିବା ପରିବାର ବିରୋଧରେ ସୋସାଲ୍ ମିଡ଼ିଆରେ ଏକ ଭିଡ଼ିଓ ପୋଷ୍ଟ କରି […]

  • Monday, 26 July 2021