ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବେଳେବେଳେ ଏଭଳି ଫଟୋ ଭାଇରାଲ ହୋଇଯାଏ, ଯାହାକୁ ଦେଖି ୟୁଜରମାନେ ଖୁସି ହୋଇଯାଆନ୍ତି। ଏନେଇ ଏକ ବର୍ଷ ଶିଶୁର ଏପରି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଶିଶୁଟି ଘର ଚଟିଆ ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି। My son one year old, feeding sparrows and watching them feed, hope the curiosity will stay with him 4ever, at least 20 sparrows 2 […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୦୦୭ ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨ ଲକ୍ଷ ୧୫ ହଜାର ୭୫ ହୋଇଛି । ସେହିପରି ମୃତ୍ୟୁସଂଖ୍ୟା ୪୪ ହଜାର ୩୮୬ ଜଣ ବୋଲି ଜଣାପଡ଼ିଛି । ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ୧୫ ଲକ୍ଷ ୩୫ ହଜାର ୭୪୪ […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ଓ ତାଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ହ୍ୱାଟ୍ସଆପ୍ ସ୍କ୍ରିନ୍ଶଟ୍ ଶେଆର୍ କରିଛନ୍ତି। ଏଥିରେ ଅନେକ କଥାର ଖୁଲାସା ହୋଇଛି। ଭଉଣୀ ପ୍ରିୟଙ୍କାଙ୍କ ବ୍ୟବହାରକୁ ନେଇ ସୁଶାନ୍ତ ଚିନ୍ତା ପ୍ରକଟ କରିଥିବା ରିୟା ଶେଆର୍ କରିଥିବା ଏହି ବାର୍ତ୍ତାଳାପରେ ଜଣାପଡ଼ିଛି। ରିୟା କହିଛନ୍ତି, ସୁଶାନ୍ତ ଭାବୁଥିଲେ ଯେ, ତାଙ୍କ ଭଉଣୀ ‘ସିଦ୍ ଭାଇ’ଙ୍କ ସହ ଚାଲ୍ବାଜି କରୁଛନ୍ତି। ହୁଏତ୍ ଏହି କଥା ସେ ତାଙ୍କ ଭଉଣୀଙ୍କ […]
ମୁମ୍ୱାଇ: ମହାରାଷ୍ଟ୍ରର କଲ୍ୟାଣରୁ ଏକ ଦୁଇ ମୁଣ୍ଡିଆ ସାପକୁ ଉଦ୍ଧାର କରାଯାଇଛି। ବିରଳ ପ୍ରଜାତିର ଏହି ଦୁଇ ମୁଣ୍ଡିଆ ସାପର ନାଁ ରସେଲ ଭାଇପର (Russell Viper) । ଏହି ସାପର ଲମ୍ୱ ୧୧ ସେଣ୍ଟିମିଟର। ସାପର ଯାଆଁଳା ମୁଣ୍ଡର ଲମ୍ୱ ୨ସେମି ପାଖାପାଖି ବୋଲି ଜଣାପଡ଼ିଛି। Double danger😳😳 Two headed Russell’s Viper rescued in Maharashtra. Genetic abnormality and hence low survival rates in the wild. The Russell’s […]
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣ ପାଇଁ ଆଉ ଦେଢ଼ ମାସରୁ କମ୍ ସମୟ ବାକି ରହିଲା। କିନ୍ତୁ ଏପର୍ଯ୍ୟନ୍ତ ଆଇପିଏଲର ଟାଇଟଲ୍ ସ୍ପନସର୍ କିଏ ହେବ, ତାହା ଧାର୍ଯ୍ୟ ହୋଇପାରିନାହିଁ। ଆଇପିଏଲର ୧୩ଶ ସଂସ୍କରଣରୁ ଚାଇନିଜ୍ ମୋବାଇଲ୍ କମ୍ପାନୀ ‘ଭିଭୋ’ ହଟିବା ପରେ ଏବେ ନୂଆ ପ୍ରାୟୋଜକ ପାଇଁ ବାଟ ଫିଟିଛି। ଏଭଳି ସ୍ଥିତିରେ ଯୋଗଗୁରୁ ବାବା ରାମଦେବଙ୍କ ‘ପତଞ୍ଜଳି’ ମଧ୍ୟ ଏହି ଦୌଡ଼ରେ ସାମିଲ୍ ହୋଇଛି। ତେବେ ଏ ନେଇ ବିସିସିଆଇ […]
ମୁମ୍ବାଇ: ନିଶ୍ୱାସ ନେବାରେ ସମସ୍ୟା ହେବା କାରଣରୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭତ୍ତି ହୋଇଥିବା ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ସୁସ୍ଥ ହୋଇ ଘରେ ପହଞ୍ଚିଛନ୍ତି। ନିଶ୍ୱାସ ନେବାରେ ସମସ୍ୟା ହେବାରୁ ସଞ୍ଜୟ ଦତ୍ତଙ୍କୁ ୮ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହା ପରେ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ତେବେ ତାଙ୍କର କରୋନା ଟେଷ୍ଟ ନେଗେଟିଭ୍ ଆସିଥିବା ଖୋଦ୍ ସଞ୍ଜୟ ଦତ୍ତ କହିଥିଲେ। ଏହା ପରେ ତାଙ୍କୁ ଅଣ-କୋଭିଡ୍ ୱାର୍ଡରେ ରଖାଯାଇଥିଲା। ତେବେ ଆଜି ତାଙ୍କୁ […]
ମୁମ୍ୱାଇ: ୧୪ବର୍ଷ ପରେ ବ୍ୟକ୍ତି ଜଣଙ୍କ ନିଜର ହଜିଯାଇଥିବା ପର୍ସକୁ ପାଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ହଜି ଯାଇଥିବା ପର୍ସରେ ସେତେବେଳେ ଯେତିକି ଟଙ୍କା ଥିଲା, ମିଳିବା ପରେ ମଧ୍ୟ ସେତିକି ଟଙ୍କା ରହିଛି। ଖବର ଅନୁଯାୟୀ, ଘଟଣାଟି ହେଉଛି ମୁମ୍ୱାଇର। ୧୪ ବର୍ଷ ପୂର୍ବେ ଅର୍ଥାତ ୨୦୦୬ ମସିହାରେ ମୁମ୍ୱାଇର ଏକ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବା ସମୟରେ ଜଣେ ବ୍ୟକ୍ତିଙ୍କର ପର୍ସଟି ହଜି ଯାଇଥିଲା। ସେତେବେଳେ ପର୍ସରେ ୯୦୦ଟଙ୍କା ଥିଲା। ସେହି ବ୍ୟକ୍ତିଙ୍କ […]
ନୂଆଦିଲ୍ଲୀ: ଆଣ୍ଡାମାନ ନିକୋବରକୁ ହାଇ ସ୍ପିଡ୍ ସବମରିନ ଅପ୍ଟିକ ଫାଇବର କେବୁଲ ସଂଯୋଗ କରାଯାଇଛି। ଚେନ୍ନାଇ ସହିତ ଅପଟିକ ଫାଇବରରେ ଯୋଡ଼ି ହେଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ। ଏହା ସହିତ ସେଠାରେ ଟେଲି ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ। ବର୍ତ୍ତମାନ ବ୍ରଡବ୍ୟାଣ୍ଡ ସ୍ପିଡ୍ ଯେତେ ଅଛି, ତାହା ୧୦ ଗୁଣ ହୋଇଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି କେବୁଲର ଦୈର୍ଘ୍ୟ ହେଉଛି ୨ ହଜାର ୩୧୨ କିଲୋମିଟର। ୨୦୧୮ […]
ନୂଆଦିଲ୍ଲୀ: ହାତୀ-ମଣିଷ ଲଢ଼େଇକୁ କେମିତି ହ୍ରାସ କରାଯାଇ ପାରିବ, ସେ ସଂପର୍କରେ ମଧ୍ୟ କେନ୍ଦ୍ର ସରକାର ଆଜି ଏକ ଡକ୍ୟୁମେଣ୍ଟର ଉନ୍ମୋଚନ କରିଛନ୍ତି। ଏହି ଡକ୍ୟୁମେଣ୍ଟରେ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ପ୍ରସ୍ତୁତ କରାଯାଇଛି। ଏହାକୁ ଅନୁସରଣ କଲେ ହାତୀ ମଣିଷ ଲଢ଼େଇ କମିବ ଓ ଜୀବନହାନୀ ମଧ୍ୟ ହ୍ରାସ ପାଇବ ବୋଲି କୁହାଯାଇଛି। EIA2020 ड्राफ़्ट का मक़सद साफ़ है – #LootOfTheNation यह एक और ख़ौफ़नाक उदाहरण है कि भाजपा सरकार […]
ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ମହାମାରୀ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। କିନ୍ତୁ ଏମିତି ଏକ ଦେଶ ଅଛି, ଯେଉଁଠାରେ ଗତ ୧୦୦ ଦିନ ହେବ, କୌଣସି କରୋନା ପଜିଟିଭ୍ ମାମଲା ଚିହ୍ନଟ ହୋଇନାହିଁ। ସେହି ଦେଶ ହେଉଛି ନ୍ୟୁଜିଲ୍ୟାଣ୍ଡ। ଯେଉଁଠାରେ ଗତ ୧୦୦ ଦିନରେ କରୋନାର ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ। ତେବେ ନ୍ୟୁଜିଲ୍ୟାଣ୍ଡ ଏମିତି କ’ଣ ବ୍ୟବସ୍ଥା କରିଛି, ଯେଉଁଥିରେ କରୋନା ପୂରା ନିୟନ୍ତ୍ରଣକୁ ଆସିଛି? ନ୍ୟୁଜିଲ୍ୟାଣ୍ଡ୍ ପ୍ରଧାନମନ୍ତ୍ରୀ […]
ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା କରୋନା ଭାଇରସ୍ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଏବଂ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମିଳିଛି। ରାଜ୍ୟ ସରକାରଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି ଏବଂ ତାଙ୍କୁ ସୋମବାର ଏକ ପ୍ରାଇଭେଟ୍ ହସ୍ପିଟାଲରୁ ଛୁଟି ମିଳିଛି। ଅଗଷ୍ଟ ୨ ତାରିଖରେ ୭୭ ବର୍ଷୀୟ ୟେଦୁରପ୍ପାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ହସ୍ପିଟାଲରୁ […]
ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ନେଇ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଗଣମାଧ୍ୟମ ତାଙ୍କୁ ଦୋଷୀ ସଜାଇ ସାରିଲାଣି ବୋଲି ଅଭିଯୋଗ କରିଛନ୍ତି ରିୟା ଚକ୍ରବର୍ତ୍ତୀ । ଏଭଳି ଅଭିଯୋଗ ସହ ସୁପ୍ରିମକୋର୍ଟରେ ପୁଣି ସେ ସତ୍ୟପାଠ ଦାଖଲ କରିଛନ୍ତି । ରାଜନୈତିକ ଏଜେଣ୍ଡା ଭିତରେ ସେ ବଳି ପଡ଼ିବାକୁ ଯାଉଥିବାରୁ ସୁପ୍ରିମକୋର୍ଟଙ୍କଠାରୁ ସୁରକ୍ଷା ଲୋଡ଼ିଛନ୍ତି ରିୟା।ରିୟାଙ୍କୁ ଅଭିଯୁକ୍ତ […]
ଦିଶପୁର: ଜଳୁଛି ଆସାମ ତିନ୍ସୁକିଆର ONGC ପାଇପ୍ଲାଇନ। ତିନ୍ସୁକିଆ ବାଘଜାନ୍ ଅଞ୍ଚଳରେ ଗତକାଲି ହଠାତ୍ ନିଆଁ ଲାଗି ଯାଇଥିଲା। ବୁଲ୍ ଲାଇନ୍ ଅର୍ଥାତ ଯେଉଁଠୁ ପାଇପ୍ ଅନ୍ୟ ଦିଗକୁ ମୋଡ଼ି ଥାଏ ସେହି ଅଞ୍ଚଳରେ କୌଣସି କାରଣରୁ ନିଆ ଲାଗି ଯାଇଥିଲା। ଫଳରେ କିଛି ଘଣ୍ଟା ଧରି ଅଞ୍ଚଳରେ ନିଆଁ ଜଳୁଥିବାର ଦେଖିବାକୁ ମିଳିଥିଲା। ବେଶ କିଛି ସମୟ ପାଇଁ ହୁତ୍ ହୁତ୍ ହୋଇ ନିଆଁ ଜଳୁଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ନିଆଁକୁ ଆୟତ୍ତ କରିବାକୁ ସ୍ୱତନ୍ତ୍ର […]
ବୁଲନ୍ଦସହର: ସେ ଥିଲେ ଜଣେ ମେଧାବୀ ଛାତ୍ରୀ। ଆଖିରେ ଥିଲା ଅନେକ ସ୍ୱପ୍ନ। ଅନେକ କିଛି କରି ଦେଖାଇବାର ସଙ୍କଳ୍ପ। ହେଲେ କିଛି ବଦ୍ମାସ୍ ପିଲାଙ୍କ ପାଇଁ ସବୁକିଛି ହଜିଗଲା। ସ୍ୱପ୍ନକୁ ସାକାର କରିବା ପୁର୍ବରୁ ସବୁଦିନ ପାଇଁ ବନ୍ଦ ହୋଇଗଲା ସେଇ ଆଖି। ଉତ୍ତରପ୍ରଦେଶ ବୁଲନ୍ଦସହରର ସୁଦୀକ୍ଷା ଭାଟି। ଗତବର୍ଷ ଇଣ୍ଟରମିଡିଏଟ ପରୀକ୍ଷାରେ ବୁଲନ୍ଦସହରରେ ଟପ୍ପର ହୋଇଥିଲେ। ଭଲ ପାଠ ପାଇଁ ତାଙ୍କୁ ସ୍କଲାରସିପ୍ ମିଳିଥିଲା। ଆମେରିକା ଯାଇଥିଲେ ଉଚ୍ଚ ଶିକ୍ଷା ପାଇଁ। ନିଜ ପରିଶ୍ରମରେ […]
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ୫୩ ହଜାର ୬୦୧ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଦିନକରେ ୮୭୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ ସଂଖ୍ୟା ୪୫ ହଜାର ୨୫୭କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ। #CoronaVirusUpdates: 📍Total #COVID19 Cases in India (as on August 11, 2020) ▶️28.21% […]
ଜୟପୁର: ରାଜସ୍ଥାନ ରାଜନୀତିରେ ପାଇଲଟ ନାଟକର ସୁଖଦ ଅବସାନ ହେବାକୁ ଯାଉଛି ! ଦୀର୍ଘ ୩୨ ଦିନର ବିବାଦ, ବିଦ୍ରୋହ ଓ ବିଚ୍ଛେଦ ପରେ ଶେଷରେ କଂଗ୍ରେସ ସହ ମନ ମିଳାଇଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍। ସଚିନ୍ ପାଇଲଟ କଂଗ୍ରେସ ଦଳ ସରକାର ଓ ଦଳୀୟ ସ୍ୱାର୍ଥ ପାଇଁ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଏକ ଉଲ୍ଲେଖନୀୟ ଘଟଣା କ୍ରମେ ରାହୁଲ ଗାନ୍ଧି ଓ ସାଧାରଣ ସଂପାଦକ ପ୍ରିୟଙ୍କା […]
ନୂଆଦିଲ୍ଲୀ: ଦିନକ ପରେ ଲଞ୍ଚ ହେବ ଦୁନିଆର ପ୍ରଥମ କରୋନା ଭାକ୍ସିନ । ଏହି ଭାକ୍ସିନ ପ୍ରଥମେ ଲଞ୍ଚ କରିବ ଋଷ। ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଗଷ୍ଟ ୧୨ ତାରିଖ ଏହି ଭାକ୍ସିନ ଲଞ୍ଚ କରିବ ବୋଲି ପୂର୍ବରୁ ରେଜିଷ୍ଟ୍ରେସନ କରିଥିଲା। ଯଦି ସବୁକିଛି ଠିକ୍ଠାକ୍ ରୁହେ ଏବଂ ଭାକ୍ସିନକୁ ରେଗୁଲେଟରୀ ଆପ୍ରୁଭାଲ ମିଳେ ତେବେ ଏହା ହେବ ବିଶ୍ୱର ପ୍ରଥମ କୋଭିଡ-୧୯ ଭାକ୍ସିନ । ବର୍ତ୍ତମାନ ସୁଦ୍ଧା ବିଶ୍ୱର କୌଣସି ଦେଶ ଭାକ୍ସିନ ପ୍ରସ୍ତୁତି କରିବାରେ […]