• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

coronaviuruys
ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୨୪ ଘଣ୍ଟାରେ ୬୧ ହଜାର ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି ଦେଶରେ କୋରନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ୯୩୩ ଜଣଙ୍କ ଜୀବନ ଯାଇଥିବା ବେଳେ ସଂକ୍ରମଣ ହୋଇଛନ୍ତି ୬୧ ହଜାର ୫୩୭ ଜଣ । ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ତଥ୍ୟ ଅନୁଯାୟୀ, ଗତ ୧୦ ଦିନ ହେବ ୫୦ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ଦେଶରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୨୦, ୮୮, […]

Ee36aavU0AA9fNE
ଶପଥ ନେଲେ ନୂଆ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ

ନୂଆଦିଲ୍ଲୀ: ଦେଶର ନୂଆ ସିଏଜି ଭାବେ ଆଜି ଶପଥ ନେଇଛନ୍ତି ଗିରୀଶ ଚନ୍ଦ୍ର ମୁର୍ମୁ । ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆ ସିଏଜିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ କେନ୍ଦ୍ର କ୍ୟାବିନେଟର ସଦସ୍ୟମାନେ ଉପସ୍ଥିତ ଥିଲେ । ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ଇସ୍ତଫା […]

flight
କୋଝିିକୋଡ଼ରେ ବିମାନ ଦୁର୍ଘଟଣା; ପୂର୍ବରୁ ଚେତାବନୀ ଦେଇଥିଲା DGCA

ଥିରୁଅନନ୍ତପୁରମ୍‌: କେରଳ କୋଝିିକୋଡ଼ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି AAIB, DGCA ଓ ବିମାନ ନିରାପତ୍ତା ଟିମ୍ । ଏହା ସହ ଘଟଣାସ୍ଥଳରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ ମଧ୍ୟ ପହଞ୍ଚିଛନ୍ତି । ଦୁର୍ଘଟଣାରେ ଆହତ ୧୨୭ ଜଣଙ୍କ ମେଡିକାଲରେ ବର୍ତ୍ତମାନ ଚିକିତ୍ସା ଚାଲିଛି । ଦୁର୍ଘଟଣା ପ୍ରସଙ୍ଗରେ ସୂଚନା ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, କୋଝିିକୋଡ଼ ଏୟାରପୋର୍ଟରେ କ୍ରାସ୍ ଲ୍ୟାଣ୍ଡିଂରୁ ହିଁ ବିମାନ ଦୁଇ […]

BHSD
କରୋନାରୁ ସୁସ୍ଥ ହେଲେ ଅଭିଷେକ ବଚ୍ଚନ

ମୁମ୍ବାଇ: କରୋନାରୁ ସୁସ୍ଥ ହେଲେ ଅଭିଷେକ ବଚ୍ଚନ। ଦୀର୍ଘଦିନ ଧରି କରୋନା ଆକ୍ରାନ୍ତ ହୋଇ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅଭିଷେକ ବଚ୍ଚନ ସୁସ୍ଥ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କରୋନାରୁ ସୁସ୍ଥ ହେବା ପରେ ନାନାବତୀ ହସ୍‌ପିଟାଲର ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିଷେକ। ସେ ଟ୍ୱିଟ୍ କରି ଲେଖିଛନ୍ତି, “ଆଜି ଅପରାହ୍ନରେ ମୋର କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ସାଙ୍ଗମାନେ, ପ୍ରତିଜ୍ଞା‌ କରିଥିଲି ଯେ […]

kerala
କେରଳ ବିମାନ ଦୁର୍ଘଟଣା; ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

କୋଝିକୋଡ଼େ: କେରଳ କୋଝିକୋଡ଼େର କରିପୁର ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ଘଟଣାରେ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କଲେ କେରଳ ସରକାର। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି କେରଳର ପିନରାୟୀ ବିଜୟନ ସରକାର। ଅନ୍ୟପଟେ କେରଳ କୋଝିିକୋଡ଼େ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି AAIB, DGCA ଓ ବିମାନ ନିରାପତ୍ତା ଟିମ୍। ସୂଚନାନୁସାରେ, DGCA ଗତବର୍ଷ ଜୁଲାଇ ୧୧ ତାରିଖ ଏୟାରପୋର୍ଟର […]

gujarat
ବାୟୋକେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ

ବାପୀ: ଗୁଜରାଟ ବଲସାଡର ବାପୀରେ ଏକ ବାୟୋକ୍ୟାମିକଲ ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଘଟଣା ସ୍ଥଳରେ ୮ରୁ ଅଧିକ ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି। ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବାରୁ କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ କୌଣସି ଖବର ଆସିନାହିଁ। #WATCH Gujarat: Fire breaks out at a chemical factory in Vapi, Valsad. More than 8 fire tenders are at the spot. […]

goat
ଭାଇରାଲ୍ ହେଲା ଛେଳିଙ୍କ ଡିସ୍‌କୋ ଡାନ୍ସ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଅନେକ ସମୟରେ ପଶୁ ପକ୍ଷୀମାନଙ୍କର ଭଳିକି ଭଳି ମଜାଦାର ଭିଡିଓ ଦେଖିବାକୁ ମିଳିଥାଏ। ଭିଡିଓରେ ପଶୁପକ୍ଷୀମାନଙ୍କର ଅଜବ ଅଜବ କାର୍‌ନାମା ଦେଖିଲେ ଯେତିକି ଖୁସୀ ଲାଗେ ସେତିକି ଆଶ୍ଚର୍ଯ୍ୟ ବି ଲାଗେ। ଦେଖୁ ଦେଖୁ ଭିଡିଓଗୁଡ଼ିକ ଭାଇରଲ୍ ବି ହୋଇଯାଏ। ଠିକ୍ ଏମିତି ଏକ ଭିଡିଓ ହେବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍ ହେଉଛି। ଏହି ଭିଡିଓଟି ହେଲା, ଛେଳିମାନଙ୍କର ଡିସ୍‌କୋ ଡାନ୍ସ ଭିଡିଓ। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। […]

cm
ମୁଡ୍‌ ଅଫ୍‌ ନେସନ ସର୍ଭେ; ଯୋଗୀ ନମ୍ବର ୱାନ୍‌ ମୁଖ୍ୟମନ୍ତ୍ରୀ, ନବୀନଙ୍କ ସ୍ଥାନ କେଉଁଠି ?

ନୂଆଦିଲ୍ଲୀ: ଲଗାତର ତୃତୀୟ ଥର ପାଇଁ ଦେଶର ନମ୍ବରୱାନ୍‌ ମୁଖ୍ୟମନ୍ତ୍ରୀ ହେଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ସର୍ଭେ ରିପୋର୍ଟ ମୁଡ୍‌ ଅଫ୍‌ ନେସନ୍‌ରେ ଏହି ତଥ୍ୟ ପ୍ରକାଶ ପାଇଛି। ଯୋଗୀ ୨୪ ପ୍ରତିଶତ ଭୋଟ୍ ପାଇଁ ନମ୍ବର ୱାନ୍ ସ୍ଥାନରେ ରହିଛନ୍ତି। ତେବେ ଗତବର୍ଷ  ତୁଳନାରେ ଏହି ବର୍ଷ ଯୋଗୀଙ୍କୁ ଅଧିକ ୬ ପ୍ରତିଶତ ଭୋଟ୍ ମିଳିଛି। ସବୁଠାରୁ ବଡ଼ କଥା ହେଲା ଏହି ସର୍ଭେରେ ପ୍ରକାଶ […]

pm
କରୋନା ମୁକାବିଲାରେ ମୋଦି ସରକାର ସଫଳ ତ ? କଣ କହୁଛି ସର୍ଭେ ରିପୋର୍ଟ ଜାଣନ୍ତୁ

ନୂଆଦିଲ୍ଲୀ: କରୋନାରେ ସବୁଠୁ ଅଧିକ ପ୍ରଭାବିତ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ବର୍ତ୍ତମାନ ତୃତୀୟ ସ୍ତାନରେ ରହିଛି। କିନ୍ତୁ ଯେଉଁଭଳି ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ତାକୁ ଦେଖିଲେ ଲାଗୁଛି ଭାରତ ଏହି ଘଟଣାରେ ଖୁବ୍‌ଶୀଘ୍ର ଶୀର୍ଷ ସ୍ତାନରେ ପହଞ୍ଚିବ। ତେବେ ଏସବୁରେ ପ୍ରଶ୍ନ ଉଠୁଛି, କେନ୍ଦ୍ରର ମୋଦି ସରକାର କରୋନା ମୁକାବିଲାରେ ସଫଳ ହୋଇଛନ୍ତି ତ ? ଏମିତିକ ପ୍ରସଙ୍ଗରେ ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆଟୁଡେ ମୁଡ୍‌ ଅଫ୍‌ ଦି ନେସନ୍‌ ନାଁରେ ଏକ ସର୍ଭେ […]

air-asia
ଦୁର୍ଘଟଣାରୁ ଦୁଇଥର ରକ୍ଷା ପାଇଲା ବିମାନ

ମୁମ୍ବାଇ: ଦୁର୍ଘଟଣାରୁ ଦ୍ୱିତୀୟ ଥର ପାଇଁ ରକ୍ଷା ପାଇଗଲା ଏୟାର ଏସିଆର ଫ୍ଲାଇଟ୍‌। ଶନିବାର ସକାଳେ ଏହି ଫ୍ଲାଇଟ୍‌ ମୁମ୍ବାଇ ଅଭିମୁଖେ ଆସୁଥିବା ବେଳେ ଟେକ୍‌ଅଫ୍ କରୁଥିବା ସମୟରେ ଏକ ପକ୍ଷୀ ପିଟି ହୋଇଯିବାରୁ ଫ୍ଲାଇଟ୍‌ଟି ରାଞ୍ଚି ବିମାନ ବନ୍ଦରରେ ଅଟକି ରହିଯାଇଥିଲା। ଏହାର କିଛି ଘଣ୍ଟା ପରେ ବିମାନଟି ପୁଣିଥରେ ଟେକ୍‌ଅଫ୍‌ କରିବାକୁ ବାହାରିଥିବା ବେଳେ ଯାନ୍ତ୍ରିକ ସମସ୍ୟା ଦେଖା ଦେଇଥିଲା। ଏୟାର ଏସିଆର i5-632 ବିମାନଟି ଆଜି  ସକାଳେ ୧୭୬ ଜଣ ଯାତ୍ରୀଙ୍କୁ ଧରି […]